• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "185" result for "ଟ୍ରମ୍ପ" in https://otvkhabar.in

 Linda McMahon
Trump Cabinet 2025: ପୂର୍ବତନ WWE ସିଇଓ ହେବେ ଆମେରିକାର ଶିକ୍ଷା ମନ୍ତ୍ରୀ, କାହିଁକି ଏପରି ନିଷ୍ପତ୍ତି ନେଲେ ଟ୍ରମ୍ପ ?

ଲିଣ୍ଡା ମ୍ୟାକମୋହନଙ୍କୁ ଶିକ୍ଷା ସଚିବ ଭାବରେ ନିଯୁକ୍ତ କରିଛନ୍ତି ଟ୍ରମ୍ପ। ଟ୍ରମ୍ପ ଏକ ବିବୃତ୍ତିରେ ମ୍ୟାକମୋହନଙ୍କ କାର୍ଯ୍ୟକୁ ପ୍ରଶଂସା କରି କହିଛନ୍ତି ଯେ, ସେ ଆମେରିକାର ପିତାମାତାଙ୍କ ଅଧିକାର ପାଇଁ କାର୍ଯ୍ୟ କରିବେ।

Tulsi Gabbard
Trump's Cabinet 2025: ଟ୍ରମ୍ପଙ୍କ କ୍ୟାବିନେଟ୍‌ରେ ସାମିଲ୍ ହେଲେ ତୁଳସୀ; ମିଳିଲା ବଡ଼ ପଦବୀ

ତୁଳସୀ ଡେମୋକ୍ରାଟ୍ ପାର୍ଟିରୁ ଅଲଗା ହୋଇ ନିର୍ବାଚନ ସମୟରେ ରିପବ୍ଲିକାନ୍ ପାର୍ଟିରେ ଯୋଗ ଦେଇଥିଲେ। ନିର୍ବାଚନ ବିତର୍କରେ ହାରିସଙ୍କୁ ପରାସ୍ତ କରିବାକୁ ଟ୍ରମ୍ପ ତୁଳସୀଙ୍କ ସହାୟତା ମଧ୍ୟ ଲୋଡ଼ିଥିଲେ।

Trump meets Biden
Trump Biden Meeting: ହ୍ୱାଇଟ୍ ହାଉସ୍‌ରେ ବାଇଡେନ୍‌ଙ୍କୁ ଭେଟିଲେ ଟ୍ରମ୍ପ; ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କଲେ ଆଲୋଚନା

ନିର୍ବାଚନ ପରେ ବାଇଡେନ୍‌ଙ୍କୁ ଭେଟିଲେ ଟ୍ରମ୍ପ। ଉଭୟ ଏକାଠି ବସିଲେ, ଆଲୋଚନା କଲେ।

Elon Musk
Trump Cabinet: ଶପଥ ପୂର୍ବରୁ ଟିମ୍‌ ଗଢିବାରେ ବ୍ୟସ୍ତ ଟ୍ରମ୍ପ; ଏଲନ ମସ୍କଙ୍କୁ ଦେଲେ ବଡ଼ ଦାୟିତ୍ୱ

ଏଲନ ମସ୍କ ଓ ବିବେକ ରାମସ୍ୱାମୀଙ୍କୁ ନିଜ ଟିମ୍‌ରେ ସାମିଲ କରିଛନ୍ତି ଟ୍ରମ୍ପ। ଅଫିସର୍‌ ରାଜ ସମାପ୍ତ କରିବା ନେଇ ଉଭୟ କାମ କରିବେ ବୋଲି ସେ ଆଶାବାଦୀ ଅଛନ୍ତି। ଏନେଇ ସେ ସୋସିଆଲ୍ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି।

ଡଲାର ତୁଳନାରେ ଟଙ୍କା ଦୁର୍ବଳ
INR VS USD: ଟ୍ରମ୍ପ ଜିତିବା ପରେ… ଡଲାର ତୁଳନାରେ ଦୁର୍ବଳ ହେଉଛି ଟଙ୍କା

ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଡଲାର ତୁଳନାରେ ଦୁର୍ବଳ ହେଉଛି ଟଙ୍କା। ଭାରତୀୟ ଷ୍ଟକ୍ ମାର୍କେଟରୁ ଫରେନ୍ ପୋର୍ଟଫୋଲିଓ ଇନଭେଷ୍ଟମେଣ୍ଟ ଶେୟାର୍ ବିକ୍ରି ବଢିଚାଲିଛି । ଏଥିରେ ହସ୍ତକ୍ଷେପ କରିପାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ।

Trump's National Security Adviser
Mike Waltz: ବର୍ତ୍ତିପାରିବନି ଚୀନ; ଟ୍ରମ୍ପଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ହେଲେ ମାଇକ୍ ୱାଲ୍ଟଜ

ରାଷ୍ଟ୍ରପତି ନିର୍ବାଚନରେ ​​ଜିତିବା ପରଠାରୁ ଆକ୍ସନ ମୋଡ୍‌ରେ ଅଛନ୍ତି ଡୋନାଲ୍ଡ ଟ୍ରମ୍ପ। ଏବେ ଚୀନକୁ ଚାରିପଟୁ ଘେରିବାକୁ ଯୋଜନା ଆରମ୍ଭ କରିଛନ୍ତି। ବାସ୍ତବରେ ଟ୍ରମ୍ପ ରିପବ୍ଲିକାନ୍ ପ୍ରତିନିଧି ମାଇକ୍ ୱାଲ୍ଟଜଙ୍କୁ ତାଙ୍କର ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବରେ ନିଯୁକ୍ତି ଦେଇଛନ୍ତି।

ସତରେ ପୁଟିନ୍‌ଙ୍କୁ ଫୋନ୍‌ କରିଛନ୍ତି ଟ୍ରମ୍ପ ?
Trump-Putin Ukraine Phone Call: କ’ଣ ପୁଟିନ୍‌ଙ୍କୁ ଫୋନ୍‌ କରି ଏପରି କହିଛନ୍ତି ଟ୍ରମ୍ପ ?

ଟ୍ରମ୍ପ ନିଜର ନିର୍ବାଚନୀ ପ୍ରଚାର ବେଳେ କହିଥିଲେ ଯେ ‘ଯଦି ମୁଁ ନିର୍ବାଚନରେ ଜିତିବି ତେବେ, ଗୋଟିଏ ଦିନରେ ଋଷ-ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରିଦେବି ।’

Elon Musk's Transgender Daughter
US Election Result 2024: ଟ୍ରମ୍ପଙ୍କ ବିଜୟ ପରେ ଏଲନ ମସ୍କଙ୍କ ଟ୍ରାନ୍ସଝିଅ ଦେଲେ ବଡ଼ ବୟାନ, କହିଲେ...

ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଆସିବା ପରେ ଜେନା ୱିଲସନ ସୋସିଆଲ ମିଡିଆ ସାଇଟ୍ ଥ୍ରେଡ୍ସରେ ଏକ ପୋଷ୍ଟ ସେୟାର କରିଛନ୍ତି। ସେ ପୋଷ୍ଟରେ କହିଛନ୍ତି ଯେ, ମୁଁ କିଛି ସମୟ ପାଇଁ ଏପରି ଭାବିଥିଲି, କିନ୍ତୁ ଗତକାଲି ନିଶ୍ଚିତ ହୋଇଗଲି। ମୁଁ ଆମେରିକାରେ ମୋର ଭବିଷ୍ୟତ ଦେଖିପାରୁନାହିଁ।

ଟ୍ରମ୍ପଙ୍କ ବିଜୟରେ ନାଖୁସ୍‌ ଋଷ
World Leaders Congratulate Trump: ଟ୍ରମ୍ପଙ୍କ ବିଜୟରେ ନାଖୁସ୍‌ ଋଷ, କ୍ରେମଲିନ୍ କହିଲା America ଆମ ବନ୍ଧୁ ନୁହଁ....

