ପେସା ଡାକ୍ତର, କିନ୍ତୁ ନିଶା ରିଲ୍ସ । ସରକାରୀ ମେଡିକାଲରେ ଚାକିରି କରିଛନ୍ତି । ଦରମା ଟଙ୍କାରେ ପେଟ ପୂରୁନଥିଲା ଯେ, ଦସ୍ତଖତ ଟିକିଏ କରିବା ପାଇଁ ୧୧ ହଜାର ମାଗୁଥିଲେ। ଭିଜିଲାନ୍ସ ହାତରେ ଧରାପଡ଼ି ଏବେ ଗିରଫ ହେଲେ। କିନ୍ତୁ ବାବୁଙ୍କ ରିଲ୍ସ ଦେଖି ଆପଣ ହୋଇଯିବେ କାବା । କଳା ଚଷମା ସାଙ୍ଗକୁ ଟାଇଟ୍ ଜିନ୍ସରେ କରୁଛନ୍ତି ରିଲ୍ସ ଭିଡିଓ ।
୫-ଟି ସ୍କୁଲରେ ଭୟଙ୍କର ଦୁର୍ନୀତି। ଉନ୍ନତିକରଣରେ ଲକ୍ଷ ଲକ୍ଷ ଲୁଟ୍....ଗୋଟିଏ ପଟେ କାମ ସରିନି ଅନ୍ୟପଟେ ଉଠିଗଲାଣି ଟାଇଲ୍ସ। ୪ ମାସ ହେଲାଣି ଏମିତି ଉନ୍ନତିକରଣ ହେଉଛି ଯେ ଏ ପର୍ଯ୍ୟନ୍ତ କାମ ସରୁନି। ସମସ୍ତଙ୍କ ମିଲିଭଗତରେ ଚାଲିଛି ମହାଦୁର୍ନୀତି
ଉଗ୍ରରୂପ ଧାରଣ କଲାଣି ପୁରୀ ସମୁଦ୍ର। ଘୋ ଘୋ ଗର୍ଜନ କରି ମାଡ଼ି ଆସୁଛି କୂଳକୁ...ଜୁଆର ମାଡରେ ଭାସିଯାଉଛି ବାଲିବସ୍ତା....ଝାଉଁ ଜଙ୍ଗଲକୁ ନିଜ ଗର୍ଭକୁ ନେବା ଉପରେ ସମୁଦ୍ର...ସେପଟେ କେଉଟଜଙ୍ଗାରେ ଖୋଳି ହୋଇଗଲାଣି ମୁହାଣ। ଚିନ୍ତାରେ ଅଂଚଳବାସୀ...
ପେସା ଡାକ୍ତର, କିନ୍ତୁ ନିଶା ରିଲ୍ସ। ସରକାରୀ ମେଡିକାଲରେ ଚାକିରି କରିଛନ୍ତି...ଦରମା ଟଙ୍କାରେ ପେଟ ପୂରୁନଥିଲା ଯେ, ଦସ୍ତଖତ ଟିକିଏ କରିବା ପାଇଁ ୧୧ ହଜାର ମାଗୁଥିଲେ। ଭିଜିଲାନ୍ସ ହାତରେ ଧରାପଡ଼ି ଏବେ ଗିରଫ ହେଲେ। କିନ୍ତୁ ବାବୁଙ୍କ ରିଲ୍ସ ଦେଖି ଆପଣ ହୋଇଯିବେ କାବା। କଳା ଚଷମା ସାଙ୍ଗକୁ ଟାଇଟ୍ ଜିନ୍ସ...ପୂରା ହିରୋ ଷ୍ଟାଇଲରେ କରନ୍ତି ରିଲ୍। ଦେଖନ୍ତୁ ଏଇ ଭିଡ଼ିଓକୁ...
