• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bollywood

15 august box office south or bollywood who win the race
ଅଗଷ୍ଟ ୧୫ରେ ଆସୁଛି ୫ ବଡ଼ ଫିଲ୍ମ; ବାଜି ମାରିନେବ କି ସାଉଥ୍

ଅଗଷ୍ଟ ୧୫କୁ କ୍ୟାପ୍‌ଚର୍‌ କରିବା ରେସ୍‌ରେ ମନୋରଂଜନ ଦୁନିଆ। ଏହି ପ୍ରତିଯୋଗିତା ସାଉଥ୍ ଏବଂ ବଲିଉଡ ମଧ୍ୟରେ ହେବାକୁ ଯାଉଛି। ବଲିଉଡ୍‌ର ୩ ଦମଦାର ଫିଲ୍ମ ଏହି ଦିନ ରିଲିଜ୍ ହେବାକୁ ଥିବା ବେଳେ ସାଉଥ୍‌ ମଧ୍ୟ ୨ ଫିଲ୍ମ ସହିତ ସଂଘର୍ଷ କରିବାକୁ ପ୍ରସ୍ତୁତ। ତେବେ କିଏ ମାରିବ ବାଜି।

John Abraham got angry at journalist and say idiot
Vedaa Trailer Release: ସାମ୍ବାଦିକଙ୍କ ଉପରେ ରାଗିଗଲେ ଜନ୍ ଆବ୍ରାହମ୍; କହିଲେ ଇଡିଅଟ୍… ଜାଣନ୍ତୁ କାହିଁକି…

ଜଣେ ସାମ୍ବାଦିକ ଜନ୍ ଆବ୍ରାହମ୍‌ଙ୍କୁ କିଛି ପ୍ରଶ୍ନ ପଚାରିଥିଲେ ଯାହା ତାଙ୍କୁ କ୍ରୋଧିତ କରିଥିଲା। ସେହି ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି। ଜାଣନ୍ତୁ ସାମ୍ବାଦିକଙ୍କ ଉପରେ ରାଗି କ’ଣ କହିଲେ ଜନ୍ ଆବ୍ରାହମ୍।

Kriti sanon flaunts beach body as she enjoying in greece
ସମୁଦ୍ର ସ୍ନାନ କରି ଭିଡିଓ ଶେୟାର କଲେ କୃତି ସାନନ୍; ଲୋକେ ଦେଖି ହୃଦୟ ଦେଲେ

ବଲିଉଡ୍ କ୍ୱିନ୍ କୃତି ସାନନ୍ ଆଜିକାଲି ତାଙ୍କ ପ୍ରେମ ଜୀବନ ପାଇଁ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଏବେ ସେ ପୁଣି ଥରେ ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି। ବର୍ତ୍ତମାନ ଅଭିନେତ୍ରୀ ଏପରି ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ଆପଣ ତାଙ୍କର କିଲିଙ୍ଗ୍ ଲୁକ୍ ଦେଖିବା ପରେ ହୃଦୟ ଦେଇ ବସିବେ। ଏହି ଭିଡିଓରୁ ଲାଗୁଛି ସେ ସାଗର ସ୍ନାନ କରୁଛନ୍ତି। ଭିଡିଓରେ କୃତି ସାନନ୍ ଖୁବ୍ ଷ୍ଟାଇଲିସ୍ ଅବତାରରେ ନଜର ଆସିଛନ୍ତି।

Dimple kapadia was suffering from leprosy at 12
ଡିମ୍ପଲ୍ କପାଡିଆ କହିଲେ ତାଙ୍କ ଦୁଃଖ କଥା; କୁଷ୍ଠ ରୋଗରେ ପୀଡିତ ଥିଲେ, ରାଜ କପୁର କରିଥିଲେ ରିଜେକ୍ଟ୍

