୧୯୪୦ ମସିହାର ଏକ ଆଇନ ଅନୁଯାୟୀ ଯୁକ୍ତରାଷ୍ଟ୍ରରେ ପ୍ରବାସୀମାନଙ୍କୁ ପଞ୍ଜୀକରଣ କରିବାକୁ ବାଧ୍ୟ କରାଯାଇଥିଲା, କିନ୍ତୁ ଏହାକୁ କେବେ ବି ସ୍ଥିର ଭାବରେ ଲାଗୁ କରାଯାଇ ନଥିଲା। ହେଲେ ଏବେ ନୂତନ ନିୟମ ଗୁଡ଼ିକ କଡ଼ାକଡ଼ି କରି ଏହାର କାର୍ଯ୍ୟକାରିତା ସୁନିଶ୍ଚିତ କରିବ ବୋଲି ଆଶା କରାଯାଉଛି । ହେଲେ ଏଇଠି ପ୍ରଶ୍ନ ଉଠେ କାହାକୁ ସରକାରଙ୍କ ପାଖରେ ପଞ୍ଜୀକରଣ କରିବାକୁ ପଡିବ? ଭାରତୀୟ H-1B ଏବଂ ଗ୍ରୀନକାର୍ଡ ଧାରକମାନଙ୍କୁ ମଧ୍ୟ ପଞ୍ଜୀକରଣ କରିବାକୁ ପଡିବ କି ?
ଆମେରିକା ପ୍ରତି ୭୫ରୁ ଅଧିକ ଦେଶର ସକାରାତ୍ମକ ପ୍ରତିକ୍ରିୟାକୁ ଦୃଷ୍ଟିରେ ରଖି ୯୦ ଦିନିଆ ଗ୍ରେସ ପିରିୟଡ୍ ଘୋଷଣା କରିଛନ୍ତି। ଏହି ଦେଶଗୁଡ଼ିକ ଆମେରିକାର ବାଣିଜ୍ୟ ବିଭାଗ, ଅର୍ଥ ବିଭାଗ ଓ ବାଣିଜ୍ୟ ପ୍ରତିନିଧିଙ୍କ ସହ ଯୋଗାଯୋଗ କରିଛନ୍ତି।
ଟ୍ରମ୍ପ କହିଛନ୍ତି, ଆମେରିକା ପ୍ରତି ୭୫ରୁ ଅଧିକ ଦେଶର ସକରାତ୍ମକ ପ୍ରତିକ୍ରିୟାକୁ ଦୃଷ୍ଟିରେ ରଖି ସେ ୯୦ ଦିନିଆ ଗ୍ରେସ୍ ପିରିୟଡ୍ ଘୋଷଣା କରିଛନ୍ତି।
#ଆମେରିକା_ସହ_ଶତ୍ରୁତା #ଟ୍ରମ୍ପ_ଫିଙ୍ଗିଲେ_ଟାରିଫ_ବୋମା ଚୀନକୁ ଚେତାବନୀର ୨୪ ଘଣ୍ଟାର ଅଲ୍ଟିମେଟମ୍ ସରୁ ସରୁ କଡ଼ା ଆକ୍ସନ ନେଇଛି ଆମେରିକା। ଚୀନ୍ ଉପରେ ଟ୍ରମ୍ପ ଫିଙ୍ଗିଛନ୍ତି ଟାରିଫ ବୋମା। ବାଜିଛି ଶୁଳ୍କ ମାଡ଼। ସିଧା ୧୦୪ ପ୍ରତିଶତର ଟାରିଫ୍ ଲଗାଇଛନ୍ତି। ଛାନିଆ ହୋଇଛି ବେଜିଂ। ଚୀନ୍ ଉପରେ ନୂଆ ଟାରିଫ୍ ଲାଗୁ ନେଇ ସ୍ପଷ୍ଟ କରିଛି ହ୍ବାଇଟ୍ ହାଉସ୍। ମଙ୍ଗଳବାର ରାତି ୧୨ଟା ୧ରୁ ଲାଗୁ ହୋଇଛି କଟକଣା।
ଚୀନ୍ ଉପରେ ବର୍ଦ୍ଧିତ ଆକାରରେ ୧୦୪ ପ୍ରତିଶତ ଟାରିଫ୍ ଲାଗୁ କରିଛି ଆମେରିକା। ଚେତାବନୀର ଦିନକ ପରେ ନୂଆ ଟାରିଫ୍ ଲଗାଇଥିଲେ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ୍। ପୂର୍ବରୁ ଚୀନ ଉପରେ ୩୪ ପ୍ରତିଶତ ଟାରିଫ ଲଗାଇଥିଲା ଆମେରିକା।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ଦେଶ ଉପରେ ରେସିପ୍ରୋକାଲ୍ ଟାରିଫ୍ ବା ଯେସାକୁ ତେସା ନୀତିରେ ଆମଦାନି ଶୁଳ୍କ ଘୋଷଣା କରିଛନ୍ତି। ଏହି ଧାରାରେ ଚୀନ୍ ଉପରେ ୩୪ ପ୍ରତିଶତ ଟାରିଫ୍ ଲଗାଇଥିଲା ଆମେରିକା।
