ୟୁକ୍ରେନ-ଋଷିଆ ଯୁଦ୍ଧ ମଧ୍ୟରେ ସାମ୍ନାକୁ ଆସିଲା ସହୃଦୟ ଓ ସ୍ନେହଭରା ଭିଡ଼ିଓ। ୟୁକ୍ରେନରେ ଫସିଥିବା ଭାରତୀୟ ଯୁବତୀ ମାଆଙ୍କୁ ମେସେଜ୍ରେ କହିଲେ, ଯୁଦ୍ଧ ବେଳେ ଏମାନଙ୍କୁ ଛାଡ଼ି ମୁଁ ଯାଇପାରିବିନି। ମୁଁ ନିଜେ ବି ଜାଣିନି ମିଜାଇଲରୁ ନିଜକୁ କେତେ ଦିନ ପର୍ଯ୍ୟନ୍ତ କରିପାରିବି ରକ୍ଷା...
ୟୁକ୍ରେନରେ ଡାକ୍ତରୀ ପାଠ ପଢ଼ୁଛନ୍ତି ହରିୟାଣା ଚରଖି ଦାଦରି ଜିଲ୍ଲାର ୧୭ ବର୍ଷୀୟ ନେହା ସାଙ୍ଗୱାନ୍ । ନେହା ଗତ ବର୍ଷ ୟୁକ୍ରେନର ଏକ ମେଡିକାଲ କଲେଜରେ ନାମ ଲେଖାଇଥିଲେ । ବର୍ତ୍ତମାନ ୟୁକ୍ରେନ୍ ଓ ଋଷିଆ ମଧ୍ୟରେ ଘମାଘୋଟ୍ ଲଢ଼େଇ ଚାଲିଛି । ଲୋକେ ପ୍ରାଣ ବିକଳରେ ଦେଶ ଛାଡ଼ିବାକୁ ଉଦ୍ୟମ କରୁଛନ୍ତି ।
ଋଷିଆ- ୟୁକ୍ରେନ୍ ଘମାଘୋଟ୍ ଲଢ଼େଇ ମଧ୍ୟରେ ପ୍ରାୟ ୧୬,୦୦୦ ଭାରତୀୟ( ସେମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ର ) ୟୁକ୍ରେନରେ ଫସି ରହିଛନ୍ତି । ସେଠାରେ ଫସି ରହିଥିବା ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଭାରତ ଶନିବାର ସ୍ୱତନ୍ତ୍ର ଅପରେସନ୍ ଆରମ୍ଭ କରିଛି ।
ଯୁଦ୍ଧ ଜର୍ଜରିତ ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ମଧ୍ୟରୁ ୪୬୯ ଜଣ ସ୍ୱଦେଶ ଫେରିଛନ୍ତି। ସ୍ୱଦେଶ ଫେରିଥିବା ଛାତ୍ରଛାତ୍ରୀ ଓ ଭାରତୀୟଙ୍କ ମୁହଁରେ ହସ ଦେଖି ଆନନ୍ଦିତ ବୋଲି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି।
ପାର୍ଥ ଶତପଥୀ ହେଉଛନ୍ତି ୧୯୯୦ ବ୍ୟାଚ୍ର ଭାରତୀୟ ବିଦେଶ ସେବା (ଆଇଏଫଏସ) ଅଧିକାରୀ । ଏଣୁ ବର୍ତ୍ତମାନ ୟୁକ୍ରନ୍-ଋଷିଆ ମଧ୍ୟରେ ଯୁଦ୍ଧ ସ୍ଥିତି ଉପୁଜିଥିବା ବେଳେ ୨୦ ହଜାର ଭାରତୀୟଙ୍କ ସୁରକ୍ଷା ଭାର ତାଙ୍କ ମୁଣ୍ଡ ଉପରେ ରହିଛି ।
ଭାରତ ସରକାର ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା ନକରି ସୀମାବର୍ତ୍ତୀ ଅଞ୍ଚଳକୁ ଯିବାକୁ ସମସ୍ତ ଭାରତୀୟ ନାଗରିକଙ୍କୁ ପରାମର୍ଶ ଦିଆଯାଇଛି ।
ୟୁକ୍ରେନ୍ରେ ଫସିଥିବା ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଉଦ୍ଧାର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛି।
ଋଷ୍-ୟୁକ୍ରେନ୍ ଭିତରେ ହିଂସା ବଢିଚାଲିଛି। ଏହା କେବଳ ଦୁଇ ଦେଶ ଭିରରେ ସଂପର୍କକୁ ତିକ୍ତତା କରୁନି, ଏହାର ଗଭୀର ପ୍ରଭାବ ଅର୍ଥନୀତି, ଷ୍ଟକ୍ ମାର୍କେଟ୍ ଓ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ଦେଖାଯିବ। ୟୁକ୍ରେନ୍କୁ ବଲିଉଡ୍ର ସବୁଠାରୁ ସୁନ୍ଦର ସ୍ଥାନ ଭାବରେ ବିବେଚନା କରାଯାଏ। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଫିଲ୍ମ ଏଠାରେ ସୁଟିଂ ହୋଇଛି।
ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ପରେ ୟୁକ୍ରେନ୍ର କିଭ୍ ବିମାନବନ୍ଦରକୁ ସର୍ବସାଧାରଣଙ୍କ ପାଇଁ ବନ୍ଦ କରି ଦିଆଯାଇଛି। ସେଠାରେ ଫସି ରହିଥିବା ୨୦ ହଜାର ଭାରତୀୟ ମାନଙ୍କୁ ଆଣିବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଛି।
ଭାରତୀୟଙ୍କ ସହ ଯୋଗାଯୋଗ ଓ ସହାୟତା ଲାଗି ନୂଆଦିଲ୍ଲୀରେ ଥିବା କଣ୍ଟ୍ରୋଲରୁମ୍ର ସଂପ୍ରସାରଣ କରାଯାଇଛି । ଅନ୍ୟପକ୍ଷରେ କାଲି ନୂଆଦିଲ୍ଲୀ ଆସିଥିବା ଏୟାର ଇଣ୍ଡିଆ ଫ୍ଲାଇଟ୍ରେ କିଛି ଓଡିଆ ଛାତ୍ରଛାତ୍ରୀ ଫେରିଥିବାବେଳେ ଅନ୍ୟମାନେ ଉଦ୍ଧାର ଅପେକ୍ଷାରେ ରହିଛନ୍ତି ।
ୟୁକ୍ରେନରେ ରହୁଥିବା ଭାରତୀୟଙ୍କୁ କିଭ୍(Kyiv) ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି। ‘ୟୁକ୍ରେନରେ ବର୍ତ୍ତମାନର ପରିସ୍ଥିତି ଅତ୍ୟନ୍ତ ଅନିଶ୍ଚିତତାପୂର୍ଣ୍ଣ ରହିଛି। ଦୟାକରି ଆପଣମାନେ ଶାନ୍ତ ଏବଂ ସୁରକ୍ଷିତ ଜାଗାରେ ରୁହନ୍ତୁ।
ୟୁକ୍ରେନରେ ରହୁଥିବା ଭାରତୀୟଙ୍କୁ କିଭ୍(Kyiv) ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଭାରତୀୟଙ୍କୁ ପରାମର୍ଶ ଦିଆଯାଇଛି। ଯିଏ ଯେଉଁଠି ଅଛ, ସେଇଠି ରହିବାକୁ କୁହାଯାଇଛି।
ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଘନଘଟା ମଧ୍ୟରେ ୨୦ ହଜାରରୁ ଅଧିକ ଭାରତୀୟ ୟୁକ୍ରେନରେ ଅଛନ୍ତି। ୟୁକ୍ରେନ ନୋ ଫ୍ଲାଇଂ ଜୋନ୍ ଘୋଷଣା କରିଥିବାରୁ ଭାରତୀୟ ବିମାନ ଅଧାରୁ ଦିଲ୍ଲୀ ଫେରି ଆସିଥିବା ସୂଚନା ମିଳିଛି।
ୟୁକ୍ରେନ ବିରୋଧରେ ରୁଷିଆ ଯୁଦ୍ଧ ଘୋଷଣା କରିବା ପରେ ଏହାର ପ୍ରଭାବ ସିଧାସଳଖ ଭାରତୀୟ ଶେୟାର ମାର୍କେଟ୍ ଉପରେ ପଡ଼ିଛି। ଆଜି କାରବାର ଆରମ୍ଭରୁ ହିଁ ଭାରତୀୟ ବଜାର ଉପରେ ଯୁଦ୍ଧର ସିଧା ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଥିଲା।
ୟୁକ୍ରେନରେ ସ୍ଥିତି ବିଗିଡ଼ିବା ପରେ ଦେଶ ଛାଡ଼ୁଛନ୍ତି ପ୍ରବାସୀ। ୟୁକ୍ରେନ୍ରେ ଥିବା ୨୪୨ ଜଣ ଭାରତୀୟ ସ୍ୱଦେଶ ଫେରିଛନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ ଡାକ୍ତରୀ ଛାତ୍ରଛାତ୍ରୀ ଅଛନ୍ତି।
ଶୀଘ୍ର ଛାଡ଼ ୟୁକ୍ରେନ୍ । ବିଶେଷ ବଡ଼ କାମ ନଥିଲେ ତୁରନ୍ତ ଦେଶ ଛାଡ଼ିବା ପାଇଁ ଭାରତୀୟ ନାଗରିକ ଓ ଛାତ୍ରଙ୍କୁ ପରାମର୍ଶ ଦିଆଯାଇଛି ।
ତେବେ ଶ୍ରୀଲଙ୍କା ଟେଷ୍ଟ ସିରିଜ୍ ପାଇଁ ଦଳରୁ ପୂଜାରା ଓ ରାହାଣେ ବାଦ ପଡିଥିବାର ସୂଚନା ମିଳିଛି । ଯଶପ୍ରୀତ ବୁମ୍ରାଙ୍କୁ ଉଭୟ ଟେଷ୍ଟ ଓ ଟି-୨୦ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି । ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଫିଟ୍ ଘୋଷିତ ହେବା ପରେ ଦଳକୁ ଫେରିଛନ୍ତି ।
୨୬ ଜୁଲାଇ ୨୦୦୮ ବେଙ୍ଗଳୁରୁ ସିରିଏଲ୍ ବ୍ଲାଷ୍ଟ୍ ପରଦିନ ଅହମ୍ମଦାବାଦରେ ୭୦ ମିନିଟ୍ ଭିତରେ ଫୁଟିଥିଲା ୨୧ଟି ବୋମା । ଗୋଟିକ ପରେ ଗୋଟିଏ ବିସ୍ଫୋରଣରେ ଥରିଉଠିଥିଲା ଗୁଜରାଟର ପ୍ରମୁଖ ସହର ।
ଆସନ୍ତା ୧୪ ତାରିଖରେ ଉତ୍ତରାଖଣ୍ଡର ୭୦ ଆସନରେ ଏବଂ ଗୋଆର ୪୦ଟି ଆସନରେ ଭୋଟ୍ ଗ୍ରହଣ ହେବ।
ଅକ୍ସନ ଆରମ୍ଭରୁ ହିଁ ଇଶାନ୍ କିଶନ୍ଙ୍କ ନିଲାମି ଉପରେ ସବୁ ଟିମ୍ର କଡା ନଜର ରହିଥିଲା । ପୂର୍ବରୁ ଶ୍ରେୟସ୍ ଅୟରଙ୍କ ଉପରେ କେକେଆର୍ ଟଙ୍କା ବର୍ଷା କରିଥିବା ବେଳେ ଏବେ ମୁମ୍ବାଇ ଇଣ୍ତିଆନ୍ସ ମଧ୍ୟ ଇଶାନ୍ଙ୍କ ଉପରେ ୭ ଗୁଣା ଅଧିକ ଟଙ୍କା ଦେଇଥିବାର ଦେଖିବାକୁ ମିଳିଛି ।
କାର୍ଯ୍ୟକ୍ଷେତ୍ରରେ ନିଜର ଅଦମ୍ୟ ସାହସ, କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ସେନାରେ ନିଯୁକ୍ତ ବୀରନାରୀମାନେ ନିଜ ପାଇଁ ଅନେକ ପ୍ରଶଂସା ସାଉଁଟି ପାରିଛନ୍ତି। ଧୀରେଧୀରେ ସେନାର ସର୍ଟ ସର୍ଭିସ୍ କମିଶନ୍ ନିକଟରେ ଏଭଳି ଆବେଦନ ସଂଖ୍ୟାରେ ବୃଦ୍ଧି ଘଟୁଥିବାରୁ ଦିନକୁ ଦିନ ଏଇ ନିଯୁକ୍ତି ପ୍ରକ୍ରିୟା ଅଧିକ ପ୍ରତିଯୋଗିତାପୂର୍ଣ୍ଣ ହେବାରେ ଲାଗିଛି।
ରାତାରାତି କୋଟିପତି । ଲଟେରୀ ଜିତିଲେ ମହିଳା, ବଦଳିଗଲା ଭାଗ୍ୟ ।
ଦୀର୍ଘ ୨୯ ବର୍ଷ ପରେ ଭାରତୀୟ ସୁରକ୍ଷା ସଂସ୍ଥାକୁ ବଡ଼ ସଫଳତା ଦେଶ ପାଇଁ ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀ ଅବୁ ବକର ଗିରଫ ହୋଇଛି । ୧୯୯୩ ମୁମ୍ବାଇ ବିସ୍ଫୋରଣର ଅନ୍ୟତମ ପ୍ରମୁଖ ଷଡ଼ଯନ୍ତ୍ରକାରୀ ଅବୁ ବକ୍କରକୁ ୟୁଏଇରୁ ଗିରଫ କରିଛି ଭାରତୀୟ ସୁରକ୍ଷା ସଂସ୍ଥା
୨୦୨୨ ଆଇପିଏଲରେ ମୋଟ ୫୯୦ ଖେଳାଳିଙ୍କ ନିମାଲୀ ପାଇଁ ହେବ ଅକ୍ସନ । ଏଥିରେ ୩୭୦ ଭାରତୀୟ ଖେଳାଳି ଥିବା ବେଳେ ୨୨୦ ବିଦେଶୀ ଖେଳାଳି ରହିଛନ୍ତି । ଆଇପିଏଲରେ ମେଗା ଅକ୍ସନ ଫେବୃଆରୀ ୧୨ ଏବଂ ୧୩ରେ ବେଙ୍ଗାଳୁରୁରେ ହେବାକୁ ଯାଉଛି
ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । ଭାରତୀୟ ପଶୁପାଳନ ନିଗମ ଲିମିଟେଡ୍ (BPNL) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । (BPNL)ପକ୍ଷରୁ ପ୍ଲାନିଂ କମ୍ୟୁନିକେସନ ଅଫିସର ସମେତ ଅନେକ ପଦବୀରେ ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏନେଇ ଆବେଦନ କରିବାରିବେ ।