• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bjp

Balangir Politics
ବଲାଙ୍ଗିରରେ ବଢୁଛି ନେତା-ପ୍ରଶାସକ କଳି ! PD-DRADAଙ୍କ ଉପରେ ବର୍ଷିଲେ ସାଂସଦ ସଂଗୀତା

ପୂର୍ବରୁ ସାଲୁଜା-ଜିଲ୍ଲାପାଳ, କେଭି-ବିଡିଓ ତୁତୁ ମେମେ ହୋଇଥିଲେ । ଏହା ଲୋକ ପ୍ରତିନିଧିଙ୍କୁ ଆବଶ୍ୟକ ଗୁରୁତ୍ୱ ଦିଆନଯିବାର ଫଳ ବୋଲି କହିଲେ ପୂର୍ବତନ ପ୍ରଶାସକ ।

Delhi Parade
ଏଥର ଗଣତନ୍ତ୍ର ଦିବସରେ ରିକ୍ସା ଚାଳକ-ପରିବା ଦୋକାନୀ-କ୍ଷୀର ବିକାଳିଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରଣ

ଗତ ୨୦୨୨ ଗଣତନ୍ତ୍ର ଦିବସରେ ମଧ୍ୟ ସଫେଇ କର୍ମଚାରୀ, ଶ୍ରମିକ, ନିର୍ମାଣ ଶ୍ରମିକ ଏବଂ ଅଟୋ ଚାଳକଙ୍କୁ ନିମନ୍ତ୍ରଣ କରାଯାଇଥିଲା । 

bjp
ଓଡିଶା ଦଖଲ ପାଇଁ ବିଜେପିର ବ୍ଲୁ ପ୍ରିଣ୍ଟ : ଫୋକସରେ ୧୮ରୁ ୨୫ ବର୍ଷୀୟ ଯୁବ ଭୋଟର୍

ଜାତୀୟ କାର୍ଯ୍ୟକାରିଣୀରେ ପ୍ରଧାନମନ୍ତ୍ରୀଙ୍କ ଗୁରୁମନ୍ତ୍ର

BJP alleges mass irregularities in PMAY house allotment
ପିଏମ୍ ଆବାସ ସମ୍ଭାବ୍ୟ ତାଲିକା: ଯୋଗ୍ୟ ବାଦ୍, ଅଯୋଗ୍ୟଙ୍କୁ ସାମିଲ !

ପ୍ରବଳ ପାଟିତୁଣ୍ଡ ସହ ଉଭୟ ପକ୍ଷ ମଧ୍ୟରେ ହୋଇଥିଲା ଯୁକ୍ତିତର୍କ ସ୍ଥିତି ଏମିତି ହେଲା ଯେ, ଶେଷରେ ପୋଲିସକୁ ଡାକିବାକୁ ପଡିଥିଲା।

BJP President JP Nadda
ଦୃଢ଼ ହୋଇଛି ସଂଗଠନ, ଜିତିବୁ ୨୪ ଇଲେକ୍ସନ: ଶାହା

କୋଭିଡ୍ ସମୟରେ ନଡ୍ଡାଙ୍କ ଆହ୍ବାନରେ ବିଜେପି କାର୍ଯ୍ୟକର୍ତ୍ତା ଦେଶରେ ଅତୁଳନୀୟ ସେବା ଯୋଗାଇଛନ୍ତି।

Tenure of JP Nadda as BJP President has been extended till 2024
ନଡ୍ଡାଙ୍କ ସଭାପତିତ୍ୱରେ ୨୪ ନିର୍ବାଚନରେ ହେବ ଲଢେଇ

କାର୍ଯ୍ୟକାଳ ବୃଦ୍ଧି ନେଇ ଗୃହ ମନ୍ତ୍ରୀ ଅମିତ ଶାହା ସୂଚନା ଦେଇଛନ୍ତି।

PM Awaas
PM ଆବାସ ଲିଷ୍ଟ, ଆରମ୍ଭରୁ ଗଡ଼ବଡ଼ ! ସରକାରୀ ଚାକିରିଆଙ୍କ ପତ୍ନୀ ନାଁରେ ଆସିଛି ଘର

ପଞ୍ଚାୟତରେ ଝୁଲିଲା ପିଏମ୍ ଆବାସ ଲିଷ୍ଟ । ଯୋଗ୍ୟଙ୍କୁ ନଦେଲେ ନବୀନ ନିବାସ ଘେରିବାକୁ ବିଜେପିର ଚେତାବନୀ ।

Narendra Modi
ବାଜିଲା ବିଜେପିର ମିଶନ ୨୪ ବିଗୁଲ୍ ! ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ବିଶାଳ ରୋଡ୍ ସୋ

୨ ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ମାନସ ମନ୍ଥନ । ୯ ରାଜ୍ୟରେ ବିଧାନସଭା ଭୋଟ୍ ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ମନ୍ତ୍ର ।

Jayaram pangi
BRS ମୁହାଁ କୋରାପୁଟିଆ ନେତା, ଗିରିଧରଙ୍କ ପରେ KCRଙ୍କୁ ଭେଟିଲେ ଜୟରାମ ପାଙ୍ଗି

୭ ଦିନ ଭିତରେ ୨ ଜଣ କୋରାପୁଟିଆ ନେତାଙ୍କ କେସିଆର ପ୍ରୀତିକୁ ନେଇ ଏବେ ସବୁଠି ଚର୍ଚ୍ଚା ।

Odisha Politics
୨୪ ମହାସମର ପୂର୍ବରୁ ଓଡ଼ିଶା ପାଇଁ ଜାତୀୟ ଦଳଙ୍କ କସରତ୍

୨୪ ନିର୍ବାଚନରେ ଟକ୍କର ବି ଜୋରଦାର ହୋଇପାରେ ବୋଲି ଆଶା କରାଯାଉଛି।

PM awas yojana
କେନ୍ଦ୍ରର ଚାପରେ ରାଜ୍ୟ ସୁଧୁରିବ ତ?

ଲୋକେ ପାଇବେ ତ କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ ଘର ? ରାଜ୍ୟ ସରକାର ସ୍ୱଚ୍ଛତା ବଜାୟ ରଖିବେ ତ ? 

PM awas yojana
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିବ ଘର, ୩ ବର୍ଷର କେନ୍ଦ୍ର-ରାଜ୍ୟ ତୁତୁ ମେମେ ପରେ ଫିଟିଲା ବାଟ

ବିଜେପି ଚେତାବନୀ ଦେଇଛିି ଏଥର ବି ଯଦି ଅଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳେ, ତାହେଲେ...

Prashant jagdev
ବିଜେଡି-ବିଜେଡି କଳି ! ପ୍ରଶାନ୍ତ କହିଲେ, ‘ମୋ ବିରୋଧରେ ଷଡ଼ଯନ୍ତ୍ର କରିଥିଲେ ରଘୁ’

ପ୍ରଶାନ୍ତଙ୍କ ଦୃଢ଼ୋକ୍ତି, ‘ମୋ ଉପରୁ ଦଳର ସଭାପତି ନବୀନ ପଟ୍ଟନାୟକ ନିଲମ୍ବନ ହଟାଇବେ । ମୁଁ ଲଢ଼ିବି ଓ ପୁଣି ଜିତିବି ବୋଲି ଫୁଲ୍ ଦମ୍‌ରେ କହିଛନ୍ତି ପ୍ରଶାନ୍ତ ।’

Giridhara Gamango
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗମାଙ୍ଗ ବାପ-ପୁଅ, BJP ଛାଡ଼ି ଯିବେ କି BRS..?

ଏବେ ଉଭୟ ବାପା ଓ ପୁଅ ବିଜେପିରେ ଅଛନ୍ତି । ତେବେ ତେଲୁଗୁ ଭୋଟର ଦକ୍ଷିଣ ଓଡ଼ିଶାରେ ଥିବାରୁ ବିଆରଏସ ସେଥିପ୍ରତି ଫୋକସ ରଖିଛି ।

Hockey World Cup 2023
କାହା ସ୍ୱାର୍ଥରେ ହେଉଛି କୋଟି କୋଟି ଖର୍ଚ୍ଚ ? DMF ଫଣ୍ଡ ଖର୍ଚ୍ଚ କେତେ ଯୁକ୍ତି ଯୁକ୍ତ

ଗତଥର ୬୭ କୋଟି, ଏଥର ପ୍ରାୟ ୧୧ ଶହ କୋଟି । ଡିଏମ୍ଏଫ୍ ଫଣ୍ଡ ବିନିଯୋଗ ଉପରେ ବର୍ଷିଲେ ବିରୋଧୀ ।

Odisha Politics
ହକି ଆଳରେ ବିଜେଡିର ନିର୍ବାଚନୀ ପ୍ରଚାର ! ରାଜନୀତି ଗନ୍ଧ ବାରିଲେ ବିରୋଧୀ...

ବିଜୁ ଯୁବ ବାହିନୀ ଭେଳିକି ପ୍ରସଙ୍ଗ ଉଖାରିଲା କଂଗ୍ରେସ୍ ।

Narendra Modi
ଏଣିକି ମୋଦି ବ୍ରାଣ୍ଡରେ ମିଳିବ ମାଗଣା ଚାଉଳ...

ପୁଣି ତେଜିଲା ବିଜେପି-ବିଜେଡି ଚାଉଳ କଳି । ଚାଉଳ ହିସାବ ଦୋହରାଇ ରାଜ୍ୟକୁ ଅପରାଜିତାଙ୍କ ଟାର୍ଗେଟ୍ ।

Odisha Politics
ଚାଉଳ-ଉଡ଼ାନ୍ ପରେ ଟାର୍ଗେଟ୍‌ରେ SHG ମହିଳା ! ଋଣ ଛାଡ଼ ଶ୍ରେୟ କେନ୍ଦ୍ରର ବୋଲି କହିଲା ବିଜେପି

ରାଜ୍ୟ ସରକାରଙ୍କ ଶ୍ରେୟ ଉଦ୍ୟମକୁ ବିଜେପିର କାଉଣ୍ଟର । SHGଙ୍କୁ ଛାଡ଼ ହୋଇଥିବା ୧୧% ସୁଧରୁ ରାଜ୍ୟର ଭାଗ ମାତ୍ର ୪%  ।

Rourkela Hockey Stadium
୧୫ ମାସରେ ହକି ଷ୍ଟାଡିୟମ୍ ଶେଷ, ଦୀର୍ଘ ବର୍ଷ ହେଲା ସରୁନି ମେଡିକାଲ କଲେଜ-ରିଂ ରୋଡ୍ କାମ

ସୁନ୍ଦରଗଡ଼ ଜିଲ୍ଲାରେ ୨୦ ବର୍ଷ ହେଲା ସରୁନି ଜନହିତକାରୀ କାମ ।

2024 Elections - 60 Odisha Assembly Constituencies on BJP's focus
୬୦ ବିଧାନସଭା ସିଟ୍ ହାତେଇବାକୁ ପଦ୍ମଦଳର ବ୍ଲୁ ପ୍ରିଣ୍ଟ୍

ଜାନୁଆରୀ ଶେଷ ସପ୍ତାହରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓଡିଶା ଗସ୍ତରେ ଆସୁଛନ୍ତି।

AAP and BJP Protests in Delhi
କେଜ୍ରିୱାଲଙ୍କ ଘର ଆଗରେ ବିଜେପି କର୍ମୀଙ୍କ ଆନ୍ଦୋଳନ : ଭିଡ଼ ନିୟନ୍ତ୍ରଣ ପାଇଁ ପାଣି ମାଡ଼ କଲା ପୋଲିସ

ବିରୋଧ ପ୍ରଦର୍ଶନ ମଧ୍ୟରେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ପୋଲିସ ପାଣି ମାଡ଼ କରିଛି ।

Manoj Mishra Controversy
'ସଚିବ ମନୋଜ ମିଶ୍ରଙ୍କ ନିଯୁକ୍ତି ଭାରତୀୟ ପ୍ରଶାସନିକ ସେବା ନିୟମର ଖୋଲାଖୋଲି ଉଲ୍ଲଂଘନ'

୩ ବର୍ଷ ତଳେ କେନ୍ଦ୍ର ସରକାର ବିଭିନ୍ନ ପେସାଦାର ବ୍ୟକ୍ତିଙ୍କୁ ଯୁଗ୍ମ ସଚିବ ପଦରେ ନିଯୁକ୍ତି ଲାଗି ଲାଟେରାଲ୍ ଏଣ୍ଟ୍ରି ବ୍ୟବସ୍ଥା ପ୍ରଚଳନ କରିଥିଲେ।

Credit politics
ପୁଣି ଜୋର୍ ଧରିଲା ଶ୍ରେୟ ରାଜନୀତି : ବିଜେପି ବନାମ ବିଜେଡି, ମୋଦି ବନାମ ନବୀନ

ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଏକାକୀ ବିଜ୍ଞାପନ ନେଇ ଟାର୍ଗେଟ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

OBC Reservation In Odisha
ପଛୁଆବର୍ଗଙ୍କ କଥା ଭୁଲିଗଲେ କି ରାଜ୍ୟ ସରକାର?

ବିଜେପି କହିଛି ଏହା ସରକାରଙ୍କ ଓବିସି ପ୍ରତି ବୈମାତୃକ ମନୋଭାବ।

Dharmendra Pradhan
ମୋଦିଙ୍କ ଫଟୋ ନଲାଗିବାରୁ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ସମାଲୋଚନା

ଭୁବନେଶ୍ୱରରୁ ରାଉରକେଲାକୁ ବିମାନ ଶୁଭାରମ୍ଭ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ନରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।