• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "1026" result for "ଟ୍ରେନ" in https://otvkhabar.in

Stones thrown at Vande Bharat train
Stones thrown at Train: ଟ୍ରେନ୍‌ ଉପରକୁ ପଥର ଫିଙ୍ଗି ମାରୁଥିଲେ ଚମ୍ପଟ୍; ୨ଜଣଙ୍କୁ ମାଡ଼ି ବସିଲା ପୋଲିସ

କିଛିଦିନ ତଳେ ନନ୍ଦନକାନନ ଏକ୍ସପ୍ରେସ ଉପରକୁ ଗୁଳି ମାଡ଼ ହୋଇଥିବା ବେଳେ ପୁଣି ଥରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଉପରକୁ ପଥର ମାଡ଼ ହୋଇଛି। ସବୁଥର ଆକ୍ରମଣକାରୀ ଖସି ଯାଉଥିବା ବେଳେ ଏଥର କିନ୍ତୁ ପୋଲିସ ହାବୁଡ଼ରେ ପଡିଛି।

ଡିସେମ୍ବରରେ ଗଡ଼ିବ ହାଇଡ୍ରୋଜେନ୍‌ ଟ୍ରେନ୍‌
Hydrogen Train: ଜର୍ମାନୀ-ଚୀନ୍‌ ପରେ ଭାରତରେ ଗଡ଼ିବ ହାଇଡ୍ରୋଜେନ୍‌ ଟ୍ରେନ୍‌, ଏହି ରାଜ୍ୟରେ ହେବ ଟ୍ରାଏଲ ରନ୍‌

୨୦୩୦ ସୁଦ୍ଧା ନେଟ୍-ଜିରୋ କାର୍ବନ୍ ଏମିସନ୍ ବା ଶୂନ୍ୟ-ଅଙ୍ଗାରକ ନିର୍ଗମନ ଲକ୍ଷ୍ୟ ହାସଲ ଦିଗରେ ଭାରତ ଏହି ବଡ଼ ପଦକ୍ଷେପ ନେବାକୁ ଯାଉଛି ।

Pakistan blast
Pakistan Bomb Blast: ଟ୍ରେନ୍‌କୁ ଅପେକ୍ଷା କରିଥିଲେ ଯାତ୍ରୀ; ଘଟିଲା ଭୟଙ୍କର ବିସ୍ଫୋରଣ, ଚାଲିଗଲା ୨୫ ଜୀବନ

ପାକିସ୍ତାନରେ ବଡ଼ ଧରଣର ବିସ୍ଫୋରଣ । ଦକ୍ଷିଣ-ପଶ୍ଚିମ ବାଲୁଚିସ୍ତାନ ପ୍ରଦେଶର କ୍ୱେଟା ରେଳ ଷ୍ଟେସନରେ ଏହି ବିସ୍ଫୋରଣ ଘଟିଛି। ଏଥିରେ ୧୪ ସୈନିକଙ୍କ ସମେତ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୪୦ରୁ ଅଧିକ ଜଣ ଆହତ ହୋଇଛନ୍ତି।

Train Accident
Train Accident: ସାଲିମାର-ସିକନ୍ଦରାବାଦ୍ ସ୍ପେଶାଲ ଟ୍ରେନ୍ ଲାଇନଚ୍ୟୁତ

ହାୱଡ଼ା ନାଲପୁର ଷ୍ଟେସନ ନିକଟରେ ଲାଇନଚ୍ୟୁତ । ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ।

Bhubaneswar Metro Rail Project
Bhubaneswar Metro Rail Project: ଟ୍ବିନ୍‌ସିଟି ବାସୀଙ୍କ ପାଇଁ ଖୁସି ଖବର; ୨୦୨୭ ସୁଦ୍ଧା ସରିବ ମେଟ୍ରୋ କାମ, କିଣାଯିବ ୧୩ଟି ଟ୍ରେନ୍

ଆଗାମୀ ୩ ବର୍ଷ ମଧ୍ୟରେ ଗଡ଼ିବ ମେଟ୍ରୋ ଟ୍ରେନ୍। ୨୦୨୭ ସରୁ ସରୁ ସରିଯିବ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ କାମ।

