‘ଘୁଡ୍ଚଡି’ର ଟ୍ରେଲର୍ ରିଲିଜ ହୋଇଛି। ଏହି ଫିଲ୍ମଟି ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଛି। ବିଶେଷ କଥା ହେଉଛି ‘ଘୁଡ୍ଚଡି’ରେ ସଞ୍ଜୟ ଦତ୍ତଙ୍କ ସହ ରବିନା ଟଣ୍ଡନଙ୍କ ରୋମାଣ୍ଟିକ୍ ଯୋଡି ଦେଖିବାକୁ ମିଳିବ। ଏଥିରେ ବୁଢା ବୟସରେ ପ୍ରେମ ହେବାର ଦେଖିବାକୁ ମିଳିବ।
ଯେତେବେଳେ ଜାହ୍ନବୀ ତାଙ୍କ ମା’ଙ୍କଠାରୁ ବ୍ରା ମାଗିଥିଲେ, ସେ ମନା କରିଦେଇଥିଲେ। ଜାହ୍ନବୀ କପୁର ନିଜେ ଏକ ସାକ୍ଷାତକାର ସମୟରେ ଏହି କଥା କହିଛନ୍ତି। ଆଉ କହିଛନ୍ତି କିଏ ତାଙ୍କୁ ପ୍ରଥମେ ବ୍ରା ସହିତ ପରିଚିତ କରେଇଥିଲେ।
ବିବାହ ପରେ ସୋସିଆଲ ମିଡିଆରେ ଲୋକମାନେ କେବଳ ସୋନାକ୍ଷୀଙ୍କୁ ନୁହେଁ ଶତ୍ରୁଘ୍ନ ସିହ୍ନାଙ୍କୁ ମଧ୍ୟ ଘେରିଥିଲେ। କିନ୍ତୁ କୁହାଯାଏ ଯେ ଯୋଡି ତ ଉପରୁ ତିଆରି ହୋଇଥାଏ, ତେଣୁ ସୋନାକ୍ଷୀ ଏବଂ ଜହୀରଙ୍କ ପାଇଁ ମଧ୍ୟ ଏହା ଏମିତି କିଛି ଥିଲା। ବିବାହର ଏକ ମାସ ପରେ ସୋନାକ୍ଷୀଙ୍କ ଶାଶୁ-ଶଶୁର କହିଛନ୍ତି ଯେ ସେ କିପରି ବୋହୂ...
ସୋନାକ୍ଷୀ-ଜହୀର ବିବାହ ପରେ, ଉଭୟଙ୍କ ଫଟୋ ଏବଂ ଭିଡିଓ କ୍ରମାଗତ ଭାବରେ ଭାଇରାଲ୍ ହେଉଛି। ନିକଟରେ ସୋନାକ୍ଷୀ ଏବଂ ଜହୀରଙ୍କ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ସୋନାକ୍ଷୀଙ୍କୁ ଦେଖିବା ପରେ ଲୋକମାନେ ତାଙ୍କ ଗର୍ଭଧାରଣ ବିଷୟରେ କଳ୍ପନା କରୁଛନ୍ତି।
ହାର୍ଦିକ-ନତାଶା ଛାଡପତ୍ର ଆଲୋଚନା ଥମି ନଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅନନ୍ୟା ପାଣ୍ଡେଙ୍କ ଏକ ଡ୍ୟାନ୍ସ ଭିଡିଓ ଭାଇରାଲ ହେବାରେ ଲାଗିଛି। ସେମାନେ ସୋସିଆଲ ମିଡିଆରେ ପରସ୍ପରକୁ ଅନୁସରଣ କରିବା ଆରମ୍ଭ କରିଛନ୍ତି। ଲୋକେ କହୁଛନ୍ତି ଜମୁଛି କେମେଷ୍ଟ୍ରୀ।
ଇଣ୍ଡଷ୍ଟ୍ରିର ସବୁଠାରୁ ଚର୍ଚ୍ଚିତ ବଚ୍ଚନ ପରିବାର ଏବଂ ତାଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟଙ୍କ ମଧ୍ୟରେ ମତଭେଦ ହେବାର ଖବର ସାମ୍ନାକୁ ଆସୁଛି। ଏହି ଖବର ମଧ୍ୟରେ ବଲିଉଡ ବେବୋ ବା କରୀନା କପୁର ନିଜର ଏବଂ ସୈଫ୍ ଅଲି ଖାନଙ୍କ ମଧ୍ୟରେ ଝଗଡାକୁ ନେଇ କଥା ଉଠେଇଛନ୍ତି।
ସୋନାକ୍ଷୀ ସିହ୍ନା ବର୍ତ୍ତମାନ ଜହୀର ଇକବାଲଙ୍କ ପତ୍ନୀ ହୋଇଯାଇଛନ୍ତି। ଯେତେବେଳେ ଅଭିନେତ୍ରୀ ବିବାହ କଲେ, ତାଙ୍କ ବିବାହକୁ ଲଭ୍ ଜିହାଦ ସହିତ ଯୋଡାଗଲା। ତେବେ ଆସନ୍ତୁ ଜାଣିବା ଜହୀର ଆଉ ସୋନାକ୍ଷୀ କିପରି ଶତ୍ରୁଘ୍ନ ସିହ୍ନାଙ୍କୁ ସେମାନଙ୍କ ବିବାହ କଥା କହିଥିଲେ।
ଅମ୍ବାନୀ ପରିବାରର ବିବାହ ପାର୍ଟୀ ପରେ ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ତାଙ୍କ ପରିବାର ଚର୍ଚ୍ଚାରେ ରହିଛି। ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅମିତାଭ ବଚ୍ଚନଙ୍କ ପରିବାର ମଧ୍ୟରେ କ’ଣ ମତଭେଦ ଚାଲିଛି ତାହ ପ୍ରଶଂସକ ଜାଣିବାକୁ ଚାହୁଁଛନ୍ତି। ଏହି ଖବର ଥମି ଆସୁଥିବା ବେଳେ ଅଭିଷେକ ଏହାକୁ ପୁଣି ଇନ୍ଧନ ଯୋଗାଇଛନ୍ତି।
ପ୍ରେମ ପକ୍ଷୀଙ୍କର ନୂଆ ଠିକଣା । ବଲିଉଡ ଓ ଖେଳ ଦୁନିଆର ଚର୍ଚ୍ଚିତ କପଲ୍ ଆଥେୟା ଓ ରାହୁଲ କିଣିଲେ ୨୦ କୋଟିର ଆଲିଶାନ୍ ଫ୍ଲାଟ୍ ।
ବଲିଉଡ୍ର ମେଗାଷ୍ଟାର ଅମିତାଭ ବଚ୍ଚନ ତାଙ୍କ ଆଲବମରୁ ଏକ ସୁନ୍ଦର ଫଟୋ ଶେୟାର କରିଛନ୍ତି। ଏହାକୁ ଦେଖିଲେ ଆପଣଙ୍କ ବି କହିବେ ପତ୍ନୀଙ୍କ ପ୍ରତି ତାଙ୍କ ମନରେ କେତେ ପ୍ରେମ! ହେଲେ କିଛି ଲୋକ ଏମିତି କହି କରୁଛନ୍ତି ଟ୍ରୋଲ୍।
ରାଜକୁମାର ରାଓ ଆଜିକାଲି ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ସ୍ତ୍ରୀ ୨' କୁ ନେଇ ବହୁତ ବ୍ୟସ୍ତ ଅଛନ୍ତି। ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୁରଙ୍କ ଚଳଚ୍ଚିତ୍ର 'ସ୍ତ୍ରୀ ୨'ର ନୂଆ ପୋଷ୍ଟର ରିଲିଜ ହେବା ମାତ୍ରେ ଭାଇରାଲ୍ ହେବାରେ ଲାଗିଛି। ଏବେ ଦର୍ଶକମାନେ ଫିଲ୍ମର ଟ୍ରେଲରକୁ ଅପେକ୍ଷା କରିଛନ୍ତି।
ବିରାଟ କୋହଲି ଓ ଅନୁଷ୍କା ଶର୍ମା । ଭାରତୀୟ କ୍ରିକେଟ ଓ ବଲିଉଡ ଜଗତର ଏକ ଚର୍ଚ୍ଚିତ ଯୋଡ଼ି । ନିଜର ପ୍ରେମ ସଂପର୍କ ହେଉ କିମ୍ବା ଅନ୍ୟ କିଛି ମିଡିଆରେ ଏହି ଦୁଇ ଜଣଙ୍କର ସବୁ ବେଳେ ଚର୍ଚ୍ଚା ଚାଲିଥାଏ ।
ଭିକି କୌଶଲଙ୍କ ଫିଲ୍ମ 'ବ୍ୟାଡ୍ ନ୍ୟୁଜ୍' ରିଲିଜ୍ ହେବାକୁ ମାତ୍ର ତିନି ଦିନ ବାକି ଅଛି। ଏହାପୂର୍ବରୁ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫ୍ସି) ନିର୍ମାତାଙ୍କୁ ଫିଲ୍ମରୁ ଅନ୍ତରଙ୍ଗ ଦୃଶ୍ୟ ହଟାଇବାକୁ କହିଛି।
