trump
#ଆମେରିକା_ସହ_ଶତ୍ରୁତା #ଟ୍ରମ୍ପ_ଫିଙ୍ଗିଲେ_ଟାରିଫ_ବୋମା
ଚୀନକୁ ଚେତାବନୀର ୨୪ ଘଣ୍ଟାର ଅଲ୍ଟିମେଟମ୍ ସରୁ ସରୁ କଡ଼ା ଆକ୍ସନ ନେଇଛି ଆମେରିକା। ଚୀନ୍ ଉପରେ ଟ୍ରମ୍ପ ଫିଙ୍ଗିଛନ୍ତି ଟାରିଫ ବୋମା। ବାଜିଛି ଶୁଳ୍କ ମାଡ଼। ସିଧା ୧୦୪ ପ୍ରତିଶତର ଟାରିଫ୍ ଲଗାଇଛନ୍ତି। ଛାନିଆ ହୋଇଛି ବେଜିଂ। ଚୀନ୍ ଉପରେ ନୂଆ ଟାରିଫ୍ ଲାଗୁ ନେଇ ସ୍ପଷ୍ଟ କରିଛି ହ୍ବାଇଟ୍ ହାଉସ୍। ମଙ୍ଗଳବାର ରାତି ୧୨ଟା ୧ରୁ ଲାଗୁ ହୋଇଛି କଟକଣା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)