• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "1013" result for "ଭାରତୀୟ" in https://otvkhabar.in

India-China face-off
ସାବାସ୍‌ ଭାରତୀୟ ସେନା: ଚୀନ ସେନାକୁ ଗୋଡ଼େଇ ଗୋଡ଼େଇ ପିଟିଲେ

ଅରୁଣାଚଳ ପ୍ରଦେଶ ତଓ୍ୱାଙ୍ଗରେ ଭାରତ-ଚୀନ୍ ସୈନ୍ୟ ମୁହାଁମୁହିଁ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏଲ୍ଏସିରେ ଭାରତ-ଚୀନ ସେନା ମୁହାଁମୁହିଁ ନେଇ ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିବୃତି ରଖିଥିଲେ।

India China Faceoff
LACରେ ଚୀନର ସବୁ ପ୍ରୟାସକୁ ପଣ୍ତ କରିଦେଲେ ଭାରତୀୟ ସେନା

ଲାଇନ୍ ଅଫ୍ ଆକଚୁଆଲ କଂଟ୍ରୋଲ-LACରେ ସ୍ଥିତାବସ୍ଥା ପରିବର୍ତ୍ତନ ପିଏଲଏର ଲକ୍ଷ୍ୟ ଥିଲା । ମାତ୍ର ସଜାଗ ଭାରତୀୟ ସୈନ୍ୟ ଚୀନି ସୈନ୍ୟଙ୍କ ଉଦ୍ୟମକୁ ପଣ୍ଡ କରିଦେଇଥିଲେ ।

Rajnath Singh
ଚୀନ ସେନାଙ୍କୁ ପଛକୁ ଫେରିବାକୁ ବାଧ୍ୟ କରିଦେଲେ ଭାରତୀୟ ଯବାନ: ରାଜନାଥ ସିଂହ

ଭାରତୀୟ ସେନା ପୁଣି ଥରେ ଏଲ୍‌ଏସିରେ ଚୀନ୍‌ର କ୍ରୁର ଷଡଯନ୍ତ୍ରକୁ ବିଫଳ କରିଦେଇଛି। ଅରୁଣାଚଳ ପ୍ରଦେଶର ତୱାଙ୍ଗ ଅଞ୍ଚଳରେ ଭାରତୀୟ ସେନା ଓ ଚୀନ୍ ସେନା ମଧ୍ୟରେ ଜୋରଦାର ସଙ୍ଗର୍ଷ ହୋଇଛି।

southern railway recruitment 2022
ଭାରତୀୟ ରେଳବାଇରେ ଚାକିରି; ୧୨ଶ, ସ୍ନାତକ କରିଥିଲେ ଆବେଦନ କରିପାରିବେ

ଭାରତୀୟ ରେଳବାଇରେ ଚାକିରି ଖୋଜୁଥୁବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଦକ୍ଷିଣ ରେଳବାଇ ଖେଳ କୋଟା ଅଧିନରେ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

Indian Navy
ଭାରତୀୟ ନୌସେନାର ଶକ୍ତି ଦେଖିଲା ସାରା ଦେଶ

ନୌସେନାର ଯବାନ ଗଭୀର ସମୁଦ୍ରରେ ଉଦ୍ଧାର ଓ ସର୍ଚ୍ଚ ଅପରେସନ୍ କରିଥିଲେ।

Why celebrate Indian navy day on 4 december
କାହିଁକି ପାଳନ ହୁଏ ଭାରତୀୟ ନୌସେନା ଦିବସ, କ’ଣ ରହିଛି ମହତ୍ତ୍ୱ...

ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତୀୟ ନୌସେନା ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଯୁଦ୍ଧରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ନୌସୈନିକମାନଙ୍କୁ ସମ୍ମାନିତ କରିବା ପାଇଁ ପ୍ରତିବର୍ଷ ଭାରତୀୟ ନୌସେନା ଦିବସ ପାଳନ କରାଯାଉଛି। ଏହି ଅବସରରେ ଆସନ୍ତୁ ଏହାର ଇତିହାସ, ମହତ୍ତ୍ୱ ଓ ଚଳିତ ବର୍ଷର ଥିମ୍ ଉପରେ ନଜର ପକେଇନେବା।

BSF Jawans
କୁହୁଡ଼ି ହେଲା କାଳ...ପାକିସ୍ତାନ ସୀମା ଭିତରେ ପଶିଗଲେ ଭାରତୀୟ ଯବାନ

ଭାରତୀୟ ସୀମା ସୁରକ୍ଷା ବଳ (ବିଏସଏଫ) ର ଜଣେ ଯବାନଙ୍କୁ ପାକ୍ ରେଞ୍ଜର୍ସ କାବୁ କରିଥିବାର ବିଏସ୍ଏଫ୍ ସୂତ୍ରରୁ ଜଣାପଡ଼ିଛି ।

PT Usha
ପିଟି ଉଷା ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍‌ର ନୂଆ ସଭାପତି

ଭାରତୀୟ ଅଲିମ୍ପିକ୍‌ ଆସୋସିଏସନ(ଆଇଓଏ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଭେଟରାନ ଆଥଲେଟ ପିଟି ଉଷା। ସେ ପ୍ରଥମ ମହିଳା ଓ ପ୍ରଥମ ଆଥଲେଟ ଭାବେ ଆଇଓଏର ସଭାପତି ହେବାର ଗୌରବ ହାସଲ କରିଛନ୍ତି।

କର୍ଣ୍ଣେଲ୍ ହୁନି ବକ୍ସି, TSDର ପୂର୍ବତନ ମୁଖ୍ୟ
'ଭାରତୀୟ ଯବାନଙ୍କ ନାଁ ଶୁଣିଲେ ଡରନ୍ତି ଆତଙ୍କବାଦୀ'

୨୦୧୦ରେ ତତ୍କାଳୀନ ସେନା ମୁଖ୍ୟ ଜେନେରାଲ୍ ଭିକେ ସିଂହଙ୍କ ଦ୍ୱାରା ଗଠନ ହୋଇଥିଲା ଟିଏସଡି। 

Constitution Of India
କାହିଁକି ଓ କେବେଠୁ ପାଳନ ହେଉଛି ଭାରତୀୟ ସମ୍ବିଧାନ ଦିବସ?

ଦେଶର ପ୍ରତି ନାଗରିକ ସମ୍ବିଧାନ ସଂପର୍କରେ ଅବଗତ କରାଇବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ।

private rocket
ଭାରତୀୟ ମହାକାଶ ଗବେଷଣା କ୍ଷେତ୍ରରେ ନୂଆ ସକାଳ

ଭାରତୀୟ ମହାକାଶ ଗବେଷଣା କ୍ଷେତ୍ରରେ ନୂଆ ସକାଳ । ସଫଳତାର ସହ ମହାକାଶ ଯାତ୍ରା କରିଛି ଘରୋଇ କଂପାନୀ ସ୍କାଏ ରୁଟ୍ । ଏରୋସ୍ପେଶ୍ର ବିକ୍ରମ-ଏସ୍ ରକେଟ୍ ଶ୍ରୀହରିକୋଟ୍ଟାସ୍ଥିତ ସତୀଶ ଧାଓ୍ୱନ ଲଞ୍ଚ ସେଣ୍ଟରରୁ ଏହି ଉତକ୍ଷେପଣ କରାଯାଇଛି...

