• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Odisha Assembly
ଉତ୍ତର ରଖିପାରିଲେନି ସରକାର, ଶେଷରେ ୨୦ ଦିନ ଆଗରୁ ବିଧାନସଭା ବନ୍ଦ

ତେବେ ଶୀତ ଅଧିବେଶନ ଆରମ୍ଭ ହେବା ଦିନରୁ ବିଧାନସଭାରେ ବିରୋଧୀ ହୋ-ହଲ୍ଲା କରିଥିଲେ । ମମିତାଙ୍କୁ ନ୍ୟାୟ ଦାବି ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଗୃହରେ ହୋ-ହଲ୍ଲା ଜାରି ରହିଥିଲା । ଗତକାଲି ଅଷ୍ଟମ ଦିନରେ ମଧ୍ୟ ବିରୋଧୀ ଘଣ୍ଟ ବାଡ଼େଇ ପ୍ରତିବାଦ କରିଥିଲେ । 

Senior leaderprafulla majhi joins bjd in presence of pranab prakash das
ବିଜେଡ଼ିରେ ମୁଁ କାହିଁକି ମିଶିଲି ତାହା କହିଲେ ଇତିହାସ ହେବ

ବିଜେଡ଼ିରେ ମୁଁ କାହିଁକି ମିଶିଲି ତାହା କହିଲେ ଇତିହାସ ହେବ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟ ବେଶ୍‌ ମତେ ଉତ୍ସାହିତ କରେ, କାମ କରିବା ପାଇଁ ଏଠିକି ଆସିଲି : ପ୍ରଫୁଲ୍ଲ ମାଝୀ

Praffula Majhi
କଂଗ୍ରେସରୁ ବିଦା ପରେ BJDରେ ସାମିଲ ହେଲେ ବରିଷ୍ଠ ନେତା ପ୍ରଫୁଲ୍ଲ ମାଝି

ତଲସରା ନିର୍ବାଚନ ମଣ୍ଡଳୀରୁ ୩ ଥର ବିଧାୟକ ହୋଇଛନ୍ତି ପ୍ରଫୁଲ୍ଲ ମାଝି । ବିଜେଡିରେ ଯୋଗଦେବା ପରେ ପ୍ରଫୁଲ୍ଲ କହିଛନ୍ତି, ‘ଆଜିର ଦିନ ମୋ ପାଇଁ ଏକ ସ୍ମୃତିର ଦିନ ।

  • Friday, 10 December 2021
Police Beat Up Student Congress Workers
ପୋଲିସ୍‌ର ବର୍ବରତା: ଲାଠିମାଡ଼ କଲେ, କଂଗ୍ରେସ ଭବନରେ ପଶି ଗୋଡ଼ାଇ ଗୋଡ଼ାଇ ପିଟିଲେ...

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ଆଜି ରାଜଧାନୀ ଭୁବନେଶ୍ୱରରେ ଛାତ୍ର କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ୍‌ର ବର୍ବରତା ଦେଖିବାକୁ ମିଳିଛି।

BJD-BJP Protest
ପୋଲିସ୍ ବନାମ ବିଜେପି ଯୁବ ମୋର୍ଚ୍ଚା ମୁହାଁମୁହିଁ, ଠେଲାପେଲା ଆଉ ହାତାହାତି

ପୋଲିସ୍ ବନାମ ବିଜେପି ଯୁବ ମୋର୍ଚ୍ଚା ମୁହାଁମୁହିଁ, ଠେଲାପେଲା ଆଉ ହାତାହାତି । ସ୍ଥାନ ଲୋୟର ପିଏମଜି । ସମୟ ଦିନ ଗୋଟାଏ । ପୋଲିସ୍ ଭ୍ୟାନ୍ ଭଙ୍ଗାରୁଜା ସହ ଆକ୍ରମଣର ଜବାବରେ ପୋଲିସ୍ ବି କରିଥିଲା ଲାଠିମାଡ଼ । ବଳପ୍ରୟୋଗ କରି ବିଜେପି କର୍ମୀମାନଙ୍କୁ ଉଠାଇ ନେଇଥିଲେ ପୋଲିସ୍ ଅଧିକାରୀ ।