ଟ୍ରମ୍ପ୍ ଟାରିଫ୍ ୱାର୍ ପରେ ବିଶ୍ବ ବଜାରରେ ହାହାକାର। ଭାରତ, ଜାପାନ୍, ଚୀନ୍, କୋରିଆ ସେୟାର ବଜାରରେ ନିବେଶକଙ୍କୁ ବଡ଼ ଝଟକା ।
ଟ୍ରମ୍ପ ତାଙ୍କର ନିର୍ବାଚନୀ ପ୍ରଚାର ସମୟରେ ଏବଂ କ୍ଷମତା ଗ୍ରହଣ କରିବା ପରେ ପରେ ଗୋଟିଏ କଥା ଉପରେ ଜୋର ଦେଇ ଆସୁଥିଲେ । ସେ କହୁଥିଲେ, ଆମେରିକା ଅର୍ଥବ୍ୟବସ୍ଥାକୁ ମଜବୁତ କରିବା ଏବଂ ଘରୋଇ ଉଦ୍ୟୋଗକୁ ସଂରକ୍ଷଣ ଦେବା ପାଇଁ ଟାରିଫ ବ୍ୟବସ୍ଥା ଲାଗୁ କରିବା । ଏଠି ଗୋଟିଏ କଥା କହିରଖିବୁ, ଏହି ଟାରିଫ ପ୍ଲାନ ଟ୍ରମ୍ପଙ୍କର ନ ଥିଲା । ଏହି ବୁଦ୍ଧି ତାଙ୍କୁ ଅନ୍ୟ ଜଣେ ଦେଇଛନ୍ତି ।
ଭାରତ ବିରୋଧରେ ପାଲଟା ଶୁଳ୍କ ଲଗାଇବା ବେଳେ କୋହଳ ହୋଇଥିବା କହିଛନ୍ତି ଟ୍ରମ୍ପ। ସେ କହିଛନ୍ତି, ଭାରତ ଯାହା ଶୁଳ୍କ ଲଗାଉଛି ତାହାର ୫୦ ପ୍ରତିଶତ ଶୁଳ୍କ ଆମେରିକା ଲଗାଇବ। ସେହିପରି ଚୀନ୍ ଉପରେ ୩୪% ଶୁଳ୍କ ଲାଗୁ କରାଯାଇଛି।
ଯୁଦ୍ଧ ବିରାମ ପାଇଁ ପ୍ରସ୍ତୁତ, କିନ୍ତୁ ସର୍ତ୍ତରେ । ଋଷ ରାଷ୍ଟ୍ରପତି ଏଭଳି ବୟାନ ଦେବା ପରେ ଘନେଇଛି ବିଶ୍ବ ରାଜନୀତି। ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ସମାଲୋଚନା କରିଥିବା ବେଳେ ଆମେରିକା ମଧ୍ୟ ଦ୍ବନ୍ଦ୍ବରେ ପଡିଛି।
ଆମେରିକାରେ ବସବାସ କରୁଥିବା ଗ୍ରୀନ କାର୍ଡ ଧାରୀ ବ୍ୟକ୍ତିବିଶେଷଙ୍କ ପାଇଁ ଚିନ୍ତା ବଢିବାରେ ଲାଗିଛି। ଆମେରିକୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂଆ ନିୟମ କାର୍ଯ୍ୟକାରୀ କରିଛନ୍ତି। ଯାହା ଫଳରେ ଗ୍ରୀନ କାର୍ଡ ଧାରୀ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଦେଶରୁ ପ୍ରତ୍ୟର୍ପଣ କରାଯାଇପାରିବ। ଖାସ କରି ଏହି ନୂଆ ନିୟମ ବିଦେଶୀ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ କରାଯାଇଛି।