ଇଂଜେକସନ୍ ନେବାକୁ ମେଡ଼ିକାଲରେ ପହଞ୍ଚିଲେ ପୋଲିସ ବାବୁ। ଡାକ୍ତର ଇଂଜେକସନ୍ ନେଇ ଆସିଲା ବେଳକୁ ଭୋ ଭୋ ହୋଇ କାନ୍ଦିଲେ ପୋଲିସ ବାବୁ। ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ
ଯେଉଁ ବୟସରେ କାନ୍ଧରେ ବହିବସ୍ତାନୀ ବୋହିବା କଥା ସେଇ ବସୟରେ କାନ୍ଧରେ ବୋହୁଛନ୍ତି କାଠ । ହାତରେ କଲମ ଧରିବା ପରିବର୍ତ୍ତେ ଧରୁଛନ୍ତି ଖଡ଼ିକା। ମାଆ ଅନ୍ୟ କାହା ସାଙ୍ଗରେ ପଳାଇଲା, ବିଲାରେ କାମ କରୁ କରୁ ବାପା ଚାଲିଗଲେ। ଦିବ୍ୟାଙ୍ଗ ଭାଇ ଓ କୁନି ଭଉଣୀର ବୋଝ ଏବେ କୁନି ଝିଅ ସନ୍ତୋଷୀଙ୍କ ଉପରେ। ପ୍ରଶାସନିକ ସାହାଯ୍ୟ ମିଳିଲେ ଆଗକୁ ପାଠ ପଢିବେ ବୋଲି କହୁଛନ୍ତି ସନ୍ତୋଷୀ.
ଗର୍ଜନ କରି ମାଡ଼ି ଆସୁଛୁି ସମୁଦ୍ର ଜୁଆର । କୂଳ ଲାଙ୍ଘିବାକୁ ବସିଲାଣି ସମୁଦ୍ର । ରାଜ୍ୟ ପର୍ଯ୍ୟଟନ ଶିଳ୍ପର ଅନ୍ୟତମ ଆକର୍ଷଣ କୁହାଯାଉଥିବା କୋଣାର୍କ ପୁରୀ ବେଳାମାର୍ଗ ନଷ୍ଟ ହେବାକୁ ବସିଲାଣି ।
ମୁଢି ଉପରେ ଲାଗିଲା ଜିଏସ୍ଟି । ଏବେ ପ୍ୟାକେଟ୍ ମୁଢି ଉପରେ ଦେବାକୁ ପଡ଼ିବ ଅଧିକ ଟଙ୍କା । ଚିନ୍ତାରେ ମୁଢି ବ୍ୟବସାୟୀ । ଲୋକେ କହୁଛନ୍ତି ବ୍ରିଟିଶ ଲୁଣ ଉପରେ କର ଲଗାଇଥିଲା, ଏ ସରକାର ମୁଢି ଉପରେ କର ଲଗାଇଲା। ପ୍ରକୃତରେ ଜିଏସଟି ଲାଗିବା ପରେ କଣ କହୁଛନ୍ତି ଦୋକାନୀ ଓ ଗ୍ରାହକ? ଦେଖନ୍ତୁ ଓଟିଭିର ଗ୍ରାଉଣ୍ଡ ଜିରୋ ରିପୋର୍ଟ..
ଏ କେମିତିକା ଶିକ୍ଷକ ? ପିଲାଙ୍କ ପାଇଁ ସରକାର ଦେଇଥିଲେ ମଧ୍ୟାହ୍ନ ଭୋଜନ । ଲକ୍ଷେ ନୁହେଁ କି ଦୁଇଲକ୍ଷ ନୁହେଁ ବରଂ ୪ ଲକ୍ଷ ଟଙ୍କା ଖାଇଗଲେ ପ୍ରଧାନ ଶିକ୍ଷକ । ପିଲା ଚାଉଳ ପାଇନଥିବାରୁ ରାଗିଲେ ଅଭିଭାବକ।
ଦେଶୀ ମେକାନିକ୍। ୟୁଟ୍ୟୁବ୍ ଦେଖି ଦେଖି ତିଆରି କଲେ ଆଖୁ ଜୁସ୍ ମେସିନ୍ । ଏଇ ମେସିନ୍ରେ ତିଆରି ହେଉଥିବା ଜୁସ୍ ସପ୍ତାହେ କି ଦୁଇ ସପ୍ତାହେ ନୁହେଁ ବରଂ ପୂରା ୧୨ ସପ୍ତାହ ପର୍ଯ୍ୟନ୍ତ ରହିବ ସତେଜ୍ । ଜାଣନ୍ତୁ ଏଇ ସ୍ୱତନ୍ତ୍ର ଶୈଳୀରେ ତିଆରି ହୋଇଥିବା ମେସିନ୍କୁ..
