ଅନୁପମ ଖେର ରବିବାର ଦିନ ରାମଲାଲାଙ୍କ ସହରରେ ପହଞ୍ଚି ଆଜି ହନୁମାନ ଗଡୀ ମନ୍ଦିରରେ ପହଞ୍ଚି ସେଠାରେ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି। ତେବେ ଏହି ଭବ୍ୟ ସମାରୋହରେ ଯୋଗ ଦେଇ ନଥିବା ବିରୋଧୀମାନଙ୍କୁ ସେ ଟାର୍ଗେଟ୍ କରି ପରିହାସ କରିଛନ୍ତି।
ପ୍ରଭାସ ଏବଂ କ୍ରିତି ସାନନ୍ ଅଭିନୀତ 'ଆଦିପୁରୁଷ' ରାମାୟଣ ଉପରେ ଆଧାରିତ ଥିଲା। କିନ୍ତୁ ସମାଲୋଚକ କିମ୍ବା ଦର୍ଶକ ଏହାକୁ ପସନ୍ଦ କରି ନଥିଲେ। 'ଆଦିପୁରୁଷ' ବ୍ୟତୀତ, ବଲିଉଡ୍ରେ ଆହୁରି ୫ଟି ଭଲ ଚଳଚ୍ଚିତ୍ର ଅଛି, ଯାହାକୁ ଆପଣ ରାମ ମନ୍ଦିରର ଉଦଘାଟନ ପୂର୍ବରୁ ଦେଖିବା ଉଚିତ। ଆସନ୍ତୁ ସେସବୁ ଫିଲ୍ମଗୁଡିକ ବିଷୟରେ ଜାଣିନେବା।
‘ଗଦର’ର ଐତିହାସିକ ସଫଳତାର ୨୨ ବର୍ଷ ପରେ ସନ୍ନି ଦେଓଲ, ଅନିଲ ଶର୍ମା, ଅମିଶା ପଟେଲ ଏବଂ ଉତ୍କର୍ଷ ଶର୍ମା ‘ଗଦର ୨’ ସହିତ କାହାଣୀ ଜାରି ରଖିଥିଲେ। ବର୍ତ୍ତମାନ ଏହି ଟିମ୍ 'ଗଦର ୩' ପାଇଁ ଅଣ୍ଟା ଭିଡିଲେଣି।
ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଫ୍ରେସ୍ ଯୋଡିକୁ ଦର୍ଶକେ ଏବେ ଫିଲ୍ମ ‘ଫାଇଟର’ରେ ଦେଖିବାକୁ ପାଇବେ। ହ୍ରିତିକ ଏବଂ ଦୀପିକାଙ୍କ ଯୋଡି ପ୍ରଥମ ଥର ପାଇଁ ପରଦାରେ ଧମାଲ କରିବାକୁ ଯାଉଛି। କିନ୍ତୁ ବର୍ତ୍ତମାନ ଠାରୁ ଜଣାପଡିଗଲାଣି ଯେ ପ୍ରଶଂସକମାନେ ଏହି ତାଜା ଯୋଡିକୁ ଖୁବ ଭଲ ପାଉଛନ୍ତି।
ମଙ୍ଗଳବାର ରାତିରେ ମୁମ୍ବାଇର ଏକ କ୍ଲିନିକରେ ଶାହରୁଖ ଖାନଙ୍କୁ ଦେଖିବାକୁ ମିଳିଥିଲା। ସେ ମୁଣ୍ଡରେ ଜ୍ୟାକେଟ୍ର ହୁଡି ପିନ୍ଧି ମୁହଁ ଘୋଡାଇ ଦେଇଥିଲେ। ହେଲେ କାହିଁକି ଜାଣିବା ପାଇଁ ପଢନ୍ତୁ।
ଦମଦାର ଭୂମିକା ନେଇ ଆସୁଛନ୍ତି ସୁପରଷ୍ଟାର ରଜନୀକାନ୍ତ। ପୁଣି ବକ୍ସ ଅଫିସ୍ରେ ହେବ ହଇଚଇ। ସେ ବର୍ତ୍ତମାନ ‘ଜୟ ଭୀମ’ ନିର୍ଦ୍ଦେଶକ ଟିଜେ ଜ୍ଞାନଭେଲଙ୍କ ନିର୍ଦ୍ଦେଶିତ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଭେଟ୍ଟାୟାନ’ ପାଇଁ ସୁଟିଂ କରୁଛନ୍ତି।
ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନ ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହର ଅତିଥି ତାଲିକାରେ ସ୍ଥାନ ପାଇଛନ୍ତି। ଏସବୁ ମଧ୍ୟରେ ବିଗ୍ ବିଙ୍କୁ ନେଇ ଆଉ ଏକ ଖବର ଏବେ ଖୁବ୍ ଚର୍ଚ୍ଚାରେ ରହିଛି। ସେ ଅଯୋଧ୍ୟାରେ ଏକ ପ୍ଲଟ୍ କିଣିଛନ୍ତି।
୨୦୨୪ ଚଳଚ୍ଚିତ୍ର ଶିଳ୍ପ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି। ଏହାରି ଭିତରେ ଏମିତି ଏକ ମଲ୍ଟି ଷ୍ଟାରର ଫିଲ୍ମ ଅଛି ଯାହା ୨୦୦ କୋଟି ଟଙ୍କାରେ ନିର୍ମିତ ହେଉଛି। ସବୁଠାରୁ ବଡ କଥା ହେଲା ଦୀର୍ଗ ୧୨ ବର୍ଷ ଧରି ଲଗାତାର ଫ୍ଲପ୍ ଫିଲ୍ମ ଦେଉଥିବା ହିରୋଙ୍କୁ ଏହି ଚଳଚ୍ଚିତ୍ରରେ ଭୟଙ୍କର ଭିଲେନ୍ ଭୂମିକାରେ ଦେଖିବାକୁ ମିଳିବ।
ଏକ ଭିଡିଓରେ ଶ୍ରୁତି ଏବଂ ଅକ୍ଷରାଙ୍କ ସହ ବଲିଉଡର ହୀ-ମ୍ୟାନ୍ ଧର୍ମେନ୍ଦ୍ର ନଜର ଆସିଛନ୍ତି। ଧର୍ମେନ୍ଦ୍ରଙ୍କୁ ଦେଖି ଉଭୟ ଭଉଣୀ ହଠାତ୍ ମଞ୍ଚରୁ ଦୌଡ଼ି ପଳେଇଥିଲେ। କିଛି ଲୋକ ଏହି ଭିଡିଓରେ ମଜାଳିଆ ପ୍ରତିକ୍ରିୟା ଦେଉଥିବାବେଳେ କେହି କେହି ଉଭୟ ଭଉଣୀଙ୍କୁ ଖୁବ ପ୍ରଶଂସା କରୁଛନ୍ତି।
ସଙ୍ଗୀତ ଶିଳ୍ପ ସହିତ ଜଡିତ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଭେଟେରାନ ଗାୟକ ପ୍ରଭା ଆତ୍ରେ ଆଜି ସକାଳେ ଦେହାନ୍ତ କରିଛନ୍ତି। ସେ ୯୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି।
ରାଣୀଙ୍କ ଭାରତ 'ଦୁନିଆର ସର୍ବୋତ୍ତମ ଚଳଚ୍ଚିତ୍ର ନିର୍ମାଣ କରେ' ପ୍ରତିକ୍ରିୟାରେ X ରେ ହେଲେ ଟ୍ରୋଲ୍। ଲୋକେ ଯାହା ପାଇଲେ ତାହା କହିଲେ। ଜାଣନ୍ତୁ କ’ଣ କହିଲେ ୟୁଜର୍।
ବର୍ତ୍ତମାନ ଭାରତୀୟ ସିନେମା ଅଭିନେତା ରଜା ଅଲି ମୁରାଦ ମଧ୍ୟ ପ୍ରଭୁ ରାମଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ପ୍ରକାଶ କରିଛନ୍ତି। ତାଙ୍କ ନାମ ସହିତ ରାମଙ୍କ ନାମ ଜଡିତ ବୋଲି ସେ କହିଛନ୍ତି।
ଜାଭେଦ ଅଖତର ଫିଲ୍ମ ନିର୍ମାତାଙ୍କୁ ସମାଲୋଚନା କରି କହିଛନ୍ତି ଯେ ଜଣେ ଶକ୍ତିଶାଳୀ ମହିଳା ପ୍ରକୃତରେ କିପରି ଦେଖାଯାଆନ୍ତି ସେ ବିଷୟରେ ଚଳଚ୍ଚିତ୍ର ନିର୍ମାତାଙ୍କର ସ୍ପଷ୍ଟ ବୁଝାମଣା ନ ଥିବାରୁ ଅଭିନେତ୍ରୀମାନଙ୍କୁ ଅଭିନୟ ପାଇଁ କୌଣସି ଦମଦାର ଭୂମିକା ଦିଆଯାଉ ନାହିଁ।
