• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bollywood

kareena kapoor suspense murder thriller film the Buckingham murders trailer out
Trailer Out: କରୀନା କପୁରଙ୍କ ମର୍ଡର ମିଷ୍ଟ୍ରୀ ଫିଲ୍ମର ଟ୍ରେଲର୍ ରିଲିଜ୍; ଫିଲ୍ମଟି ସସ୍‌ପେନ୍ସ ଏବଂ ରୋମାଞ୍ଚରେ ପରିପୂର୍ଣ୍ଣ

କରୀନା କପୁରଙ୍କୁ 'ଦ ବକିଙ୍ଗ୍‌ହମ୍ ମର୍ଡର୍ସ'ରେ ଏକ ଦମଦାର୍ ଭୂମିକାରେ ଦେଖିବାକୁ ମିଳିବ। ହଂସଲ ମେହେଟ୍ଟାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ କରୀନା କପୁର ଜଣେ ଗୁପ୍ତଚର ଭୂମିକାରେ ନଜର ଆସିବେ। ଆଜି ଏହାର ଟ୍ରେଲର୍‌ ରିଲିଜ ହେବା ପରେ ପ୍ରଶଂସକଙ୍କ ଉତ୍ସାହ ବଢିଯାଇଛି।

Suhana khan share photos in glamourous saree
ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲେ ସୁହାନା ଖାନ; ଫଟୋ ଦେଖି ଲୋକେ କହୁଛନ୍ତି ହାର୍ଟବିଟ୍ ବଢିଯାଉଛି

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲେ ସୁହାନା ଖାନ; ଫଟୋ ଦେଖି ଲୋକେ କହୁଛନ୍ତି ହାର୍ଟବିଟ୍ ବଢିଯାଉଛି ବଲିଉଡ୍‌ ବାଦଶାହ ଶାହରୁଖ୍ ଖାନଙ୍କ ରାଜକୁମାରୀ ସୁହାନା ଖାନ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ସେ ଇନ୍‌ଷ୍ଟାରେ ତାଙ୍କର ନୂଆ ଫଟୋ ଶେୟାର କରିଛନ୍ତି। ତାଙ୍କ ଏହି ପଟୋଗୁଡିକ ଭାଇରାଲ୍ ହେଉଛି। ସୁହାନାଙ୍କୁ ପ୍ରଶଂସକମାନେ ଏସବୁକୁ ଖୁବ୍ ପସନ୍ଦ କରୁଛନ୍ତି।

Aamir khan video calls vinesh phogat after paris Olympics disappointment
Viral: ଭିନେଶ ଫୋଗଟ୍‌ଙ୍କୁ ଭିଡିଓ କଲ୍ କଲେ ଆମୀର ଖାନ; ଫୋଗଟଙ୍କ ସହ କରିବେ କି 'ଦଙ୍ଗଲ ୨'

'ଦଙ୍ଗଲ' ଅଭିନେତା ଭିନେଶ ଫୋଗଟ୍‌ଙ୍କୁ ଏକ ଭିଡିଓ କଲ୍‌ କରି ତାଙ୍କୁ ଉତ୍ସାହିତ କରିଛନ୍ତି ଆମୀର ଖାଁ । ଆମୀର ଖାନ ଏବଂ ଭିନେଶ ଫୋଗଟଙ୍କ ଭିଡିଓ କଲର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ମନଦୀପ ପୁନିଆ ଏହାର ଫଟୋ ଶେୟାର କରିଛନ୍ତି, ଏହା ପରେ ଫିଲ୍ମ 'ଦଙ୍ଗଲ ୨' କୁ ନେଇ ଆଲୋଚନା ତୀବ୍ର ହୋଇଛି।

ସଲମାନ ଖାନଙ୍କ ନୂଆ ଫିଲ୍ମକୁ ନେଇ ଚର୍ଚ୍ଚା; ୩୩ ହଜାର ଫୁଟ ଉପରେ ଦେବେ ଆକ୍ସନ
ସଲମାନ ଖାନଙ୍କ ନୂଆ ଫିଲ୍ମକୁ ନେଇ ଚର୍ଚ୍ଚା; ୩୩ ହଜାର ଫୁଟ ଉପରେ ଦେବେ ଆକ୍ସନ

