ଘୋଷଣା ପରେ ଖୁସି ମନାଇଲେ ପ୍ରବାସୀ ଭାରତୀୟ ସମୁଦାୟ । ସ୍କୁଲ ଛୁଟି ଘୋଷଣା ପାଇଁ ଦୁଇ ଦଶନ୍ଧି ହେଲା ହେଉଥିଲା ଦାବି ।
ସର୍ଟ ସର୍ଭିସ୍ କମିଶନ(SSC) ବୈଷୟିକ ପାଠ୍ୟକ୍ରମ ପାଇଁ ଭାରତୀୟ ସେନା ବିଜ୍ଞପ୍ତି ବାହାର କରିଛି। ଏହି ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଉଭୟ ଅବିବାହିତ ପୁରୁଷ ଏବଂ ଅବିବାହିତ ମହିଳା ଏହି ପଦବୀ ପାଇଁ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି।
ଭାରତୀୟ ସାମ୍ବାଦିକଙ୍କୁ ଡରୁଛି କି ଚୀନ୍ ? ଦେଶ ଛାଡ଼ି ଚାଲିଯିବାକୁ ଭାରତୀୟ ରିପୋର୍ଟରଙ୍କୁ କୁହାଯାଇଛି ।
ISRO ମୁଖ୍ୟ ଏସ୍ ସୋମନାଥଙ୍କ କହିବାନୁଯାୟୀ, ମହାକାଶଚାରୀଙ୍କୁ ମିଶନ ସମୟରେ ଭାରତୀୟ ଖାଦ୍ୟ ପରଷାଯିବ । ହେଲେ ଧିରେ ଧିରେ ଏଥିପ୍ରତି ଅଧିକ ଯତ୍ନବାନ ହେବା ସହ ଏହାର ବିକଳ୍ପ ଚିନ୍ତା ମଧ୍ୟ କରାଯାଉଛି ।
ଭାରତୀୟ ବାୟୁସେନାରେ ଯୋଗ ଦେଇ କ୍ୟାରିୟର କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ଏୟାରଫୋର୍ସ କମନ୍ ଆଡମିଶନ ଟେଷ୍ଟ୍(AFCAT) ୨୦୨୩ ପାଇଁ ବିଜ୍ଞପ୍ତି ଜାରି ହୋଇଛି। AFCAT II ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି।
ସକାଳ ୭ରୁ ଅପରାହ୍ନ ସାଢ଼େ ୨ଟା ଯାଏଁ ଚାଲିବ ଉଦଘାଟନୀ ସମାରୋହ । ଗଣତନ୍ତ୍ର ସଂଗ୍ରହାଳୟରେ ପରିଣତ ହେବ ପୂରାତନ ସଂସଦ ଗୃହ ।
ଭାରତୀୟ ସେନା ଅଗ୍ନିବୀରର ଫଳାଫଳ ପ୍ରକାଶ କରିଛି। ପରୀକ୍ଷାରେ ସାମିଲ ହୋଇଥିବା ପ୍ରାର୍ଥୀମାନେ ଭାରତୀୟ ସେନାର ଅଫିସିଆଲ୍ ୱେବସାଇଟ୍କୁ ଯାଇ ଫଳାଫଳ ଯାଞ୍ଚ କରିପାରିବେ।
କାହିଁକି ଏତେ ସୁନା କିଣୁଛି RBI? ଟନ୍ ଟନ୍ ସୁନା କିଣିବା ପଛର କାରଣ କଣ?
ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଆଜି ସୂଚନା ଦେଇଛନ୍ତି, ‘ପୂର୍ବାନୁମାନ ଅନୁସାରେ ଆଜି ସକାଳେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। କାଲି ସୁଦ୍ଧା ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।’
ହନିଟ୍ରାପର ଶିକାର ହୋଇଛନ୍ତି ଡିଆରଡିଓ ସାଇଣ୍ଟିଷ୍ଟ । ମହିଳା ଆଇଏସ୍ଆଇ ଏଜେଣ୍ଟଙ୍କୁ ଦେଲେ ଭାରତର ଗୁପ୍ତତଥ୍ୟ । ବ୍ୟକ୍ତିଗତ ଫଟୋ ଆଦାନ ପ୍ରଦାନ ପରେ ବ୍ଲାକମେଲ୍ କରୁଥିଲେ ରହସ୍ୟମୟୀ ।
ପରବର୍ତ୍ତୀ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ହେବେ ଅଜୟ ବଙ୍ଗା। ଅଜୟ ହେଉଛନ୍ତି ଭାରତରେ ଜନ୍ମିତ ଆମେରିକୀୟ ବ୍ୟବସାୟୀ ତଥା ମାଷ୍ଟରକାର୍ଡର ପୂର୍ବତନ ସିଇଓ।
ଆସନ୍ତା ମେ ୭ ତାରିଖରେ ବକିଙ୍ଗହମ୍ ପ୍ୟାଲେସରେ ଅନୁଷ୍ଠିତ ହେବାକୁ ଯାଉଛି କିଙ୍ଗ ଚାର୍ଲ୍ସଙ୍କ ରାଜ୍ୟାଭିଷେକ ସମାରୋହ । ଯେଉଁଥିରେ ପ୍ରିୟଙ୍କାଙ୍କ ହାତ ତିଆରି ଗୋଲାପ ଡ୍ରେସ ପିନ୍ଧିପାରନ୍ତି ରାଣୀ କାମିଲା । ଏମିତିକି କୁଇନଙ୍କ ପାର୍ଟିରେ ଯୋଗ ଦେବା ପାଇଁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ ବି ହୋଇଛି ।
ଆସନ୍ତା ଏପ୍ରିଲ ୨୯ ତାରିଖରୁ ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ସେହିଭଳି ଆବେଦନ କରିବାର ଶେଷ ତାରିଖ ମେ’ ୧୪ ସ୍ଥିର କରାଯାଇଛି ।
ଆଜି କିମ୍ବଦନ୍ତୀ ସାରସ୍ୱତ ସାଧକ ମନୋଜ ଦାସଙ୍କ ପୁଣ୍ୟତିଥି। ଓଡ଼ିଆ ସାହିତ୍ୟକୁ ଅବଦାନ ପାଇଁ ତାଙ୍କୁ ଓଡ଼ିଶାର ‘ବିଷ୍ଣୁ ଶର୍ମା’ ବୋଲି କୁହାଯାଏ। ସେ ଥିଲେ ସମକାଳୀନ ଭାରତୀୟ କଥା ସାହିତ୍ୟ କ୍ଷେତ୍ରରେ ପ୍ରାଚୀନ ପରମ୍ପରାର ନବୀନତମ ଉନ୍ମାଦନା। ଆସନ୍ତୁ ତାଙ୍କ ଜୀବନୀ ଉପରେ ନଜର ପକେଇନେବା।
ସୁଦାନରେ ଫସି ରହିଥିବା ଭାରତୀୟଙ୍କ ଘର ବାହୁଡା । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀରେ ପହଞ୍ଚିଲେ ୩୬୦ ଭାରତୀୟ ।‘ଅପରେସନ କାବେରୀ’ ଜୋରଦାର ରହିଥିବା ବେଳେ ୩ୟ ପର୍ଯ୍ୟାୟରେ ଫେରୁଛନ୍ତି ୫୦୦ରୁ ଅଧିକ ଭାରତୀୟ । ଆକାଶପଥ ଓ ଜଳପଥ ଦେଇ ଅଣାଯାଉଛି ଭାରତୀୟଙ୍କୁ।
ସୁଦାନରେ ‘ଅପରେସନ କାବେରୀ’କୁ ଜୋରଦାର କରାଯାଇଛି। ୩ୟ ପର୍ଯ୍ୟାୟରେ ସୁଦାନରେ ଫସିଥିବା ୧୩୫ ଭାରତୀୟ ଉଦ୍ଧାର ହୋଇଛନ୍ତି।
ହିଂସା ଦ୍ୱାରା ପ୍ରଭାବିତ ସୁଦାନରୁ ଅପରେସନ କେବାରି ଦ୍ୱାରା ଭାରତ ସରକାର ୨୭୮ ଜଣ ଭାରତୀୟଙ୍କୁ ପ୍ରଥମ ଦଫାରେ ଉଦ୍ଧାର କରିଛନ୍ତି।
ସୁଦାନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ଲାଗି ଅପରେସନ ‘କାବେରୀ’ ଆରମ୍ଭ ହୋଇଛି। ଏହି ଅପରେସନରେ ସୁଦାନରେ ଫସିଥିବା ପ୍ରାୟ ୫୦୦ ଭାରତୀୟଙ୍କୁ ଉଦ୍ଧାର କରାଯିବ।
୨୦୩୩ ଯାଏଁ ଭାରତୀୟ ହକି ଦଳର ପ୍ରାୟୋଜକ ଭାବେ ଓଡ଼ିଶା ଖଣି ନିଗମ ରହିବ ବୋଲି ଆଜି କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି ।
ମୋବାଇଲ୍ ବ୍ୟବହାରକୁ ନେଇ ପୁରୁଷ ଓ ମହିଳାଙ୍କ ପସନ୍ଦର ଖୁଲାସା ହୋଇଛି। ଏହି ରିସର୍ଚ୍ଚରେ ପାଖାପାଖି ୮.୫ କୋଟି ପୁରୁଷ ଓ ମହିଳାଙ୍କ ଦ୍ୱାରା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାର ନେଇ ଖୁଲାସା କରାଯାଇଛି।
ଦୁବାଇ ସ୍ଥିତ ଏକ ଆବାସିକ ବିଲ୍ଡିଂରେ ନିଆଁ ଲାଗି ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୪ ଭାରତୀୟ ଅଛନ୍ତି।
ରବିବାର ଦିନ ୨୦୨୨-୨୩ ବର୍ଷ ପାଇଁ ବୋର୍ଡ ଅଫ୍ କଣ୍ଟ୍ରୋଲ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (BCCI) ଟିମ୍ ଇଣ୍ଡିଆ ପାଇଁ ଆନୁଆଲ୍ ପ୍ଲେୟାର କଣ୍ଟ୍ରାକ୍ସ ଘୋଷଣା କରିଛି। ଭାରତୀୟ କ୍ରିକେଟରଙ୍କ ପାଇଁ ବିସିସିଆଇର ଏହି କଣ୍ଟ୍ରାକ୍ଟ ୪ଟି ଗ୍ରେଡ୍ରେ ବିଭକ୍ତ ହୋଇଛି।
ରୋଜାଲିନ ଆରୋକିଆ ମେରି ଦକ୍ଷିଣ ରେଳବାଇରେ ମୁଖ୍ୟ ଟିକେଟ୍ ଇନ୍ସପେକ୍ଟର ଭାବରେ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ୧କୋଟି ଜୋରିମାନା ସଂଗ୍ରହ କରିଥିବା ରେଳବାଇର ପ୍ରଥମ ଟିକେଟ୍ ଚେକର କର୍ମଚାରୀ ଭାବରେ ସେ ବେଶ୍ ଜଣାଶୁଣା । ରେଳ ମନ୍ତ୍ରଣାଳୟର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ମେରିଙ୍କ କିଛି ଫଟୋ ସେୟାର କରାଯାଇଛି । ଯେଉଁ ସମୟରେ ସେ ଯାତ୍ରୀଙ୍କ ଟିକେଟ୍ ଯାଞ୍ଚ କରୁଥିବା ସହ ଜରିମାନା ମଧ୍ୟ ଆଦାୟ କରୁଥିବା ଦେଖିବାକୁ ମିଳିଛି
ଅଗ୍ନିପଥ ଯୋଜନା ଘୋଷଣା ହେବା ପରେ ତିନି ସେନା ମଧ୍ୟରୁ ପ୍ରଥମେ ଆଗକୁ ବଢ଼ି ନୌସେନା ଅଗ୍ନିବୀରଙ୍କ ନିଯୁକ୍ତିର ପ୍ରକ୍ରିୟା ଆରମ୍ଭ କରିଥିଲା.... ଆଉ ଏକମାତ୍ର ଆର୍ମଡ ଫୋର୍ସ ଭାବେ କେବଳ ନୌସେନା ହିଁ ମହିଳାମାନଙ୍କୁ ଅଗ୍ନିବୀର ଭାବେ ତାଲିମ୍ ଦେବା ଶେଷ କରିଛି INS ଚିଲିକାରେ ।
ଅଗ୍ନିପଥ ଯୋଜନା ଘୋଷଣା ହେବା ପରେ ତିନି ସେନା ମଧ୍ୟରୁ ପ୍ରଥମେ ଆଗକୁ ବଢ଼ି ନୌସେନା ଅଗ୍ନିବୀରଙ୍କ ନିଯୁକ୍ତିର ପ୍ରକ୍ରିୟା ଆରମ୍ଭ କରିଥିଲା.... ଆଉ ଏକମାତ୍ର ଆର୍ମଡ ଫୋର୍ସ ଭାବେ କେବଳ ନୌସେନା ହିଁ ମହିଳାମାନଙ୍କୁ ଅଗ୍ନିବୀର ଭାବେ ତାଲିମ୍ ଦେବା ଶେଷ କରିଛି INS ଚିଲିକାରେ ।