• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "1026" result for "ଟ୍ରେନ" in https://otvkhabar.in

Odisha Train Mishap
ଓଡ଼ିଶାରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା: ଅଘଟଣ ପରେ ଏହିସବୁ ଟ୍ରେନ୍‌ ବାତିଲ୍‌, ହେଲ୍‌ପ୍‌ ଲାଇନ୍‌ ନମ୍ବର ଜାରି...

ବାହାନାଗା ଦୁର୍ଘଟଣା ପରେ ଏହି ରୁଟ୍‌ରେ ଯାଉଥିବା ବହୁ ଟ୍ରେନ୍‌କୁ ବାତିଲ୍‌ କରାଯାଇଥିବା ବେଳେ ଅନେକ ଟ୍ରେନ ଗୁଡ଼ିକର ଚଳାଚଳ ପ୍ରଭାବିତ ହୋଇଛି। 

Train Tragedy
ଟ୍ରେନ ଦୁର୍ଘଟଣାର ହୃଦୟ ବିଦାରକ ଦୃଶ୍ୟ: ବଗି ଛିନଛତ୍ର, ୧୨ ଘଣ୍ଟା ପରେ ବି ଚାଲିଛି ଉଦ୍ଧାର କାର୍ଯ୍ୟ

ଟ୍ରେନ ଦୁର୍ଘଟଣାର ହୃଦୟ ବିଦାରକ ଦୃଶ୍ୟ: ଦୁଇ ଏକ୍ସପ୍ରେସ ଟ୍ରେନ କରମଣ୍ଡଳ ଓ ବେଙ୍ଗାଳୁର- ହାୱଡ଼ା ଲାଇନଚ୍ୟୁତ ହୋଇ ମାଲଗାଡ଼ିକୁ ଧକ୍କା ଦେବାରୁ ବର୍ତ୍ତମାନ ସୁଦ୍ଧା ୨୩୩ ଯାତ୍ରୀଙ୍କ ମୃତ୍ୟୁ, ୯ଶହରୁ ଅଧିକ ଯାତ୍ରୀ ଆହତ

Odisha Train Tragedy
ଟ୍ରେନ୍‌ ବଗି ପଲଟିବା ବେଳେ ଡାକିଲି 'ପ୍ରଭୁ ଆମକୁ ବଞ୍ଚାଇଦିଅ... ଆମକୁ ବଞ୍ଚାଇଦିଅ'

ଯିଏ ବର୍ତ୍ତିଯାଇଛନ୍ତି, ସେମାନେ ବଖାଣିଛନ୍ତି ଦୁର୍ଘଟଣାର ଭୟଙ୍କର କାହାଣୀ।

Odisha Train Tragedy
ଭୟଙ୍କର ଦୁର୍ଘଟଣା ପରେ ଏକାଧିକ ଟ୍ରେନ୍‌ ବାତିଲ, ଜାରି ହେଲା ହେଲ୍ପଲାଇନ୍‌ ନମ୍ବର

ପ୍ରଥମେ ମାଲଗାଡ଼ିକୁ ଧକ୍କା ଦେଇ ଓଲଟିଥିଲା କରମଣ୍ଡଳ । ପରେ କିଛି ସମୟ ପରେ ସେହିବାଟେ ଆସୁଥିବା ବେଙ୍ଗଲୁରୁ-ହାୱଡ଼ା ଏକ୍ସପ୍ରେସ କରମଣ୍ଡଳକୁ ଧକ୍କା ଦେଇଥିଲା । 

Odisha CM has ordered state mourning for a day
ଭୟଙ୍କର ଟ୍ରେନ ଦୁର୍ଘଟଣା: ରାଜ୍ୟରେ ଦିନିକିଆ ଶୋକ ପାଳନ

କରମଣ୍ଡଳ ଏକ୍ସପ୍ରେସ ଓ ବେଙ୍ଗାଲୁରୁ-ହାୱଡ଼ା ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

Train Accident
ଟ୍ରେନ୍‌ ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୨୦୦ ଟପିଲା

ଟ୍ରେନ୍‌ ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୨୦୦ ଟପିଲା। ୨୦୭ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ କହିଲେ ମୁଖ୍ୟ ସଚିବ

Train Accident In Balasore
Train Accident: ଅତି ହୃଦୟ ବିଦାରକ ! ଦୁଇ ନୁହେଁ ୩ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ, ଯୁଆଡ଼େ ଦେଖିବ ଖାଲି ଶବ