ସଲମାନ ଖାନଙ୍କ ଫିଲ୍ମ 'ସିକନ୍ଦର'କୁ ନେଇ ଭିନ୍ନ ଭିନ୍ନ ଆଲୋଚନା ହେଉଛି। ବେଳେବେଳେ ଫିଲ୍ମକୁ ନେଇ କୁହାଯାଉଛି ଯେ ଏହା ବନ୍ଦ ହୋଇଯାଇଛି। ତେବେ ବର୍ତ୍ତମାନ ସଲମାନ ଖାନଙ୍କ ଏକ ଫଟୋ ସାମ୍ନାକୁ ଆସିଛି, ଯାହା 'ସିକନ୍ଦର'ରୁ ଆସିଥିବା ଜଣାଯାଇଛି। ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ ଫିଲ୍ମ ନିର୍ମାଣ କରାଯାଉଛି।

Mr india director boney kapoor says I can still do it again
'ମିଷ୍ଟର୍ ଇଣ୍ଡିଆ ୨' ଆସିବା ନେଇ ସୂଚନା; ଜାହ୍ନବୀ ନେବେ କି ଶ୍ରୀଦେବୀଙ୍କ ସ୍ଥାନ…

ବୋନି କପୁର ତାଙ୍କ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଇନ୍‌ଷ୍ଟାଗ୍ରାମରେ 'ମିଷ୍ଟର୍ ଇଣ୍ଡିଆ'ର ଏକ ପୁରୁଣା ପୋଷ୍ଟର ରିଲିଜ୍‌ କରିଛନ୍ତି, କିନ୍ତୁ ଏହାର କ୍ୟାପ୍‌ସନ୍‌ ସୋସିଆଲ ମିଡିଆରେ ହଙ୍ଗାମା ସୃଷ୍ଟି କରିଛି।

Kangana ranaut reaction on viral photo with chirag paswan
ଚିରାଗ ପାସ୍‌ୱାନ୍‌ଙ୍କ ସହ ଫଟୋ ଭାଇରାଲ ପରେ କଙ୍ଗନା କହିଲେ “ଦୟାକରି ଆମକୁ ସଂସଦରେ ଏକୁଟିଆ ଛାଡିଦିଅନ୍ତୁ”

ଅଭିନେତା ଚିରାଗ ପାସ୍‌ୱାନଙ୍କ ସହ କଙ୍ଗନାଙ୍କ ଫଟୋ ଭାଇରାଲ ହେବା ପରେ ଅଭିନେତ୍ରୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହାକୁ ନେଇ ସେ କ’ଣ କହିଛନ୍ତି ଜାଣନ୍ତୁ।

sonam kapoor shared beautiful pictures wearing brown saree with backless blouse
କ୍ରପିଂ ବ୍ଲାଉକ୍, ଷ୍ଟାଇଲିସ୍ ଲୁକ୍; ସୋନମଙ୍କୁ ଏମିତି ଦେଖି ଦିବାନା ହେଲେ ପ୍ରଶଂସକ

ସୋନମ କପୁର ଦୀର୍ଘ ଦିନ ଧରି ସିନେମାଠାରୁ ଦୂରେଇ ରହିଛନ୍ତି। ଆଜିକାଲି ଅଭିନେତ୍ରୀ ତାଙ୍କ ଗୁଣାତ୍ମକ ସମୟ ପୁଅ ଏବଂ ପରିବାର ସହିତ ବିତାଉଛନ୍ତି। ଏହି ସମୟରେ, ଅଭିନେତ୍ରୀ ତାଙ୍କର ସର୍ବଶେଷ ଫଟୋସୁଟ୍‌ରୁ କିଛି ଫଟୋ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି। ତାଙ୍କର ଏହିସବୁ ଫଟୋ ଇଣ୍ଟରନେଟ୍‌ର ତାପମାତ୍ରାକୁ ବଢାଇଦେଇଛି।

Javed akhtar reflects on mere pass ma hai dialogue
ଆଜିକାଲି ଲୋକମାନେ ମାଆଙ୍କୁ ଷ୍ଟେରିଓଟା‍ଇପ୍ କରିଦେଇଛନ୍ତି; ଜାଭେଦ୍ ଅଖତର୍

‘ମେରେ ପାସ୍ ମାଆ ହେ’ ସହିତ ସଂଳାପ ତାରକା ଲେଖକ ଜାଭେଦ୍ ଅଖତର କହିଛନ୍ତି ଯେ ମାଆର ଭାବମୂର୍ତ୍ତି ଏପର୍ଯ୍ୟନ୍ତ ପ୍ରାସଙ୍ଗିକ, କିନ୍ତୁ ଏହାର ନାଟକୀୟ ବ୍ୟବହାରକୁ ହତ୍ୟା କରାଯାଇଛି। ଏହିପରି ଚରିତ୍ରଗୁଡ଼ିକୁ ଆକର୍ଷଣୀୟ କରିବା ପାଇଁ ସମସାମୟିକ ପ୍ରତିନିଧିତ୍ୱ ଆବଶ୍ୟକ ବୋଲି ସେ କହିଛନ୍ତି।

Disha patani looks stunning in black bodycon
ବ୍ଲାକ୍ ବଡିକନ୍‌ରେ ଦିଶା ପଟାନୀ ଦେଖେଇଲେ କିଲର୍‌ ଲୁକ୍; ଥରେ ଦେଖିଲେ ନଜର ହଟିବନି

ବଲିଉଡ୍‌ ସୁନ୍ଦରୀ ଦିଶା ପଟାନୀ ପୁଣି ଥରେ ନିଜର ହଟ୍‌ ଲୁକ୍ ସହିତ ସୋସିଆଲ ମିଡିଆର ତାପମାତ୍ରା ବଢାଇଦେଇଛନ୍ତି। ସେ ନିକଟରେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛି ହଟ୍ ଏବଂ ବୋଲ୍ଡ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ଏକ ଟ୍ୟୁବ୍ ବଡିକନ୍ ଡ୍ରେସ୍‌ରେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ତାଙ୍କର ଏହି ଗ୍ଲାମରସ୍ ଲୁକ୍ ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି।

sunny leone new bold and hot look goes viral on social media
ପ୍ରଶଂସକଙ୍କୁ ପୁଣି ପାଗଳ କଲେ ବୋଲ୍ଡ କ୍ୱିନ୍ ସନ୍ନି ଲିଓନ; ଫଟୋ ହେଉଛି ଭାଇରାଲ୍‌

ବଲିଉଡ୍‌ର ଗ୍ଲାମରସ ଅଭିନେତ୍ରୀ ସନ୍ନି ଲିଓନ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସେ ତାଙ୍କ ଫଟୋ ଏବଂ ଭିଡିଓ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିଛନ୍ତି। ସନ୍ନିଙ୍କର ପ୍ରତ୍ୟେକ ପୋଷ୍ଟ ଇଣ୍ଟରନେଟ୍‌ରେ ଭାଇରାଲ ହୁଏ ଆଉ ସୋସିଆଲ୍ ମିଡିଆରେ ନିଆଁ ଲଗାଏ। ପ୍ରତିଦିନ ସେ ନିଜ ସୋସିଆଲ ଆକାଉଣ୍ଟରେ ଏମିତି କିଛି ଫଟୋ ଶେୟାର କରନ୍ତି ଯେ ଯାହାକୁ ଦେଖି ତାଙ୍କ ପ୍ରଶଂସକମାନେ ପାଗଳ ହୋଇଯାଆନ୍ତି।

Actor R madhavan rejects offer of millions to become pan masala brand ambassador
ପାନ ମସଲାର ବ୍ରାଣ୍ଡ୍ ଆମ୍ବାସଡର୍ ହେବାକୁ ସିଧା ମନା କରିଦେଲେ ଆର୍‌ ମାଧବନ୍; ପାଇଥାନ୍ତେ କୋଟି କୋଟି ଟଙ୍କା

ଏକ ବଡ ପାନ ମସଲା କମ୍ପାନୀର ବ୍ରାଣ୍ଡ୍‌ ଆମ୍ବାସାଡର ହେବାର ପ୍ରସ୍ତାବକୁ ଆର୍‌ ମାଧବନ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଏହି କମ୍ପାନୀ ତାଙ୍କୁ କେବଳ ଫଟୋ ପ୍ରିଣ୍ଟ୍ କରିବାକୁ ଅନୁମତି ଦେବା ନେଇ କୋଟି କୋଟି ଟଙ୍କା ଦେବାର ପ୍ରସ୍ତାବ ଦେଇଥିଲା।

Kangana ranaut received death threat before emergency release
'ଏମର୍‌ଜେନ୍ସୀ' ରିଲିଜ୍ ପୂର୍ବରୁ କଙ୍ଗନା ରାଣାୱତଙ୍କୁ ମିଳିଲା ହତ୍ୟା ଧମକ; ଭିଡିଓ ଭାଇରାଲ୍

ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ 'ଏମର୍‌ଜେନ୍ସୀ' ସେପ୍ଟେମ୍ବର ୬ରେ ପ୍ରେକ୍ଷାଳୟକୁ ଆସିବ। ଏହି ଫିଲ୍ମରେ କଙ୍ଗନା ରାଣାୱତ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଛନ୍ତି। ତେବେ ଫିଲ୍ମ ରିଲିଜ୍ ପୂର୍ବରୁ କଙ୍ଗନା ରାଣାୱତଙ୍କୁ ମିଳିଛି ହତ୍ୟା ଧମକ।

Aamir khan on his plans to get married
‘ମୁଁ ଏକୁଟିଆ ରହିବା ଭଳି ବ୍ୟକ୍ତି ନୁହେଁ’; ହେବ କି ତୃତୀୟ ବିବାହ… ଏହି ନାୟିକାଙ୍କୁ ଅମିର୍ ଖାନ୍ କରିପାରନ୍ତି ବିବାହ…

ଛାଡପତ୍ର ସତ୍ତ୍ୱେ ଅମିର୍ ଖାନ୍‌ଙ୍କ ପୂର୍ବ ପତ୍ନୀମାନେ ପରିବାରର ଏକ ଅଂଶ ହୋଇ ରହିଛନ୍ତି। ସେ ରୀନା ଦତ୍ତା ହୁଅନ୍ତୁ କି କିରଣ ରାଓ, ସେମାନଙ୍କ ସହ ତାଙ୍କର ବହୁତ ଭଲ ସମ୍ପର୍କ ଅଛି। ଏହା ସହିତ ଅମୀର ଖାନ ତାଙ୍କର ତୃତୀୟ ବିବାହକୁ ନେଇ କହିଛନ୍ତି ଏମିତି।

Punjab mp sarabjeet singh khalsa targets kangana ranaut movie for tarnishing sikh image
ବିବାଦରେ କଙ୍ଗନା ରାଣାୱତଙ୍କ 'ଏମର୍‌ଜେନ୍ସୀ'; ଶିଖ୍ ସମାଜ ପ୍ରତି ଘୃଣା ବିସ୍ତାରର ଅଭିଯୋଗ

ନିକଟରେ କଙ୍ଗନା ରାଣାୱତଙ୍କ 'ଏମର୍‌ଜେନ୍ସୀ' ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଥିଲା। ଟ୍ରେଲର୍‌ ରିଲିଜ୍‌ ହେବା ପରେ ପଞ୍ଜାବର ଫରିଦକୋଟ୍‌ରୁ ସାଂସଦ ସରବଜିତ ସିଂହ ଖାଲସା ଟ୍ରେଲରରେ ଦେଖାଯାଇଥିବା କିଛି ଦୃଶ୍ୟକୁ ବିରୋଧ କରିଛନ୍ତି।

Shraddha kapoor beats priyanka chopra on instagram
ପ୍ରିୟଙ୍କା ଚୋପ୍ରାଙ୍କୁ ପଛରେ ପକେଇ ଟପିଗଲେ ଶ୍ରଦ୍ଧା କପୁର, ସବୁଠାରୁ ଆଗରେ ବିରାଟ

ନିକଟରେ ଶ୍ରଦ୍ଧା କପୁର ଇନ୍‌ଷ୍ଟାଗ୍ରାମ୍‌ ଫଲୋର୍ସ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଛରେ ପକେଇ ଦେଇଥିଲେ। ବର୍ତ୍ତମାନ ସେ ବିଶ୍ୱସ୍ତରୀୟ ଆଇକନ୍ ପ୍ରିୟଙ୍କା ଚୋପ୍ରାଙ୍କୁ ଟପିଯାଇଛନ୍ତି।

Kailash kher reveals bond with ar rahman
ଏଆର୍ ରହମାନଙ୍କୁ ନେଇ ବଡ ଖୁଲାସା କଲେ କୈଳାଶ ଖେର୍‌; କହିଲେ ସେ…

କୈଳାଶ ଖେର୍‌ ଏବଂ ଏଆର୍ ରହମାନ ଅନେକ ଫିଲ୍ମ ପାଇଁ ଏକାଠି କାମ କରିଛନ୍ତି। କିନ୍ତୁ ବହୁତ କମ୍ ଲୋକ ଜାଣନ୍ତି ଯେ ଏଆର୍ ରହମାନ୍ ଏବଂ କୈଳାଶ ଖେରଙ୍କ ଯୁଗଳବନ୍ଦୀ କେବଳ ଗାୟକ ଏବଂ ସଙ୍ଗୀତ ରଚନାରେ ସୀମିତ ନୁହେଁ ବରଂ ଏହାଠାରୁ ବହୁତ ଅଧିକ।

Shraddha kapoor reveals big secret said her first cross
୮ ବର୍ଷରେ ପ୍ରେମରେ ପଡିଥିଲେ ଶ୍ରଦ୍ଧା; ଏହି ଷ୍ଟାର୍‌କିଡ୍‌ଙ୍କୁ ଦେଇଥିଲେ ପ୍ରସ୍ତାବ

'ସ୍ତ୍ରୀ ୨' ଏକ ବ୍ଲକବଷ୍ଟର ହେବା ପରେ ଶ୍ରଦ୍ଧା କପୁରଙ୍କ ପ୍ରଶଂସକମାନେ ତାଙ୍କ ସୌନ୍ଦର୍ଯ୍ୟରେ ମରିବାକୁ ପ୍ରସ୍ତୁତ ଅଛନ୍ତି। ଆରୋହୀ ହୋଇ ୨୦୧୩ ମସିହାରେ, ସେ ଫିଲ୍ମ ‘ଆଶିକୀ ୨’ ସହିତ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ। କିନ୍ତୁ ଆପଣ ଜାଣନ୍ତି କି ଜଣେ ଦକ୍ଷ ଷ୍ଟାର୍‌କିଡ୍‌ ତାଙ୍କ ପ୍ରସ୍ତାବକୁ ରିଜେକ୍ଟ କରିଦେଇଥିଲେ।

Stree 2 broke gadar 2 record sunny deol praises the team
Stree 2; ‘ଗଦର ୨’କୁ ଧୂଳି ଚଟେଇଲା ‘ସ୍ତ୍ରୀ ୨’; ଫିଲ୍ମକୁ ନେଇ ଏମିତି କହିଲେ ସନ୍ନି ଦେଓଲ୍

‘ସ୍ତ୍ରୀ ୨’ କେବଳ ଗୋଟିଏ ସପ୍ତାହ ମଧ୍ୟରେ ଅନେକ ଫିଲ୍ମର ରୋଜଗାର ରେକର୍ଡ ଭାଙ୍ଗିଛି। ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୁରଙ୍କ ଫିଲ୍ମ ପ୍ରଥମ ସପ୍ତାହରେ ‘ଫାଇଟର’କୁ ପଛରେ ପକାଇ ଦେଇଛି। କେବଳ ଏତିକି ନୁହେଁ, ‘ସ୍ତ୍ରୀ ୨’ ସନ୍ନି ଦେଓଲଙ୍କ ‘ଗଦର ୨’କୁ ମଧ୍ୟ ଛାଡିନି।

Sunil kumar sarkata of stree 2 who is a police constable
କିଏ ଏହି ୭.୭ ଫୁଟ ଉଚ୍ଚତାର ମଣିଷ ଯିଏ ‘ସ୍ତ୍ରୀ ୨’ରେ ଲୋକଙ୍କୁ ଡରଉଛନ୍ତି

ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓଙ୍କ ଅଭିନୀତ ଫିଲ୍ମ ‘ସ୍ତ୍ରୀ ୨’ ଏବେ ହଙ୍ଗାମା କରୁଛି। ଦୀର୍ଘ ଦିନ ପରେ ମଧ୍ୟ ଏହି ଫିଲ୍ମ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହେଉଛି। ଏହି ଫିଲ୍ମ ଗୋଟିଏ ପରେ ଗୋଟିଏ ରେକର୍ଡ ସୃଷ୍ଟି କରୁଛି ଏବଂ ୨୫୦ କୋଟି ଟଙ୍କା କ୍ଲବରେ ସାମିଲ୍ ହୋଇଛି। ଏହି ହରର୍‌-କମେଡି ଫିଲ୍ମରେ ଏକ ମୁଣ୍ଡକଟା ଭୂତ ଦେଖିବାକୁ ମିଳେ, ଯିଏ ସମଗ୍ର ଚାନ୍ଦେରୀରେ ଆତଙ୍କ ସୃଷ୍ଟି କରିଛି। ଲମ୍ବା-ଚଉଡା ଏବଂ ଭୟାନକ ଚେହେରା, ଏହି ଭୂମିକାରେ ଅଭିନୟ କରିଥିବା ଏହି ବ୍ୟକ୍ତି କିଏ? ଆସନ୍ତୁ ଜାଣିବା।

Kantara star rishab shetty got trolled after he criticizes bollywood
ବଲିଉଡ୍ ସାରା ବିଶ୍ୱରେ ଭାରତକୁ ନକାରାତ୍ମକ ଭାବେ ପ୍ରୋଜେକ୍ଟ କରୁଛି; ଋଷଭ ଶେଟ୍ଟୀ

'କାନ୍ତାରା' ପାଇଁ ଋଷଭ ଶେଟ୍ଟୀ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି। ଗୋଟିଏ ପଟେ ପ୍ରଶଂସକମାନେ ଅଭିନେତାଙ୍କୁ ପ୍ରଶଂସା କରୁଥିବା ବେଳେ ଅନ୍ୟପଟେ ବର୍ତ୍ତମାନ ଅଭିନେତା ବଲିଉଡ୍‌ ଇଣ୍ଡଷ୍ଟ୍ରି ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦରେ ଛନ୍ଦି ହୋଇପଡିଛନ୍ତି।

Sonakshi sinha enjoying third honeymoon with husband zaheer iqbal
ତୃତୀୟ ଥର ହନିମୁନ୍‌ରେ ସୋନାକ୍ଷୀ ସିହ୍ନା; ସ୍ୱାମୀଙ୍କ ସହ ରୋମାଣ୍ଟିକ୍‌ ମୁଡ୍‌ରେ

ତୃତୀୟ ହନିମୁନ୍‌କୁ ଉପଭୋଗ କରୁଛନ୍ତି ସୋନାକ୍ଷୀ ସିହ୍ନା। ସେ ନଦୀ କୂଳରେ ବୁଲୁଛନ୍ତି। ସେ ତାଙ୍କ ସ୍ୱାମୀଙ୍କ ସହ ରୋମାଣ୍ଟିକ ଫଟୋ ମଧ୍ୟ ଶେୟାର କରୁଛନ୍ତି।

janhvi kapoor jr ntr sizzling chemistry in dheere dheere from devara
ଗୀତରେ ଜୁନିୟର୍ ଏନ୍‌ଟିଆର୍‌ଙ୍କ ସହ ରୋମାନ୍ସ କଲେ ଜାହ୍ନବୀ; ଜମୁଛି ଯୋଡି

