• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "1026" result for "ଟ୍ରେନ" in https://otvkhabar.in

Konark Railway Track
ଖୁବଶୀଘ୍ର କୋଣାର୍କକୁ ଗଡ଼ିବ ଟ୍ରେନ୍‌, ବିଶ୍ୱସ୍ତରୀୟ ହେବ ପୁରୀ ରେଳ ଷ୍ଟେସନ୍‌

କୋଣାର୍କକୁ ରେଳ ସଂଯୋଗ ପାଇଁ ଖୁବଶୀଘ୍ର ସର୍ଭେ କରାଯିବ । ପୁରୀରୁ ସଂଯୋଗ ହେବ କି ଅନ୍ୟ କେଉଁଠୁ କରାଯିବ ସେ ନେଇ ହେବ ସର୍ଭେ । ରେଳ ଲାଇନ୍ ସର୍ଭେ ନେଇ ସୂଚନା ଦେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

Special story
ବିହାରରେ ରେଳବାଇର ବଡ଼ ଘୋଷଣା : ସକାଳ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ବନ୍ଦ ରହିବ ଟ୍ରେନ୍‌ ସେବା

ହିଂସାତ୍ମକ ପ୍ରତିବାଦ ଯୋଗୁଁ ବାଧ୍ୟ ହୋଇ ପୂର୍ବ କେନ୍ଦ୍ରୀୟ ରେଳବାଇ ଟ୍ରେନ୍ ଚଳାଚଳରେ ଅସ୍ଥାୟୀ ପରିବର୍ତ୍ତନ କରିଛି

‘Bharat Gaurav’
ଟ୍ରାକ୍‌ରେ ଦୌଡ଼ିଲା ଦେଶର ପ୍ରଥମ ଘରୋଇ ଟ୍ରେନ୍‌

ସୁନ୍ଦର ସାଜସଜ୍ଜା, ରଙ୍ଗାରଙ୍ଗ୍ ପରିବେଶ, ଆଉ ତାସହ ନାଚଗୀତ ଭିତରେ ତାମିଲନାଡ଼ୁ କୋଏମ୍ବାଟୁରରୁ ମହାରାଷ୍ଟ୍ର ସିରିଡ଼ିକୁ ଗଡ଼ିଛି ଦେଶର ପ୍ରଥମ ଘରୋଇ ଟ୍ରେନ୍

Agnipath Violence 1 Dead In Telangana's Secunderabad
ଜୀବନ ନେଲା ‘ଅଗ୍ନିପଥ’ ! ୬ ରାଜ୍ୟକୁ ବ୍ୟାପିଲା ‘ଅଗ୍ନିପଥ’ ନିଆଁ, ଜାଳିଦେଲେ ଟ୍ରେନ୍‌

କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନା ବିରୋଧରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। କେଉଁଠି ଆନ୍ଦୋଳନକାରୀମାନେ ଟ୍ରେନ୍‌ରେ ନିଆଁ ଲଗାଇ ଦେଇଛନ୍ତି ତ ଆଉ କେଉଁଠି ପଥରମାଡ଼ ହୋଇଛି।

Special story
ଅଗ୍ନିପଥ ପାଇଁ ସାରା ଦେଶରେ ପ୍ରତିବାଦ : ୨୦୦ ଟ୍ରେନ୍ ଚଳାଚଳ ପ୍ରଭାବିତ,୩୫ ବାତିଲ

ଅଗ୍ନିପଥ ପାଇଁ ସାରା ଦେଶରେ ପ୍ରତିବାଦ ଜାରି ରହିଥିବା ବେଳେ ୨୦୦ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି ।

Agnipath scheme
ଚାରିଆଡ଼େ ଅଗ୍ନିପଥ ନିଆଁ : ବିହାରରେ ୪ ଟ୍ରେନ୍‌ ପୋଡ଼ିଦେଲେ ବିକ୍ଷୋଭକାରୀ, ବନାରସ-ଇନ୍ଦୋରରେ ଭଙ୍ଗାରୁଜା

ବିହାରର ବିଭିନ୍ନ ଷ୍ଟେସନରେ ଜୋରଦାର ପ୍ରତିବାଦ କରିବା ସହ ଆନ୍ଦୋଳନକାରୀମାନେ ଟ୍ରେନରେ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି

Agnipath
କେନ୍ଦ୍ର ସରକାରଙ୍କ ପାଇଁ ଅଗ୍ନି ପରୀକ୍ଷା ଆଣିବ ‘ଅଗ୍ନିପଥ’, ବିହାରରେ ଟ୍ରେନ୍‌ ଜାଳିଦେଲେ ବିକ୍ଷୋଭକାରୀ

ବିଶେଷଜ୍ଞଙ୍କ ମଧ୍ୟରେ ବି ଏହାକୁ ନେଇ ପ୍ରକାଶ ପାଇଛି ମିଶ୍ର ପ୍ରତିକ୍ରିୟା । ଅନ୍ୟପକ୍ଷରେ ଏହି ଯୋଜନା ସେନାରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ ବୋଲି କହିଥିଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏବଂ ତିନି ସେନା ମୁଖ୍ୟ ।

Agnipath scheme
ଅଗ୍ନିପଥ ଯୋଜନା ବିରୋଧରେ ହିଂସାତ୍ମକ ପ୍ରତିବାଦ ଜାରି : ଟ୍ରେନରେ ନିଆଁ ଲଗାଇଦେଲେ ବିକ୍ଷୋଭକାରୀ

ବିଭିନ୍ନ ମହଲରୁ ସରକାରଙ୍କ ଏହି ନୂଆ ଯୋଜନାକୁ ସମାଲୋଚନା କରାଯାଇଛି

Special story
ସେନାର ଅଗ୍ନିପଥ ସ୍କିମକୁ ବିରୋଧ : ଟ୍ରେନ ଉପରକୁ ପଥରମାଡ଼ ଓ ରାସ୍ତା ଅବରୋଧ କରି ହଙ୍ଗାମା

ମାତ୍ର ୪ ବର୍ଷ ପାଇଁ ଅଗ୍ନିପଥ ଯୋଜନାରେ ନିଯୁକ୍ତି ମିଳୁଥିବାରୁ ଏହାକୁ ବିରୋଧ କରାଯାଇଛି ।

bullet train
ସାଧାରଣ ଟ୍ରେନ୍ ଠାରୁ କିପରି ଭିନ୍ନ ବୁଲେଟ୍ ଟ୍ରେନ୍ ? ପ୍ରଥମେ କେଉଁଠି ଗଡ଼ିଥିଲା ?

ବୁଲେଟ୍ ଟ୍ରେନ୍ ଏପରି ଏକ ରେଲେଓ୍ୱ ସିଷ୍ଟମ୍ ଯାହା ସାଧାରଣ ଟ୍ରେନ ଠାରୁ ଢେର୍ ଗୁଣ ଅଧିକ ବେଗରେ ଗଡ଼ିଥାଏ

Special Story | Indian Railways to call passengers before their arrival station - OTV report
ଟ୍ରେନ ଯାତ୍ରୀଙ୍କ ପାଇଁ ବଡ଼ ସୂଚନା...ଏଣିକି ଷ୍ଟେସନ ଆସିବାର ୨୦ ମିନିଟ୍‌ ପୂର୍ବରୁ ମୋବାଇଲକୁ ଆସିବ ଫୋନ୍‌....

ଟ୍ରେନଯାତ୍ରୀଙ୍କ ପାଇଁ ବଡ଼ ଖବର। ଏଣିକି ଆପଣ ଓହ୍ଲାଇବାକୁ ଥିବା ଷ୍ଟେସନ୍‌ର ୨୦ ମିନିଟ୍‌ ପୂର୍ବରୁ ଆପଣଙ୍କୁ ଆସିବ ଫୋନ୍‌ କଲ। ଆଉ ମିସ୍‌ ହେବନି ଷ୍ଟେସନ, ନଷ୍ଟ ହେବନି ସମୟ। ଜାଣନ୍ତୁ କେମିତି ଓ କେବେଠୁ ଉପଲବ୍ଧ ହେବ ଏଇ ସୁବିଧା....

Bullet Train
୨୦୨୬ ସୁଦ୍ଧା ଗୁଜୁରାଟରୁ ଚାଲିବ ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍ 

ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଧାର୍ଯ୍ୟ ସମୟ ଭିତରେ ସୁରତ-ବିଲିମରା ମଧ୍ୟରେ ଚାଲିବ ବୁଲେଟ୍ ଟ୍ରେନ୍। ମୁମ୍ବାଇ-ଅହମ୍ମଦାବାଦ ରୁଟ୍‌ରେ ୩୨୦ କିଲୋମିଟର ବେଗରେ ଚାଲିବ ।

Indian Railways to begin Wakeup Call-Destination Alert Facility
ଏଣିକି ଟ୍ରେନ୍‌ରେ ନିଦ ଲାଗିଲେ ବି ମିସ୍‌ ହେବନି ଷ୍ଟେସନ୍

ଭାରତୀୟ ରେଲୱେ ପକ୍ଷରୁ ଟ୍ରେନ୍‌ ସେବାରେ ଏକ ନୂଆ ସର୍ଭିସ ଉପଲବ୍ଧ କରାଯାଇଛି । ଯେଉଁଥିରେ ଷ୍ଟେସନ୍ ଛାଡିବାର ପ୍ରାୟ ୨୦ ମିନିଟ୍ ପୂର୍ବରୁ ହିଁ ରେଲୱେ ଆପଣଙ୍କୁ ଗଭୀର ନିଦରୁ ଉଠାଇଦେବ ।

Rosagola
ରସଗୋଲା ପାଇଁ ବାତିଲ ୧୦ ଟ୍ରେନ୍, ବଦଳିଲା ୧୦୦ରୁ ଅଧିକ ରୁଟ୍

ରେଳବାଇରୁ ଆଶ୍ୱାସନା ମିଳିବା ପରେ ଟ୍ରେନ୍ ସେବା ପୁଣି ଥରେ ସ୍ୱାଭାବିକ ହୋଇଛି ।

Railway Minister Ashwini Vaishnaw flags off LHB coach at ICF
ଯାତ୍ରୀଙ୍କୁ ମିଳିବ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା; ଟ୍ରେନ୍‌ରେ ବୁଲି ନିଜେ ସ୍ଥିତି ପରଖିଲେ ରେଳ ମନ୍ତ୍ରୀ

ଦେଶରେ ଆରମ୍ଭ ହୋଇଥିବା ନୂଆ କରି ଭିଷ୍ଟାଡୋମ୍ ଟ୍ରେନ୍ ବଗିକୁ ପରଖିଲେ ରେଳମନ୍ତ୍ରୀ । ଟ୍ରେନ୍‌ରେ ବୁଲି ନିଜେ ସ୍ଥିତି ପରଖିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

Elephant Death
ଟ୍ରେନ୍‌ ଧକ୍କାରେ ଦୁଇ ହାତୀ ଛୁଆ ଓ ମାଆ ହାତୀର ମୃତ୍ୟୁ

ବାଂଶପାଣୀ-ଜୁରୁଡ଼ି ରେଳପଥର ୪୦୪ ନମ୍ବର ପିଲାର ନିକଟରେ ଏକ ମାଲବାହୀ ଟ୍ରେନ ହାତୀପଲକୁ ଧକ୍କା ଦେଇଥିଲା ।

EPFO
ଏଣିକି ଘରେ ବସି କରିହେବ EPFO ଡିଟେଲ୍ସ ଅପ୍‌ଡେଟ୍‌, ସଂସ୍ଥା ଜାରି କଲା ଟ୍ରେନିଂ ଭିଡିଓ.. ଦେଖନ୍ତୁ

ଏଥିପାଇଁ ଉପଭୋକ୍ତାଙ୍କୁ କେବଳ ଏହାର EPFO ପୋର୍ଟାଲରେ ଲଗ୍‌ ଇନ୍‌ କରିବାକୁ ହେବ ।

Youth attempts kills self by jumping in front of train
ଟ୍ରେନ୍‌ ସାମ୍ନାକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ଅଳ୍ପକେ ବର୍ତ୍ତିଗଲେ ସିନା, ହେଲେ...

ଟ୍ରେନ୍‌ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ଅଳ୍ପକେ ବର୍ତ୍ତିଗଲେ ସିନା, ହେଲେ ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଡାହାଣ ହାତ ସମ୍ପୂର୍ଣ୍ଣ କଟି ଯାଇଛି।

Boggies Of Samta Express Detached From Engine
ବଗି ଛାଡ଼ି ଇଞ୍ଜିନ୍‌ ଛୁ’: ୨ କି.ମି. ଯିବାପରେ ଜାଣିପାରିଲେ ଟ୍ରେନ୍‌ ଡ୍ରାଇଭର, ତା’ପରେ...

ବିଶାଖାପାଟନମ୍‌ରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ସମତା ଏକ୍ସପ୍ରେସ୍‌ ଯାତ୍ରୀବାହୀ ବଗିକୁ ଛାଡ଼ି ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ଇଞ୍ଜିନ୍‌ ଗଡ଼ି ଯାଇଥିଲା।

railway passengers
RRB NTPC CBT 2 Exam : ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ରେଲୱେ ଚଳାଇବ ୬୫ଟି ସ୍ୱତନ୍ତ୍ର ଟ୍ରେନ୍

RRB-NTPC ପରୀକ୍ଷାର୍ଥୀଙ୍କ ପାଇଁ ୬୫ଟି ସ୍ୱତନ୍ତ୍ର ଟ୍ରେନ୍ ଚାଲିବ ।

HOME GUARD
ଚଳନ୍ତା ଟ୍ରେନରୁ ଡେଇଁଲେ ଯୁବତୀ, ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚାଇଦେଲେ ହୋମ୍‌ଗାର୍ଡ

ସୋସିଆଲ୍ ମିଡିଆରେ ଏକ ଭିଡିଓ ଏବେ ହଇଚଇ କରୁଛି। ଚଳନ୍ତା ଟ୍ରେନରୁ ଖସି ପଡୁଛନ୍ତି ଯୁବତୀ। ଏହା ପରେ ଏମିତି ଘଟଣା ଘଟୁଛି, ଯାହାକୁ ଦେଖିଲେ ଆପଣ ଆଖି ବନ୍ଦ କରି ଦେବେ।

Coal Rakes
ସାରା ଦେଶରେ ବିଜୁଳି ଉତ୍କଟ ସମସ୍ୟା; ପ୍ୟାସେଞ୍ଜର୍‌ ଟ୍ରେନ୍‌ ବଦଳରେ ଗଢ଼ିବ ମାଲଗାଡ଼ି

ଦେଶର ୭୦ ପ୍ରତିଶତ ବିଜୁଳି କୋଇଲା ଉପରେ ନିର୍ଭରଶୀଳ । ତେବେ କୋଇଲା ସଙ୍କଟର ତୁରନ୍ତ ସମାଧାନ ନ ହେଲେ, ଆଗକୁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳରେ ଅନେକ ବାଧା ଉପୁଜିପାରେ ।

Nayagarh Youth Trains
ଇଏ ଏମିତି ଜଣେ ଯବାନ, ଯିଏ ଛୁଟିରେ ଆସିଲେ ବି ଗାଁ ଟୋକାକୁ ଦିଅନ୍ତୁ ଆର୍ମିଂ ଟ୍ରେନିଂ

ଇଏ ଏମିତି ଜଣେ ଯବାନ ଯାହାଙ୍କ କାମକୁ ନେଇ ପୂରା ଦେଶରେ ଚର୍ଚ୍ଚା। ଦିଲ୍ଲୀରେ ଅର୍ଦ୍ଧସାମରୀକ ବାହିନୀରେ କାମ କରୁଛନ୍ତି..ହେଲେ ଛୁଟିରେ ଯେତେବେଳେ ଆସନ୍ତି, ଗାଁ ଟୋକାଙ୍କୁ ସ୍କୁଲ ପଡ଼ିଆରେ ଏମିତି ଟ୍ରେନିଂ ଦିଅନ୍ତି। ଟ୍ରେନିଂ ପାଇବା ପରେ ଅନେକ ପିଲା ସେନାରେ ଚାକିରି ମଧ୍ୟ କରିଛନ୍ତି.

Odisha Government to launch hockey clubs in schools
ସ୍କୁଲ୍‌ ସ୍ତରରୁ ହକି ପାଇଁ ଟ୍ରେନିଂ ନେବେ ଛାତ୍ରଛାତ୍ରୀ, ଖୋଲିବ ‘ମୋ ସ୍କୁଲ୍‌ ହକି କ୍ଲବ୍‌’

ସ୍କୁଲ୍‌ରେ ଖୋଲିବ ‘ମୋ ସ୍କୁଲ୍‌ ହକି କ୍ଲବ୍‌’ । ସ୍କୁଲ୍‌ ସ୍ତରରୁ ଛାତ୍ରଛାତ୍ରୀଙ୍କୁ ହକି ପାଇଁ ପ୍ରଶିକ୍ଷଣ ଦେବା ପାଇଁ ଏଭଳି ଯୋଜନା କରାଯାଉଛି।