୧୯ ବର୍ଷ ପରେ ବିଶ୍ୱ ଚାମ୍ପିଅନ୍ସିପରେ ଜାଭେଲିନ୍ ଥ୍ରୋରେ ରୌପ୍ୟ ଜିତିଲେ ନିରଜ। ଖୁସିରେ ଝୁମୁଛି ଗାଁରୁ ଦେଶ, ନିରଜଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ....
Published: Otv Khabar Bureau
Last updated: 24 July 2022, 09:08 PM IST
ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ବଲିଉଡ଼ ଷ୍ଟାର୍ ଅନୁଷ୍କା ଶର୍ମାଙ୍କ କଥା ଯେତେବେଳେ ଆସେ ସେତେବେଳେ ଆହୁରି ଚର୍ଚ୍ଚା ବଢି ଯାଇଥାଏ । ଆମେ ଆପଣଙ୍କୁ କହୁଛୁ ‘ୱାନ୍-୮’ ରେଷ୍ଟୁରାଣ୍ଟ କଥା। ହାଇଦ୍ରବାଦ୍ରେ ଥିବା ‘ୱାନ୍-୮’ ରେଷ୍ଟୁରାଣ୍ଟକୁ ଯାଇଥିଲେ ଜଣେ ଗ୍ରାହକ। ପରେ ସୋସିଆଲ ମଡ଼ିଆରେ ସେୟାରେ କଲେ ଏମିତି କଥା ଯାହାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି।