୧୯୫୦ ପରଠାରୁ ଚତୁର୍ଥ ଥର ପାଇଁ ନୌସେନା ଏଥିରେ ପରିବର୍ତ୍ତନ ଆଣିବାକୁ ଯାଉଛି ।
ଆଜିର ଦିନରେ ପ୍ରତିଟି ଖେଳାଳି ଓ କ୍ରୀଡ଼ାପ୍ରେମୀ ନିଜ ଫେଭରେଟ୍ ଗେମ୍କୁ ନେଇ ସେଲିବ୍ରେସନ୍ କରୁଛନ୍ତି। ମହାନ ଖେଳାଳି ହକି ଲେଜେଣ୍ଡ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସକୁ ଭାରତରେ ଜାତୀୟ କ୍ରୀଡ଼ା ଦିବସ ରୂପେ ପାଳନ କରାଯାଏ।
ଆସନ୍ତା ଅକ୍ଟୋବରରେ ଭୁବନେଶ୍ୱର ସମେତ ଦେଶର ୩ଟି ଭେନ୍ୟୁରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ।
ସେପ୍ଟେମ୍ବର ୨ରେ ନୌସେନାରେ ହେବ ସାମିଲ
ଅଭିଯୋଗ ପରେ ଆକ୍ରମଣକାରୀକୁ ଗିରଫ କଲା ଟେକ୍ସାସ ପୋଲିସ୍
ପାକିସ୍ତାନ ଗୁଇନ୍ଦା ସଂସ୍ଥାର କର୍ଣ୍ଣେଲ ୟୁନୁସ୍ ଚୌଧୁରୀ ତାଙ୍କୁ ପଠାଇଥିଲେ । ୩୦୦୦୦ ଟଙ୍କା ପାଇଁ ଆକ୍ରମଣ କରିବାକୁ ଆସିଥିଲା ।
ପ୍ରତିକୂଳ ପାଣିପାଗ ପାଇଁ ପାହାଡ଼ିଆ ଅଞ୍ଚଳରେ ବାୟୁସେନାର ଅପରେସନରେ ବାଧା ଉପୁଜିଥାଏ। ଏହି ସମୟରେ ସେନା ଅପରେସନର ନେତୃତ୍ୱ ଥାଏ ଇଣ୍ଡିଆନ୍ ଆର୍ମି ଆଭିଏସନ୍।
ତୃତୀୟ ପକ୍ଷର ଅତ୍ୟଧିକ ହସ୍ତକ୍ଷେପ ଦର୍ଶାଇ ନିଲମ୍ବନ
ନିମିଷକେ ହ୍ରଦର କୋଣ ଅନୁକୋଣରେ ପହଞ୍ଚିପାରିବ ଦେଶର ଜାଗ୍ରତ ପ୍ରହରୀ
ଦେଶ ପାଇଁ ସ୍ୱାଧୀନତା ଆଣିବାକୁ ଆମ ସଂଗ୍ରାମୀମାନଙ୍କୁ ଅନେକ ଯୁଦ୍ଧର ସାମ୍ନା କରିବାକୁ ପଡ଼ିଛି...ଦେଶ ଆଜି ସ୍ୱଧୀନତା ଦିବସ ପାଳନ କରୁଥିବା ବେଳେ ଭାରତୀୟ ଯୁଦ୍ଧ ଜାହାଜ ଗୁଡ଼ିକ ବି ପଛରେ ପଡ଼ିନାହାଁନ୍ତି। ଯିଏ ଯୋଉଠି ମୁତୟନ ଅଛନ୍ତି, ସେଇଠି ପାଳନ କରିଛନ୍ତି ଆଜାଦୀ କା ଅମୃତ ମହୋତ୍ସବ...ଦେଖିବା କିଛି ଝଲକ୍...
୧୨୬୨ ଜଣ ବ୍ୟକ୍ତିଙ୍କ ଠାରେ ଏହି ପରୀକ୍ଷା କରାଯାଇ ଡାଟା ସଂଗ୍ରହ କରାଯାଇଥିଲା।
ଭାରତ ପାକିସ୍ତାନର ଲୋକମାନେ ମଧ୍ୟ ପରସ୍ପର ସହ ବନ୍ଧୁ ହୋଇପାରିବେ, ଏହାର ଏକ ଉଦାହରଣ ହାଭାର୍ଡ ବିଜନେସ୍ ସ୍କୁଲରେ ଦେଖିବାକୁ ମିଳିଛି ।
ଅନେକ ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଭାରତର ପ୍ରତିଦ୍ୱନ୍ଦୀ ପାକିସ୍ଥାନରେ ଜନ୍ମ ହୋଇଥିଲେ, କିନ୍ତୁ ସେମାନକ କାମ ଆଜି ଭାରତକୁ ଗର୍ବିତ କରେ। ସେମାନଙ୍କୁ ସମସ୍ତେ ଭାରତୀୟ ବୋଲି ମାନନ୍ତି। ଆସନ୍ତୁ ଏମିତି ୧୦ ଜଣ ବ୍ୟକ୍ତିତ୍ୱଙ୍କ ଉପରେ ନଜର ପକେଇବା।
ବାୟୁସେନାର ଏକ ପୁରୁଣା ହେଲିକପ୍ଟର ଭାଇରାଲ୍ ହେଉଛି। ଏହି ହେଲିକପ୍ଟର ଦେଖିଲେ ଆଶ୍ଚର୍ଯ୍ୟ ଲାଗେ ଯେ ଏମିତି ବି ଏକ ହେଲିକପ୍ଟର ଥିଲା! ଏହା ଦେଖିବାକୁ ଠିକ୍ ହାତୀ ଭଳି।
ସବୁ ମହିଳା ନିଜ ମୁହଁକୁ ଚିକ୍କଣ ରଖିବାକୁ ଭଲ ପାଆନ୍ତି। ମୁହଁରେ ଟିକେ ରୁମ ରଖିବାକୁ ଦିଅନ୍ତି ନାହିଁ। କିନ୍ତୁ ଏଇ ଭାରତରେ ଏମିତି ଜଣେ ମହିଳା ଅଛନ୍ତି ଯିଏ ନିଶ ରଖିବାକୁ ଭଲ ପାଆନ୍ତି। ତାଙ୍କର ଏହି ନିଶ ପାଇଁ ସେ ଗର୍ବ ଅନୁଭବ କରନ୍ତି।
ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପରେ ପଦକ ଜିତିବାରେ ନିରଜ ହେଉଛନ୍ତି ଦ୍ୱିତୀୟ ଭାରତୀୟ।
୧୯ ବର୍ଷ ପରେ ବିଶ୍ୱ ଚାମ୍ପିଅନ୍ସିପରେ ଜାଭେଲିନ୍ ଥ୍ରୋରେ ରୌପ୍ୟ ଜିତିଲେ ନିରଜ। ଖୁସିରେ ଝୁମୁଛି ଗାଁରୁ ଦେଶ, ନିରଜଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ....