ଅମର କୌଶିକଙ୍କ ନିର୍ଦ୍ଦେଶିତ 'ସ୍ତ୍ରୀ ୨'ର ଟ୍ରେଲର୍କୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏଭଳି ପରିସ୍ଥିତିରେ ଆଜି ଶ୍ରଦ୍ଧା କପୁର ଫିଲ୍ମର ଟ୍ରେଲର୍ ରିଲିଜ ତାରିଖ ପ୍ରକାଶ କରିଛନ୍ତି।
‘କଳ୍କୀ ୨୮୯୮ ଏଡି’ରେ ଅଶ୍ୱତ୍ଥମା ଭୂମିକାରେ ଅଭିନୟ କରି ଅମିତାଭ ବଚ୍ଚନ ଏବେ ପୂରା ଚର୍ଚ୍ଚାରେ ଅଛନ୍ତି। ଏହି ଭୂମିକାରେ ସେ ତାଙ୍କର ପୂରା ଜୋସ୍ ଦେଇ କାମ କରିଛନ୍ତି। ବିଗ୍ ବି ସୁଟିଂ ସମୟର କିଛି କଥାକୁ ନିଜ ବ୍ଲଗ୍ରେ କହିଛନ୍ତି। ଟଏଲେଟ୍ ଯିବାକୁ ହେଲେ କିପରି ନିର୍ଦ୍ଦେଶକଙ୍କ ଅନୁମତି ନେବାକୁ ପଡୁଥିଲା ତାହା କହିଛନ୍ତି।
ଖିଲାଡି କୁମାରଙ୍କ ‘ସରଫିରା’ ବଡ ପରଦାରେ ଆସୁଛି। ରିଲିଜ୍ ତାରିଖ ହେଉଛି ୧୨ ଜୁଲାଇ। ଏହି ଫିଲ୍ମର ଅଗ୍ରୀମ ବୁକିଂ ଆରମ୍ଭ ହୋଇଛି। ଅକ୍ଷୟ କୁମାରଙ୍କ ଫିଲ୍ମର ପ୍ରଥମ ଶୋ’ ଦେଖିବା ପାଇଁ ଆଗ୍ରହୀ ପ୍ରଶଂସକମାନେ ଏବେ ଠାରୁ ସେମାନଙ୍କ ସିଟ୍ ରିଜର୍ଭ କରିନେବାର ସମୟ ଆସିଛି।
ବର୍ଷ ଶେଷ ହେବାକୁ ଆଉ ଛଅ ମାସ ବାକି ଅଛି ଏବଂ ବଡ ତାରକାଙ୍କ ଅଭିନୀତ ଆଉ କିଛି ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି। ସେମାନଙ୍କର ପ୍ରଦର୍ଶନ କିପରି ହେବ ତାହା କେବଳ ସମୟ କହିବ, କିନ୍ତୁ ଏହାପୂର୍ବରୁ ଆମକୁ ସେହି ଚଳଚ୍ଚିତ୍ରଗୁଡ଼ିକ ବିଷୟରେ ଜାଣିବା ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଭଲ ରୋଜଗାର କରିଛି।
ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ସର୍ଫିରା’ ଇଣ୍ଟର୍ନେଟ୍ରେ ଝଡ ସୃଷ୍ଟି କରିଛି। ଏହାର ଟ୍ରେଲର୍ ୨୦୨୪ରେ ଦେଖାଯାଇଥିବା ସର୍ବାଧିକ ହିନ୍ଦୀ ଚଳଚ୍ଚିତ୍ର ଟ୍ରେଲର୍ରେ ପରିଣତ ହୋଇଛି। ଏହି ମାମଲାରେ ‘କଳ୍କୀ ୨୮୯୮ ଏଡି’କୁ ମଧ୍ୟ ପଛରେ ପକେଇଦେଇଛି। ଏହି ଜବରଦସ୍ତ ପ୍ରତିକ୍ରିୟାର କାରଣ ହେଉଛି ଫିଲ୍ମର ଜବରଦସ୍ତ କଣ୍ଟେଣ୍ଟ୍।