BJP-BJD Protest
ରଣକ୍ଷେତ୍ର ଲୋୟର ପିଏମ୍‌ଜି ! ବିଧାନସଭା ସମ୍ମୁଖରେ ବିଜେପି-ପୋଲିସ ମୁହାଁମୁହିଁ

ପୋଲିସ୍ ବନାମ ବିଜେପି ଯୁବ ମୋର୍ଚ୍ଚା ମୁହାଁମୁହିଁ, ଠେଲାପେଲା ଆଉ ହାତାହାତି । ସ୍ଥାନ ଲୋୟର ପିଏମଜି । ସମୟ ଦିନ ଗୋଟାଏ । ପୋଲିସ୍ ଭ୍ୟାନ୍ ଭଙ୍ଗାରୁଜା ସହ ଆକ୍ରମଣର ଜବାବରେ ପୋଲିସ୍ ବି କରିଥିଲା ଲାଠିମାଡ଼ । ବଳପ୍ରୟୋଗ କରି ବିଜେପି କର୍ମୀମାନଙ୍କୁ ଉଠାଇ ନେଇଥିଲେ ପୋଲିସ୍ ଅଧିକାରୀ ।

Odisha Assembly
ଘଣ୍ଟ ବାଡ଼େଇଲେ ତାରା, ପ୍ରତାପଙ୍କୁ ସୁରକ୍ଷା ଯୋଗାଇଲେ ବିଜେଡି ବିଧାୟକ

ଶୀତ ଅଧିବେଶନ ଆରମ୍ଭ ହେବାର ପ୍ରାୟ ସପ୍ତାହେ ବିତି ଗଲାଣି । ଅଜି ବିଧାନସଭାର ଅଷ୍ଟମ ଦିନ ଥିଲା । ଏହି ୮ ଦିନ ମଧ୍ୟରେ ପବିତ୍ର ଗୃହରେ ଦିନେ ବି ହୋଇପାରିନି ଆଲୋଚନା ।

  • Thursday, 09 December 2021
BJP
ରାଜଧାନୀ ରାଜରାସ୍ତାରେ ପୋଲିସ୍-ବିଜେପି କର୍ମୀ ଧସ୍ତାଧସ୍ତି, ୨୫ ଆହତ

ପୋଲିସ୍ ସହ ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା। ପୋଲିସ୍ ବ୍ୟାରିକେଡ୍ କରି ବିଜେପି କର୍ମୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ହେଲେ ପୋଲିସ୍ ସହ ବିଜେପି କର୍ମୀଙ୍କ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।

BJP protest at bhubaneswar
ଲାଠିମାଡ଼ ପରେ ପୋଲିସ ଉପରକୁ ବିଜେପି କର୍ମୀଙ୍କ ଢେଲାମାଡ଼

ପ୍ରଥମ ବ୍ୟାରିକେଡକୁ ଭାଙ୍ଗି ଦ୍ୱିତୀୟ ବ୍ୟାରିକେଡ ପାଖରେ ଧାରଣା ଦେଇଥିଲା ବିଜେପି। ବିଜେପି କର୍ମୀଙ୍କୁ ଗିରଫ କଲା ବେଳେ ପୋଲିସ ସହ ଠେଲାପେଲା ହୋଇଥିଲା।

BJP Yuva Morcha Plans To Gherao Odisha Assembly Over Mamita Murder Case
'କଥାରେ ନୁହେଁ କାମରେ କରି ଦେଖାଅ'

ମମିତା ମେହେର ପ୍ରସଙ୍ଗରେ ଆଜି ବିଜେପି ଯୁବ ମୋର୍ଚ୍ଚାର ଧାରଣା । ବିଧାନସଭା ଘେରାଉ କରିବ ବିଜେପି ଯୁବ ମୋର୍ଚ୍ଚା ।