ମହିଳାମାନେ ଘର ଭିତରେ ରହି କାମ କରନ୍ତି। ଏ କଥା ଆମେ କହୁନୁ ସମସ୍ତେ ଭାବିଥାନ୍ତି। ତେବେ ଏହାକୁ ଭୁଲ୍ ପ୍ରମାଣିତ କରି ଦେଖାଇଛନ୍ତି ଏହି ମହିଳା ଜଣକ। ଏନଏଚ ଉପରେ ମହିଳାଙ୍କ ଡ୍ରାଇଭିଂ ଦେଖିଲେ ଆପଣ ତାଜୁବ୍ ହୋଇଯିବେ...
ୟୁଟ୍ୟୁବ୍ ଦେଖି ଜୁସ୍ ମେସିନ୍ ତିଆରି କଲେ ଯୁବକ । ତାହା ପୁଣି ଏମିତି ସେମିତି ଜୁସ୍ ମେସିନ୍ ନୁହେଁ ବରଂ ଆଖୁ ଜୁସ୍ ମେସିନ । ଆଉ ଏହି ମେସିନରୁ ତିଆରି ହେଉଥିବା ଜୁସ୍ ଅଧିକ ଦିନ ପର୍ଯ୍ୟନ୍ତ ଭଲ ବି ରହିବ । ନୟାଗଡ଼ ଯୁବକଙ୍କ ଏହି ଜୁସ୍ ମେସିନକୁ ନେଇ ସ୍ଥାନୀୟ ଅଞ୍ଚଳରେ ବି ବେଶ୍ ଚର୍ଚ୍ଚା ଚାଲିଛି ।
ପୁଅ ହେବ ତ ଏମିତି ! ଶ୍ରାବଣ ମାସରେ କାନ୍ଧରେ କଳସ ନୁହେଁ ବରଂ ବାପା-ମାଆଙ୍କୁ ଭାରରେ ବୋହି ୧୦୫ କିମି ଯାତ୍ରାରେ ବାହାରିଛନ୍ତି ପୁଅ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ
ମୁଢି ଉପରେ ଲାଗିଲା ଜିଏସ୍ଟି। ଏବେ ପ୍ୟାକେଟ୍ ମୁଢି ଉପରେ ଦେବାକୁ ପଡ଼ିବ ଅଧିକ ଟଙ୍କା...ଚିନ୍ତାରେ ମୁଢି ବ୍ୟବସାୟୀ। ଲୋକେ କହୁଛନ୍ତି....ବ୍ରିଟିଶ ଲୁଣ ଉପରେ କର ଲଗାଇଥିଲା, ଏ ସରକାର ମୁଢି ଉପରେ କର ଲଗାଇଲା। ପ୍ରକୃତରେ ଜିଏସଟି ଲାଗିବା ପରେ କଣ କହୁଛନ୍ତି ଦୋକାନୀ ଓ ଗ୍ରାହକ? ଦେଖନ୍ତୁ ଓଟିଭିର ଗ୍ରାଉଣ୍ଡ ଜିରୋ ରିପୋର୍ଟ..
