ଡଲାର ତୁଳନାରେ ଆହୁରି ଦୁର୍ବଳ ହେଲା ଟଙ୍କା । ଡଲାର ପିଛା ଟଙ୍କାର ମୂଲ୍ୟ ୬୬ ପଇସା ହ୍ରାସ ପାଇଛି ।
ଭାରତୀୟ ସେୟାର ମାର୍କେଟକୁ ଆସିଲା ବହୁ ପ୍ରତିକ୍ଷିତ ଏଲ୍ଆଇସି ଆଇପିଓ । ୯ ଯାଏଁ ଖୋଲା ଥିବା ଏହି ଆଇପିଓର ୫୦ ପ୍ରତିଶତ ପ୍ରଥମ ଦିନରେ ହିଁ ବିକ୍ରି ହୋଇସାରିଛି । ଆଇପିଓ ଆସିବା ପରେ ନିବେଶକ ତ ଖୁସି, ହେଲେ କର୍ମଚାରୀ ଓ ବୀମାଧାରୀ ଚିନ୍ତାରେ ରହିଲେଣି ।
ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସାରା ବିଶ୍ୱରେ ଭାରତୀୟଙ୍କ ପ୍ରଶଂସା ହେଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ଗତ ଫେବୃଆରୀରେ ୧୪.୨୬ ଲକ୍ଷ ଆକାଉଣ୍ଟକୁ ହ୍ୱାଟ୍ସ ଆପ୍ ବ୍ୟାନ କରିଥିଲା।
ହିନ୍ଦୀ ଜାତୀୟ ଭାଷା ନୁହେଁ ଏଭଳି ମନ୍ତବ୍ୟ ଦେଇ ଏବେ ବିବାଦରେ କନ୍ନଡ ଅଭିନେତା କିଚ୍ଚା ସୁଦୀପ। ଏହି ମନ୍ତବ୍ୟ ଏବେ ଏମିତି ବିବାଦ ସୃଷ୍ଟି କରିଛି, ଯାହାକି ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରି ଓ ବଲିଉଡ୍କୁ ଦୁଇ ଭାଗ କରିଛି।
ମହିଳାମାନେ ସର୍ବଦା ଶାରୀରିକ ସାମର୍ଥ୍ୟରେ ପୁରୁଷଙ୍କଠାରୁ କମ୍ ବୋଲି ବିବେଚନା କରାଯାଏ। ଏହି ଧାରଣ ଏବେ ଭୁଲ୍ ପ୍ରମାଣିତ ହୋଇଛି। ଆଜି କ୍ରିକେଟ୍ ଠାରୁ ଆରମ୍ଭ କରି ବ୍ୟାଡ୍ମିଣ୍ଟନ୍, ବକ୍ସିଂ ଓ ଲଙ୍ଗ୍ ଜମ୍ପ୍ ପର୍ଯ୍ୟନ୍ତ ମହିଳାମାନେ ଆନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି।
ବିଦେଶରେ ମଧ୍ୟ ମିଳୁଛି ଝାଲମୁଢ଼ି । ଝାଲମୁଢ଼ି ଖାଇବା ପାଇଁ ଲୋକଙ୍କ ଲମ୍ବା ଧାଡ଼ି ଲାଗୁଛି ।
କ୍ଷେପଣାସ୍ତ୍ର ମାଡ଼ କରି ଏଭଳି ଅତ୍ୟାଧୁନିକ ଓ୍ୱାରସିପକୁ ଏତେ ସହଜରେ ଧ୍ୱଂସ କରିଦିଆଯାଇ ପାରୁଛି, ତେବେ ଯୁଦ୍ଧ ବେଳେ ଏଗୁଡ଼ିକ କେତେ ନିର୍ଭରଯୋଗ୍ୟ ହେବ? ତାହା ଦ୍ୱନ୍ଦ୍ୱ ସୃଷ୍ଟି କରିଛି ।
ବିଶ୍ୱର ଶ୍ରେଷ୍ଠ ଧନୀ ବ୍ୟକ୍ତିଙ୍କ ତାଲିକାରେ ଭାରତର ଆଦାନୀ ଓ ଆମ୍ବାନୀ ହେଲେ ସାମିଲ। ଜାଣନ୍ତୁ ଏମାନଙ୍କ ମଧ୍ୟରୁ ଅଧିକ ଧନୀ କିଏ?
