ପ୍ରଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁଯାୟୀ, ଟ୍ରେନ୍ଟି କିଛି ମାସ ହେବ ଷ୍ଟେସନରେ ଛିଡ଼ା ହୋଇ ରହିଥିଲା ।
NPCIL ବୈଜ୍ଞାନିକ ସହାୟକ, ଫାର୍ମାସିଷ୍ଟ, ଷ୍ଟାଇପେଣ୍ଡାରୀ ଟ୍ରେନି, ନର୍ସ, ଆସିଷ୍ଟାଣ୍ଟ ଗ୍ରେଡ୍ -୧ ଏବଂ ଅନ୍ୟାନ୍ୟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଯେଉଁ ପ୍ରାର୍ଥୀମାନେ ଏହି ପୋଷ୍ଟଗୁଡିକରେ ଚାକିରି କରିବାକୁ ଚାହାନ୍ତି ଏବଂ ସମସ୍ତ ଯୋଗ୍ୟତା ମାନଦଣ୍ଡ ପୂରଣ କରିଛନ୍ତି ସେମାନେ ଅନ୍ଲାଇନ୍ରେ ଆବେଦନ କରିପାରିବେ।
ଟ୍ରେନ୍ମ୍ୟାନ୍ ଆପ୍ ଏହାର ନୂଆ ଫିଚର୍ 'Trip Assurance' ଲଞ୍ଚ୍ କରିଛି। ଏହି ନୂଆ ଫିଚ୍ର ଅନୁଯାୟୀ, ଯେଉଁ ଯାତ୍ରୀଙ୍କ ଟିକେଟ୍ ୱେଟ୍ଲିଷ୍ଟ୍ରେ ଅଛି, ଏଭଳି ସ୍ଥଳେ ଯାତ୍ରୀଙ୍କ ଯାତ୍ରାକୁ ସମ୍ପୂର୍ଣ୍ଣ କରିବା ପାଇଁ କମ୍ପାନୀ ପକ୍ଷରୁ ଗ୍ୟାରେଣ୍ଟି ପ୍ରଦାନ କରାଯାଇଥାଏ।
ରେଳ ମନ୍ତ୍ରଣାଳୟ ପାଇଁ ନୂଆ ଶିକ୍ଷା କୋରେଇ ଟ୍ରାଜେଡି: ଆଶ୍ଚର୍ଯ୍ୟ କରିଛି ଡବା ଉପରେ ଡବା ଚଢ଼ି ଫୁଟ୍ ଓଭରବ୍ରିଜକୁ ମାଡ଼ିଯିବା
ଦ୍ରୁତଗାମୀ ମାଲ୍ବାହୀ ଟ୍ରେନ୍ର ୮ଟି ବଗି ଲାଇନ୍ଚ୍ୟୁତ ହୋଇଥିଲା। କିଛି ବଗି ଯାତ୍ରୀ ବିଶ୍ରାମଗାର ଓ ଟିକେଟ୍ ଘର ଉପରକୁ ମାଡ଼ି ଯାଇଥିଲା।
ଟ୍ରେନ ଦୁର୍ଘଟଣା ପରେ ୧୯ ଟ୍ରେନ୍ ବାତିଲ। ଦେଖନ୍ତୁ ଏଇ ଲିଷ୍ଟ୍
କେହି କିଛି ବୁଝିବା ଆଗରୁ ଷ୍ଟେସନ ଭିତରେ ଭୟଙ୍କର ଶବ୍ଦ କରି ମାଡ଼ି ଆସିଥିଲା ଲୌହ ଦାନବ।
ଲୋକେ ସକାଳୁ ଯାତ୍ରୀ ବିଶ୍ରାମଗାରାରେ ଶୋଇଥିଲେ, ଏହି ସମୟରେ ଘଟିଛି ଏହି ଅଘଟଣ ।
ଯାଜପୁର କୋରେଇରେ ଟ୍ରେନ୍ ଦୁର୍ଘଟଣା, ୩ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି ।
