• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: High Educated Candidates

politics
ନିର୍ବାଚନୀ ମୈଦାନରେ ଆଦିବାସୀ ସପ୍ଟୱେର ଇଞ୍ଜିନିୟରିଂ ଛାତ୍ରୀ

ସମିତି ସଭ୍ୟ ପ୍ରାର୍ଥୀ ହେଲେ ସପ୍ଟୱେର ଇଂଜିନିୟର ଛାତ୍ରୀ । ନିଜ ପଞ୍ଚାୟତର ସମସ୍ୟାକୁ ଆୟୁଧ କରି ନିର୍ବାଚନୀ ବୈତରଣୀ ଜିତିବାକୁ ପ୍ରୟାସ ।

Odisha Panchayat Polls
ରାଜନୀତିର ସାପ ସିଢି ଖେଳରେ ଉଚ୍ଚ ଶିକ୍ଷିତ: ରୋମାଞ୍ଚକ ହେବ ପଞ୍ଚାୟତ ନିର୍ବାଚନ

କାଲି ଯିଏ ଉପରେ ଆଜି ସିଏ ତଳେ, ତ ଆଜି ଯିଏ ତଳେ, କାଲି ଉପରେ । ଚଳିତ ପଞ୍ଚାୟତ ନିର୍ବାଚନରେ ଏ ଉକ୍ତିର ସତ୍ୟତା ଦେଖିବାକୁ ମିଳିଛି । କିଛି ପ୍ରାର୍ଥୀଙ୍କ କ୍ଷେତ୍ରରେ କିଏ ପୂର୍ବତନ ମନ୍ତ୍ରୀ ତ ଆଉ କିଏ ବିଧାୟକ ହୋଇ ବି ଏଥର ପଞ୍ଚାୟତ ନିର୍ବାଚନ ଲଢିବାକୁ ପଛାଇ ନାହାନ୍ତି । ସେହିଭଳି ଏଥର ପଂଚାୟତ ନିର୍ବାଚନରେ ବହୁ ଉଚ୍ଚଶିକ୍ଷିତ ଛାତ୍ରଛାତ୍ରୀ ନିର୍ବାଚନ ମୈଦାନକୁ ଓହ୍ଲାଇଥିବାରୁ ସେମାନଙ୍କୁ ନେଇ ନିଜ ନିଜ ଅଞ୍ଚଳରେ ଖୁବ ଚର୍ଚ୍ଚା ।