• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "186" result for "ଟ୍ରମ୍ପ" in https://otvkhabar.in

Donald Trump Gunshot
ନିର୍ବାଚନ ରାଲିରେ ଭାଷଣ ଦେବା ବେଳେ ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ

ଘଟଣାକୁ ନେଇ ରାଷ୍ଟ୍ରପତି ଜୋ ବାଇଡେନ ଦୁଃଖ ପ୍ରକାଶ କରିବା ସହ ଆମେରିକା ରାଜନୀତିରେ ହିଂସାର କୌଣସି ସ୍ଥାନ ନାହିଁ। ଘଟଣାକୁ ଦୃଢତାର ସହ ନେବା ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି। 

Donald Trump
ଆମେରିକା ଇତିହାସରେ ପ୍ରଥମ: ଦୋଷୀ ସାବ୍ୟସ୍ତ ହେଲେ ଟ୍ରମ୍ପ, ଲଢିପାରିବେନି ନିର୍ବାଚନ !

ଟ୍ରମ୍ପ ଗଣମାଧ୍ୟମକୁ କହିଛନ୍ତି, "ମୋ ବିରୋଧରେ ଆସିଥିବା ରାୟ ଅପମାନଜନକ। ଏହା କଠୋର ଓ ଲଜ୍ଜାଜନକ ପରୀକ୍ଷା । ପ୍ରକୃତ ରାୟ ନଭେମ୍ବର ୨ରେ ଆସିବ। କ’ଣ ହେଲା ସେମାନେ ଜାଣନ୍ତି ଏବଂ ଏଠାରେ କ’ଣ ଘଟିଛି ତାହା ସମସ୍ତେ ଜାଣନ୍ତି। ”

 New York courthouse
କୋର୍ଟ ବାହାରେ ଦେହରେ ନିଆଁ ଲଗାଇଲେ ଯୁବକ, ଭିତରେ ଚାଲିଥିଲା ଟ୍ରମ୍ପଙ୍କ ଶୁଣାଣି!

ଆମେରିକାରେ ଘଟିଲା ଅଭାବନୀୟ ଘଟଣା । ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଣାଣି ପୂର୍ବରୁ କୋର୍ଟ ବାହାରେ ନିଜ ଶରୀରରେ ନିଆଁ ଲଗାଇ ଦେଇଛନ୍ତି ଜନୈକ ବ୍ୟକ୍ତି । ଏପରି ଅଭାବନୀୟ ଘଟଣା ଘଟିଛି ଠିକ କୋର୍ଟ ସାମ୍ନାରେ ।

Donald Trump
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟକା, ଲଢ଼ିପାରିବେନି ୨୪ ନିର୍ବାଚନ

କୋଲୋରାଡୋ କୋର୍ଟର ଏହି ରାୟକୁ ଚାଲେଞ୍ଜ କରି ଉପର ଅଦାଲତର ଦ୍ୱାରସ୍ଥ ହୋଇପାରିବେ ଡୋନାଲ୍ଡ ଟ୍ରମ୍ପ ।

Ladli Behena
MPରେ ବିଜେପିକୁ ବଡ଼ ବିଜୟ ଦେଲା ଶିବରାଜଙ୍କ ଟ୍ରମ୍ପ କାର୍ଡ ‘ଲାଡ୍‌ଲୀ ବେହେନା’ !

ଦେଶର ୪ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ତିନି ରାଜ୍ୟରେ ବିଜେପି ବାଜିମାତ କରିଥିବା ବେଳେ ଗୋଟିଏ ରାଜ୍ୟରେ କଂଗ୍ରେସ ବିଜୟ ହୋଇଛି । ତେବେ ଏହାରି ଭିତରେ ମଧ୍ୟପ୍ରଦେଶକୁ ନେଇ ଏବେ ଢ଼େର ଚର୍ଚ୍ଚା ।

former us president donald trump arrested
ଆତ୍ମସମର୍ପଣ ପରେ ଗିରଫ, ୨୦ ମିନିଟ୍‌ ପରେ ଜେଲ୍‌ରୁ ବାହାରିଲେ ଡୋନାଲ୍ଡ ଟ୍ରମ୍ପ

ଆତ୍ମସମର୍ପଣ ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗିରଫ କରାଯାଇଛି। ଗିରଫ ପରେ ତାଙ୍କୁ ଆଟଲାଣ୍ଟାର ଫ୍ଲୁଟୋନ କାଉଣ୍ଟି ଜେଲ୍‌ରେ ରଖାଯାଇଥିଲା।

donald trump
ନିଜ ସମର୍ଥକଙ୍କ ସହ ରେଷ୍ଟୁରାଣ୍ଟ ଗଲେ ଟ୍ରମ୍ପ, ହେଲେ ଦେଲେନି ଖାଇବା ବିଲ୍

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ମାମଲାରେ କୋର୍ଟରେ ହାଜର ହେବା ପରେ ‘ଲିଟିଲ ହାଭାନାର କ୍ୟୁବା’ ନାମକ ଏକ ରେଷ୍ଟୁରାଣ୍ଟରେ ଅଟକି ଯାଇଥିଲେ ।

Donald Trump
ପୁଣି ଟ୍ରମ୍ପ ଗିରଫ ! କୋର୍ଟ କହିଲେ ସାଙ୍ଗ ସହ କଥା ହୋଇପାରିବେନି, କାରଣ ସେ ବି ଅଭିଯୁକ୍ତ

ଗିରଫର ମାତ୍ର ଏକ ଘଣ୍ଟାର ଶୁଣାଣି ପରେ ଟ୍ରମ୍ପଙ୍କୁ ଜାମିନ ପ୍ରଦାନ କରିଥିଲେ କୋର୍ଟ ।

Donald Trump
ନିର୍ବାଚନ ପୂର୍ବରୁ ସାଂଘାତିକ ଅଭିଯୋଗ ! ଡିପାର୍ଟମେଣ୍ଟାଲ ଷ୍ଟୋର ଡ୍ରେସିଂ ରୁମ୍‌ରେ ଦୁଷ୍କର୍ମ କରିଥିଲେ ଟ୍ରମ୍ପ

ଡିପାଟର୍ମେଣ୍ଟାଲ ଷ୍ଟୋରର ଡ୍ରେସିଂ ରୁମ୍‌ରେ ଟ୍ରମ୍ପ ୩୦ ବର୍ଷ ପୂର୍ବେ ଏଭଳି ଏକ ନାରକୀୟ କାଣ୍ଡ ଘଟାଇଥିବା କ୍ୟାରୋଲଙ୍କ ଓକିଲ, କୋର୍ଟଙ୍କ ସମ୍ମୁଖରେ କହିଛନ୍ତି ।

Trump offers half-eaten pizza to fans
ସମର୍ଥକଙ୍କୁ ଅଇଁଠା ପିଜା ଯାଚିଲେ ଡୋନାଲ୍ଡ ଟ୍ରମ୍ପ୍‌

ଜଣେ ରିପୋର୍ଟର ଏହି ଭିଡିଓକୁ ଟ୍ୱିଟରରେ ଅପଲୋଡ୍‌ କରିଛନ୍ତି। ଯେଉଁଥିରେ ଟ୍ରମ୍ପ ପିଜାକୁ ଖାଇବା ପରେ ମୋର ଅବଶିଷ୍ଟ ପିଜାକୁ କିଏ ଖାଇବ ବୋଲି ପଚାରୁଛନ୍ତି।

Imagine how world wealthiest would look if they were poor
Viral: ଯଦି ଗରିବ ହୋଇଯିବେ ଏଲନ୍ ମସ୍କ, ବିଲ୍ ଗେଟ୍ସ, ଡୋନାଲ୍ଡ ଟ୍ରମ୍ପ!

ଥରେ କଳ୍ପନା କରନ୍ତୁ ତ ଯଦି ସେମାନେ ଗରିବ ହୋଇଯିବେ ତେବେ କିପରି ଦେଖାଯିବେ? AI ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସାହାଯ୍ୟରେ ସେମାନଙ୍କର କାଳ୍ପନିକ ଚିତ୍ର ସୃଷ୍ଟି ହୋଇଛି, ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍‌ ହେବାରେ ଲାଗିଛି। ସେମାନଙ୍କୁ ଦେଖି ଆପଣ ମଧ୍ୟ ଚକିତ ହୋଇଯିବେ।

Former US President Donald Trump Gets Bail
ଗିରଫର ଘଣ୍ଟାଏ ଭିତରେ ଟ୍ରମ୍ପଙ୍କୁ ମିଳିଲା ଜାମିନ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗିରଫ କରାଯିବାର ଘଣ୍ଟାଏ ମଧ୍ୟରେ ଜାମିନ ମିଳିଛି। ଗତକାଲି ଡୋନାଲ୍ଡ ଟ୍ରମ୍ପଙ୍କୁ ପୋଲିସ ଗିରଫ କରିଥିଲା।

Trump
ଗିରଫ ହେଲେ ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ

ଏକ ଅପରାଧିକ ମାମଲାରେ ତାଙ୍କୁ ଗିରଫ କରାଯାଇଛି । ତେବେ ଖୁବ୍‌ଶୀଘ୍ର ଟ୍ରମ୍ପ ଗିରଫ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଜଣେ ପର୍ଣ୍ଣ ଷ୍ଟାରଙ୍କୁ ଟଙ୍କା ଦେବା ଅଭିଯୋଗରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗିରଫ ହୋଇପାରନ୍ତି ବୋଲି ପୂର୍ବରୁ କୁହାଯାଉଥିଲା