RTର ଏକ ରିପୋର୍ଟ ଅନୁଯାୟୀ ପେସ୍କୋଭ କହିଛନ୍ତି, ଆମେ ଭୁଲିଯିବା ଉଚିତ ନୁହେଁ ଯେ ଆମେ ଯେଉଁ ଦେଶ ବିଷୟରେ ଆଲୋଚନା କରୁଛୁ, ସେ ଏକ ଅମିତ୍ର ଦେଶ । ସେହି ଦେଶ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଆମ ଦେଶ ବିରୋଧରେ ହେଉଥିବା ଯୁଦ୍ଧ ସହ ସାମିଲ ରହିଛି ।

Elon Musk
US Election Result 2024: ଏଲନ୍ କେବଳ ବନ୍ଧୁ ନା ଅନ୍ୟ କିଛି ! ଟ୍ରମ୍ପ ପରିବାର ଫଟୋରେ Elon Musk

ଟ୍ରମ୍ପଙ୍କ ବିଜୟ ପରେ ସାରା ବିଶ୍ୱରେ କେବଳ ଗୋଟିଏ ବ୍ୟକ୍ତିର ଚର୍ଚ୍ଚା । ସେ ହେଉଛନ୍ତି ଏଲନ୍ ମସ୍କ ।

US President Election Result 2024
ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବୃହତ ବିଜୟ

ନିର୍ବାଚନରେ ବିଶ୍ବାସକୁ ନେଇଥିବାରୁ ଆମେରିକାବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ଭିକଟ୍ରି ସ୍ପିଚରେ ମେକ୍ ଆମେରିକା ଗ୍ରେଟ୍ ଏଗେନ୍‌ର ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। 

Donald Trump
ଡୋନାଲ୍ଡ ଟ୍ରମ୍ପଙ୍କ ଏହି ଐତିହାସିକ ବିଜୟରେ ତାଙ୍କୁ ବନ୍ଧୁ ବୋଲି ସମ୍ବୋଧନ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ବିଶ୍ୱରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ବଜାୟ ପାଇଁ ମିଳିମିଶି କାମ କରିବା। ତେବେ ଟ୍ରମ୍ପଙ୍କ ନୂଆ ଇନିଂସରେ ଭାରତ-ଆମେରିକା ସଂପର୍କକୁ କେଉଁ ସ୍ତରକୁ ନେବ ତାକୁ ନେଇ ଚର୍ଚ୍ଚା। 

US President Election Result 2024
US President Election Result 2024: ୪ ବର୍ଷ ପରେ ଆମେରିକାରେ ପୁଣି ଚାଲିଲା ଟ୍ରମ୍ପ କାର୍ଡ; ବନ୍ଦ ହେବ କି ଋଷ-ୟୁକ୍ରେନ୍ ଯୁଦ୍ଧ ? 

୪ ବର୍ଷ ପରେ ପୁଣି ରାଷ୍ଟ୍ରପତି ବନିବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ। ଡେମୋକ୍ରାଟ୍ ପ୍ରାର୍ଥୀ କମଳା ହାରିସଙ୍କୁ ହରାଇ ବୃହତ୍ ବିଜୟ ହାସଲ କରିଛନ୍ତି ରିପବ୍ଲିକାନ୍ ଡୋନାଲ୍ଡ ଟ୍ରମ୍ପ। 

Donald Trump
US Presidential Elections 2024: ଟ୍ରମ୍ପ ମାରିଲେ ବାଜି, ପୁଣି ଥରେ ରାଷ୍ଟ୍ରପତି