Bhubaneswar Metro Rail Project
Bhubaneswar Metro Rail Project: ୨୦୨୭ ସୁଦ୍ଧା ସରିବ ମେଟ୍ରୋ କାମ, ପ୍ରତି ୧୦ ମିନିଟ୍‌ରେ ଲୋକଙ୍କ ପାଖରେ ଟ୍ରେନ୍‌

ମେଟ୍ରୋ ଟ୍ରେନ୍‌ ପ୍ରତି ୧୦ ମିନିଟ ବ୍ୟବଧାନରେ ଚାଲିବ । ସେଥିପାଇଁ ୩ କୋଚ୍‌ ବିଶିଷ୍ଟ ୧୩ଟି ମେଟ୍ରୋ ଟ୍ରେନ୍‌ କିଣିବାକୁ ଯୋଜନା ହୋଇଛି ।

Train
Firing on Nandan Kanan Express: ସୀମା ଟପିଗଲେ ଦୁର୍ବୃତ୍ତ, ଚଳନ୍ତା ଟ୍ରେନକୁ କଲେ ଗୁଳିମାଡ଼; ହେଲେ କାହିଁକି

ସବୁ ସୀମା ସରହଦ ଟପିଲେ ଦୁର୍ବୃତ୍ତ । ପୂର୍ବରୁ ଚଳନ୍ତା ଟ୍ରେନକୁ ଢେଲା ଫୋପାଡୁ ଥିବା ବେଳେ ଏବେ ସିଧା ଗୁଳି ମାଡ଼ ।

5 rules to be change from 1st november
Rule Change: କ୍ରେଡିଟ୍‌ କାର୍ଡ, LPG ଠୁ ଟ୍ରେନ୍‌ ଟିକେଟ୍‌ ପର୍ଯ୍ୟନ୍ତ...ନଭେମ୍ବର ୧ରୁ ବଦଳିଯିବ ଏହି ୫ ନିୟମ

କ୍ରେଡିଟ୍ କାର୍ଡ, ଏଲପିଜି ଗ୍ୟାସ୍‌ ଏବଂ ଟ୍ରେନ୍ ଟିକେଟ୍ ଠାରୁ ଆରମ୍ଭ କରି FD ସମୟସୀମା ପର୍ଯ୍ୟନ୍ତ ନିୟମ ନଭେମ୍ବର ୧ରୁ ବଦଳିବ ।

Accident
ଇଅର ଫୋନ୍‌ ଦେଇ ବସିଥିଲେ, ଧକ୍କା ଦେଲା ଟ୍ରେନ୍‌... ଚାଲିଗଲା ଜୀବନ

ଭାବିଥିଲେ ସେଇ ପଟ୍ରିରେ ଆସୁନାହିଁ ଟ୍ରେନ୍‌ । ଆଉ ଆରମ୍‌ରେ ବସି କାନରେ ଇଅର ଫୋନ୍‌ ଲଗାଇ ମୋବାଇଲ ଦୁନିଆରେ ହଜିଯାଇଥିଲେ ।

A two-days national level Wikimedia workshop Train-the-Trainer is organized
ଦୁଇଦିନିଆ ଜାତୀୟ ସ୍ତରୀୟ ଉଇକିମିଡ଼ିଆ କର୍ମଶାଳା ଟ୍ରେନ-ଦି-ଟ୍ରେନର ଆୟୋଜିତ

ଉଇକିପିଡ଼ିଆର ତିନିଦିନିଆ ଜାତୀୟସ୍ତରୀୟ କର୍ମଶାଳା ଟ୍ରେନ୍ ଦି ଟ୍ରେନର୍ (TTT) ଅନୁଷ୍ଠିତ ହୋଇଛି। ବାଙ୍ଗାଲୋରସ୍ଥିତ ଆକ୍ସେସ୍‌ ଟୁ ନଲେଜ୍‌ (ସିଆଇସ୍-ଏଟୁକେ) ଓ ଓଡ଼ିଆ ଉଇକିମିଡ଼ିଆନ୍ସ ୟୁଜର୍‌ ଗ୍ରୁପ୍‌ ଦ୍ୱାରା ମିଳିତ ଭାବେ ଆୟୋଜିତ ଏହି କର୍ମଶାଳାରେ ୩୫ରୁ ଅଧିକ ଜଣ ବଛାହୋଇ ଆମନ୍ତ୍ରିତ ହୋଇଥିଲେ।

