୧୦ ପାସ୍ କରିଥିଲେ ଭାରତୀୟ ନୌସେନାରେ ଚାକିରି ସୁଯୋଗ। ଏହି ନିଯୁକ୍ତି ପ୍ରକ୍ରିୟା ଅନୁଯାୟୀ ମୋଟ ୩୩୮ଟି ପଦବୀ ପୂରଣ ହେବ। ପୂରା ସୂଚନା ଜାଣିବା ପାଇଁ ପଢନ୍ତୁ…
ସୁଟକେସରେ ପଶୁ ଚୋରା ଚାଲାଣ କରୁଥିଲେ , ବିମାନ ବନ୍ଦରରେ ଧରାପଡ଼ିଗଲେ ।
ଟ୍ରାଫିକ ଜାମ୍ ଯୋଗୁଁ ଗୁରୁଗ୍ରାମ-ଦିଲ୍ଲୀ ରୋଡ୍ରେ ଲୋକେ ନୟାନ୍ତ । ଅଗ୍ନିପଥ ପ୍ରତ୍ୟାହାର ଦାବିରେ ଭାରତ ବନ୍ଦର ପ୍ରଭାବ, ଦେଶବ୍ୟାପି ୫ ଶହ ଟ୍ରେନ୍ ଚଳାଚଳ ପ୍ରଭାବିତ ।
୧୦ ପାଶ୍ ପିଲାଙ୍କ ପାଇଁ ବି ସରକାରୀ ଚାକିରି। ଭାରତୀୟ ସେନାରେ ଅଛି ଚାକିରି। ୧୫୫ ପୋଷ୍ଟ୍ରେ ହେବ ନିଯୁକ୍ତି।
ଯୋଗ ଭାରତୀୟ ସଂସ୍କୃତିର ମୂଳଦୁଆ ହୋଇଥିଲେ ବି ଆଜି କେବଳ ଦେଶରେ ସୀମିତ ନାହିଁ। ଆଜି ଯୋଗ ବିଦେଶରେ ମଧ୍ୟ ପହଞ୍ଚି ପାରିଛି। କିନ୍ତୁ ଏହା ପଛରେ ରହିଛି ଅନେକ ଭାରତୀୟ ଯୋଗଗୁରୁଙ୍କ ଅବଦାନ। ଆସନ୍ତୁ ନଜର ପକେଇ ନେବା ଏହି ୫ ଯୋଗଗୁରୁଙ୍କ ଅବଦାନ ଉପରେ।
ଯାତ୍ରୀମାନଙ୍କୁ କମ୍ ମୂଲ୍ୟରେ ଅତ୍ୟାଧୁନିକ ବିମାନ ସେବା ଯୋଗାଇ ଦେବାକୁ ଲକ୍ଷ୍ୟ
ପ୍ରାୟ ୪୮ ହଜାର ଦର୍ଶକ ଷ୍ଟାଡିୟମରେ ରହି ଭାରତୀୟ ଟିମକୁ ସମର୍ଥନ କରିଥିଲେ
ଭାରତୀୟ ସେନାରେ ଚାକିରି କରି ଦେଶ ସେବା କରିବାକୁ ଚାହୁଛନ୍ତି କି? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ପଢନ୍ତୁ…
ଦୁଇ ଦଳକୁ ଭବ୍ୟ ସ୍ୱାଗତ କରିଥିଲେ ହୋଟେଲ କର୍ତ୍ତୃପକ୍ଷ
କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଗଂଜାମ ଜିଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ବାସନ୍ଦ ପ୍ରଥା । ସାମାନ୍ୟ ଭୁଲ କଲେ ଗାଁରୁ ତଡ଼ିପାର । ନଚେତ ନିଜ ଜାତିରୁ ବାସନ୍ଦ । ଗାଁ ମୁଖିଆ ଘୋଷଣା କରିଦେଲେ, ତାହା ବେଦର ଗାର ପାଲଟି ଯାଏ ।
ପୁଣି ସୀମାରେ ଦେଖାଗଲା ଡ୍ରୋନ୍ । ଷଡ଼ଯନ୍ତ୍ର ଜାରି ରଖିଛି ପାକିସ୍ତାନ ।
ଭାରତୀୟ ନୋଟରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଚିତ୍ର ବଦଳାଇବାକୁ କୌଣସି ପ୍ରସ୍ତାବ ନାହିଁ : ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ
ନିଖୋଜ ୨୨ ଯାତ୍ରୀଙ୍କ ମଧ୍ୟରେ ୪ ଜଣ ଓଡ଼ିଶାର ବୋଲି ସୂଚନା ମିଳିଛି