ସୋମବାର ପୂର୍ବାହ୍ଣ ୧୦ଟା ୧୪, ସାରା ଭାରତ ପାଇଁ ଅନନ୍ୟ ଏବଂ ଐତିହାସିକ ମୁହୂର୍ତ୍ତ । ପଛୁଆ, ନିଷ୍ପେସିତ, ଉପେକ୍ଷିତ କୁହାଯାଉଥିବା ଆଦିବାସୀ ସଂପ୍ରଦାୟର ଜଣେ ମହିଳା, ପ୍ରଥମ ଥର ପାଇଁ ଦେଶର ସର୍ବୋଚ୍ଚ ଆସନ ଅଳଙ୍କୃତ କରିବେ ।
ରେଲୱେ ନେଲା ବଡ଼ ନିଷ୍ପତ୍ତି। ଏଣିକି ଯାତ୍ରା ବେଳେ ବରିଷ୍ଠ ନାଗରିକଙ୍କୁ ଆଉ ମିଳିବନି ଟିକେଟ୍ରେ କୌଣସି ରିହାତି। ଆର୍ଥିକ ବୋଝ ବଢୁଥିବାରୁ ଏମିତି ନିଷ୍ପତ୍ତି ନେଲା ରେଲୱେ...
ବିଶ୍ୱ ଆଥ୍ଲେଟିକ ଚାମ୍ପିଅନସିପ୍ରେ ଚମକିଲେ ଭାରତୀୟ । ସେହିପରି ଟ୍ରିପଲ ଜମ୍ପ ଇଭେଣ୍ଟ ଫାଇନାଲରେ ପ୍ରଥମ ଭାରତୀୟ ଭାବେ ପହଞ୍ଚିଲେ ଏଲଡୋସ ପଲ୍ ...
ବ୍ରିଟେନ ପ୍ରଧାନମନ୍ତ୍ରୀ ନିର୍ବାଚନ ରେସ୍ର ସବୁଠାରୁ ଆଗରେ ଭାରତୀୟ ବଂଶୋଦ୍ଭବ ତଥା କନଜରଭେଟିଭ୍ ପାର୍ଟି ନେତା ଋଷି ସୁନକ୍ ଅଛନ୍ତି। ୮୮ ଭୋଟ୍ ସହ ସବୁଠାରୁ ଆଗରେ ରହିଛନ୍ତି ଋଷି ସୁନକ୍।
ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଭାରତୀୟ ମୂଳ ମହିଳା ମଧ୍ୟ ଅଛନ୍ତି। ବୋରିସ୍ ଜନ୍ସନ୍ଙ୍କ ଜଣେ ସମର୍ଥକ ଭାବରେ ବିବେଚିତ ହୋଇଥିବା ପ୍ରୀତି ପଟେଲ ମଧ୍ୟ ତାଙ୍କ ଇସ୍ତଫା ଦାବି କରିଛନ୍ତି।
ଭାରତୀୟ ବଂଶୋଦ୍ଭବ ହୋଇପାରନ୍ତି ବିଟ୍ରେନର ପ୍ରଧାନମନ୍ତ୍ରୀ । ଋଷି ସୁନକ୍ ବୋରିସ୍ ଜନସନଙ୍କ ଉତ୍ତରାଧିକାରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ଭାରତ-ଇଂଲଣ୍ତ ଟେଷ୍ଟ ଚତୁର୍ଥ ଦିନର ଅନ୍ତିମ ଅଧିବେଶନ ବେଳେ ଇଂଲଣ୍ଡ ପ୍ରଶଂସକମାନେ ବର୍ଣ୍ଣବୈଷମ୍ୟ ଆକ୍ଷେପ କରିଥିବା ଅଭିଯୋଗ ହୋଇଛି ।
ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଘରୋଇ ଦଳ ୩ ୱିକେଟରେ ୨୫୯ ରନ୍ ସଂଗ୍ରହ କରି ଭଲ ସ୍ଥିତିରେ ମଧ୍ୟ ରହିଛି ।