BJD To Launch Rally Over Essential Commodity Price Rise, Unemployment
ଆଜି ବେକାରି ସମସ୍ୟା ନେଇ ଶୋଭାଯାତ୍ରା

ଆଜି ବିଜେଡିର ଦରବୃଦ୍ଧି ପ୍ରତିବାଦ । ସକାଳ ୯ଟାରୁ ଶୋଭାଯାତ୍ରା ଆରମ୍ଭ । ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

Odisha Assembly Politics
ଫଟୋ ଦେଖାଇଲେ, ସବୁଦଳ ମିଶି ହଙ୍ଗାମା କଲେ

ଆଜି ଠପ୍‌ ହେଲା ଗୃହ କାର୍ଯ୍ୟ : ଫଟୋ ଦେଖାଇଲେ, ସବୁଦଳ ମିଶି ହଙ୍ଗାମା କଲେ । ଶେଷରେ ଆଜି ବି ଯଥା ପୂର୍ବଂ ତଥା ପରିଂ ପରି ଲାଗିରହିଲା ସ୍ଥିତି ।

  • Wednesday, 08 December 2021
Govinds advocate mohanlals statement on BJP link
ମୁଁ ବିଜେପିର ଦୃଢ଼ ସମର୍ଥକ, ମାତ୍ର ପ୍ରାଥମିକ ସଦସ୍ୟ ନୁହେଁ: ଗୋବିନ୍ଦଙ୍କ ଓକିଲ

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଓକିଲ ମୋହନ ଲାଲ୍‌ ଶର୍ମାଙ୍କ ବିଜେପି ସହ ସମ୍ପର୍କ ନେଇ ବିଜେଡି ଅଭିଯୋଗ ଆଣିଛି। ବିଜେଡିର ଏହି ଅଭିଯୋଗ ପରେ ମୋହନ ଲାଲ୍‌ ପ୍ରତିକ୍ରିୟା ରଖିଛନ୍ତି।

Narendra Modi
ବିଜେପି ସାଂସଦଙ୍କୁ ମୋଦିଙ୍କ ତାଗିଦ୍‌, ବଦଳିଯାଅ ନହେଲେ ସମୟ ବଦଳାଇଦେବ

ସଂସଦର ଅଧିବେଶନ ଓ ବୈଠକରେ ନିୟମିତ ଭାବେ ଉପସ୍ଥିତ ରହିବାକୁ କହିଛନ୍ତି ମୋଦି । ଛୋଟ ପିଲାଙ୍କୁ ବୁଝାଇଲା ଭଳି ସବୁବେଳେ କହିବା ଭଲ ଲାଗୁ ନାହିଁ ବୋଲି ମୋଦି କହିଥିବା ସୂଚନା ମିଳିଛି ।

Odisha Assembly
ନବୀନଙ୍କୁ ଧୃତରାଷ୍ଟ୍ର ଓ ଦିବ୍ୟଶଙ୍କର ଦୁର୍ଯ୍ୟୋଧନ

ମମିତା ମାମଲାରେ ଆସମ୍ଲିରେ ଜାରି ରହିଛି ପଲିଟିକାଲ ହାଇଡ୍ରାମାI ନବୀନଙ୍କୁ ଧୃତରାଷ୍ଟ୍ର ଓ ଦିବ୍ୟଶଙ୍କରଙ୍କୁ ଦୁର୍ଯ୍ୟଧନ ଦର୍ଶାଇଲା ବିଜେପି I ଘଣ୍ଟ ପିଟି ଚେତାଇବାକୁ ଚେଷ୍ଟାକଲେ ବିଜେପି ସଦସ୍ୟ I ଦୁର୍ଗା ରୂପରେ ମମିତାଙ୍କୁ ଚିତ୍ରଣ କରି କଂଗ୍ରେସର ବିଧାନସଭା ପରିକ୍ରମା I ବିରୋଧୀ ସଦସ୍ୟ ଙ୍କ ଉପରେ ବିଜେଡି ଛିଞ୍ଚିଲା ଜଗନ୍ନାଥଙ୍କ ଜଳ I

Narendra Modi
ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶକୁ ମୋଦିଙ୍କ ବଡ଼ ଉପହାର

ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ଗୋରଖପୁରବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଏକ ବଡ଼ ଭେଟି ଦେଇଛନ୍ତି । ବହୁ ପ୍ରତିକ୍ଷିତ ଗୋରଖପୁର ଏମ୍‌ସର ଆଜି ଲୋକାର୍ପଣ ହୋଇଛି ।

Odisha Assembly
ମୁଖ୍ୟମନ୍ତ୍ରୀଙ୍କୁ ମହାଭାରତର କୌରବ ସଜେଇଲା ବିଜେପି

ବିଜେଡି କହୁଛି ବିରୋଧୀ ଦଳ ଡ୍ରାମା କରୁଛନ୍ତି, କିନ୍ତୁ ଠିକ୍ ଓଲଟା। ତାଙ୍କ ଦୃତରାଷ୍ଟ୍ର ନବୀନ ବାବୁ ଡ୍ରାମା କରୁଛନ୍ତି ବୋଲି କହିଛନ୍ତି।

Naveen Patnaik
କେବଳ ଭାବମୂର୍ତ୍ତୀ ପାଇଁ ଅନ୍ତର୍ଜାତୀୟ ଚ୍ୟାନେଲକୁ ୧୦ କୋଟି, ରାଜ୍ୟ ସ୍ୱାର୍ଥ ନା ବ୍ୟକ୍ତି ସ୍ୱାର୍ଥ...

ବିଜେଡିର ସ୍ଲୋଗାନ, ଆମେ କଥା ନୁହଁ, କାମରେ ବିଶ୍ୱାସ ରଖୁ । କିନ୍ତୁ ବିଜେଡି ସରକାର କହେ, କାମ କମ୍‌ ପ୍ରଚାରରେ ଅଧିକ ବିଶ୍ୱାସ ରଖୁ। ଏ କଥା ଆମେ କହୁନାହୁଁ, ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ସ୍ପଷ୍ଟ ହେଉଛି ।

Why BJD MLAs Sprinkle Gangajal In House, Asks Congress Leader
ମହାପ୍ରଭୁ ମୁଖ୍ୟମନ୍ତ୍ରୀ ଓ ବିଜେଡି ଦଳକୁ ସଦ୍‌ବୁଦ୍ଧି ଦିଅନ୍ତୁ: ତାରା ପ୍ରସାଦ ବାହିନୀପତି

ଦୁର୍ନୀତି ଲୁଚାଇବାକୁ ଗୃହକୁ ବାରମ୍ବାର ମୁଲତବି ରଖାଯାଉଛି, ମହାପ୍ରଭୁ ମୁଖ୍ୟମନ୍ତ୍ରୀ ଓ ବିଜେଡି ଦଳକୁ ସଦ୍‌ବୁଦ୍ଧି ଦିଅନ୍ତୁ, ଅଭିଯୁକ୍ତ ମନ୍ତ୍ରୀଙ୍କୁ ତୁରନ୍ତ ଦଳରୁ ବହିଷ୍କାର କରନ୍ତୁ ମୁଖ୍ୟମନ୍ତ୍ରୀ, ବିଜେଡିର ସଦ୍‌ବୁଦ୍ଧି ଫେରିବା ଯାଏଁ ଲଢେଇ ଜାରି ରହିବ: ତାରା ପ୍ରସାଦ ବାହିନୀପତି

Odisha CM Is Sleeping like ‘Kumbhakarna’, Says BJP’s Bishnu Sethi
ହକି ମ୍ୟାଚ୍ ଦେଖି ଯାଉଛନ୍ତି, ବିଧାନସଭା ଆସୁନାହାନ୍ତି

ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଆସୁ ନାହାନ୍ତି.. ଏନେଇ ବିଧାୟକ ବିଷ୍ଣୁ ସେଠୀ କଣ କହୁଛନ୍ତି ଶୁଣନ୍ତୁ..