Coal India Limited Recruitment
Coal India Limited Recruitment: କୋଲ୍ ଇଣ୍ଡିଆ ଲିମିଟେଡ୍‌ରେ ପୂରଣ ହେବ ମ୍ୟାନେଜ୍‌ମେଣ୍ଟ୍ ଟ୍ରେନି ପଦବୀ

କୋଲ୍ ଇଣ୍ଡିଆ ଲିମିଟେଡ୍(CIL)ରେ ପୂରଣ ହେବ ମ୍ୟାନେଜ୍‌ମେଣ୍ଟ୍ ଟ୍ରେନି ପଦବୀ। ଏନେଇ କୋଲ୍ ଇଣ୍ଡିଆ ଲିମିଟେଡ୍ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Vande bharat sleeper train complete first look with high tech features
ସାମ୍ନାକୁ ଆସିଲା ବନ୍ଦେ ଭାରତ ସ୍ଲିପର ଟ୍ରେନ୍‌ର ସମ୍ପୂର୍ଣ୍ଣ ପ୍ରଥମ ଲୁକ୍; ଛୁଇଁଲେ ଖୋଲିବ

ବନ୍ଦେ ଭାରତ ସ୍ଲିପର ଟ୍ରେନ୍‌ର ସମ୍ପୂର୍ଣ୍ଣ ପ୍ରଥମ ଲୁକ୍ ସାମ୍ନାକୁ ଆସିଛି। ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର କିଛି ଫଟୋ ସିଧାସଳଖ ଚେନ୍ନାଇର ଇଣ୍ଟିଗ୍ରାଲ୍ କୋଚ୍ କାରଖାନାରୁ ଆସିଛି। ଅନ୍ୟ ଟ୍ରେନ୍ ଅପେକ୍ଷା ଏଥିରେ ଏକ ଭଲ ସୁରକ୍ଷା ବ୍ୟବସ୍ଥା ଅଛି।

train
ଟ୍ରେନ୍ ଦୁର୍ଘଟଣା ପାଇଁ ବଡ଼ ଷଡ଼ଯନ୍ତ୍ର; ଟ୍ରାକ୍‌ରୁ ମିଳିଲା କାଠଗଣ୍ଡି

ପୁଣି ଟ୍ରେନ୍‌କୁ ଟାର୍ଗେଟ୍। କିଛି ଦିନର ବ୍ୟବଧାନ ପରେ ଟ୍ରେନ୍‌କୁ ଲାଇନଚ୍ୟୁତ ଉଦ୍ୟମ। ଲକ୍ଷ୍ନୌ ନିକଟ ମାଲିହାବାଦ ରେଳ ଷ୍ଟେସନ ନିକଟରେ ବଡ଼ ଅଘଟଣରୁ ବର୍ତ୍ତିଲା ବରେଲି-ବାରାଣାସୀ ଏକ୍ସପ୍ରେସ।

PGCIL Trainee Registration 2024
PGCIL Trainee Registration 2024: PGCIL ରେ ପୂରଣ ହେବ ଟ୍ରେନି ପୋଷ୍ଟ; ସୁଯୋଗ ପାଇବେ ୭୫୦ରୁ ଅଧିକ

ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ପାୱାର ଗ୍ରୀଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (PGCIL)ରେ ଟ୍ରେନି ପୋଷ୍ଟ ପୂରଣ ହେବ। ଓଡ଼ିଶାରେ ୩୨ଟି ପଦବୀ ପୂରଣ ହେବ।

trains cancelled
Cyclone Dana: ଆସୁଛି ବାତ୍ୟା ‘ଦାନା’; ୩ ଦିନ ମଧ୍ୟରେ ବାତିଲ ହେଲା ୧୭୮ଟି ଟ୍ରେନ୍‌

ବାତ୍ୟା ପାଇଁ ବ୍ୟାପକ ଟ୍ରେନ୍‌ ବାତିଲ ଘୋଷଣା କଲା ରେଲୱେ । ମୋଟ ୧୭୮ଟି ଟ୍ରେନ୍‌ ବାତିଲ ନେଇ ରେଲୱେର ସୂଚନା । 

Kayar Board
କୟର ବୋର୍ଡର କଚ୍ଛପ ନୀତି ! ୧୦ ବର୍ଷ ତଳୁ ଟ୍ରେନିଂ ନେଇ ଅପେକ୍ଷାରେ ୪୦୦ ମହିଳା...

୫ ବର୍ଷ ହେବ ବ୍ୟବହାର ହେଉନି ସାଧାରଣ ସୁବିଧା କେନ୍ଦ୍ର । କାମରେ ଲାଗୁନଥିବାରୁ ମେସିନରେ ଲାଗିଲାଣି କଳଙ୍କି ।

Train Ticket Booking
ବଦଳିଲା ଟ୍ରେନ୍‌ ଟିକେଟ୍‌ ବୁକିଂ ନିୟମ, ୪ ମାସ ନୁହେଁ ୨ ମାସ ପୂର୍ବରୁ କରିବେ ଆଡଭାନ୍ସ ବୁକିଂ

ବିଦେଶୀ ପର୍ଯ୍ୟଟକମାନେ ୩୬୫ ଦିନ ପୂର୍ବରୁ ଆଡଭାନ୍ସ ବୁକିଂ କରିପାରିବେ । ଏହି ନୂଆ ନିୟମ ନଭେମ୍ବର ୧ରୁ ଲାଗୁ ହେବ ।

Elephant
ଟ୍ରେନ୍ ଧକ୍କା ଦେବା ଘଟଣା: ଚିକିତ୍ସା ପାଇଁ ନନ୍ଦନ କାନନ ଆସୁଛି କୁନି ହାତୀ

ରାଉରକେଲାରେ ହାତୀ ପଲଙ୍କୁ ଟ୍ରେନ୍ ଧକ୍କା ଦେବା ଘଟଣାରେ ଆହତ ହାତୀ ଛୁଆକୁ ଚିକିତ୍ସା ପାଇଁ ନନ୍ଦନକାନନ ଅଣାଯାଉଛି ।

Elephant Died
ହାତୀପଲକୁ ଘଉଡାଉଥିଲେ ଲୋକେ; ଟ୍ରେନ୍‌ ଚକାତଳେ ଗଲା ଛୁଆହାତୀର ଜୀବନ

ରାଉରକେଲା ବନ୍ଧୋମୁଣ୍ଡାରେ ଅଭାବନୀୟ ଘଟଣା। ଗତକାଲି ରାତିରେ ଲୋକେ ହାତୀ ପଲଙ୍କୁ ଘଉଡ଼ାଇବା ବେଳେ ହାତୀଙ୍କ ଉପରେ ମାଡ଼ିଗଲା ମାଲବାହୀ ଟ୍ରେନ୍। ଚଳନ୍ତା ଟ୍ରେନ୍ ଚକା ତଳେ ଚାଲିଗଲା ଗୋଟିଏ ଛୁଆହାତୀର ଜୀବନ।

Train Accident
୭୫ କିଲୋମିଟର ସ୍ପିଡ୍‌ରେ ଟ୍ରେନ୍‌କୁ ଧକ୍କା ଦେଲା ଟ୍ରେନ୍‌, ୮ ବଗି ଛିନ୍‌ଛତ୍ର !

ମାଲବାହୀ ଗାଡି ପାଇଁ ଉଦ୍ଦିଷ୍ଟ ଲୁପ୍ ଲାଇନରେ ପଶି ଏହା ଧକ୍କା ଦେଇଥିବା ରେଲୱେ ପକ୍ଷରୁ କୁହାଯାଇଛି। 

Train Accident
ତାମିଲନାଡ଼ୁରେ ବଡ଼ ଟ୍ରେନ୍ ଦୁର୍ଘଟଣା, ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଲା ମହୀଶୁର-ଦରଭଙ୍ଗା ଏକ୍ସପ୍ରେସ୍

ଟ୍ରାକରେ ଛିଡ଼ା ହୋଇଥିବା ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଇଛି ଯାତ୍ରୀବାହୀ ଏକ୍ସପ୍ରେସ । ଏଥିରେ ଟ୍ରେନର ୫ରୁ ଅଧିକ ବଗି ଲାଇନଚ୍ୟୁତ ହେବା ସହିତ ସେଥିରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି।

agniveer died
ଟ୍ରେନିଂ ବେଳେ ଅଘଟଣ; ଅଭ୍ୟାସ ବେଳେ ଫୁଟିଲା ତୋପ, ୨ ଅଗ୍ନିବୀର ମୃତ

ମହାରାଷ୍ଟ୍ରର ନାଶିକ୍ ଜିଲ୍ଲାର ଆର୍ଟିଲିରି ସେଣ୍ଟରରେ ଏକ ବଡ଼ ଅଘଟଣ। ବିସ୍ଫୋରଣରେ ଭାରତୀୟ ସେନାର ୨ ଅଗ୍ନିବୀରଙ୍କର ମୃତ୍ୟୁ ହୋଇଛି।

Bomb Scare
ଏକ୍ସପ୍ରେସ ଟ୍ରେନରେ ବୋମା ଆତଙ୍କ; ସନ୍ଦିଗ୍ଧ ଆତଙ୍କବାଦୀ ବିସ୍ଫୋରକ ସାମଗ୍ରୀ ନେଇ ଯାଉଥିବା ସନ୍ଦେହ !

ପୁରୀ-ନୂଆଦିଲ୍ଲୀ ପୁରୁଷୋତମ ଏକ୍ସପ୍ରେସ ଟ୍ରେନରେ ବୋମା ଥିବା ନେଇ ଆତଙ୍କ ଖେଳିଛି। ଫଳରେ ଉତ୍ତରପ୍ରଦେଶର ତୁଣ୍ଡଲା ରେଳ ଷ୍ଟେସନରେ ତିନି ଘଣ୍ଟାରୁ ଅଧିକ ସମୟ ଅଟକି ରହିଥିଲା ଏକ୍ସପ୍ରେସ ଟ୍ରେନ୍ । 

 Man Breaks Train Window
Special Story: ଟ୍ରେନ ଉପରେ ରାଗ ଶୁଝାଇଲା ଯୁବକ, କାଚକୁ ବାଡ଼େଇ କଲା ଚୁରମାର...

ଟ୍ରେନ ଉପରେ ଶୁଝାଇଲା ରାଗ। କାଚକୁ ବାଡେଇ ଚୁରମାର କରିଦେଲା। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । 

Soil Found On Rail Track
ପୁଣି ଟ୍ରେନକୁ ଟାର୍ଗେଟ୍; ଟ୍ରାକ୍‌ରେ ମାଟି ଗଦା ରଖି ଲାଇନଚ୍ୟୁତ ଉଦ୍ୟମ

ଟଳିଲା ବଡ଼ ଧରଣର ରେଳ ଦୁର୍ଘଟଣା । ସମ୍ଭବତଃ ଏକ ବଡ଼ ଧରଣର ରେଳ ଦୁର୍ଘଟଣା ପାଇଁ କରାଯାଇଥିଲା ଷଡ଼ଯନ୍ତ୍ର । ଉତ୍ତରପ୍ରଦେଶ ରାଏ ବରେଲିର ଟ୍ରେନ୍ ଟ୍ରାକ୍‌ରେ ମାଟି ରଖି ଦୁର୍ଘଟଣା ପାଇଁ ଷଡଯନ୍ତ୍ର କରାଯାଇଥିଲା।