/odishatv-khabar/media/post_attachments/uploadimage/library/16_9/16_9_0/IMAGE_1722589135.jpg)
Kriti sanon flaunts beach body as she enjoying in greece
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1722589135.jpg)
1/4
କୃତି ସାନନ୍ ବର୍ତ୍ତମାନ ତାଙ୍କ ଭଉଣୀ ନୁପୁର ସାନନ୍ ଏବଂ ପ୍ରେମିକ କବୀର ବହିଆଙ୍କ ସହ ଗ୍ରୀସ୍ରେ ଛୁଟି କାଟୁଛନ୍ତି। ଗତ କିଛି ଦିନ ହେବ କ୍ରିତି ତାଙ୍କ ଡେଟିଂ ଗୁଜବ ପାଇଁ ଚର୍ଚ୍ଚାରେ ଥିବାବେଳେ ବର୍ତ୍ତମାନ ତାଙ୍କ ଏହି ଭିଡିଓ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1722589165.jpg)
2/4
କୃତି ତାଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଗ୍ରୀସ ଛୁଟିଏ ଏହି ଚମତ୍କାର ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ଅଭିନେତ୍ରୀଙ୍କୁ ସମୁଦ୍ର କୂଳରେ ଦେଖିବାକୁ ମିଳୁଛି ଏବଂ ସେ ସେ ସମୁଦ୍ରକୁ ଖୁବ ଉପଭୋଗ କରୁଥିବା ନଜର ଆସିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1722589199.jpg)
3/4
ଏହି ଭିଡିଓରେ କୃତିଙ୍କୁ ଏକ ରଙ୍ଗୀନ ପୋଷାକରେ ଦେଖିବାକୁ ମିଳେ ଏବଂ ତାଙ୍କର ଏହି ବୋଲ୍ଡ ଲୁକ୍କୁ ପ୍ରଶଂସକମାନେ ଖୁବ୍ ପସନ୍ଦ କରୁଛନ୍ତି। ଭିଡିଓ ଶେୟାର କରି କୃତି ନିଜକୁ 'ବିଚ୍ ବେବି' ବୋଲି କହିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1722589233.jpg)
4/4
କୃତି ଯେପରି ଗ୍ରୀସ୍ରେ ତାଙ୍କ ଛୁଟିକୁ ଉପଭୋଗ କରୁଛନ୍ତି, ଏହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଅଭିନେତ୍ରୀ ଏହି ସ୍ଥାନକୁ ଖୁବ ଭଲ ପାଉଛନ୍ତି। ତାଙ୍କର ଏହି ଭିଡିଓକୁ ଅଭିନେତ୍ରୀଙ୍କ ପ୍ରଶଂସକ ଏବଂ ଅନୁଗାମୀମାନେ ଭଲ ପ୍ରତିକ୍ରିୟା ମଧ୍ୟ କରୁଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)