Modi Gave Gifts in G20 Summit
G-20 ସମ୍ମିଳନୀରେ ମୋଦି ବାଣ୍ଟିଲେ ଭାରତୀୟ ଉପହାର

ଇଣ୍ତୋନେସିଆରେ ଆୟୋଜିତ G-20 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ଦେଶର ପ୍ରଧାନମନ୍ତୀ ଓ ରାଷ୍ଟ୍ରପତିଙ୍କୁ ଭେଟି ଭାରତୀୟ ଉପହାର ଦେଇଛନ୍ତି ।

India ceo offered job to people who are fired from meta and twitter
ଏଲନ୍ ମସ୍କ ବିଦାକରିଥିବା ଭାରତୀୟ କର୍ମଚାରୀଙ୍କୁ ଚାକିରି ଦେଉଛି ଏହି କମ୍ପାନୀ

ଟ୍ୱିଟର ଏବଂ ମେଟା ହଜାର ହଜାର କର୍ମଚାରୀଙ୍କୁ ଚାକିରିରୁ ହଟେଇଦେଇଛନ୍ତି। ଉଭୟ କମ୍ପାନୀ ଅର୍ଥନୀତିର ମାନ୍ଦାବସ୍ଥାକୁ ଭୟ କରି ସେମାନଙ୍କ କର୍ମଚାରୀଙ୍କୁ ତଡି ଦେଉଛନ୍ତି। ଏହାରି ଭିତରେ ଭାରତୀୟଙ୍କ ପାଇଁ ଆସିଛି ଖୁସି ଖବର। ଏହି କମ୍ପାନୀ ସେମାନଙ୍କୁ ଚାକିରି ଦେବାକୁ ପ୍ରସ୍ତୁତ ଅଛି।

9 Indians Killed In Maldives Fire
ମାଳଦ୍ୱୀପରେ ଭୟାବହ ଅଗ୍ନିକାଣ୍ଡ, ୯ ଭାରତୀୟ ମୃତ

ମାଳଦ୍ୱୀପର ରାଜଧାନୀ ମାଲେରେ ବିଦେଶୀ ଶ୍ରମିକମାନେ କାମ କରୁଥିବା ଘରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ୯ ଜଣ ଭାରତୀୟ ଅଛନ୍ତି।

If 10th pass jobs in india post
୧୦ମ ପାଶ୍ କରିଛନ୍ତି କି; ଭାରତୀୟ ଡାକ ବିଭାଗରେ ସରକାରୀ ଚାକିରି

ଭାରତୀୟ ଡାକ ବିଭାଗ ବିଜ୍ଞପ୍ତି ବାହାର କରିଛି। ଦଶମ ଏବଂ ଦ୍ୱାଦଶ ପାସ୍ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ। ଦରମା ୮୦ହଜାର ଉପରେ ରହିଛି।

 Indian Rupee
କେବେ ଠାରୁ ଭାରତୀୟ ମୁଦ୍ରାରେ ସ୍ଥାନ ପାଇଲା ଗାନ୍ଧିଜୀଙ୍କ ଫଟୋ ?

ନୋଟ୍‌ରେ କେବେ ଠାରୁ ଆସିଲେ ଜାତିର ପିତା ମହାତ୍ମା ଗାନ୍ଧୀ. . .କେବେ ଠାରୁ ଏପରି ମୁଦ୍ରାର ପ୍ରଚଳନ ହୋଇଥିଲା ।

ICC T20 World Cup 2022
ଆଜି ହେବ କଡ଼ା ଟକ୍କର: ଦକ୍ଷିଣ ଆଫ୍ରିକା ବୋଲିଂ Vs ଭାରତୀୟ ବ୍ୟାଟିଂ

ଟି-୨୦ ବିଶ୍ୱକପ୍‌‌(T20 World Cup 2022)ରେ ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌ ଖେଳାଯିବ। ଅଷ୍ଟ୍ରେଲିଆର ପର୍ଥ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ଦୁଇ ଟିମ୍।

António Luís Santos da Costa
ବିଦେଶକୁ ନେତୃତ୍ୱ ଦେଉଥିବା ୯ ଭାରତୀୟ ବଂଶୋଦ୍ଭବ...ଫଟୋରେ ଦେଖନ୍ତୁ ଖବର