Deadlock In Odisha Assembly Over Mamita Murder Case Continues On Day 6, House Adjourned Till 4 PM
'ମହାପ୍ରଭୁ ଜଗନ୍ନାଥ ମୁଖ୍ୟମନ୍ତ୍ରୀଙ୍କୁ ସଦବୁଦ୍ଧି ଦିଅନ୍ତୁ'

ଗୋଟିଏ ଲୋକକୁ ବଞ୍ଚେଇବାକୁ ବିଧାନସଭାକୁ ଆସୁନାହାନ୍ତି ମୁଖ୍ୟମନ୍ତ୍ରୀ.. ରାଜ୍ୟବାସୀଙ୍କ ସ୍ୱାର୍ଥକୁ ବଳୀ ପକେଇଦେଉଛନ୍ତି.. ଗୃହକୁ ଚଲେଇ ଦେଉନାହାନ୍ତି ଶାସକ ଦଳ..ଏହାର ପ୍ରତିବାଦ କରି ବିଜେପି ମହାପ୍ରଭୁ ଜଗନ୍ନାଥଙ୍କ ଶରଣ ପଶିଛି..

BJD Stage Protest Against BJP Outside Odisha Assembly
ମହାପ୍ରଭୁ ଏମାନଙ୍କୁ ସଦବୁଦ୍ଧି ଦିଅନ୍ତୁ: ପ୍ରତାପ ଦେବ

୬ ଦିନ ହେଲାନି ଚାଲିପାରୁନି ବିଧାନସଭା ଗୃହ । ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଗୃହ ବାରମ୍ବାର ମୁଲତବ ହେଉଛି । ତେଣୁ ବିଜେଡି ଆଜି ଗୃହରେ ଗଙ୍ଗାପାଣି ଛିଞ୍ଚିବା ସହ ଗାନ୍ଧି ମୂର୍ତ୍ତୀ ତଳେ ଧାରଣା ଦେଇଛି ।

Ruckus In Assembly - Speaker SN Patro Adjourns House Till 4 PM
ମୁଁ ମମିତା ମେହେରର ହତ୍ୟାକାରୀ, ମୁଖ୍ୟମନ୍ତ୍ରୀ ମୋର ରକ୍ଷାକାର !

ଆଜିବି ଚାଲିପାରିଲାନି ବିଧାନସଭା ଗୃହ । ପ୍ଲାକାର୍ଡ ଧରି ବିରୋଧ କରିଛନ୍ତି ବିରୋଧୀ ।

Opposition MLAs Create Ruckus In Odisha Assembly
ଆଜି ବି ଚାଲିପାରିଲାନି ବିଧାନସଭା

ବିଧାନସଭା ଶୀତ ଅଧିବେଶନର ୬ଷ୍ଠ ଦିନରେ ବି ମୁଲତବୀ ହେଲା ଗୃହ.. ବିରୋଧୀଙ୍କ ହଟ୍ଟଗୋଳ ପରେ ଗୃହ ମୁଲତବୀ କଲେ ବାଚସ୍ପତି

Odisha Assembly
ବିଧାନସଭାରେ ହାଇଡ୍ରାମା: ୩ ଦଳର ହଙ୍ଗାମା ଯୋଗୁ ଷଷ୍ଠ ଦିନରେ ବି ଚାଲିପାରିଲାନି ବିଧାନସଭା

ଷଷ୍ଠ ଦିନରେ ବି ବିଧାନସଭାରେ ଅଚଳାବସ୍ଥା ଦେଖିବାକୁ ମିଳିଛି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରି ବିଜେପି ସଦସ୍ୟମାନେ ଗୃହର ମଧ୍ୟଭାଗରେ ଘଣ୍ଟ ବାଡେଇଥିଲେ।