/odishatv-khabar/media/post_attachments/uploadimage/library/16_9/16_9_0/IMAGE_1721200533.jpg)
See new poster of rajkummar rao film stree 2
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1721200533.jpg)
1/5
'ସ୍ତ୍ରୀ ୨'ର ନୂଆ ପୋଷ୍ଟର ମଙ୍ଗଳବାର ରିଲିଜ୍ ହୋଇଛି। ଏହା ଲୋକଙ୍କ ମଧ୍ୟରେ ଫିଲ୍ମ ପ୍ରତି ଉତ୍ସାହ ବଢେଇ ଦେଇଛି। ଏହି ପୋଷ୍ଟର୍ରେ ଏକ ଛାୟା ଚିତ୍ର ଥିବା ବେଳେ ନାୟିକା ତାଙ୍କ ବେଣୀକୁ ଉପରକୁ କରି ଧରିଛନ୍ତି। ଏଥିରୁ ବିଜୁଳି ବାହାରୁଛି। ଲାଗୁଛି ବେଣୀ ଦ୍ୱାରା ଶତ୍ରୁକୁ ଆକ୍ରମଣ ହେଉଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1721200558.jpg)
2/5
ଅନ୍ୟ ଏକ ପୋଷ୍ଟରରେ ସେହି ସମାନ ଦୃଶ୍ୟ ଥିବାବେଳେ କିଛିଟା ପରିବର୍ତ୍ତନ ଦିଶୁଛି। ଏହି ପୋଷ୍ଟରରେ ନାୟିକାଙ୍କ ପଛ ପାଖ ଦୃଶ୍ୟମାନ ହେଉଥିବା ବେଳେ ତାଙ୍କ କାନ୍ଦରେ ଏକ ବ୍ୟାଗ୍ ପଡିଛି। ଗୋଟିଏ ହାତରେ ସେ ତାଙ୍କ ବେଣୀକୁ ଧରିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1721200595.jpg)
3/5
ଏହି ପୋଷ୍ଟରଟି ସବୁଠାରୁ ବେଶୀ ଆକର୍ଷଣୀୟ ଲାଗେ। ଏଥିରେ ବେଣୀର ଅଧା ଦୃଶ୍ୟମାନ ହେଉଥିବା ବେଳେ ଏଥିରେ ଏକ ଲାଇନ୍ ରହିଛି, ‘ହେ ସ୍ତ୍ରୀ ରକ୍ଷା କର’। ଏହା ମନରେ କୌତୁହଳ ସୃଷ୍ଟି କରେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1721200621.jpg)
4/5
ଏହି ପୋଷ୍ଟରରେ ମୁଖ୍ୟ ନାୟକ ରାଜକୁମାର ରାଓ ଓ ମୁଖ୍ୟ ନାୟିକା ଶ୍ରଦ୍ଧା କପୁରଙ୍କ ସହିତ ପାର୍ଶ୍ୱ ଅଭିନେତାମାନେ ମଧ୍ୟ ଅଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1721200683.jpg)
5/5
'ସ୍ତ୍ରୀ ୨' ଦକ୍ଷିଣର ସୁପରଷ୍ଟାର ଚିଆନ୍ ବିକ୍ରମଙ୍କ ସହ ସଂଘର୍ଷ କରିବାକୁ ଯାଉଛି, କାରଣ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଥାଙ୍ଗଲାନ୍' ମଧ୍ୟ ସେହି ଦିନ ମୁକ୍ତିଲାଭ କରିବାକୁ ଯାଉଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)