/odishatv-khabar/media/post_attachments/uploadimage/library/16_9/16_9_0/IMAGE_1660544808.jpg)
ଆଜାଦୀ କା ଅମୃତ ମହୋତ୍ସବକୁ ସ୍ମରଣୀୟ କରିବାକୁ ଆଫ୍ରିକାର ମୋମ୍ବାସାରେ ପହଞ୍ଚିଛି ଭାରତୀୟ ଯୁଦ୍ଧ ଜାହାଜ ଆଇଏନ୍ଏସ୍
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1660544808.jpg)
1/4
ଆଜାଦୀ କା ଅମୃତ ମହୋତ୍ସବକୁ ସ୍ମରଣୀୟ କରିବାକୁ ଆଫ୍ରିକାର ମୋମ୍ବାସାରେ ପହଞ୍ଚିଛି ଭାରତୀୟ ଯୁଦ୍ଧ ଜାହାଜ ଆଇଏନ୍ଏସ୍ ତବର...
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1660545726.jpg)
2/4
କି ସ୍ଥଳ କି ଜଳ...ସବୁଠି ଦେଶ ପ୍ରେମ ଜଳ ଜଳ...ଡେନ୍ମାର୍କରୁ ଲଣ୍ଡନ ଯାତ୍ରା କରୁଥିବା ଭାରତୀୟ ଯୁଦ୍ଧ ଜାହାଜ ଆଇଏନ୍ଏସ୍ ତରଙ୍ଗିଣୀରେ ଫର ଫର ହେଇ ଉଡୁଛି ଆମ ଜାତୀୟ ପତାକା...
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1660546024.jpg)
3/4
ଆଜାଦୀ କା ଅମୃତ ମହୋତ୍ସବର ପୂର୍ତ୍ତି ପାଇଁ ଓମାନର ମସ୍କାଟରେ ଆଏନ୍ଏସ୍ ଚେନ୍ନାଇ ପ୍ରସ୍ତୁତ...
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1660546584.jpg)
4/4
ଅଷ୍ଟ୍ରେଲିଆର ପର୍ଥରେ ଆଏନ୍ଏସ୍ ସୁମେଧ...ସେଇ ଗୋଟିଏ ଲକ୍ଷ୍ୟ, ଆଜାଦୀ କା ଅମୃତ ମହୋତ୍ସବକୁ ସ୍ମରଣୀୟ କରିବା। ଏହି ଅବସରରେ ଆୟୋଜିତ ଉତ୍ସବରେ ଅଷ୍ଟ୍ରେଲିଆ ପ୍ରତିରକ୍ଷା ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନେ ଯୋଗ ଦେଇଥିଲେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)