ଜାହ୍ନବୀ କପୁର ପ୍ରାୟ ସମୟରେ ତାଙ୍କ ଆକର୍ଷଣୀୟ ଚେହେରାକୁ ନେଇ ଚର୍ଚ୍ଚାରେ ରୁହନ୍ତି। ସେ ତାଙ୍କ ପ୍ରଶଂସକଙ୍କୁ ପାଗଳ କରିବା ନେଇ ଅନେକ ସମୟରେ ତାଙ୍କ ସୋସିଆଲ୍ ମିଡିଆରେ ଦମଦାର ଫଟୋ ଶେୟାର କରନ୍ତି। ଜାହ୍ନବୀ କିନ୍ତୁ ବର୍ତ୍ତମାନ ତାଙ୍କ ଫିଲ୍ମ 'ଦେବରା'କୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି।

Vicky kaushal rashmika mandanna chhaava teaser out
Chhaava Teaser: ଆସିଲା ଭିକି କୌଶଲଙ୍କ 'ଛାଭା’ର ଦମଦାର ଟିଜର୍; ଦେଖିଲେ କହିବେ ବାଃ… କି ଆକ୍ସନ୍ !

ଭିକି କୌଶଲଙ୍କ 'ଛାଭା'ର ଦମଦାର ଟିଜର୍‌ ରିଲିଜ ହୋଇଛି, ଯେଉଁଥିରେ ଭିକି କୌଶଲ ଛତ୍ରପତି ସାମ୍ବାଜୀ ମହାରାଜ ଭୂମିକାରେ ତାଙ୍କ ଶତ୍ରୁମାନଙ୍କ ସହ ଲଢୁଥିବାର ନଜର ଆସିଛନ୍ତି। ଲମ୍ବା କେଶ ସହିତ ଭିକି କୌଶଲଙ୍କ ଦମଦାର୍ ଲୁକ୍‌ ଦର୍ଶକଙ୍କୁ ଖୁବ୍ ପ୍ରଭାବିତ କରୁଛି।

Kangana ranaut called bollywood actors mindless and stupid
ମୁଁ ବଲିଉଡ୍‌ ପରି ବ୍ୟକ୍ତି ନୁହେଁ, ମୁଁ ବଲିଉଡ୍‌ର ଲୋକଙ୍କ ସହିତ ବନ୍ଧୁତା କରେନି: କଙ୍ଗନା ରାଣାୱତ

କଙ୍ଗନା ତାଙ୍କ ଫିଲ୍ମ 'ଏମର୍‌ଜେନ୍ସୀ'ର ମାହୋଲ୍ ଭିତରେ ପୁଣିଥରେ ବଲିଉଡ ପାର୍ଟିକୁ ନେଇ ମୁହଁ ଖୋଲିଛନ୍ତି। ସେ ବଲିଉଡ୍‌ ତାରକାମାନଙ୍କୁ ମନମାନୀ ଏବଂ ମୂର୍ଖ ବୋଲି କହିଛନ୍ତି। ସେ ସ୍ୱୀକାର କରିଛନ୍ତି ଯେ ବଲିଉଡ୍‌ ପାର୍ଟିରେ ହେଉଥିବା କଥାବାର୍ତ୍ତାକୁ ସେ ପସନ୍ଦ କରନ୍ତି ନାହିଁ।

Shah rukh khan disclosed that his diet and sleep schedule
ନିଜ ଜୀବନଶୈଳୀକୁ ନେଇ ଏମିତି କହିଲେ ଶାହରୁଖ; ସକାଳ ୫ରେ ଶୋଇ ୯ରେ ଉଠନ୍ତି

ବଲିଉଡ୍‌ କିଙ୍ଗ୍‌ ଶାହରୁଖ ଖାନ ପ୍ରକାଶ କରିଛନ୍ତି ଯେ ସେ ଦିନକୁ ଥରେ ଖାଆନ୍ତି ଏବଂ ମାତ୍ର ୪ ଘଣ୍ଟା ଶୁଅନ୍ତି। ରାତି ୨ଟାରେ ଫେରି ବ୍ୟାୟାମ ମଧ୍ୟ କରନ୍ତି। ତେବେ ଆସନ୍ତୁ ତାଙ୍କ ଜୀନଶୈଳୀକୁ ନେଇ ସେ କ’ଣ କହିଛନ୍ତି ଜାଣିବା।