Trump indictment news
ବଢ଼ିଲା ଟ୍ରମ୍ପଙ୍କ ଅଡ଼ୁଆ; ଗିରଫ ହୋଇପାରନ୍ତି ଆମେରିକା ପୂର୍ବତନ ରାଷ୍ଟ୍ରପତି

ଆମେରିକାରେ ଡୋନାଲ୍ଡ ଟ୍ରମ୍ପ ପ୍ରଥମ ପୂର୍ବତନ ରାଷ୍ଟ୍ରପତି ଯିଏକି ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ପୂର୍ବରୁ ଆମେରିକାର କୌଣସି ପୂର୍ବତନ ରାଷ୍ଟ୍ରପତି କିଛି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି ।

Donald Trump
ଭାଇରାଲ ହେଉଛି ଫଟୋ ! ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗିରଫ କଲା କି ପୋଲିସ ?

ସୋସିଆଲ ମିଡିଆରେ କିଛି ଫଟୋ ଏବେ ଭାଇରାଲ ହେଉଛି । ସେହି ଫଟୋ ଗୁଡ଼ିକୁ ଦେଖିଲେ ଆପଣ ଭାବିବେ ଯେ ଡୋନାଲ୍ଡ ଟ୍ରମ୍ପଙ୍କୁ ପୋଲିସ ଗିରଫ କରିଛି ।

Donald Trump Shares First Facebook Post After Two-Year Ban
“I'M BACK”... ବ୍ୟାନ୍‌ ହଟିବା ପରେ ୨ ବର୍ଷ ପରେ ଫେସ୍‌ବୁକ୍‌ରେ ପ୍ରଥମ ପୋଷ୍ଟ ଶେୟାର କଲେ ଡୋନାଲ୍ଡ ଟ୍ରମ୍ପ

ବ୍ୟାନ୍‌ ହଟିବା ପରେ ଟ୍ରମ୍ପ ଫେସ୍‌ବୁକ୍‌ରେ ପ୍ରଥମ ପୋଷ୍ଟ ଶେୟାର କରିଛନ୍ତି। ୧୨ ସେକେଣ୍ଡର ଭିଡିଓ ପୋଷ୍ଟ ସହ ଟ୍ରମ୍ପ ଲେଖିଛନ୍ତି-“I'M BACK ! ”। ଭିଡିଓରେ ଟ୍ରମ୍ପଙ୍କ ୨୦୧୬ ନିର୍ବାଚନର ବିଜୟୀ ଭାଷଣ ରହିଛି। 

Donald Trump
ନ୍ୟୁୟର୍କରେ ପ୍ରଥମ ରଥଯାତ୍ରା ଆୟୋଜନ କରିବାକୁ ସାହାଯ୍ୟ କରିଥିଲେ ଟ୍ରମ୍ପ ! ଜାଣନ୍ତୁ ପୂରା କାହାଣୀ

ରଥଯାତ୍ରା ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ରହିଛି ଗୁଢ଼ ସମ୍ପର୍କ । ୪୬ ବର୍ଷ ପୂର୍ବର କାହାଣୀ . . .

Donald Trump
୨୨ ମାସ ପରେ ଟ୍ୱିଟରକୁ ଫେରିଲେ ଡୋନାଲ୍ଡ ଟ୍ରମ୍ପ

ପୂର୍ବରୁ ବଲିଉଡ୍‌ କୁଇନ୍‌ କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟ ମଧ୍ୟ ସଚଳ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କଙ୍ଗନାଙ୍କ ନାମ ଇଣ୍ଡଷ୍ଟ୍ରିର ସବୁଠାରୁ ବିନ୍ଦାସ୍ ଅଭିନେତ୍ରୀମାନଙ୍କ ତାଲିକାରେ ରହିଛି ।

IND vs AUS
ଅଷ୍ଟ୍ରେଲିଆ ବିପକ୍ଷରେ ଦମ୍‌ ଦେଖାଇବ ଭାରତ; ମଇଦାନକୁ ଓହ୍ଲାଇବେ ଦଳର ଟ୍ରମ୍ପ କାର୍ଡ..

ଅଷ୍ଟ୍ରେଲିଆ ବିପକ୍ଷରେ ଥିବା ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ରୁ ପ୍ରଥମ ମ୍ୟାଚ୍‌ଟି ହାରିଯିବା ପରେ ଏବେ ଟିମ୍‌ ଇଣ୍ତିଆ ପାଇଁ ଅନ୍ୟ ଦୁଇଟି ମ୍ୟାଚ୍‌ ଜିତିବା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି ।

Team India's trump card all-rounder Hardik Pandya
ଟିମ୍ ଇଣ୍ଡିଆର ଟ୍ରମ୍ପ୍ କାର୍ଡ ଅଲ୍‌ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା

ଏକଦା ଟିମ୍ ଇଣ୍ଡିଆ ପାଇଁ ଏକପ୍ରକାର ଅଲୋଡ଼ା ହୋଇଯାଇଥିବା ଅଲ୍‌ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଏତେ ଲୋଡ଼ା ପଡ଼ିଲେଣି କାହିଁକି? ଟି-୨୦ ବିଶ୍ୱକପ୍ ୨୦୨୨ରେ ସେ ଟିମ୍ ପାଇଁ ଟ୍ରମ୍ପ୍ କାର୍ଡ ସାବ୍ୟସ୍ତ ହେବେ କି? ହୋଇପାରନ୍ତି କି ସେ ଭାରତୀୟ ଟିମ୍‌ର ଉପ-ଅଧିନାୟକ? ଜାଣିବା ପାଇଁ ପଢନ୍ତୁ…

FBI Raids Former US President Donald Trump's Home
ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନେଇ ପଳାଇଛନ୍ତି ଡୋନାଲ୍ଡ ଟ୍ରମ୍ପ ! ଘରେ ରେଡ୍‌ କଲା FBI

ହ୍ୱାଇଟ୍‌ ହାଉସ୍‌ ଛାଡ଼ିବା ପରେ ଟ୍ରମ୍ପ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନେଇ ଫ୍ଲୋରିଡା ପଳାଇଥିବା ଅଭିଯୋଗ ହୋଇଛି। ଏହିସବୁ କାଗଜପତ୍ର ଖୋଜିବା ଲାଗି ରେଡ୍‌ ହୋଇଥିବା ସୂଚନା ମିଳିଛି।

Elon Musk, Donald Trump,
ଡୋନାଲ୍ଡ ଟ୍ରମ୍ପଙ୍କୁ ଏଲୋନ୍‌ ମସ୍କଙ୍କ ଉପହାର : ଟ୍ୱିଟରରୁ ବ୍ୟାନ୍‌ ହଟାଇବାକୁ ଘୋଷଣା

ନିକଟରେ ଟ୍ୱିଟର କିଣିଥିବା ଏଲୋନ୍ ମସ୍କ ସ୍ପଷ୍ଟ କରିଛନ୍ତି , ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ରିଷ୍ଟୋର କରାଯିବ ।

Donald Trump
ତାଇୱାନ୍‌ ଆକାଶରେ ଯୁଦ୍ଧ ବାଦଲ : ଚେତାବନୀ ଦେଲେ ଟ୍ରମ୍ପ, ଖୁବ୍‌ ଶୀଘ୍ର ଆକ୍ରମଣ କରିପାରେ ଚୀନ୍

ଆଗାମୀ ଦିନରେ ଯୁଦ୍ଧ ଦେଖିବେ ତାଇଓ୍ୱାନବାସୀ । ଚୀନ ବେଶ ଉତ୍ସାହର ସହ ଚାହିଁଛି ।

Former president Donald Trump
ମୁଁ ପୁଟିନ୍‌ଙ୍କୁ ଭଲ ଭାବେ ଜାଣିଛି: ଟ୍ରମ୍ପ

ୟୁକ୍ରେନ୍ ସଙ୍କଟ ମଧ୍ୟରେ ଆମେରିକା, ବ୍ରିଟେନ, ୟୁରୋପୀୟ ରାଷ୍ଟ୍ର, ସଂଘ, ଜର୍ମାନୀ ଓ କାନାଡା ଭଳି ଦେଶ ଏକାଠି ହୋଇଛନ୍ତି।

Donald Trump
ଟ୍ୱିଟର୍‌କୁ କମ୍‌ବ୍ୟାକ୍‌ କରିବାକୁ ଚାହୁଁଛନ୍ତି ଡୋନାଲ୍ଡ ଟ୍ରମ୍ପ୍ : ଆକାଉଣ୍ଟ୍ ରିଷ୍ଟୋର୍ କରିବାକୁ କୋର୍ଟଙ୍କ ନିକଟରେ ଅନୁରୋଧ

ଟ୍ୱିଟର୍‌କୁ ଫେରିବେ କି ଡୋନାଲ୍ଡ ଟ୍ରମ୍ପ୍ ? ରିଷ୍ଟୋର୍ ହେବ କି ବ୍ଲକ୍ ହୋଇଥିଲା ଆକାଉଣ୍ଟ୍ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଦିନ ଫ୍ଲୋରିଡାର ଜଣେ ସଂଘୀୟ ଜଜଙ୍କୁ ଟ୍ୱିଟର ଆକାଉଣ୍ଟ ରିଷ୍ଟୋର୍ କରିବା କରିବାକୁ ଅନୁରୋଧ କହିଛନ୍ତି ।