ଜଣେ ଷ୍ଟାର୍ ଯେଉଁ ଶିଳ୍ପରୁ ଆସୁନା କାହିଁକି, ଆପଣମାନେ ତାଙ୍କୁ ସମର୍ଥନ କରିବାକୁ ୟଶ୍ କହିଛନ୍ତି। ଏହା ଦ୍ୱାରା ଆମେ ଆମର ଭାରତୀୟ ଚଳଚ୍ଚିତ୍ର ଶିଳ୍ପକୁ ଆହୁରି ବଡ଼ କରିବାକୁ ସମର୍ଥ ହେବା। ପରସ୍ପର ସହ ଲଢିବା ପରିବର୍ତ୍ତେ ଆମକୁ ବିଶ୍ୱର ବାକି ଶିଳ୍ପ ସହ ଲଢିବାକୁ ହେବ ବୋଲି ସେ କହିଛନ୍ତି।
୪୨ ବର୍ଷିୟ ଅକ୍ଷତାଙ୍କ ପାଖରେ ଇନଫୋସିସରେ ପ୍ରାୟ ୧ ବିଲିୟନ ଡଲାରର ସେୟାର ରହିଛି । ଯେଉଁଥିଲାଗି ସେ ବ୍ରିଟେନ୍ ମହାରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ଠାରୁ ମଧ୍ୟ ଅଧିକ ଧନୀ ବୋଲି କୁହାଯାଉ
ପ୍ରକାଶ ପାଇଲା ଫୋବର୍ସ ଧନୀ ତାଲିକା ୨୦୨୨ । ଏହି ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ୧୦ମ ସ୍ଥାନର୍ ରହିଥିବା ବେଳେ ଭିତ୍ତିଭୂମି ଟାଇକୁନ ଗୌତମ ଆଦାନୀ ଓ ତାଙ୍କ ପରିବାର ୧୧ତମ ସ୍ଥାନରେ ରହିଛନ୍ତି।
ଭାରତୀୟ ଯବାନଙ୍କ ପାଇଁ ବଡ଼ ଖବର। ଏଣିକି ବର୍ଷକୁ ୭୫ ଦିନ ନୁହେଁ ବରଂ ମିଳିବ ୧୦୦ ଦିନ ଛୁଟି। ଘର ପାଖରେ ମିଳିବ ଚାକିରି। ଜାଣନ୍ତୁ କେବେଠୁ ଲାଗୁ ହେବ ଏହି ନୂଆ ନିୟମ
ଓସ୍କାରରୁ ବାଦ ପଡିଲା ଭାରତୀୟ ଫିଲ୍ମ 'ରାଇଟିଙ୍ଗ୍ ୱିଥ୍ ଫାୟାର୍'। ଚଳିତ ବର୍ଷ ଓସ୍କାରରେ ୧୨ଟି ଆନ୍ତର୍ଜାତୀୟ ପୁରସ୍କାର ଜିତିଥିବା ‘ଦ ପାୱାର ଅଫ୍ ଦ ଡଗ୍’ ପ୍ରାଧାନ୍ୟ ବିସ୍ତାର କରିଛି।
ଆପଣ ଭାରତୀୟ ବାୟୁସେନା (Indian Air Force)ଚାକିରି କରିବାକୁ ଚାହଁଛନ୍ତି କି ? ଭାରତୀୟ ବାୟୁସେନା (Indian Air Force) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଭାରତୀୟ ବାୟୁସେନାର ବିଜ୍ଞପ୍ତି ଅନୁସାରେ, ଏହି ନିଯୁକ୍ତି ଅଭିଯାନ ଅଧୀନରେ ୫ ପଦବୀ ପାଇଁ ଆବେଦନ କରିପାରିବେ ।
ମରଶରୀର ବିଳମ୍ବରେ ପହଞ୍ଚିଥିବା ଯୋଗୁଁ ଦୁଃଖ ବ୍ୟକ୍ତ କରିଛନ୍ତି ତାଙ୍କ ବାପା।
କଣ ହେବ ତାଙ୍କ ପାଇଁ ବଡ଼ ଚାଲେଞ୍ଜ