ଆହୁରି ଅନେକ ଅଛନ୍ତି ଯେଉଁମାନେ ଏବେ ବି ବଗି ତଳେ ଚାପି ହୋଇ ରହିଥିବା ପରିବାର ଲୋକଙ୍କୁ ଖୋଜୁଛନ୍ତି ।

on same fateful Friday coromandel express met with an accident in 2009
ମନେପକାଇ ଦେଲା ୨୦୦୯ର ଟ୍ରେନ୍‌ ଦୁର୍ଘଟଣା: ସେଦିନ ବି ଥିଲା ଶୁକ୍ରବାର, ସେଇ କରମଣ୍ଡଳ

ସଂଯୋଗର ବିଷୟ, ସେଦିନ ଥିଲା ଶୁକ୍ରବାର, ଆଜି ବି ସେହି ଶୁକ୍ରବାର

Rs 10 Lakh in case of death,
ଟ୍ରେନ୍‌ ଟ୍ରାଜେଡି; ମୃତକଙ୍କ ପରିବାରକୁ ୧୦ ଲକ୍ଷର ସହାୟତା ଘୋଷଣା

ଗୁରୁତର ଆହତଙ୍କୁ ୨ ଲକ୍ଷ ଓ ସାମାନ୍ୟ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ଆର୍ଥିକ ରାଶି ଘୋଷଣା କରାଯାଇଛି । ଏହାଛଡ଼ା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘଟଣାସ୍ଥଳକୁ ଯାଉଥିବା କହିଛନ୍ତି ।

Coromandel Express Mishap
ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା: ଯୁଆଡେ ଦେଖିବ ରକ୍ତର ଛିଟା

ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା । ଓଲଟିପଡ଼ିଲା କରମଣ୍ଡଳର ଏକାଧିକ ବଗି । ଅନେକ ଲୋକ ଗୁରୁତର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ସ୍ଥିତ ବାହାନଗା ଷ୍ଟେସନ୍ ନିକଟରେ । ଏହି ଏକ୍ସପ୍ରେସ୍‌ ଟ୍ରେନ୍‌ଟି କରମଣ୍ଡଳ ଏକ୍ସପ୍ରେସ ବୋଲି ସୂଚନା ରହିଛି । ଏକ୍ସପ୍ରେସ୍‌ ଟ୍ରେନ୍‌ଟି ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିବା ଜଣାପଡ଼ିଛି । କରମଣ୍ଡଳର ୩ରୁ ଅଧିକ ବଗି ଓଲଟି ପଡ଼ିଛି ।

Balasore Bahanaga Train Accident
Big Breaking: ଗୋଟିଏ ନୁହେଁ ଦୁଇ ଯାତ୍ରୀବାହୀ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ; ୫୦ ମୃତ, ୩୦୦ ଗୁରୁତର

ଅନ୍ୟପଟେ ଏବେ ବି ଅନେକ ଯାତ୍ରୀ ଟ୍ରେନ୍ ତଳେ ଚପି ରହିଛନ୍ତି, ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତ ଯାତ୍ରୀଙ୍କ ଚିତ୍କାରରେ ଫାଟି ପଡୁଛି ପରିବେଶ ।

Coromandel Express Mishap
ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା; ଚାଲିଛି ଉଦ୍ଧାର କାର୍ଯ୍ୟ

ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା । ଓଲଟିପଡ଼ିଲା କରମଣ୍ଡଳର ଏକାଧିକ ବଗି । ଅନେକ ଲୋକ ଗୁରୁତର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ସ୍ଥିତ ବାହାନଗା ଷ୍ଟେସନ୍ ନିକଟରେ ।

Swimming training
ପୋଖରୀରେ ବୁଡିବେନି ପିଲା : ଦିଆଯାଉଛି ଟ୍ରେନିଂ

ଏଣିକି ପୋଖରୀରେ କି ନଈରେ ବୁଡିବେନି ପିଲା । ଦିଆଯାଉଛି ପହଁରା ତାଲିମ୍‌....ଯେତେ ପାଣି ଥିଲେ ବି ପହଁରିପାରିବେ ପିଲା

Indian railways
ଜାଣିଛନ୍ତି କି... ଗୋଟିଏ ଲିଟର ଡିଜେଲ୍‌ରେ କେତେ କିଲୋମିଟର ଯାଏ ଟ୍ରେନ୍‌ ?