ଆପଣ ହୁଏତ ବିଶ୍ୱାସ କରିବେ ନାହୁଁ, ଯେଉଁ ଫିଲ୍ମରେ ଡିମ୍ପଲ୍ କପାଡିଆ ଦର୍ଶକ ଏବଂ ଫିଲ୍ମ ନିର୍ମାତାଙ୍କୁ ତାଙ୍କ ସୌନ୍ଦର୍ଯ୍ୟରେ ପାଗଳ କରିଦେଇଥିଲେ, ସେ ଦିନେ କୁଷ୍ଠ ରୋଗରେ ପୀଡିତ ଥିଲେ। ଆସନ୍ତୁ ସେ ସବୁ ବିଷୟରେ ଜାଣିବା।

Shah rukh khan cataract operation will be treated
ହେବ ସର୍ଜରୀ; ଆମେରିକା ଯିବେ ବଲିଉଡ୍ ବାଦଶାହ ଶାହରୁଖ; ଜାଣନ୍ତୁ କାହିଁକି…

ଶାହରୁଖଙ୍କୁ ଡାକ୍ତରଖାନାରେ ଦେଖିବାକୁ ମିଳିଛି। ସେ ଆଖି ପାଇଁ ଡାକ୍ତରଖାନା ଯାଇଥିଲେ। ଜୁଲାଇ ୨୯ରେ ତାଙ୍କ ଆଖି ସର୍ଜରୀ ହୋଇଛି। କିନ୍ତୁ ଏହି ସର୍ଜରୀ ସଠିକ୍ ଭାବରେ ହୋଇପାରି ନାହିଁ, ଯେଉଁଥିପାଇଁ ସେ ଆମେରିକା ଯିବେ ବୋଲି କୁହାଯାଉଛି।

Ulajh makers organised fan screenings before release
ରିଲିଜ୍ ପୂର୍ବରୁ ଚର୍ଚ୍ଚା; ସସ୍‌ପେନ୍ସରେ ଭରା ଜାହ୍ନବୀ କପୁରଙ୍କ ଏହି ଫିଲ୍ମ

ଜାହ୍ନବୀ କପୁରଙ୍କ 'ଉଲଝ୍' ଅଫିସିଆଲ୍ ରିଲିଜ୍ ପୂର୍ବରୁ ଫିଲ୍ମ ଟିମ୍ ଅନେକ ସହରରେ ସ୍ୱତନ୍ତ୍ର ପ୍ରିଭ୍ୟୁ ସ୍କ୍ରିନିଂ ଘୋଷଣା କରିଛି, ଯାହାର ଟିକେଟ୍ ମାତ୍ର ୩୦ ମିନିଟ୍‌ରେ ବିକ୍ରି ହୋଇଯାଇଛି। ଏହି ଫିଲ୍ମକୁ ନେଇ ବର୍ତ୍ତମାନ ଜାହ୍ନବୀ ଚାରିଆଡେ ଛାଇଗଲେଣି।

Triptii dimri the part of animal park said about the film
ଆରମ୍ଭ ହେବ 'ଆନିମଲ୍ ପାର୍କ'ର ସୁଟିଂ; ଫିଲ୍ମକୁ ନେଇ ଏମିତି କହିଲେ ବୋଲ୍ଡ କ୍ୱିନ୍ ତୃପ୍ତି ଡିମ୍‌ରୀ

ରୋଜଗାର କ୍ଷେତ୍ରରେ ବକ୍ସ ଅଫିସରେ 'ଆନିମଲ' ଏକ ଆଲୋଡ଼ନ ସୃଷ୍ଟି କରିଥିଲା। ବର୍ତ୍ତମାନ ପ୍ରଶଂସକମାନେ ଉତ୍ସାହର ସହିତ ଏହାର ସିକ୍ୱେଲକୁ ଅପେକ୍ଷା କରିଛନ୍ତି। ଏହି ସମୟରେ ତୃପ୍ତି ଡିମ୍‌ରୀ ‘ଆନିମଲ୍ ପାର୍କ’କୁ ନେଇ ଅପ୍‌ଡେଟ୍ ସୂଚନା ଦେଇଛନ୍ତି।