ପିଲାଙ୍କୁ ଭଲରେ ରଖିବେ ବୋଲି ଦାଦନ ଯାଇଥିଲେ, ଟ୍ରେନ୍ରେ କଟିଗଲେ। ଏବେ ବିନା ଆଶାବାଡି ସହାୟତାରେ ପାଦେ ଚାଲିବା କଷ୍ଟ...ସବୁ ସ୍ନପ୍ନ ଚୁରମାର ହୋଇଗଲା। ସ୍ୱାମୀଙ୍କ ଯନ୍ତ୍ରଣା ଦେଖି ଭୋ ଭୋ କାନ୍ଦୁଛି ସ୍ତ୍ରୀ
ଟିକେଟ୍କୁ ନେଇ ଯବାନ ଓ TTEଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ଚଳନ୍ତା ଟ୍ରେନ୍ରୁ ଟିଟିଇ, ଯବାନଙ୍କୁ ଠେଲି ଦେଇଥିଲେ।
ତରତର ହୋଇ ପାର ହେଉଥିଲେ ରେଳ ଲାଇନ୍। ବାସ୍ ଏତିକି ବେଳେ ଚଢିଗଲା ଟ୍ରେନ୍। ଦେଖନ୍ତୁ ତା’ପରେ ହେଲା କ’ଣ?
ଯାତ୍ରା ପାଇଁ ଟ୍ରେନ୍ରେ ସିଟ୍ କନଫର୍ମ ହେଲାନି ବୋଲି...ଟ୍ରାକ୍ରେ ୨୦ ମିନିଟ୍ ପର୍ଯ୍ୟନ୍ତ ଛିଡା ହୋଇ ଟ୍ରେନ୍ ଅଟକାଇଲେ ମହିଳା। ବୁଝାସୁଝା ପରେ ବି ଶୁଣିଲେନି..ଶେଷରେ ସିଟ୍ ମିଳିବା ପରେ ଟ୍ରେନ୍କୁ ଛାଡିଲେ ମହିଳା
ଯଦି ଆପଣ ରାତିରେ ଟ୍ରେନ୍ରେ ଯାତ୍ରା କରୁଛନ୍ତି ତେବେ ଆପଣ ମାନିନିଅନ୍ତୁ ଏହି ସବୁ ନିୟମ। ନହେଲେ ହଇରାଣରେ ପଡିବେ ଆପଣ
ଟ୍ରେନ୍ରେ କୌଣସି ଦୂର ସ୍ଥାନକୁ ଯାତ୍ରା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଯାତ୍ରା ପୂର୍ବରୁ ରେଲ୍ୱେର ଏହି ନୂଆ ନିୟମ ଉପରେ ନିଶ୍ଚିତ ଭାବେ ଧ୍ୟାନ ଦିଅନ୍ତୁ। ନଚେତ୍ ଆପଣ ଅସୁବିଧାରେ ପଡ଼ିପାରନ୍ତି।
ଚଳନ୍ତା ଟ୍ରେନ୍ରେ ସିଟ୍ ପାଇଁ ଦୁଇ ମହିଳାଙ୍କ ଭିତରେ ଖଣ୍ଡଯୁଦ୍ଧ। ଦୁହେଁ ଦୁହିଁଙ୍କର ଚୁଟି ଟାଣିଲେ, ଉଭୟ ଉଭୟଙ୍କୁ ବହେ ଛେଚିଲେ। ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ
ଆପଣ ଟ୍ରେନରେ ଯିବା ବେଳେ ଏମିତି ଦୃଶ୍ୟ ନିଶ୍ଚୟ ଦେଖିଥିବେ। ନମାଜ ସମୟ ହେଲେ ମୁସଲିମ୍ ସଂପ୍ରଦାୟର ବ୍ୟକ୍ତି ନିଜ ସିଟ ପାଠରେ ନମାଜ ପାଠ କରିଥାନ୍ତି। ହେଲେ ଏ ଦୃଶ୍ୟ ଟିକେ ନିଆରା। ଚଳନ୍ତା ଟ୍ରେନରେ ଯାତ୍ରୀଙ୍କ ବାଟ ଓଗାଳି ଏହି କିଛି ସଂଖ୍ୟାଲଘୁ ନମାଜ ପଢିବାକୁ ନେଇ ବିବାଦ ମୁଣ୍ଡ ଟେକିଛି। କଥା ଯାଇ ପହଂଚିଛି ରେଳବାଇ ସୁରକ୍ଷା ବୋର୍ଡ ନିକଟରେ...