ନିକଟରେ ଭାରତୀୟ ବଂଶୋଦ୍ଭବ ରିଷି ସୁନକ ବ୍ରିଟେନର ସର୍ବ କନିଷ୍ଠ ତଥା ପ୍ରଥମ ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି। ଖାଲି ରିଷି ସୁନକ ନୁହଁନ୍ତି, ଏମିତି ଅନେକ ମୂଳ ଭାରତୀୟ ଅଛନ୍ତି ଯେଉଁମାନେ ଏବେ ବିଦେଶକୁ ନେତୃତ୍ୱ ଦେଉଛନ୍ତି। ତେବେ ଆସନ୍ତୁ ଏମିତି କିଛି ଭାରତୀୟ ବଂଶୋଦ୍ଭବ ନେତାଙ୍କ ଉପରେ ନଜର ପକାଇବା।

kejriwals appeal to put lakshmi ganesha photo on currency
ଭାରତୀୟ ମୁଦ୍ରାରେ ରହୁ ଲକ୍ଷ୍ମୀ ଗଣେଶଙ୍କ ଫଟୋ; ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ କେଜ୍ରିୱାଲ

ଆମେ ଆମ ପରମ୍ପରାରେ, ବିଶ୍ୱାସରେ ଦୁଇ ଅଗ୍ର ଦେବଦେବୀ ଲକ୍ଷ୍ମୀ-ଗଣେଶଙ୍କୁ ଏତେ ଗୁରୁତ୍ୱ ଦେଉଛୁ ତେବେ ଭାରତୀୟ କରେନ୍ସିରେ ତାଙ୍କର ଫଟୋ ରଖାଯିବା ଉଚିତ ହେବନି କି ?

Indian army ordnance corps 419 material assistant vacancy
ଭାରତୀୟ ସେନାରେ ନିଯୁକ୍ତି ସୁଯୋଗ ; ଦରମା ୯୨ ହଜାରରୁ ଅଧିକ

ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ଆର୍ମି ଅର୍ଡାନ୍ସ ଡିପୋ ଏବଂ ୟୁନିଟ୍ରେ ମେଟେରିଆଲ୍ ଆସିଷ୍ଟାଣ୍ଟ୍ ଯୁକ୍ତିର ବିଜ୍ଞପ୍ତି ପ୍ରକାଶ ପାଇଛି। କେଉଁମାନେ କରିପାରିବେ ଆବେଦନ ଜାଣିବା ପାଇଁ ପଢନ୍ତୁ।

India Post recruitment
ଦଶମ ପାସ୍‌ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର: ଭାରତୀୟ ଡାକ ବିଭାଗରେ ଏହିସବୁ ପଦବୀ ପାଇଁ କରନ୍ତୁ ଆବେଦନ...

ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପୂରଣ ପାଇଁ ଭାରତୀୟ ଡାକ ବିଭାଗ ବିଜ୍ଞପ୍ତି ଜାରି କରିଛି। ସ୍ପୋର୍ଟସ୍‌ କୋଟା ଅଧୀନରେ ଏହିସବୁ ପଦବୀ ପୂରଣ ହେବ।

RISHI SUNAK
ବଢ଼ୁଛି ଭାରତୀୟ ବଂଶୋଦ୍ଭବ ରିଷି ସୁନକଙ୍କ ଲୋକପ୍ରିୟତା, କରିପାରନ୍ତି ବ୍ରିଟେନ୍‌ ଉପରେ ରାଜ୍‌

ରିଷି ସୁନକଙ୍କୁ ପ୍ରଧାନମନ୍ତ୍ରୀ ରେସ୍‌ରୁ ବାହାରେ ରହିବାକୁ ବୋରିସ ଜନସନ୍ ଚାପ ପକାଉଥିବା ଶୁଣିବାକୁ ମିଳୁଛି ।