ଜାଭେଦ ଅଖତର ନିକଟରେ ମହାରାଷ୍ଟ୍ରର ଔରଙ୍ଗାବାଦରେ ଆୟୋଜିତ ଅଜନ୍ତା-ଏଲୋରା ଫେଷ୍ଟିଭାଲକୁ ଆସିଥିଲେ ଏବଂ ଏହି ସମୟରେ ସେ ଶ୍ରୀରାମ ମନ୍ଦିର ଉପରେ ନିଜର ମତ ରଖିଛନ୍ତି। ଅଯୋଧ୍ୟା ମନ୍ଦିର ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ସେ ନିଜର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।
ବଲିଉଡରେ ଆଇଟମ ଗୀତର ପ୍ରବଳ ଚାହିଦା ରହିଛି । ଫିଲ୍ମ ଖରାପ ହେଉ କି ଭଲ.. ଆଇଟମ ଗୀତ କିନ୍ତୁ ସବୁବେଳେ ହିଟ ହୋଇଥାଏ । ଆଉ ଏହି ଆଇଟମ ଗୀତ ପାଇଁ ଅଭିନେତ୍ରୀମାନେ ପ୍ରବଳ ପାରିଶ୍ରମିକ ନେଇ ଥାଆନ୍ତି । ଆପଣ ଜାଣନ୍ତି କି, ବେଳେ ବେଳେ ଆଇଟମ ଗୀତ ପାଇଁ ନେଉଥିବା ପାରିଶ୍ରମିକ, ଅଭିନେତ୍ରୀଙ୍କଠାରୁ ମଧ୍ୟ ଅଧିକ ଥାଏ ।
ଆମୀର ଖାନଙ୍କ ଘରେ ଆଜି ବାଜୁଛି ଶାହାନାଇ। ତାଙ୍କର ପ୍ରିୟ ଝିଅ ଆୟରା ଖାନ୍ ଆଜି ବିବାହ କରୁଛନ୍ତି। ଆୟରା ତାଙ୍କ ବାପାଙ୍କ ଫିଟ୍ନେସ୍ କୋଚ୍ ନୁପୁର ଶିଖରେଙ୍କୁ ତାଙ୍କ ଜୀବନସାଥୀ ଭାବରେ ବାଛିଛନ୍ତି। ତେବେ ନୁପୁର କିଏ? ସେ ଏବଂ ଆୟାରଙ୍କ ପ୍ରେମ କାହାଣୀ କିପରି ଆରମ୍ଭ ହେଲା? ଆସନ୍ତୁ ସେ ବିଷୟ ଜାଣିବା।
ଗାୟିକା ଚିନ୍ମୟୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଫଟୋ ଶେୟାର କରି କମଲ୍ ହାସନ୍କୁ ଟାର୍ଗେଟ୍ କରିଛନ୍ତି। ଏଥିରେ ସେ ‘ମି ଠୁ’ କଥା ଉଠେଇଛନ୍ତି। କମଲ୍ ହାସନ୍କୁ ଏମିତି କହିଛନ୍ତି ଚିନ୍ମୟୀ।
ମଲାଇକା ଅରୋରାଙ୍କ ପୂର୍ବତନ ସ୍ୱାମୀ ଅରବାଜ୍ ଖାନଙ୍କ ନିକଟରେ ଦ୍ୱିତୀୟ ବିବାହ ହୋଇଯାଇଛି। ଏହା ପରେ ମଲାଇକା ମଧ୍ୟ ବିବାହର ପ୍ରସ୍ତୁତି କରୁଥିବା ଖବର ସାମ୍ନାକୁ ଆସିଛି। ତେବେ ସେ କାହାକୁ ବିବାହ କରିବେ, ତାକୁ ନେଇ ଏମିତି ପ୍ରତିକ୍ରିୟା ଦେଇଛନ୍ତି।
୨୨ ଜାନୁଆରୀରେ ଶ୍ରୀରାମ ଜନ୍ମଭୂମି ମନ୍ଦିରର ଭବ୍ୟ 'ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ' ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏହି ଭବ୍ୟ କାର୍ଯ୍ୟକ୍ରମ'କୁ ଭାରତୀୟ ଚଳଚ୍ଚିତ୍ର ଶିଳ୍ପର ୧୯ ଜଣ ବଡ ବଡ କଳାକାରଙ୍କୁ ନିମନ୍ତ୍ରଣ କରାଯାଇଛି। ହେଲେ ବାଦ ପଡିଛନ୍ତି ରାମାୟଣର ଲକ୍ଷ୍ମଣ। ଏନେଇ ସେ ପ୍ରକାଶ କରିଛନ୍ତି ନିଜର କୋହ।
ଅନେକ ଝିଅ ରାଜେଶ ଖାନ୍ନାଙ୍କ ଏମିତି ପ୍ରଶଂସକ ଥିଲେ ସେ ସେମାନେ ରକ୍ତରେ ଚିଠି ଲେଖି ନିଜ ପ୍ରେମକୁ ପ୍ରକାଶ କରୁଥିଲେ। କେବଳ ଏତିକି ନୁହେଁ, ଝିଅମାନେ ତାଙ୍କର ଫଟୋକୁ ବିବାହ କରୁଥିରେ ଆଉ ରକ୍ତରେ ରାଜେଶ ଖାନ୍ନାଙ୍କ ନାମରେ ସିନ୍ଦୁର ମଧ୍ୟ ପିନ୍ଧୁଥିଲେ।
ସଲମାନ ଦୀର୍ଘ ଦିନ ଧରି ଚଳଚ୍ଚିତ୍ର ଶିଳ୍ପ ସହିତ ଲୋକଙ୍କ ହୃଦୟରେ ରାଜ୍ କରିଆସୁଛନ୍ତି। ଯେତେବେଳେ ବି ସଲମାନଙ୍କ ଫିଲ୍ମ କିମ୍ବା ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କୌଣସି ଆଲୋଚନା ହୁଏ, ତାଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ହୋଇଯାଆନ୍ତି। ତେବେ ଆସନ୍ତୁ ଆଜି ତାଙ୍କ ଜନ୍ମଦିନରେ ତାଙ୍କ ସହିତ ଜଡିତ କିଛି ଅଜଣା ଏବଂ ଆକର୍ଷଣୀୟ ତଥ୍ୟ ଉପରେ ନଜର ପକେଇବା।
ବିବାଦୀୟ ବଲିଉଡ ଏବଂ ଭୋଜପୁରୀ ଅଭିନେତା-ନିର୍ମାତା କମଲ ରସିଦ ଖାନ(KRK) ସୋମବାର ଦୁବାଇ ଅଭିମୁଖେ ଯାତ୍ରା କରୁଥିବା ବେଳେ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରୁ ତାଙ୍କୁ ଗିରଫ କରାଯାଇଛି।
ଶାହରୁଖ ଖାନଙ୍କ ‘ଡଙ୍କି’ ପ୍ରଭାସଙ୍କ ‘ସାଲାର’ ସହ ସଂଘର୍ଷ କରିବା ପରେ ମଧ୍ୟ ବକ୍ସ ଅଫିସରେ ଭଲ ରୋଜଗାର କରିବାରେ ସଫଳ ହୋଇଛି। ବିଶେଷକରି ଚତୁର୍ଥ ଦିନ ବା ରବିବାର ଦିନ ‘ଡଙ୍କି’ର ରୋଜଗାରରେ ୩୦ ପ୍ରତିଶତ ବଢିଛି। ତେବେ ଆସନ୍ତୁ ଶାହାରୁଖ ଖାନଙ୍କ ଫିଲ୍ମ ଚତୁର୍ଥ ଦିନରେ କେତେ ରୋଜଗାର କରିଛି ଜାଣିବା।
ମଲାଇକା ଅରୋରାଙ୍କ ଠାରୁ ଅଲଗା ହେବାର ୬ ବର୍ଷ ପରେ ଅରବାଜ ଖାନ ବର୍ତ୍ତମାନ ନିଜ ପାଇଁ ଏକ ନୂଆ ଜୀବନ ସାଥୀ ବାଛିନେଇଛନ୍ତି। ଅରବାଜ ରବିବାର ଦିନ ଏକ ବ୍ୟକ୍ତିଗତ ସମାରୋହରେ ବିବାହ କରିଛନ୍ତି। ୫୬ ବର୍ଷିୟ ଅରବାଜଙ୍କ ନୂଆ କନ୍ୟା ବୃତ୍ତିରେ ଜଣେ ମେକ୍ଅପ୍ କଳାକାର। ଜାଣନ୍ତୁ ସେ କିଏ…
ବୟକଟ୍ ଧାରା ମଧ୍ୟରେ ୨୦୨୩ ଆରମ୍ଭ ପର୍ଯ୍ୟନ୍ତ ବଲିଉଡ ଜଗତ ସଂଘର୍ଷ କରୁଥିଲା। ଏହାରି ମଧ୍ୟରେ ବର୍ଷ ଶେଷ ସୁଦ୍ଧା ରିଲିଜ୍ ହୋଇଥିବା ୫ଟି ଫିଲ୍ମ ଅଛି ଯାହା ବଲିଉଡର ରୋଜଗାରରେ ଏକ ବଡ଼ ପରିବର୍ତ୍ତନ ଆଣିଛି। ଆସନ୍ତୁ ୨୦୨୩ର ଏହି ଟପ୍ ୫ଟି ଫିଲ୍ମ ଉପରେ ନଜର ପକେଇବା।