Lawrence bishnoi brother talk to shooters before fire at salman khan house
ଏମିତି ଭାବେ ଗୁଳି ମାଡ କରିବ ଯେମିତି ସଲମାନ ଖାନ ଡରିଯିବେ; କିଏ ସୁଟର୍ସଙ୍କୁ କହିଥିଲେ ଏମିତି

ସଲମାନ ଖାନଙ୍କ ଘର ଉପରେ ଗୁଳି ମାଡ ମାମଲାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ ଜେଲ୍‌ରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇଙ୍କ ଭାଇ ଅନ୍‌ମୋଲ୍‌ ବିଷ୍ନୋଇ ବଲିଉଡ୍‌ ସୁପରଷ୍ଟାରଙ୍କ ଘରେ ଗୁଳି ମାଡ ପୂର୍ବରୁ ସୁଟରମାନଙ୍କୁ ୯ ମିନିଟ୍‌ର ପ୍ରେରଣାଦାୟକ ଭାଷଣ ଦେଇଥିଲେ।

Janhvi kapoor talks about marriage plans with shikhar pahariya
ଏହି ଯୁବକଙ୍କ ସହ ଚାଲିଛି ଜାହ୍ନବୀ କପୁରଙ୍କ ରୋମାନ୍ସ; ବିବାହକୁ ନେଇ କହିଲେ ଏମିତି

ଶିଖର ପାହାଡିୟାଙ୍କ ସହ ଜାହ୍ନବୀ କପୁରଙ୍କ ରୋମାନ୍ସ ପ୍ରାୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ଉଭୟ ସେମାନଙ୍କ ପ୍ରେମକୁ ପ୍ରକାଶ କରିବାକୁ କେବେ ବି ପଛାନ୍ତି ନାହିଁ। ବର୍ତ୍ତମାନ ଶ୍ରୀଦେବୀ ଏବଂ ବୋନି କପୁରଙ୍କ ଲଳନା କେବେ ବିବାହ କରିବେ ବୋଲି ପ୍ରକାଶ କରିଛନ୍ତି।

Sanjay dutt raveena tandon ghudchadhi trailer release
Ghudchadhi trailer: ବହୁଦିନ ପରେ ଏକାଠି ହେଲେ ସଞ୍ଜୟ ଦତ୍ତ-ରବୀନା ଟଣ୍ଡନ୍; ଏହି ଫିଲ୍ମରେ କରିବେ ରୋମାନ୍ସ

‘ଘୁଡ୍‌ଚଡି’ର ଟ୍ରେଲର୍‌ ରିଲିଜ ହୋଇଛି। ଏହି ଫିଲ୍ମଟି ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଛି। ବିଶେଷ କଥା ହେଉଛି ‘ଘୁଡ୍‌ଚଡି’ରେ ସଞ୍ଜୟ ଦତ୍ତଙ୍କ ସହ ରବିନା ଟଣ୍ଡନଙ୍କ ରୋମାଣ୍ଟିକ୍ ଯୋଡି ଦେଖିବାକୁ ମିଳିବ। ଏଥିରେ ବୁଢା ବୟସରେ ପ୍ରେମ ହେବାର ଦେଖିବାକୁ ମିଳିବ।

janhvi kapoor tells who introduces her to first bra
ଜାହ୍ନବୀ କହିଲେ କିଏ ତାଙ୍କୁ ଅନ୍ତର୍ବସ୍ତ୍ର ସହିତ ପରିଚିତ କରେଇଥିଲେ; ଜାଣନ୍ତୁ ବାପା ନା ମା’…

ଯେତେବେଳେ ଜାହ୍ନବୀ ତାଙ୍କ ମା’ଙ୍କଠାରୁ ବ୍ରା ମାଗିଥିଲେ, ସେ ମନା କରିଦେଇଥିଲେ। ଜାହ୍ନବୀ କପୁର ନିଜେ ଏକ ସାକ୍ଷାତକାର ସମୟରେ ଏହି କଥା କହିଛନ୍ତି। ଆଉ କହିଛନ୍ତି କିଏ ତାଙ୍କୁ ପ୍ରଥମେ ବ୍ରା ସହିତ ପରିଚିତ କରେଇଥିଲେ।

In laws reveals what kind of daughter in law is sonakshi sinha
ବିବାହର ୧ ମାସ ପରେ ସୋନାକ୍ଷୀ ସିହ୍ନାଙ୍କୁ ଏମିତି କହିଲେ ଶାଶୁ-ଶଶୁର-ନଣନ୍ଦ

ବିବାହ ପରେ ସୋସିଆଲ ମିଡିଆରେ ଲୋକମାନେ କେବଳ ସୋନାକ୍ଷୀଙ୍କୁ ନୁହେଁ ଶତ୍ରୁଘ୍ନ ସିହ୍ନାଙ୍କୁ ମଧ୍ୟ ଘେରିଥିଲେ। କିନ୍ତୁ କୁହାଯାଏ ଯେ ଯୋଡି ତ ଉପରୁ ତିଆରି ହୋଇଥାଏ, ତେଣୁ ସୋନାକ୍ଷୀ ଏବଂ ଜହୀରଙ୍କ ପାଇଁ ମଧ୍ୟ ଏହା ଏମିତି କିଛି ଥିଲା। ବିବାହର ଏକ ମାସ ପରେ ସୋନାକ୍ଷୀଙ୍କ ଶାଶୁ-ଶଶୁର କହିଛନ୍ତି ଯେ ସେ କିପରି ବୋହୂ...

Sonakshi sinha viral video people asked is actress pregnant
Viral Video: ସୋନାକ୍ଷୀ ସିହ୍ନାଙ୍କୁ ଏମିତି ଦେଖି ଲୋକେ କହିଲେ ଅଛନ୍ତି ଗର୍ଭବତୀ

ସୋନାକ୍ଷୀ-ଜହୀର ବିବାହ ପରେ, ଉଭୟଙ୍କ ଫଟୋ ଏବଂ ଭିଡିଓ କ୍ରମାଗତ ଭାବରେ ଭାଇରାଲ୍‌ ହେଉଛି। ନିକଟରେ ସୋନାକ୍ଷୀ ଏବଂ ଜହୀରଙ୍କ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ସୋନାକ୍ଷୀଙ୍କୁ ଦେଖିବା ପରେ ଲୋକମାନେ ତାଙ୍କ ଗର୍ଭଧାରଣ ବିଷୟରେ କଳ୍ପନା କରୁଛନ୍ତି।

Ananya pandey hardik pandya dance video viral
Viral Video: ନତାଶାଙ୍କ ସହ ଅଲଗା ହେଉ ହେଉ ଏହି ଅଭିନେତ୍ରୀଙ୍କ ସହ ଜମିଲା ଯୋଡି!

ହାର୍ଦିକ-ନତାଶା ଛାଡପତ୍ର ଆଲୋଚନା ଥମି ନଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅନନ୍ୟା ପାଣ୍ଡେଙ୍କ ଏକ ଡ୍ୟାନ୍ସ ଭିଡିଓ ଭାଇରାଲ ହେବାରେ ଲାଗିଛି। ସେମାନେ ସୋସିଆଲ ମିଡିଆରେ ପରସ୍ପରକୁ ଅନୁସରଣ କରିବା ଆରମ୍ଭ କରିଛନ୍ତି। ଲୋକେ କହୁଛନ୍ତି ଜମୁଛି କେମେଷ୍ଟ୍ରୀ।