ଫିଲ୍ମ ଦୁନିଆଁ ଛଡା ପ୍ରେମ ଜୀବନକୁ ନେଇ ଦିଶା ପଟାନୀ ଏବେ ଖୁବ୍ ଚର୍ଚ୍ଚାରେ। ଅଭିନେତ୍ରୀଙ୍କ ନାଁ ଏବେ ସାଉଥ୍ ସୁପରଷ୍ଟାର୍ଙ୍କ ସହ ଯୋଡି ଆଲୋଚନା ଚାଲିଛି। ଦିଶାଙ୍କ ହାତରେ ହୋଇଥିବା ଟାଟୁରୁ ଏଭଳି କଳ୍ପନାକଳ୍ପନା କରାଯାଉଛି। ପ୍ରଶଂସକମାନେ ଦିଶାଙ୍କ ହାତରେ ଏଭଳି ଟାଟୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ଜହୀର ଏବଂ ସୋନାକ୍ଷୀ ବର୍ତ୍ତମାନ ନିଜ ବୈବାହୀକ ଜୀବନକୁ ଉପଭୋଗ କରୁଥିବା ବେଳେ ଟ୍ରୋଲ୍ର ଶିକାର ହେଉଛନ୍ତି। ସେମାନଙ୍କ ବିବାହକୁ 'ଲଭ୍ ଜିହାଦ୍' ବୋଲି କହି ଲୋକେ ଟ୍ରୋଲ୍ କରୁଛନ୍ତି। ତେବେ ସୋନାକ୍ଷୀ କିମ୍ବା ଜହୀର କେହି ବି ଟ୍ରୋଲ୍ ଉପରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି।
ଶାହରୁଖ ଖାନଙ୍କ ସହ କାମ କରିଥିବା ଜୁହୀ ଚାୱଲା କହିଛନ୍ତି ଯେ ଏପରି ଏକ ସମୟ ଥିଲା ଯେତେବେଳେ ଅଭିନେତାଙ୍କର EMI ଦେବାକୁ ଟଙ୍କା ନ ଥିଲା। ସେ କହିଛନ୍ତି ଯେ EMI ପୈଠ କରି ନ ଥିବାରୁ ଶାହରୁଖଙ୍କ ଜିପ୍ସୀ କାର୍ ହାତରୁ ଚାଲିଯାଇଥିଲା।
‘କଳ୍କୀ ୨୮୯୮ ଏଡି’ ବକ୍ସ ଅଫିସରେ ଝଡ ସୃଷ୍ଟି କରୁଛି। ନିର୍ମାତାଙ୍କ ଉପରେ ଟଙ୍କା ବର୍ଷା ଜାରି ହୋଇଛି। ଏହି ଫିଲ୍ମ ଭାରତୀୟ ବକ୍ସ ଅଫିସରେ ୨୦୦ କୋଟିରୁ ଅଧିକ ଆୟ କରିସାରିଲାଣି ଏବଂ ଆଶା କରାଯାଉଛି ଯେ ଆଜି ମଧ୍ୟ ଏହି ଫିଲ୍ମ ମଧ୍ୟ ବହୁତ ଭଲ ବ୍ୟବସାୟ କରିବ।
ଆଦିତ୍ୟ ସତ୍ୟପୋଦର ଏବଂ ଦୀନେଶ ଭିଜନ୍ ଅନ୍ୟ ଏକ ଅନନ୍ୟ ହରର୍-କମେଡି କରିବାକୁ ଆଗ୍ରହ ଦେଖାଇଛନ୍ତି। ସେ 'ୱେମ୍ପାୟାର୍ସ ଅଫ୍ ବିଜୟ ନଗର' ଶୀର୍ଷକରେ ଏକ ଫିଲ୍ମ କରିବାକୁ ଯାଉଛନ୍ତି। ଏଥିରେ ଆୟୁଷ୍ମାନ ଖୁରାନା ଏବଂ ରଶ୍ମିକା ମନ୍ଦାନାଙ୍କ ରୋମାନ୍ସ ଦେଖିବାକୁ ମିଳିବ।
ସଲମାନ ଖାନଙ୍କ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସଲମାନ ତାଙ୍କର ଫାଷ୍ଟ୍ କ୍ରସ୍ ବିଷୟରେ କହୁଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ସେ ଯାହାଙ୍କ ନାଁ କହିଛନ୍ତି ତାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଦେଖନ୍ତୁ ଏହି ଭିଡିଓ…
ଚାଇନାର ଜଣେ ଗାୟିକାଙ୍କ ଏକ ଭିଡିଓ ଦିନକୁ ଦିନ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ସେ ଶାହରୁଖ ଖାନଙ୍କ ହିଟ୍ ଚଳଚ୍ଚିତ୍ରର ହିଟ୍ ଗୀତ ଗାଉଥିବାର ନଜର ଆସିଛନ୍ତି।