• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "1026" result for "ଟ୍ରେନ" in https://otvkhabar.in

train
ଭୁବନେଶ୍ୱର-ଦିଲ୍ଲୀ ସ୍ୱତନ୍ତ୍ର ଟ୍ରେନରେ ଯୋଡ଼ା ଗଲା ଆଉ ୫ ବଗି

ଭୁବନେଶ୍ୱର: ଭୁବନେଶ୍ୱର-ଦିଲ୍ଲୀ ସ୍ୱତନ୍ତ୍ର ଟ୍ରେନରେ ଆଉ ୫ଟି ବଗି ଯୋଡ଼ା ଯାଇଛି। ଟିକେଟ୍‌ ପ୍ରତି ଅତ୍ୟଧିକ ଆଗ୍ରହ ଦେଖି ଏହି ୫ଟି ବଗି ସଂଯୋଗ କରାଯାଇଛି। 3AC ୪ଟି ବଗି ଓ 2AC ଗୋଟିଏ ବଗି ସଂଯୋଗ କରାଯାଇଛି। ଆସନ୍ତାକାଲିଠାରୁ ଏହି ଅତିରିକ୍ତ ବଗି ଟ୍ରେନରେ ସଂଯୁକ୍ତ ହେବ। ପୂର୍ବରୁ ଟ୍ରେନରେ ୧୭ଟି ବଗି ଥିଲା। ଏବେ ବଗି ସଂଖ୍ୟା ୨୨କୁ ବୃଦ୍ଧି ପାଇଛି। ଅତିରିକ୍ତ ୫ଟି ବଗି ପାଇଁ କିଛି ସମୟ ପରେ ବୁକିଂ ଆରମ୍ଭ […]

fsd
୫ଟି ଟ୍ରେନ୍‌ରେ ଓଡ଼ିଶା ଆସୁଛନ୍ତି ପ୍ରାୟ ୫ ହଜାରରୁ ଅଧିକ ପ୍ରବାସୀ

ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ପୁଣି ଟ୍ରେନ୍ ଯୋଗେ ଘରମୁହାଁ ହୋଇଛନ୍ତି ପ୍ରବାସୀ ଓଡ଼ିଆ। ଗୁଜୁରାଟ, ମହାରାଷ୍ଟ୍ର ଓ ତାମିଲନାଡରୁ ଆଜି ୫ଟି ଟ୍ରେନ୍ ଯୋଗେ ପ୍ରାୟ ୫ ହଜାରରୁ ଅଧିକ ପ୍ରବାସୀ ଓଡ଼ିଶା ଅଭିମୁଖେ ଆସୁଛନ୍ତି। ତେବେ ସୁରତ ଲିଙ୍କ୍ ପାଇଁ ରାଜ୍ୟର କରୋନା ସଂକ୍ରମଣ ହାର ଉଦ୍‌ବେଗଜନକ ଭାବେ ବଢ଼ି ଚାଲିଥିବାବେଳେ ଆସିବାକୁ ଥିବା ପ୍ରବାସୀ ଏବଂ ସେମାନଙ୍କ କ୍ୱାରେଣ୍ଟିନ୍ ବ୍ୟବସ୍ଥାକୁ ନେଇ ଚିନ୍ତା ବଢ଼ିଛି। ଏଭଳି ସ୍ଥିତିରେ ଗଞ୍ଜାମ ଓ ଭଦ୍ରକରେ ଥିବା […]

fish
ଜୁଏଲଙ୍କ ପ୍ରଶ୍ନ; ସୁରତ ଟ୍ରେନ୍‌ ବାତିଲ୍‌ ନିର୍ଦ୍ଦେଶ ଦେଲା କିଏ ?

ଭୁବନେଶ୍ୱର: ସୁରତ ଟ୍ରେନ୍‌ ବାତିଲ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ସାଂସଦ ଜୁଏଲ ଓରାମ। ହାଇକୋର୍ଟ ଅର୍ଡର କଥା ନିଜେ ଆଇନ ମନ୍ତ୍ରୀ ଜାଣି ନଥିବାବେଳେ ଟ୍ରେନ ବାତିଲ ଆଦେଶ କିଏ ଦେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏନେଇ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ସେ ଦାବି କରିଛନ୍ତି। ଟେଷ୍ଟ କଥା ଲୋକଙ୍କୁ ଆଗରୁ କହିଥିଲେ ସେମାନେ ଟେଷ୍ଟ କରି ଆସିଥାନ୍ତେ। ଏବେ ସେମାନଙ୍କ ପାଖରୁ ଟଙ୍କା ସରିବା ପରେ ଟେଷ୍ଟ କଥା କହୁଛନ୍ତି। […]

karanataka
ପ୍ରବାସୀ ଶ୍ରମିକଙ୍କୁ ଛାଡ଼ିବାକୁ ମନାକଲା କର୍ଣ୍ଣାଟକା: ଟ୍ରେନ୍‌ ବାତିଲ୍

ବେଙ୍ଗାଲୁରୁ: ଲକ୍‌ଡାଉନ ଯୋଗୁ କର୍ଣ୍ଣାଟକରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ଛାଡ଼ିବାକୁ ମନାକଲା କର୍ଣ୍ଣାଟକା। ଏନେଇ ଉଦିଷ୍ଟ ସ୍ୱତନ୍ତ୍ର ଟ୍ରେନ୍‌କୁ ବାତିଲ୍ କରିଛି କର୍ଣ୍ଣାଟକର ୟେଦୁରପ୍ପା ସରକାର। ରାଜ୍ୟରେ ନିର୍ମାଣ କାମ ପୁଣିଥରେ ଆରମ୍ଭ ହୋଇଥିବା ଦର୍ଶାଇ ଶ୍ରମିକଙ୍କୁ ଛାଡ଼ିବାକୁ ମନା କରିଛି କର୍ଣ୍ଣାଟକା। ଫଳରେ ଘରକୁ ଫେରିବାକୁ ଆଶା ରଖିଥିବା ପ୍ରବାସୀଙ୍କ ଆଶା ଆଶାରେ ରହିଯାଇଛି। ଅନେକ ପ୍ରବାସୀ ଶ୍ରମିକ ଘରକୁ ଫେରିଗଲେଣି। ତେବେ ବର୍ତ୍ତମାନ ରାଜ୍ୟ ନିର୍ମାଣ କାମ ଆରମ୍ଭ ହୋଇଯାଇଥିବାରୁ ସେମାନଙ୍କର ଆବଶ୍ୟକତା ଅଛି […]

odisha-govt
ସୁରତରୁ କେବଳ ଟ୍ରେନ୍‌ରେ ଫେରିବାକୁ ଅନୁମତି ଦେଲେ ସରକାର

ଭୁବନେଶ୍ୱର: ସୁରତରୁ କେବଳ ଟ୍ରେନ୍‌ରେ ଫେରିବାକୁ ଅନୁମତି ଦେଲେ ରାଜ୍ୟ ସରକାର। କରୋନା ମୁକାବିଲା ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ଦ୍ଦେଶ ଦେଇଛନ୍ତି। ସୁରତରୁ ଆସୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ ହେଉଛି ଓ ଦୀର୍ଘ ପଥରେ ଖାଇବା ପିଇବା ଅସୁବିଧା, ଦୁର୍ଘଟଣା ଯୋଗୁ ଏହି ନିଷ୍ପତ୍ତି ନିଆଯାଇଛି। ସେହିପରି କରୋନା ମୁକାବିଲା ଲାଗି ଆଗକୁ ଦୈନିକ ୧୫ ହଜାର ସାମ୍ପଲ ଟେଷ୍ଟ ପାଇଁ ପଦକ୍ଷେପ ନିଆଯାଉଛି। ଗ୍ରୀନ ଜୋନରେ କୃଷି, ଶିଳ୍ପ, ଜୀବିକା, ପରିବହନ ସ୍ୱାଭାବିକ […]

train
ଯବାନଙ୍କ ପାଇଁ ଗଡ଼ିବ ଦୁଇଟି ଟ୍ରେନ୍‌

ନୂଆଦିଲ୍ଲୀ: ଭାରତୀୟ ସେନା ପକ୍ଷରୁ ଚାଲିବ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍। ସୀମାରେ କାର୍ଯ୍ୟରତ ଯବାନଙ୍କ ପାଇଁ ଏହି ଦୁଇଟି ଟ୍ରେନ୍‌କୁ ଚଲାଯିବ। ଉତ୍ତର ଏବଂ ପୂର୍ବାଞ୍ଚଳ ସୀମା ପାଇଁ ସ୍ୱତନ୍ତ୍ର ଭାବେ ଏହି ଦୁଇଟି ଟ୍ରେନ୍ ଚଳାଚଳ କରିବ। ଉଭୟ ଟ୍ରେନ୍ ବେଙ୍ଗାଲୁରୁରୁ ଚାଲିବାକୁ ଥିବା ବେଳେ ଆସନ୍ତାକାଲି ଏଥିରୁ ଗୋଟିଏ ଟ୍ରେନ୍ ବାହାରିବ। ବେଙ୍ଗାଲୁରୁରୁ ପ୍ରଥମ ଟ୍ରେନ୍‌ଟି ବାହାରି ଭାୟା ଅମ୍ବାଲା ହେଇ ଜମ୍ମୁରେ ପହଞ୍ଚିବ। ସେହିପରି ଦ୍ୱିତୀୟ ଟ୍ରେନ୍‌ଟି ୧୮ ତାରିଖ ଦିନ ବେଙ୍ଗାଲୁରୁରୁ […]

train344
ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳ ବାତିଲ

ଭୁବନେଶ୍ୱର: କରୋନା ଭାଇରସର ମୁକାବିଲା ପାଇଁ ଆସନ୍ତା ୩୧ ଯାଏ ଦେଶରେ ଟ୍ରେନ୍ ଚଳାଚଳ ବନ୍ଦ। ଭାରତୀୟ ରେଲଓ୍ୱ ବୋର୍ଡ ପକ୍ଷରୁ ଗତକାଲି ଏଭଳି ନିଷ୍ପତ୍ତି ନିଆଯାଇଛି। ସମସ୍ତ ଦୂରଗାମୀ ମେଲ୍ ଓ ଏକ୍ସପ୍ରେସ୍ ସହିତ ଇଣ୍ଟରସିଟିକୁ ମଧ୍ୟ ବାତିଲ କରି ଦିଆଯାଇଛି। ସବୁ ପାସେଞ୍ଜର ଟ୍ରେନ୍ ମଧ୍ୟ ବାତିଲ ହୋଇଛି। ତେବେ ମାଲବାହୀ ଟ୍ରେନ ଗୁଡ଼ିକ ପୂର୍ବପରି ଚଳାଚଳ କରିବ। ସେପଟେ କୋଲକତା ମେଟ୍ରୋ ସେବାକୁ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ଟ୍ରେନ୍ […]

train
୩୧ ଯାଏ ଗଡ଼ିବନି କୌଣସି ଟ୍ରେନ୍

ନୂଆଦିଲ୍ଲୀ: ଆସନ୍ତା ୩୧ ମଧ୍ୟରାତ୍ର ଯାଏ ଦେଶରେ ଗଡ଼ିବନି କୌଣସି ଟ୍ରେନ୍।  କରୋନା ଭାଇରସ ସଂକ୍ରମଣ ମୁକାବିଲା ପାଇଁ ଭାରତୀୟ ରେଲୱେ ବୋର୍ଡ ଏଭଳି ବଡ଼ ନିଷ୍ପତ୍ତି ନେଇଛି। ସମସ୍ତ ଦୂରଗାମୀ ମେଲ୍ ଓ ଏକ୍ସପ୍ରେସ୍ ସହିତ ଇଣ୍ଟରସିଟିକୁ ମଧ୍ୟ ବାତିଲ କରି ଦିଆଯାଇଛି। ସବୁ ପାସେଞ୍ଜର ଟ୍ରେନ୍ ବି ବାତିଲ ହୋଇଛି। ତେବେ ମାଲବାହୀ ଟ୍ରେନ ଗୁଡ଼ିକ ପୂର୍ବପରି ଚଳାଚଳ କରିବ। ସେପଟେ କୋଲକତା ମେଟ୍ରୋ ସେବାକୁ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ […]

rabina
କରୋନା ପାଇଁ ଟ୍ରେନ୍‌ ସିଟ୍‌ ସଫା କଲେ ବଲିଉଡ୍‌ ଅଭିନେତ୍ରୀ ରବିନା ଟଣ୍ଡନ୍

ମୁମ୍ବାଇ: ବର୍ତ୍ତମାନ ସାର ବିଶ୍ୱରେ କରୋନା ସ୍ଥିତି ଗମ୍ଭୀର ରୂପ ନେଲାଣି। ଚାରିଆଡ଼େ ସରକାରୀ ଗାଇଡ୍‌ ଲାଇନ୍‌ ଜାରି ହେଉଛି। ଗାଡ଼ି ମଟର୍‌ ବନ୍ଦ। ବ୍ୟବସାୟ ବି ଠପ୍‌। ସରକାର କହୁଛନ୍ତି  ଅତି ଆବଶ୍ୟକ ହେଲେ ଘରୁ ବାହାରନ୍ତୁ। ଏଭଳି ସ୍ଥିତିରେ ଯିଏ ବି ଘରୁ ବାହାରୁଛନ୍ତି ସାବଧାନତାର ସହ ବାହାରୁଛନ୍ତି। କିଛି ଏଭଳି ସାବଧାନତା ଆପଣାଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ରବିନା ଟଣ୍ଡନ୍। ଟ୍ରେନ୍‌ରେ ବସିବା ପୂର୍ବରୁ ସେ ପ୍ରଥମେ ସିଟ୍‌କୁ ପୋଛି ପରିସ୍କାର କରୁଛନ୍ତି। ଆଉ […]

train
କ୍ୟାନସଲ୍‌ ହେଉଛି ଟିକେଟ୍‌, ଆସୁନି ଟ୍ରେନ୍: ପ୍ଲାଟ୍‌ଫର୍ମ ଟିକେଟ୍ ୫୦ ଟଙ୍କା ହେଲା

ଭୁବନେଶ୍ୱର: ମାରାତ୍ମକ କରୋନା ଭୟରେ ଯାତ୍ରୀ ଦୈନିକ ଟିକେଟ୍‌ ବାତିଲ କରୁଥିବାବେଳେ ଟ୍ରେନ୍‌ ମଧ୍ୟ ବାତିଲ୍ ହେବାରେ ଲାଗିଛି। ଗତ ୬ ଦିନରେ ପୂର୍ବତଟ ରେଳପଥରେ ୧ ଲକ୍ଷରୁ ଉର୍ଦ୍ଧ୍ୱ ଟିକେଟ କ୍ୟାନ୍ସଲ୍ କରିସାରିଲେଣି ଯାତ୍ରୀ। ୧୪ ତାରିଖରେ ୧,୭୦୮ଟି ଟିକେଟ୍ ଏବଂ ୧୫ ତାରିଖରେ ୧,୪୩୦ ଟିକେଟ୍ ବାତିଲ ହୋଇଛି। କେବଳ ପୂର୍ବତଟ ନୁହେଁ, ଦେଶବ୍ୟାପୀ ୮୦ ପ୍ରତିଶତ ଟ୍ରେନ୍ ଟିକେଟ୍ ବାତିଲ ହୋଇଥିବା ରେଲୱେ ବିଭାଗ ସୂଚନା ଦେଇଛି। ଯାତ୍ରୀ ସଂଖ୍ୟା କମୁଥିବାରୁ ପୂର୍ବତଟ […]

Metro Service
ସୋମବାରରୁ ଶତ ପ୍ରତିଶତ ଟ୍ରେନ୍ ସେବା : ଖୋଲିବ ସିନେମା ହଲ୍‌

ଜାତୀୟ ରାଜଧାନୀରେ କରୋନା ଭାଇରସ୍ ସଂକ୍ରମଣର ହ୍ରାସକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (DDMA) ଏକ ବଡ଼ ଘୋଷଣା କରିଛି। ଶନିବାର DDMA ର ନିର୍ଦ୍ଦେଶ ଅନୁଯାୟୀ, ବର୍ତ୍ତମାନ ଜୁଲାଇ ୨୬ରେ ସକାଳ ୫ଟାରୁ ଦିଲ୍ଲୀ ମେଟ୍ରୋ ଏବଂ ବସ୍ (ପବ୍ଲିକ୍ ଟ୍ରାନ୍ସପୋର୍ଟ) କୁ ୧୦୦% କ୍ଷମତା ବିଶିଷ୍ଟ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି।

jansdjaeraa
ଭୁବନେଶ୍ୱର ଓ କଟକ ମଧ୍ୟରେ ଗଡ଼ିଲା ଜନସାଧାରଣ ସ୍ପେଶାଲ ଟ୍ରେନ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଓ କଟକ ମଧ୍ୟରେ ଗଡ଼ିଛି ଜନସାଧାରଣ ସ୍ପେଶାଲ ଟ୍ରେନ୍। ଆାଜିଠାରୁ ମାର୍ଚ୍ଚ ୩୧ ତାରିଖ ଯାଏଁ ପରୀକ୍ଷାମୂଳକ ଭାବେ ଏହି ନୂଆ ଟ୍ରେନ୍ ଚାଲିଛି। ଟ୍ୱିନିସିଟିର ଯାତ୍ରୀଙ୍କ ଗମନାଗମନ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଏହି ଟ୍ରେନ୍‌ର ବ୍ୟବସ୍ଥା କରାଯାଇଛି। ଏହି ଟ୍ରେନ୍ ଭୁବନେଶ୍ୱରରୁ ବାହାରି ବାରଙ୍ଗ ଓ ଗୋପାଳପୁର ବାଲିକୁଦା ଦେଇ କଟକରେ ପହଞ୍ଚିବ। ଭୁବନେଶ୍ୱରରୁ ଅପରାହ୍ନ ୧ଟା ୩୦ରେ ଟ୍ରେନ୍ ଛାଡ଼ି ୨ଟା ୩୦ରେ କଟକରେ ପହଞ୍ଚିବ। ସେହିପରି […]

train
କଟକ ରୁ ଭୁବନେଶ୍ୱର ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର: ଟ୍ୱିନ୍‌ସିଟିବାସୀଙ୍କ ପାଇଁ ଖୁସି ଖବର। ଭୁବନେଶ୍ୱର ଓ କଟକ ମଧ୍ୟରେ ଗଡ଼ିବ ସ୍ପେଶାଲ ଟ୍ରେନ। ଆସନ୍ତାକାଲିଠୁ ୩୧ ତାରିଖ ଯାଏଁ ପରୀକ୍ଷାମୂଳକ ଭାବେ ଗଡ଼ିବ ଟ୍ରେନ। ତା’ପରେ ପର୍ଯ୍ୟାୟ କ୍ରମେ ନିୟମିତ ଟ୍ରେନ୍‌ ଗଡ଼ିବ। ଭୁବନେଶ୍ୱରରୁ ଭାୟା ବାରଙ୍ଗ ଓ ବାଲିକୁଦା ଦେଇ ଟ୍ରେନ୍‌ଟି କଟକ ଅଭିମୁଖେ ଯିବ। ପୁଣି କଟକରୁ ନିର୍ଗୁଣ୍ଡି, ଗୁରୁଡ଼ିଝାଟିଆ, ରାଧାକିଶୋରପୁର ଓ ନରାଜ ଦେଇ ଫେରିବ। ଟ୍ରେନ୍‌ଟି ଭୁବନେଶ୍ୱରରୁ ଅପରାହ୍ନ ୧ଟା ୩୦ରେ ଛାଡ଼ି ୨ଟା ୩୦ରେ କଟକରେ ପହଞ୍ଚିବ। […]

hh
ବଲାଙ୍ଗିରରେ ମାତ୍ର ଦୁଇ ଜଣଙ୍କ ପାଇଁ ଚାଲୁଛି ଟ୍ରେନ୍; ଦିନକୁ ଆୟ ମାତ୍ର ୨୦ ଟଙ୍କା

ବଲାଙ୍ଗିର: ମାତ୍ର ୨ ଜଣ ଯାତ୍ରୀରେ ଚାଲୁଛି ପାସେଞ୍ଜର ଟ୍ରେନ୍। ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ। ବଲାଙ୍ଗିରରୁ ବିଛୁପାଲ୍ଲୀ ୧୯ କିଲୋମିଟର ରୁଟ୍‌ରେ ଦୈନିକ ଦୁଇ ଥର ଯାଆ ଆସ କରୁଥିବା ଟ୍ରେନ୍‌ରେ କେତେବେଳେ ୨ଜଣ ଯାତ୍ରୀ ଯାଉଛନ୍ତି ତ କେତେବେଳେ ପୂରା ଖାଲି। ସତ ଜାଣିବାକୁ ଆମେ ବି ଦିନେ ଯାତ୍ରୀ ସାଜିଲୁ ଯାହା ଦେଖିଲୁ, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏଠି ଦିନକୁ ମାତ୍ର ୨୦ ଟଙ୍କା ଆୟରେ ଚାଲୁଛି ପାସେଞ୍ଜର ଟ୍ରେନ୍। […]