Kareena kapoor said mostly we fight for ac temperature
ବଲିଉଡ୍‌ରେ ବଢୁଛି ଛାଡ଼ପତ୍ର; କରୀନା କହିଲେ ସୈଫ୍ ଓ ମୋ ଭିତରେ ସବୁବେଳେ ଝଗଡ଼ା

ଇଣ୍ଡଷ୍ଟ୍ରିର ସବୁଠାରୁ ଚର୍ଚ୍ଚିତ ବଚ୍ଚନ ପରିବାର ଏବଂ ତାଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟଙ୍କ ମଧ୍ୟରେ ମତଭେଦ ହେବାର ଖବର ସାମ୍ନାକୁ ଆସୁଛି। ଏହି ଖବର ମଧ୍ୟରେ ବଲିଉଡ ବେବୋ ବା କରୀନା କପୁର ନିଜର ଏବଂ ସୈଫ୍ ଅଲି ଖାନଙ୍କ ମଧ୍ୟରେ ଝଗଡାକୁ ନେଇ କଥା ଉଠେଇଛନ୍ତି।

How Zaheer iqbal told shatrughan sinha he wanted to marry with daughter sonakshi sinha
ଜହୀର ଇକ୍‌ବାଲ୍‌ କହିଲେ ସେ କିପରି ଶତ୍ରୁଘ୍ନ ସିହ୍ନାଙ୍କୁ ମାଗିଥିଲେ ତାଙ୍କ ଝିଅର ହାତ

ସୋନାକ୍ଷୀ ସିହ୍ନା ବର୍ତ୍ତମାନ ଜହୀର ଇକବାଲଙ୍କ ପତ୍ନୀ ହୋଇଯାଇଛନ୍ତି। ଯେତେବେଳେ ଅଭିନେତ୍ରୀ ବିବାହ କଲେ, ତାଙ୍କ ବିବାହକୁ ଲଭ୍ ଜିହାଦ ସହିତ ଯୋଡାଗଲା। ତେବେ ଆସନ୍ତୁ ଜାଣିବା ଜହୀର ଆଉ ସୋନାକ୍ଷୀ କିପରି ଶତ୍ରୁଘ୍ନ ସିହ୍ନାଙ୍କୁ ସେମାନଙ୍କ ବିବାହ କଥା କହିଥିଲେ।

Abhishek bachchan throwback post viral amid separation rumours
ଛାଡପତ୍ର ଖବରରେ ଇନ୍ଧନ ଢାଳିଲେ ଅଭିଷେକ ବଚ୍ଚନ; ଅମିତାଭ କହିଲେ ଏମିତି

ଅମ୍ବାନୀ ପରିବାରର ବିବାହ ପାର୍ଟୀ ପରେ ବଲିଉଡ୍‌ ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ତାଙ୍କ ପରିବାର ଚର୍ଚ୍ଚାରେ ରହିଛି। ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅମିତାଭ ବଚ୍ଚନଙ୍କ ପରିବାର ମଧ୍ୟରେ କ’ଣ ମତଭେଦ ଚାଲିଛି ତାହ ପ୍ରଶଂସକ ଜାଣିବାକୁ ଚାହୁଁଛନ୍ତି। ଏହି ଖବର ଥମି ଆସୁଥିବା ବେଳେ ଅଭିଷେକ ଏହାକୁ ପୁଣି ଇନ୍ଧନ ଯୋଗାଇଛନ୍ତି।

KL Rahul and Athiya Shetty
ଆଥେୟା ରାହୁଲଙ୍କ ନୂଆ ଠିକଣା, କିଣିଲେ ୨୦ କୋଟିର ଆଲିଶାନ୍ ଫ୍ଲାଟ୍