ନେପାଳର ପୋଖରା ଠାରୁ ଜୋମସୋମକୁ ଯାଉଥିବା ଏକ ବିମାନ ଦୁର୍ଘଟଣାର ଶିକାର ହୋଇଥିବା ସୂଚନା ମିଳିଛି
ନେପାଳର ଏକ ଘରୋଇ ବିମାନ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ୩ ଜଣ କ୍ରିଉ ମେମ୍ବରଙ୍କ ସମେତ ୧୯ ଜଣ ଯାତ୍ରୀଙ୍କୁ ନେଇ Tara Air 9 NAET ବିମାନଟି ଟୁରିଷ୍ଟ୍ ଟାଉନ୍ ପୋଖରାରୁ ଜୋମ୍ସୋମ୍ ଯାଉଥିଲା।
ଖୁଚୁରା କ୍ଷେତ୍ରରେ ୫ ଟଙ୍କିଆକୁ ଲୋକ ଅଧିକ ଗୁରୁତ୍ୱ ଦେଉଥିବା ବେଳେ ଟଙ୍କିକିଆ କଏନକୁ କମ୍ ଗୁରୁତ୍ୱ ଦେଉଛନ୍ତି।
ପୋଲିସ ଅନୁମାନ କରୁଛି ଯେ, ଭାରତୀୟ ସେନା ବାହିନୀର ସାମରିକ ଶକ୍ତି ତଥା ଗୋପନୀୟ ତଥ୍ୟ ଗୁଡ଼ିକୁ ସେ ଏହି ମହିଳା ଆଇଏସ୍ଆଇ ଏଜେଣ୍ଟଙ୍କୁ ଦେଇଥାଇପାରନ୍ତି ।
ଆପଣ ଯଦି ୧୦ମ ପାଶ୍ କରିଛନ୍ତି ଏବଂ ରେଳବାଇରେ ଚାକିରି କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆସିଛି। ବିନା ପରୀକ୍ଷା ଦେଇ ଆପଣ ପାଇ ପାରିବେ ସରକାରୀ ଚାକିରି।
ୟୁକ୍ରେନ୍ରେ ଫସିଛନ୍ତି ଭାରତୀୟ ଡାକ୍ତର। ନିଜ ପୋଷା ବିଲେଇଙ୍କୁ ରକ୍ଷା କରିବା ନେଇ ତିଆରି କଲେ ବୋମା ଆଶ୍ରୟସ୍ଥଳ ଓ ବାଡ। ଏନେଇ ସେ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା କହିଛନ୍ତି।
ରୋହିଦାସଙ୍କ ସହ ଓଡ଼ିଶାର ଶିଳାନନ୍ଦ ଲାକ୍ରା ବି ଦଳରେ ସାମିଲ ହୋଇଛନ୍ତି ।
ଭାରତରେ ପ୍ରତିବର୍ଷ ଗୃହିଣୀଙ୍କ ଆତ୍ମହତ୍ୟା ସଂଖ୍ୟା ବଢି ଚାଲିଛି। ଏହା ପଛରେ ମାନସିକ ଓ ଶାରିରୀକ କାରଣ ଠାରୁ ଆରମ୍ଭ କରି ଘରୋଇ ହିଂସା, ଯୌତୁକ ନିର୍ଯାତନା, ଆର୍ଥିକ ନିର୍ଭରଶୀଳତା ଆଦି ଦାୟୀ ବୋଲି କୁହାଯାଏ। ଆସନ୍ତୁ ଏ ବିଷୟରେ ନଜର ପକେଇ ନେବା
ମୁଦ୍ରା, ପଦକ, ଡିଏନ୍ଏ ନମୁନା, ମୌଳିକ ବିଶ୍ଳେଷଣ, ଆନ୍ଥ୍ରୋପୋଲୋଜି ଏବଂ ରେଡିଓ-କାର୍ବନ ଡେଟିଂ, ଏହି ସବୁ ଦିଗ ଏହା ହିଁ ସୂଚାଉଛି ।"
ରଏଟର୍ସ ସାମ୍ବାଦିକ ଅଦନାନ୍ ଅବିଦି, ସାନ୍ନା ଇଶ୍ରଦ ମାଟ୍ଟୁ ଏବଂ ଅମିତ ଦେବଙ୍କୁ ମଧ୍ୟ ପୁଲିଜର ପୁରସ୍କାର ପ୍ରଦାନ କରାଯାଇଛି ।
ସନ୍ତୁର ବାଦକ ତଥା ଭାରତୀୟ ସଂଗୀତଜ୍ଞ ପଣ୍ଡିତ ଶିବ କୁମାର ଶର୍ମାଙ୍କର ଆଜି ମୁମ୍ବାଇରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ସେ ଗତ ୬ ମାସ ଧରି କିଡ୍ନୀ ସମ୍ବନ୍ଧୀୟ ରୋଗରେ ପୀଡିତ ଥିଲେ ଏବଂ ଡାଏଲିସିସରେ ଚିକିତ୍ସିତ ହେଉଥିଲେ।