ଏ କେମିତିକା ଶିକ୍ଷକ? ପିଲାଙ୍କ ପାଇଁ ସରକାର ଦେଇଥିଲେ ମଧ୍ୟାହ୍ନ ଭୋଜନ...ପିଲାଙ୍କ ନାଁରେ ଟଙ୍କା ଆଉ ଚାଉଳ ଉଠାଇଲେ କିନ୍ତୁ ନିଜେ ଖାଇଦେଲେ। ଲକ୍ଷେ ନୁହେଁ କି ଦୁଇଲକ୍ଷ ନୁହେଁ ବରଂ ୪ ଲକ୍ଷ ଟଙ୍କା ଖାଇଗଲେ ପ୍ରଧାନ ଶିକ୍ଷକ। ପିଲା ଚାଉଳ ପାଇନଥିବାରୁ ରାଗିଲେ ଅଭିଭାବକ। ରାସ୍ତା ଉପରେ...
ସରକାରଙ୍କ ବଡ଼ ନିଷ୍ପତ୍ତି। ଏଣିକି ଟ୍ରାଫିକ ନିୟମ ଭାଙ୍ଗିଲେ କେବଳ ଜୋରିମାନା ନୁହେଁ ବରଂ ମେଡ଼ିକାଲରେ ଯାଇ କରିବାକୁ ପଡ଼ିବ ରକ୍ତଦାନ। ଯଦି ନିୟମ ନମାନନ୍ତି, ତେବେ ଜାଣନ୍ତୁ କଣ ରହିଛି ନୂଆ ନିୟମ..
ପ୍ରେମିକକୁ ଦେଖା କରିବାକୁ ଭୁବନେଶ୍ୱରରୁ ଯାଇଥିଲା ପ୍ରେମିକା। ରାସ୍ତା ଉପରେ ଉଭୟଙ୍କ ମଧ୍ୟରେ ହେଲା ଯୁକ୍ତିତର୍କ । ରାଗିଯାଇ ନଈକୁ ଡେଇଁ ପଡ଼ିଲା ପ୍ରେମିକା । ବାସ୍...ପ୍ରେମିକା ପଛେ ପଛେ ନଈକୁ ଡେଇଁଲା ପ୍ରେମିକ । ଆଉ ପ୍ରେମିକାଙ୍କୁ କଲେ ଉଦ୍ଧାର।
ଇଏ ଏମିତି ଏକ ଗାଁ ଯେଉଁଠାରେ ୧୦୦ ବର୍ଷ ହେଲାଣି କେହି ପାସ୍ କରିନାହାନ୍ତି ମାଟ୍ରିକ୍। ଅଧାରୁ ପାଠ ଛାଡ଼ି ଜଙ୍ଗଲରେ କାଠ ହାଣିବା ଆଉ ଗାଈ ଚରାଇବାରେ ବ୍ୟସ୍ତ ଏଠିକା ପିଲା। କିନ୍ତୁ ପଙ୍କରେ ପଦ୍ମ ପରି ମନଦେଇ ପାଠ ପଢି ମାଟ୍ରିକ ପାସ୍ କଲେ ସନ୍ଦୀପ ମାଝୀ। ଗାଁରେ ଖୁସିର ମାହୋଲ। ଇଂଜିନିୟର ହେବାକୁ ଦେଖୁଛନ୍ତି ସୁନେଲୀ ସ୍ୱପ୍ନ।
ହୃଦୟସ୍ପର୍ଶୀ ଦୃଶ୍ୟ। ରେଲୱେ ଷ୍ଟେସନରେ ଯବାନଙ୍କ ପାଦ ଛୁଇଁଲା କୁନି ଝିଅ। ଭାବବିହ୍ୱଳ ହୋଇ ଏମିତି ଆଶୀର୍ବାଦ ଦେଲେ ଯବାନ। ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ...