ପ୍ରେମ ପକ୍ଷୀଙ୍କର ନୂଆ ଠିକଣା । ବଲିଉଡ ଓ ଖେଳ ଦୁନିଆର ଚର୍ଚ୍ଚିତ କପଲ୍ ଆଥେୟା ଓ ରାହୁଲ କିଣିଲେ ୨୦ କୋଟିର ଆଲିଶାନ୍ ଫ୍ଲାଟ୍ ।

Amitabh bachchan shared a romantic picture with his wife jaya
ଅମିତାଭ ବଚ୍ଚନ ଜୟାଙ୍କ ସହ ଶେୟାର କଲେ ରୋମାଣ୍ଟିକ୍ ଫଟୋ; ଲୋକେ କହିଲେ…

ବଲିଉଡ୍‌ର ମେଗାଷ୍ଟାର ଅମିତାଭ ବଚ୍ଚନ ତାଙ୍କ ଆଲବମରୁ ଏକ ସୁନ୍ଦର ଫଟୋ ଶେୟାର କରିଛନ୍ତି। ଏହାକୁ ଦେଖିଲେ ଆପଣଙ୍କ ବି କହିବେ ପତ୍ନୀଙ୍କ ପ୍ରତି ତାଙ୍କ ମନରେ କେତେ ପ୍ରେମ! ହେଲେ କିଛି ଲୋକ ଏମିତି କହି କରୁଛନ୍ତି ଟ୍ରୋଲ୍।

See new poster of rajkummar rao film stree 2
ଆସୁଛି 'ସ୍ତ୍ରୀ ୨'; ପୋଷ୍ଟର୍ ବଢାଇଲା ଉତ୍ସାହ

ରାଜକୁମାର ରାଓ ଆଜିକାଲି ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ସ୍ତ୍ରୀ ୨' କୁ ନେଇ ବହୁତ ବ୍ୟସ୍ତ ଅଛନ୍ତି। ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୁରଙ୍କ ଚଳଚ୍ଚିତ୍ର 'ସ୍ତ୍ରୀ ୨'ର ନୂଆ ପୋଷ୍ଟର ରିଲିଜ ହେବା ମାତ୍ରେ ଭାଇରାଲ୍‌ ହେବାରେ ଲାଗିଛି। ଏବେ ଦର୍ଶକମାନେ ଫିଲ୍ମର ଟ୍ରେଲରକୁ ଅପେକ୍ଷା କରିଛନ୍ତି।

Virushka
ପ୍ରେମ ବଦଳାଇଲା ସବୁକିଛି; ପୂର୍ବରୁ ଥିଲେ କଣ, ଏବେ ହେଲେ କଣ ...

ବିରାଟ କୋହଲି ଓ ଅନୁଷ୍କା ଶର୍ମା । ଭାରତୀୟ କ୍ରିକେଟ ଓ ବଲିଉଡ ଜଗତର ଏକ ଚର୍ଚ୍ଚିତ ଯୋଡ଼ି । ନିଜର ପ୍ରେମ ସଂପର୍କ ହେଉ କିମ୍ବା ଅନ୍ୟ କିଛି ମିଡିଆରେ ଏହି ଦୁଇ ଜଣଙ୍କର ସବୁ ବେଳେ ଚର୍ଚ୍ଚା ଚାଲିଥାଏ ।

Cbfc asks makers to edit intimate scene of from bad newz
ଭିକି କୌଶଲଙ୍କ 'ବ୍ୟାଡ୍ ନ୍ୟୁଜ୍' ରିଲିଜ୍ ପୂର୍ବରୁ ଲାଗିଲା ସିବିଏଫ୍‌ସି କଇଁଚି; କଟିବ ଏହି ୩ ସିନ୍

ଭିକି କୌଶଲଙ୍କ ଫିଲ୍ମ 'ବ୍ୟାଡ୍ ନ୍ୟୁଜ୍' ରିଲିଜ୍‌ ହେବାକୁ ମାତ୍ର ତିନି ଦିନ ବାକି ଅଛି। ଏହାପୂର୍ବରୁ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫ୍‌ସି) ନିର୍ମାତାଙ୍କୁ ଫିଲ୍ମରୁ ଅନ୍ତରଙ୍ଗ ଦୃଶ୍ୟ ହଟାଇବାକୁ କହିଛି।