ଟ୍ରମ୍ପ କହିଛନ୍ତି ଯେ ଅନ୍ୟ ଦେଶମାନେ ଦଶନ୍ଧି ଧରି ଆମ ବିରୋଧରେ ଶୁଳ୍କ ବ୍ୟବହାର କରିଛନ୍ତି । କିନ୍ତୁ ଏବେ ସେହି ଦେଶଗୁଡ଼ିକ ବିରୋଧରେ ଏହି ଶୁଳ୍କ ବ୍ୟବହାର କରିବାର ପାଳି ଆମର ।
ଜୟଶଙ୍କର ଟ୍ରମ୍ପଙ୍କ ବିଷୟରେ ପୂର୍ବରୁ ଯାହା କହିଥିଲେ, ଆଜି ତାହା ସତ୍ୟ ପ୍ରମାଣିତ ହୋଇଛି । ଜୟଶଙ୍କର ଟ୍ରମ୍ପଙ୍କୁ କହିଥିଲେ ସେ ଜଣେ ‘ଆମେରିକାକ ରାଷ୍ଟ୍ରବାଦୀ’ ନେତା, ଯିଏ କେବଳ ନିଜ ଦେଶର ହିତକୁ ସର୍ବାଗ୍ରେ ପ୍ରାଥମିକତା ଦେଇଥାନ୍ତି । ଏଥସହିତ ଅନାବଶ୍ୟକ ବିଦେଶୀ ଖର୍ଚ୍ଚକୁ ନେଇ ମଧ୍ୟ ସେ ବହୁତ ସତର୍କ ଏବଂ ସଚେତନ ।
ରୁଷ ଏବଂ ୟୁକ୍ରେନ ମଧ୍ୟରେ ଶାନ୍ତି ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ଟ୍ରଂପ ପ୍ରଶାସନ କହିଛି। ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମୟରେ ୨୦୨୨ ମସିହାରୁ ଏପର୍ଯ୍ୟନ୍ତ ୟୁକ୍ରେନକୁ ୬୦ ବିଲିୟନ ଡଲାରରୁ ଅଧିକ ସହାୟତା ଦେଇଆସିଛି ଆମେରିକା।
ରାଷ୍ଟ୍ରପତି ଟ୍ରମ୍ପ୍ ସୂଚାଇଥିଲେ ଯେ, ୟୁକ୍ରେନକୁ ପରବର୍ତ୍ତି ସହାୟତା ଦେବା ପୂର୍ବରୁ ୱାସିଂଟନ୍-କିଭ୍ ସହ ଗୁରୁତ୍ବପୂର୍ଣ୍ଣ ଖଣିଜ ଚୁକ୍ତି ସ୍ବାକ୍ଷର କରିବା ଜରୁରୀ । ହେଲେ ତା ପୂର୍ବରୁ ଜେଲେନସ୍କି ଆମେରିକାଠୁ ବାସ୍ତବ ସୁରକ୍ଷା ଗ୍ୟାରେଣ୍ଟି ସହ ସାମରିକ ସହାୟତା ଦାବି କରିଥିଲେ । ଆଉ ଏହାକୁ ନେଇ ଆରମ୍ଭ ହୋଇଥିଲା ଦୁଇ ରାଷ୍ଟ୍ରପତିଙ୍କ ମଧ୍ୟରେ ପ୍ରବଳ କଥା କଟାକଟି ।
ହ୍ୱାଇଟ୍ ହାଉସ୍ରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଓ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ମଧ୍ୟରେ ଜୋରଦାର୍ ଯୁକ୍ତିତର୍କ । ୟୁକ୍ରେନ-ଋଷିଆ ଯୁଦ୍ଧକୁ ନେଇ ମୁହାଁମୁହିଁ ହେଲେ ଦୁଇ ରାଷ୍ଟ୍ରପତି । ୟୁକ୍ରେନ ତୃତୀୟ ବିଶ୍ୱଯୁଦ୍ଧକୁ ଉସକାଉଛି ବୋଲି କହିଲେ ଟ୍ରମ୍ପ