୨୧ ବର୍ଷ ହେଲାଣି ଓଟିଏମ୍ କାରଖାନାରେ ତାଲା ପଡ଼ିଛି। କାରଖାନାରେ ତାଲା ପଡ଼ିବାରୁ ବକେୟା ଅର୍ଥ ପାଇନାହାନ୍ତି ହଜାର ହଜାର କର୍ମଚାରୀ। ଟଙ୍କାକୁ ଅପେକ୍ଷା କରି କରି ୭୫୦ ଲୋକଙ୍କ ପ୍ରାଣ ବି ଗଲାଣି। ମନ୍ତ୍ରୀ କହୁଛନ୍ତି କାରଖାନା ଖୋଲିବା ସମ୍ଭବ ନୁହେଁ। କାରଖାନା ଉପରେ ନିର୍ଭର କରୁଥିବା ପରିବାର ଏବେ ଭୋକ ଉପାସରେ। ଦେଖନ୍ତୁ ଗ୍ରାଉଣ୍ଡ ଜିରୋ ରିପୋର୍ଟ....
ଇଏ ଏମିତି ଏକ ଗାଁ ଯେଉଁଠାରେ ୧୦୦ ବର୍ଷ ହେଲାଣି କେହି ପାସ୍ କରିନାହାନ୍ତି ମାଟ୍ରିକ୍। ଅଧାରୁ ପାଠ ଛାଡ଼ି ଜଙ୍ଗଲରେ କାଠ ହାଣିବା ଆଉ ଗାଈ ଚରାଇବାରେ ବ୍ୟସ୍ତ ଏଠିକା ପିଲା। କିନ୍ତୁ ପଙ୍କରେ ପଦ୍ମ ପରି ମନଦେଇ ପାଠ ପଢି ମାଟ୍ରିକ ପାସ୍ କଲେ ସନ୍ଦୀପ ମାଝୀ। ଗାଁରେ ଖୁସିର ମାହୋଲ। ଇଂଜିନିୟର ହେବାକୁ ଦେଖୁଛନ୍ତି ସୁନେଲୀ ସ୍ୱପ୍ନ...
ପ୍ରେମିକକୁ ଦେଖା କରିବାକୁ ଭୁବନେଶ୍ୱରରୁ ଯାଇଥିଲା ପ୍ରେମିକା। ରାସ୍ତା ଉପରେ ଉଭୟଙ୍କ ମଧ୍ୟରେ ହେଲା ଯୁକ୍ତିତର୍କ...ରାଗିଯାଇ ନଈକୁ ଡେଇଁ ପଡ଼ିଲା ପ୍ରେମିକା। ବାସ୍...ପ୍ରେମିକା ପଛେ ପଛେ ନଈକୁ ଡେଇଁଲା ପ୍ରେମିକ। ଆଉ ପ୍ରେମିକାଙ୍କୁ କଲେ ଉଦ୍ଧାର। ଦେଖନ୍ତୁ ଏଇ ଭିଡ଼ିଓ...
ସରକାରଙ୍କ ବଡ଼ ନିଷ୍ପତ୍ତି। ଏଣିକି ଟ୍ରାଫିକ ନିୟମ ଭାଙ୍ଗିଲେ କେବଳ ଜୋରିମାନା ନୁହେଁ ବରଂ ମେଡ଼ିକାଲରେ ଯାଇ କରିବାକୁ ପଡ଼ିବ ରକ୍ତଦାନ। ଯଦି ନିୟମ ନମାନନ୍ତି ତେବେ...ଜାଣନ୍ତୁ କଣ ରହିଛି ନୂଆ ନିୟମ
ଓଡିଆ ପେଟରେ ଜୋର ଦାର ଲାତ ମାରିଦେଲେ କି ସରକାର । ଶେଷରେ ମୁଢିରେ ବସେଇଦେଲେ ଜିଏସଟି
ସରିଲା ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ । ହେଲେ ନିର୍ବାଚନ ସରିବା ପରେ କିଛି ଚର୍ଚ୍ଚା ଶୁଣିବାକୁ ମିଳୁଛି। ଦେଖନ୍ତୁ ନବୀନ ଆଉ ମୋକିମଙ୍କୁ ନେଇ କେମିତି ରାଜନୈତିକ ମାହୋଲରେ କଥା ଉଠୁଛି