କାଶ୍ମୀର ପଣ୍ଡିତଙ୍କୁ ରାତାରାତି ନିଜ ଜନ୍ମ ମାଟି ଛାଡ଼ିବାକୁ ପଡ଼ିଥିଲା। ଆଖି ସାମ୍ନାରେ ପରିବାର ଲୋକଙ୍କୁ ହତ୍ୟା କରିଥିଲେ ଆତଙ୍କବାଦୀ। ୯୦ ଦଶକରେ କାଶ୍ମୀରରେ ଘଟିଥିବା ଏହି ବର୍ବରତାପୂର୍ଣ୍ଣ ଘଟଣାକୁ ନେଇ ନିର୍ମାଣ ହୋଇଛି ବଲିଉଡ୍ ଫିଲ୍ମ ‘The Kashmir Files’।
ମାନସିକ ଅନଗ୍ରସର ମହିଳାଙ୍କ ଦେବଦୂତ ସାଜିଛନ୍ତି ସଂଯୁକ୍ତା ଭାରତୀୟ। କୁଟାଖିଅରେ ଭାସିଯାଉଥିବା ଜୀବନକୁ ଉଦ୍ଧାର କରି ଜୀବନ ଜିଇଁବାର ବାଟ ଦେଖାଉଛନ୍ତି ସେ। ଏମିତି କରି ଆମ ସମାଜ ପାଇଁ ଉଦାହରଣ ସାଜିଛନ୍ତି ସଂଯୁକ୍ତା।
ଆପଣ ଭାରତୀୟ ସେନାରେ ଚାକିରି କରିବାକୁ ଚାହୁଁଛନ୍ତି କି ? ଭାରତୀୟ ସେନା ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଭାରତୀୟ ସେନାରେ ସର୍ଟ ସର୍ଭିସ କମିସନର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏନେଇ ତୁରନ୍ତ କରନ୍ତୁ ଆବେଦନ ।
୧୫ ବର୍ଷ ତଳେ ଡାକ୍ତରୀ ପଢିବାକୁ ୟୁକ୍ରେନ ଯାଇଥିଲେ କୁମାର । ଏମବିବିଏସ୍ ପାଠ ସାରିବା ପରେ ସେଠାରେ ରହି ଡାକ୍ତର ଭାବେ ଲୋକଙ୍କ ସେବା କରି ଆସୁଛନ୍ତି ।
ଅପରେସନ ଗଙ୍ଗା ଭଳି ଅନେକ ଥର ଭାରତୀୟଙ୍କୁ ବିମାନ ଯୋଗେ ବିଦେଶରୁ ଅଣାଯାଇଛି। ଯେଉଁଥିରେ ସାମିଲ ହୋଇଥିଲା ଏୟାର ଇଣ୍ଡିଆ ସହ ଭାରତୀୟ ବାୟୁ ସେନା। ଆସନ୍ତୁ ଜାଣିବା ଭାରତର ପ୍ରମୁଖ ରେସ୍କ୍ୟୁ ଅପରେସନ୍?
ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ସିଧା କଥା ହେବାକୁ ପୁଟିନଙ୍କୁ ପରାମର୍ଶ ଦେଲେ ମୋଦି । ସାଧାରଣ ଲୋକଙ୍କୁ ଉଦ୍ଧାର ପାଇଁ ଯୁଦ୍ଧବିରତିକୁ ମଧ୍ୟ ମୋଦି ପ୍ରଶଂସା କରିଛନ୍ତି ।
ଆଜିର ଅପରେସନ ଗଙ୍ଗା ଭଳି ଅନେକ ଥର ଭାରତୀୟଙ୍କୁ ବିମାନ ଯୋଗେ ବିଦେଶରୁ ଅଣାଯାଇଛି। ଯେଉଁଥିରେ ସାମିଲ ହୋଇଥିଲା ଏୟାର ଇଣ୍ଡିଆ ସହ ଭାରତୀୟ ବାୟୁ ସେନା। ଆସନ୍ତୁ ଜାଣିବା ଭାରତର ପ୍ରମୁଖ ରେସ୍କ୍ୟୁ ଅପରେସନ୍
ମ୍ୟାଚ୍ ଜିତିବା ପରେ ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି ।