• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mo Bus Service

Mo Bus
ବଦଳିବ ‘ମୋ ବସ୍‌’ର ନାଁ ! ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ନିଆଯିବ ନିଷ୍ପତ୍ତି

ପ୍ରଥମେ ମୋ ବସ୍‌ର ବ୍ୟବସ୍ଥା ବଦଳିବ ତା’ ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ମୋ ବସ୍‌ର ନାମ ଓ ରଙ୍ଗ ବଦଳିବ । ଲୋକଙ୍କ ଦାବି ଅଛି ବସ୍‌ ସେବା ଚାଲୁ ରହୁ ଏବଂ ଅଧିକ ବସ୍‌ ଚାଲୁ। ତେଣୁ ବସ୍‌ ସେବା ଜାରି ରହିବ ଏବଂ ଅଧିକ ବସ୍‌ ଚାଲିବ ।

Laxmi Scheme
ଗାଁ ଭୋଟ୍ ନେବାକୁ ନୂଆ ଫନ୍ଦି; ରାଜ୍ୟ ସରକାର ଆଣିଲେ ଲକ୍ଷ୍ମୀ ଯୋଜନା

ନିର୍ବାଚନ ପୂର୍ବରୁ ଗାଁ ଭୋଟ୍ ନେବାକୁ ନୂଆ ଫନ୍ଦି । ଲକ୍ଷ୍ମୀ ଯୋଜନାରେ ରକ୍ଷଣାବେକ୍ଷଣ ଦାୟିତ୍ୱରେ ରହିବେ SHG । ବିଜୁ ଗାଁ ଗାଡ଼ି ଭଳି ଫେଲ୍ ମାରିବନି ତ ଲକ୍ଷ୍ମୀ ଯୋଜନା ? ରାଜ୍ୟ କ୍ୟାବିନେଟରେ 'ଲୋକେସନ୍ ଆକ୍ସେସିବିଲିଟି ମଲ୍ଟି-ମୋଡାଲ୍ ଇନିସିଏଟିଭ୍ ବା ଲକ୍ଷ୍ମୀ ଯୋଜନାକୁ ଅନୁମୋଦନ ପରେ ପରେ ଆରମ୍ଭ ହୋଇଯାଇଛି ବିବାଦ ।

 Mo Bus Service
ଏଣିକି ପ୍ରତି ପଞ୍ଚାୟତରେ ଗଡ଼ିବ ‘Mo Bus’

ବ୍ଲକ୍‌ ମୁଖ୍ୟାଳୟରୁ ପ୍ରତି ପଞ୍ଚାୟତକୁ ଚାଲିବ ‘ମୋ ବସ୍‌’ ।