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେଲେ ଡୋନାଲ୍ଡ ଟ୍ରମ୍ପ । ଆମେରିକୀୟ ମିଡିଆ ନେଟୱର୍କର ପ୍ରାରମ୍ଭିକ ଫଳାଫଳ ଅନୁସାରେ ପୂର୍ବତନ ରାଷ୍ଟ୍ରପତି ରିପବ୍ଲିକାନ୍ ପ୍ରାର୍ଥୀ ଟ୍ରମ୍ପ ଆଗରେ ରହିଥିଲେ ।

US Election
US Presidential Elections 2024: କିଏ ମାରିବ ବାଜି ? ପ୍ରଥମ ମହିଳା ରାଷ୍ଟ୍ରପତି ନା ଅବ କି ବାର୍ ଟ୍ରମ୍ପ ସରକାର ?

କିଏ ଯିବେ ହ୍ୱାଇଟ ହାଉସ । ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ବଢୁଛି ଉତ୍କଣ୍ଠା ।

Kamala Harris
ପ୍ରଥମ ମହିଳା ରାଷ୍ଟ୍ରପତି ନା ପୁଣି ଟ୍ରମ୍ପ ସରକାର ?

ଦ୍ୱିତୀୟ ଥର ଜିତି ଟ୍ରମ୍ପ ଇତିହାସ ରଚିବେ ନା ସରପ୍ରାଇଜ୍ ଦେବେ ହାରିସ୍?

Donald Trump
ଓଡ଼ିଆ ନେତାଙ୍କୁ କପି କରି ସୋସିଆଲ ମିଡିଆରେ ପୋଷ୍ଟ କଲେ ଟ୍ରମ୍ପ !

ଅନେକ ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଆଉ ସେହି ଫଟୋକୁ ଯିଏ ବି ଦେଖୁଛି ଟିକେ ଅଟକି ଯାଉଛି । ଆଉ ପରଖିବାକୁ ଚେଷ୍ଟା କରୁଛି, ତାହା ସତ ନା ମିଛ !

Kamala Harris
କମଲା Vs ଟ୍ରମ୍ପ: କିଏ ହେବ ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ଦେଶର ରାଷ୍ଟ୍ରପତି ?

ପିପୁଲସ ପ୍ରେସିଡେଣ୍ଟର ନାରା ଦେବା ସହ କୁଶଳୀ ଶ୍ରମିକ ଭିସା H-1Bର ସମ୍ପ୍ରସାରଣକୁ ସମର୍ଥନ କରିଥିଲେ କମଳା।

America Election
US Presidential Elections 2024: କିଏ ରଚିବ ଇତିହାସ! ଡୋନାଲ୍ଡ ଟ୍ରମ୍ପ ନା କମଳା ହାରିସ୍; କାହାର ହେବ ହ୍ୱାଇଟ୍ ହାଉସ

କାହାର ହେବ ହ୍ୱାଇଟ୍ ହାଉସ । ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶର ନେତା ବାଛିବାକୁ କାଲି ଭୋଟ୍ ଦେବ ଆମେରିକା ।

TRUMP
ନିର୍ବାଚନ ଜିତିବାକୁ ଟ୍ରମ୍ପଙ୍କ ନୂଆ ଫର୍ମୁଲା; ଅଳିଆ ଗାଡ଼ି ଚଲାଇ କଲେ ପ୍ରଚାର

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଯେତେ ପାଖେଇ ଆସୁଛି, ପ୍ରଚାର ସେତେ ଜୋର୍‌ଦାର ହେଉଛି। ନିର୍ବାଚନରେ ​​ଜିତିବା ପାଇଁ ଡୋନାଲ୍ଡ ଟ୍ରମ୍ପ ପ୍ରାଣପଣେ ଉଦ୍ୟମ ଚଳାଇଛନ୍ତି। ଟ୍ରମ୍ପ ଏବଂ ତାଙ୍କ ଟିମ୍ ୨୦୧୯ ଲୋକସଭା ନିର୍ବାଚନରେ ​​ପ୍ରଧାନମନ୍ତ୍ରୀ ମୋଦିଙ୍କ 'ମେ ଭି ଚକିଦାର' ଫର୍ମୁଲା ଆପଣେଇଛନ୍ତି।

Donald Trump
ଟ୍ରମ୍ପଙ୍କୁ ପୁଣି ହତ୍ୟା ଉଦ୍ୟମ; ଗଲ୍ଫ ଖେଳୁଥିବା ବେଳେ ଦୁର୍ବୃତ୍ତଙ୍କ ଗୁଳିମାଡ଼...

ପୁଣି ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ ।  ଫ୍ଲୋରିଡାରେ ଗଲ୍ଫ ଖେଳୁଥିବା ବେଳେ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ  । ଅଳ୍ପକେ ବର୍ତ୍ତି ଯାଇଛନ୍ତି ରିପବ୍ଲିକାନ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଟ୍ରମ୍ପ ।

Donald Trump
ହ୍ୱାଇଟ୍ ହାଉସକୁ ଫେରିବେ ଟ୍ରମ୍ପ! ତୃତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ

ପୁଣି ଥରେ ହ୍ୱାଇଟ୍ ହାଉସକୁ ଫେରିବାକୁ ଦୃଢ ଆଶାବାଦୀ ଟ୍ରମ୍ପ। ଏଥିସହ ରିପବ୍ଲିକାନ୍ ପାର୍ଟିର ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି।

Trump attacker
ଶାନ୍ତ ସ୍ୱଭାବର ଏହି ୨୦ବର୍ଷୀୟ ଯୁବକ ଟ୍ରମ୍ପଙ୍କୁ କଲେ ଗୁଳି...କିନ୍ତୁ କାହିଁକି ?

ଏଫବିଆଇ ଏହି ଆକ୍ରମଣକାରୀଙ୍କୁ ସ୍ଥାନୀୟ ବଟଲର କାଉଣ୍ଟି ଅଞ୍ଚଳର ୨୦ବର୍ଷୀୟ ଥୋମାସ୍ ମାଥ୍ୟୁ କୁକ୍ ବୋଲି ଚିହ୍ନଟ କରିଛି। ତଦନ୍ତ ପରେ ଏହା ଜଣାପଡିଛି ଯେ ଆକ୍ରମଣକାରୀ ଟ୍ରମ୍ପଙ୍କ ପାର୍ଟି 'ରିପବ୍ଲିକାନ୍'ର ଜଣେ ସଦସ୍ୟ।

Trump
ଡୋନାଲ୍ଡ ଟ୍ରମ୍ପଙ୍କ ଜୀବନ ବଞ୍ଚାଇଲେ ମହାପ୍ରଭୁ ଜଗନ୍ନାଥ!

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗୁଳିମାଡ଼ ପରେ ଚର୍ଚ୍ଚା ଜୋର୍ ଧରିଛି। ମୃତ୍ୟୁକୁ ଅତି ନିକଟରୁ ଦେଖିବା ପରେ ମଧ୍ୟ ସେ ସୌଭାଗ୍ୟବଶତଃ ବଞ୍ଚିଯାଇଛନ୍ତି। ତେବେ ଟ୍ରମ୍ପଙ୍କୁ ମହାପ୍ରଭୁ ଜଗନ୍ନାଥ ବଞ୍ଚାଇ ଦେଇଥିବା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

Donald Trump Gunshot
ନିର୍ବାଚନ ରାଲିରେ ଭାଷଣ ଦେବା ବେଳେ ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ

ଘଟଣାକୁ ନେଇ ରାଷ୍ଟ୍ରପତି ଜୋ ବାଇଡେନ ଦୁଃଖ ପ୍ରକାଶ କରିବା ସହ ଆମେରିକା ରାଜନୀତିରେ ହିଂସାର କୌଣସି ସ୍ଥାନ ନାହିଁ। ଘଟଣାକୁ ଦୃଢତାର ସହ ନେବା ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି।