ଚନ୍ଦ୍ରମାଙ୍କ ସାହସ ଓ ମନୋବଳକୁ ମାନିବାକୁ ପଡ଼ିବ। ନିଜେ ଦିବ୍ଯାଙ୍ଗ। ବାପ ଛେଉଣ୍ଡ ଆଉ ଘରର ବଡ଼ ଝିଅ। ନିଜେ ଖଟି ଭାଇଭଉଣୀଙ୍କୁ ବଡ଼ କରିଛନ୍ତି। ପରିବାର ଚଳାଇଥିଲେ। ଏବେ ସେ ଗୋଡ଼ କାଢ଼ିଛନ୍ତି ପଞ୍ଚାୟତ କଥା ବୁଝିବେ, ଲୋକଙ୍କ ସେବା କରିବେ। ଏବେ ସେ ସରପଞ୍ଚ ପ୍ରାର୍ଥିନୀ।
Published: Otv Khabar Bureau
Last updated: 26 January 2022, 11:00 AM IST
'ଯେଉଁ ସ୍ଥାନରୁ କୌଣସି ପ୍ରାର୍ଥୀପତ୍ର ଦାଖଲ ହୋଇ ନାହିଁ ବା ତ୍ରୁଟି କାରଣରୁ ନୋମିନେସନ ଖାରଜ ହୋଇ ଯାଇଛି ସେଠି ଆଉ ଥରେ ନୋମିନେଶନ ପାଇଁ ସୁଯୋଗ ରହିଛି