ଅଳ୍ପ ସମୟରେ ଯାତ୍ରୀମାନେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ପାରୁଛନ୍ତି । ଭାରତୀୟ ରେଳବାଇ ପକ୍ଷରୁ ଅନେକ ହାଇ ସ୍ପିଡ୍‌ ଟ୍ରେନ୍‌ ମଧ୍ୟ ଚଳାଚଳ କଲାଣି । ଯାହାଦ୍ୱାରା ଯାତ୍ରୀମାନେ ଖୁବ୍‌ କମ୍‌ ସମୟ ମଧ୍ୟରେ ଯାତ୍ରା କରିପାରୁଛନ୍ତି ।

Man jumping after opening the gate of the moving metro
ଚାଲୁଥିଲା ଟ୍ରେନ୍‌, ହଠାତ୍‌ ଡୋର୍‌ ଖୋଲି ଡେଇଁ ପଡ଼ିଲେ...ତା’ପରେ ଯାହା ଘଟିଲା ଜାଣିଲେ ତାଜୁବ ହେବେ

ଜଣେ ବ୍ୟକ୍ତି ଚଳନ୍ତା ମେଟ୍ରୋ ଡୋର୍‌ ଖୋଲି ସିଧା ପ୍ଲାଟ୍‌ଫର୍ମକୁ ଡେଇଁ ପଡ଼ୁଛନ୍ତି। ଏହାପରେ ଯାହା ଘଟିଥିଲା, ତାହା ଦେଖିଲେ ଆପଣ ମଧ୍ୟ ତାଜୁବ ହୋଇଯିବେ। 

Train skips stop, reverses 1km to pick up passengers in Kerala
କାହାର ଭୁଲ ? ଯାତ୍ରୀଙ୍କୁ ନନେଇ ଚାଲିଯାଇଥିଲା ଟ୍ରେନ୍, ପୁଣି ୧ କିମି ପଛୁଆ ଫେରିଲା...

ଏହି ଫଛୁଆ ଫେରି ଆସିଥିବା ଟ୍ରେନ୍‌ଟି ହେଉଛି ସେହି ଟ୍ରେନ୍, ଯାହାକୁ ଟିକଟ କରି ଯାତ୍ରୀମାନେ ଷ୍ଟେସନ୍‌ରେ ଅପେକ୍ଷା କରିଥିଲେ ।

Street dog boards the Borivali local in Mumbai every day
ଟ୍ରେନ୍‌ରେ ସବୁଦିନ ଯାତ୍ରା କରୁଛି ବୁଲା କୁକୁର, ଭାଇରାଲ ହେଉଛି ଭିଡିଓ

ଦିନକର ଘଟଣା ନୁହେଁ, କୁକୁରର ଟ୍ରେନ୍‌ ଯାତ୍ରା ନିତିଦିନ ବୋଲି ଭିଡିଓ ସେୟାର କରି ଜଣେ ଇନଷ୍ଟା ୟୁଜର ଉଲ୍ଲେଖ କରିଛନ୍ତି। 

otv cares holds counselling for beautician course
ଓଟିଭି କେୟାର୍ସ: ଯୁବତୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ମାଗଣାରେ ବିୟୁଟିସିଆନ୍‌ ଟ୍ରେନିଂ

ଯୁବତୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଆଉ ପାଦେ ଆଗେଇଛି ଓଟିଭି କେୟାର୍ସ। ଡାଟା ଏଣ୍ଟ୍ରିଂ ଓ ଟେଲରିଂ ପାଇଁ କାଉନସିଲିଂ ପରେ ଏବେ ଆରମ୍ଭ ହୋଇଛି ବିୟୁଟିସିଆନ୍‌ ପାଇଁ କାଉନସେଲିଂ।

Train manager Sasmita Sarkar
ଟ୍ରେନ୍ ମ୍ୟାନେଜର ସସ୍ମିତା ସରକାରଙ୍କ ସଂଘର୍ଷମୟ କାହାଣୀ, ଆପଣଙ୍କୁ ଦେବ ପ୍ରେରଣା...

ଭାରତୀୟ ସ୍ଥଳସେନାଠାରୁ ଆରମ୍ଭ କରି ବାୟୁସେନା ଓ ନୌସେନାରେ ମଧ୍ୟ ମହିଳାମାନେ କାମ କଲେଣି । ଯାହା ଆପଣ ପୂର୍ବରୁ ଜାଣି ସାରିଛନ୍ତି ।

Odia actor Chandan shares his fitness mantra
ହ୍ରିତିକଙ୍କ ଟ୍ରେନର୍ ଦେଲେ ଚନ୍ଦନଙ୍କୁ ଫିଟନେସ୍ ମନ୍ତ୍ର

ହ୍ରିତିକଙ୍କ ଟ୍ରେନର୍ ଦେଲେ ଓଲିଉଡ୍‌ ଅଭିନେତା ଚନ୍ଦନଙ୍କୁ ଫିଟନେସ୍ ମନ୍ତ୍ର । ଶୁଣନ୍ତୁ...

ବନ୍ଦେ ଭାରତ ଏକ୍ସପ୍ରେସ୍‌
ଓଡ଼ିଶାରେ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍, ଟ୍ରେନ୍‌ ଭିତର ଦୃଶ୍ୟକୁ ଉପଭୋଗ କଲେ ଯାତ୍ରୀ

ସଫଳତାର ସହ ସରିଲା ପ୍ରଥମ ଟ୍ରାଏଲ୍ ରନ୍। ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ହାୱଡାରୁ ପୁରୀ ପହଞ୍ଚିବାକୁ ଏହାକୁ ଲାଗିଥିଲା ୬ ଘଣ୍ଟା ୨୫ ମିନିଟ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ସେମି ହାଇସ୍ପିଡ୍ ଟ୍ରେନରେ ରହିଛି ଅଟୋମେଟେଡ୍ କ୍ଲୋଜିଂ ଡୋରଠୁ ନେଇ ୧୮୦ ଡିଗ୍ରୀ ଘୁରୁଥିବା ସିଟ୍ ଭଳି ଅନେକ ଅତ୍ୟାଧୁନିକ ବ୍ୟବସ୍ଥା...

Woman Deadbody Found From Train Toilet
ଧାନବାଦ-ଭୁବନେଶ୍ୱର ଏକ୍ସପ୍ରେସ୍ ଟ୍ରେନ୍‌ ଟଏଲେଟ୍‌ରୁ ମିଳିଳା ମହିଳାଙ୍କ ମୃତଦେହ

ଧାନବାଦ-ଭୁବନେଶ୍ୱର ଏକ୍ସପ୍ରେସ୍ ଟ୍ରେନ୍‌ ଟଏଲେଟ୍‌ରୁ ଜଣେ ମହିଳାଙ୍କ ମୃତଦେହ ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ସମ୍ପୃକ୍ତ ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

Indian Railway
ଭାରତର ସବୁଠାରୁ ଦ୍ରୁତଗାମୀ ଟ୍ରେନ୍‌ ନାଁ କ’ଣ ? ଜାଣନ୍ତୁ କିଛି ଅଜଣା କଥା

ଅଳ୍ପ ସମୟରେ ଯାତ୍ରୀମାନେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ପାରୁଛନ୍ତି । ଭାରତୀୟ ରେଳବାଇ ପକ୍ଷରୁ ଅନେକ ହାଇ ସ୍ପିଡ୍‌ ଟ୍ରେନ୍‌ ମଧ୍ୟ ଚଳାଚଳ କଲାଣି ।

Indian Railways
ଭାରତରେ କେବେ ଗଡ଼ିଥିଲା ପ୍ରଥମ ଟ୍ରେନ୍‌ ? ଜାଣନ୍ତୁ ରେଳ ସମ୍ବନ୍ଧୀୟ କିଛି ଅଜଣାକଥା

ଭାରତରେ ପ୍ରତ୍ୟେକ ଦିନ ରଳରେ ପ୍ରାୟ ୨.୫୦ କୋଟି ଯାତ୍ରୀ ଯାତ୍ରା କରିଥା’ନ୍ତି । ସେହିପରି ରେଳ ଦ୍ୱାରା ୩୩ ଲକ୍ଷ ଟନ୍‌ ମାଲ୍‌ ମଧ୍ୟ ପରିବହନ ହୋଇଥାଏ ।

Railway firm begs passengers to stop watching obscene video on train
ଟ୍ରେନ୍‌ରେ ଅଶ୍ଲୀଳ ଭିଡିଓ ଦେଖିବା ମନା ! ଅଶ୍ଲୀଳ ଜୋକ୍ସ ମଧ୍ୟ ପଢ଼ିପାରିବେନି, ଜାଣନ୍ତୁ କେଉଁଠି ଏପରି ନିୟମ...

ଏକ ରେଲ୍‌ୱେ କମ୍ପାନୀ ଯାତ୍ରୀଙ୍କୁ ଅଜବ ପ୍ରକାରର ପରାମର୍ଶ ଦେଇଛି। ଏହି କମ୍ପାନୀ ଯାତ୍ରୀଙ୍କୁ କହିଛି, ଟ୍ରେନ୍‌ରେ ଯାତ୍ରା ବେଳେ ଅଶ୍ଲୀଳ ଫିଲ୍ମ ଦେଖନ୍ତୁ ନାହିଁ। ଖାଲି ଅଶ୍ଲୀଳ ଫିଲ୍ମ ନୁହେଁ ଅଶ୍ଲୀଳ ଜୋକ୍ସ ମଧ୍ୟ ପଢ଼ନ୍ତୁ ନାହିଁ।