ଆପଣ ଟ୍ରେନରେ ଯିବା ବେଳେ ଏମିତି ଦୃଶ୍ୟ ନିଶ୍ଚୟ ଦେଖିଥିବେ। ନମାଜ ସମୟ ହେଲେ ମୁସଲିମ୍ ସଂପ୍ରଦାୟର ବ୍ୟକ୍ତି ନିଜ ସିଟ ପାଠରେ ନମାଜ ପାଠ କରିଥାନ୍ତି। ହେଲେ ଏ ଦୃଶ୍ୟ ଟିକେ ନିଆରା। ଚଳନ୍ତା ଟ୍ରେନରେ ଯାତ୍ରୀଙ୍କ ବାଟ ଓଗାଳି ଏହି କିଛି ସଂଖ୍ୟାଲଘୁ ନମାଜ ପଢିବାକୁ ନେଇ ବିବାଦ ମୁଣ୍ଡ ଟେକିଛି। କଥା ଯାଇ ପହଂଚିଛି ରେଳବାଇ ସୁରକ୍ଷା ବୋର୍ଡ ନିକଟରେ...
ସୋସିଆଲ ମିଡିଆରେ ସେହି ସମୟର ଲୋମହର୍ଷଣକାରୀ ଭିଡିଓ ଭାଇରାଲ୍ ହେଉଛି ।
ନିଆଁ ଲାଗିବାର କାରଣ ଅସ୍ପଷ୍ଟ, ଘଟଣାସ୍ଥଳରେ ରେଳ ଅଧିକାରୀ ।
ଦକ୍ଷିଣ-ପଶ୍ଚିମ ରୁଷିଆର ବେଲଗୋରଡର ଏକ ସାମରିକ ଟ୍ରେନିଂ ଗ୍ରାଉଣ୍ଡରେ ଆତଙ୍କବାଦୀଙ୍କ ଆକ୍ରମଣ ଯୋଗୁ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଏଣିକି ଟ୍ରେନ ଧକ୍କାରେ ଯିବନି ହାତୀଙ୍କ ଜୀବନ । ହାତୀଙ୍କ ସୁରକ୍ଷା ଲାଗି ବନବିଭାଗର ଏଭଳି ବଡ଼ ପଦକ୍ଷେପ ।
ଲାଇନଚ୍ୟୁତ ହେବାରୁ ସେହି ରୁଟ ଦେଇ ଚଳାଚଳ କରୁଥିବା କିଛି ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି।
୨୨ ବର୍ଷ ଦେଶ ସେବା ପରେ ଏବେ ଗାଁକୁ ଫେରିଲେ ଯବାନ। କହିଲେ, ମାଗଣାରେ ଗାଁ ଯୁବକଙ୍କୁ ଦେବେ ଆର୍ମି ଟ୍ରେନିଂ। ଯବାନଙ୍କ ପାଇଁ ୧ କିମି ପର୍ଯ୍ୟନ୍ତ ଲାଗିଥିଲା ଶୋଭାଯାତ୍ରା...
ଏଣିକି PNR ଷ୍ଟାଟସ୍ ଓ ଲାଇଭ୍ ଟ୍ରେନ୍ ଷ୍ଟାଟସ୍ ଅର୍ଥାତ୍ କେଉଁଠି ଟ୍ରେନ୍ ଅଛି ଏସବୁ ହ୍ୱାଟ୍ସଆପ୍( WhatsApp)ରେ ଚେକ୍ କରିପାରିବେ। ଯାତ୍ରୀଙ୍କ ସୁବିଧା ଲାଗି ଭାରତୀୟ ରେଳ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।