• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha Panchayat Poll

Govt Servant
ପ୍ରଚାରରେ ମାତୁଛନ୍ତି ସରକାରୀ ବାବୁ

ର୍ବାଚନୀ କ୍ୟାମ୍ପେନ୍‌ରେ କାମ କରୁଛନ୍ତି ସରକାରୀ କର୍ମଚାରୀ। ଶିକ୍ଷକମାନଙ୍କ ସମ୍ପୃକ୍ତି ସବୁଠାରୁ ଅଧିକ। ଏମିତି କିଛି ତଥ୍ୟ ସାମନାକୁ ଆସିବା ପରେ ନିର୍ବାଚନୀ ସ୍ବଚ୍ଛତାକୁ ନେଇ ବି ପ୍ରଶ୍ନ ଉଠିଲାଣି।

 Odisha Panchayat Poll
ଜିଅନ୍ତା ମାଛ ଧରି ପ୍ରାର୍ଥୀ କରୁଛନ୍ତି ପ୍ରଚାର

ନା ସଭା ସମିତି ମାଧ୍ୟମରେ ପ୍ରଚାର ହୋଇପାରୁଛି ନା ରାଲି, ରୋଡ୍ ସୋ ପାଇଁ ଅନୁମତି ମିଳିଛି । ତଥାପି କଟକଣା ଭିତରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ନେତାଏ ଅଭିନବ ପ୍ରଚାରରେ କ୍ୟାମ୍ପେନିଂ ପାଇଁ ଲାଗି ପଡିଛନ୍ତି । ଆପଣାଉଛନ୍ତି ଅଲଗା ଅଲଗା ଫଣ୍ଡା । ବିଭିନ୍ନ ସ୍ଥାନରେ ନିଜ ନିଜର ନିର୍ବାଚନୀ ଚିହ୍ନକୁ ଧରି ଭୋଟରଙ୍କ ପାଖରେ ପହଞ୍ଚୁଛନ୍ତି ।

 Divyang Chandama Reddy
ଦିବ୍ଯାଙ୍ଗ ସରପଞ୍ଚ ପ୍ରାର୍ଥୀ… ପରିବାର ପୋଷୁଥିଲେ, ଏବେ ପଞ୍ଚାୟତ କଥା ବୁଝିବେ

ଚନ୍ଦ୍ରମାଙ୍କ ସାହସ ଓ ମନୋବଳକୁ ମାନିବାକୁ ପଡ଼ିବ। ନିଜେ ଦିବ୍ଯାଙ୍ଗ। ବାପ ଛେଉଣ୍ଡ ଆଉ ଘରର ବଡ଼ ଝିଅ। ନିଜେ ଖଟି ଭାଇଭଉଣୀଙ୍କୁ ବଡ଼ କରିଛନ୍ତି। ପରିବାର ଚଳାଇଥିଲେ। ଏବେ ସେ ଗୋଡ଼ କାଢ଼ିଛନ୍ତି ପଞ୍ଚାୟତ କଥା ବୁଝିବେ, ଲୋକଙ୍କ ସେବା କରିବେ। ଏବେ ସେ ସରପଞ୍ଚ ପ୍ରାର୍ଥିନୀ।