Rajkummar rao starrer stree-2 trailer will be released on this day
Stree 2: ଏହିଦିନ ରିଲିଜ୍ ହେବ 'ସ୍ତ୍ରୀ ୨'ର ଟ୍ରେଲର୍‌; ନୂଆ ପୋଷ୍ଟର୍ ଦେଖିଲେ ଲୋମ ଟାଙ୍କୁରି ଉଠିବ

ଅମର କୌଶିକଙ୍କ ନିର୍ଦ୍ଦେଶିତ 'ସ୍ତ୍ରୀ ୨'ର ଟ୍ରେଲର୍‌କୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏଭଳି ପରିସ୍ଥିତିରେ ଆଜି ଶ୍ରଦ୍ଧା କପୁର ଫିଲ୍ମର ଟ୍ରେଲର୍‌ ରିଲିଜ ତାରିଖ ପ୍ରକାଶ କରିଛନ୍ତି।

During kalki 2898 ad shoot Amitabh bachchan seek permission for going toilet
ବିଗ୍ ବି’ଙ୍କ ନମ୍ରତା; କହିଲେ ନିର୍ଦ୍ଦେଶକ ହେଉଛନ୍ତି ଅଧିନାୟକ, ମୁଁ କେବଳ ଜଣେ କର୍ମଚାରୀ… ତେଣୁ…

‘କଳ୍‌କୀ ୨୮୯୮ ଏଡି’ରେ ଅଶ୍ୱତ୍‌ଥମା ଭୂମିକାରେ ଅଭିନୟ କରି ଅମିତାଭ ବଚ୍ଚନ ଏବେ ପୂରା ଚର୍ଚ୍ଚାରେ ଅଛନ୍ତି। ଏହି ଭୂମିକାରେ ସେ ତାଙ୍କର ପୂରା ଜୋସ୍ ଦେଇ କାମ କରିଛନ୍ତି। ବିଗ୍ ବି ସୁଟିଂ ସମୟର କିଛି କଥାକୁ ନିଜ ବ୍ଲଗ୍‌ରେ କହିଛନ୍ତି। ଟଏଲେଟ୍ ଯିବାକୁ ହେଲେ କିପରି ନିର୍ଦ୍ଦେଶକଙ୍କ ଅନୁମତି ନେବାକୁ ପଡୁଥିଲା ତାହା କହିଛନ୍ତି।

Akshay kumar film sarfira advance booking now open
ଆରମ୍ଭ ହେଲା ଅକ୍ଷୟଙ୍କ ଦମଦାର ଫିଲ୍ମର ଆଗୁଆ ବୁକିଂ; କରିନିଅନ୍ତୁ ସିଟ୍ ରିଜର୍ଭ

ଖିଲାଡି କୁମାରଙ୍କ ‘ସରଫିରା’ ବଡ ପରଦାରେ ଆସୁଛି। ରିଲିଜ୍ ତାରିଖ ହେଉଛି ୧୨ ଜୁଲାଇ। ଏହି ଫିଲ୍ମର ଅଗ୍ରୀମ ବୁକିଂ ଆରମ୍ଭ ହୋଇଛି। ଅକ୍ଷୟ କୁମାରଙ୍କ ଫିଲ୍ମର ପ୍ରଥମ ଶୋ’ ଦେଖିବା ପାଇଁ ଆଗ୍ରହୀ ପ୍ରଶଂସକମାନେ ଏବେ ଠାରୁ ସେମାନଙ୍କ ସିଟ୍ ରିଜର୍ଭ କରିନେବାର ସମୟ ଆସିଛି।