ଆମେରିକାରେ ଫେଣ୍ଟାନିଲ୍ ଔଷଧ ସଙ୍କଟ ଯୋଗୁଁ କାନାଡା ଉପରେ ଶୁଳ୍କ ଲାଗୁ କରାଯାଉଛି, କିନ୍ତୁ ସେଠାରେ ଶେଷ ହେଉଥିବା ଫେଣ୍ଟାନିଲ୍ର ଏକ ପ୍ରତିଶତରୁ ମଧ୍ୟ କମ୍ କାନାଡାରୁ ଆସୁଛି। ଟ୍ରମ୍ପଙ୍କୁ ବୁଝିବା ଆବଶ୍ୟକ ଯେ ତାଙ୍କ ଦେଶ ସାମ୍ନା କରୁଥିବା ଚ୍ୟାଲେଞ୍ଜଗୁଡ଼ିକ କାନାଡା ଦ୍ୱାରା ସୃଷ୍ଟି କରାଯାଇନାହିଁ।
ଅରବପତି ଏଲନ ମସ୍କଙ୍କ ପାଦ ଚାଟୁଥିବାର ନଜର ଆସିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକାର ସରକାରୀ କାର୍ଯ୍ୟାଳୟ ଟିଭି ସ୍କ୍ରିନରେ ଚାଲିଲା ଭିଡିଓ । ଜାଣନ୍ତୁ ପୁରା ଘଟଣା କ'ଣ
ୟୁକ୍ରେନ୍ ଓ ରୁଷ୍ ମଧ୍ୟରେ ଭୟଙ୍କର ଯୁଦ୍ଧ ଏବେ ବି ଜାରି ରହିଛି। ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ କାର୍ଯ୍ୟାଳୟ କ୍ରେମଲିନ୍ ପକ୍ଷରୁ ଜାରି ହୋଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ୟୁକ୍ରେନର ମହତ୍ତ୍ୱପୂର୍ଣ୍ଣ ଭାଗ ରୁଷ୍କୁ ମିଳିବା ଉଚିତ୍।
ଟ୍ରମ୍ପ କହିଛନ୍ତି ଭୟଙ୍କର ଅପରାଧୀକୁ ଭାରତକୁ ପ୍ରତ୍ୟାର୍ପଣ କରିବ ଆମେରିକା । ଏହି ପ୍ରକ୍ରିୟା ପାଇଁ ଆମେରିକା ଆଇନ୍ ଅନୁସାରେ ବିଚାର ପ୍ରକ୍ରିୟା ଚାଲିଛି ।
ହ୍ବାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୋଦି-ଟ୍ରମ୍ପଙ୍କ ମଧ୍ୟରେ ହୋଇଛି ଦ୍ୱିପାକ୍ଷିକ ଆଲୋଚନା।
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବହି ଉପହାର କଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଲେଖିଲେ, ମିଷ୍ଟର ପ୍ରାଇମ ମିନିଷ୍ଟର ୟୁ ଆର୍ ଗ୍ରେଟ୍
ହ୍ବାଇଟ୍ ହାଉସରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଲେ ପିଏମ୍ ମୋଦି । ଭାରତ-ଆମେରିକା ସମ୍ପର୍କଠାରୁ ଆରମ୍ଭ କରି ୟୁକ୍ରେନ-ରୁଷ ଯୁଦ୍ଧ, ବାଣିଜ୍ୟ ଶୁଳ୍କ, ବେଆଇନ ଶରଣାର୍ଥୀ ପ୍ରତ୍ୟର୍ପଣ ଆଦି ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ।
ଦୁଇ ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟି ଦ୍ୱିପାକ୍ଷିକ ଆଲୋଚନା କରିବେ ।