ଲୋୟର ପିଏମଜିରେ ବିଜେପି ଯୁବ ମୋର୍ଚ୍ଚାର କର୍ମୀ ଓ ପୋଲିସ ମଧ୍ୟରେ ଗତକାଲିର ଖଣ୍ଡଯୁଦ୍ଧ । ଆଉ ଆଜି ଦେଖିବାକୁ ମିଳିଛି ତାର ଇଫେକ୍ଟ । ବିଜେଡି- ବିଜେପି ମଧ୍ୟରେ ଟୁଇଟ୍ ୱାର ସାଙ୍ଗକୁ ପରସ୍ପର ବିରୋଧରେ ପ୍ରେସ କନଫରେନ୍ସ ଲଢ଼େଇ । ଏହାସହ ରାସ୍ତାକୁ ଓହ୍ଲାଇ ବିଜେପିର ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ । ଗତକାଲିର ଘଟଣାକୁ ନେଇ ଆଜି ଆଗ ବିଜେଡି ପ୍ରେସମିଟ୍ କରି ସିଧା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରସଙ୍ଗ ଭିତରକୁ ଟାଣି ତାଙ୍କରି ଅନୁସାରେ ହିଁ ସବୁ କିଛି ହୋଇଛି ବୋଲି ଟାର୍ଗେଟ୍ କରିଛି ।
Published: Satyendu Shekher Mishra
Last updated: 01 March 2023, 08:47 PM IST
ବାପାଙ୍କ ହତ୍ୟା ନେଇ ମୁହଁ ଖୋଲିଛନ୍ତି ଝିଅ ଦୀପାଳି ଦାସ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଲେ ସିବିଆଇ ତଦନ୍ତ ପାଇଁ ଲିଖିତ ଭାବେ ଦେବୁ। ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ବେଳେ ପରିବାରରେ ଆଲୋଚନା ଚାଲିଥିବା ନେଇ କହିଲେ।