• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଆଜି ପଞ୍ଚାୟତ ଭୋଟ୍‌ ଗଣତିର ତୃତୀୟ ଦିନ। ଗତ ଦୁଇ ଦିନର ଗଣତି ପରେ ବୃହତ ବିଜୟ ଅଭିମୁଖେ ବିଜେଡି ଥିବାବେଳେ ଧରାଶାୟୀ ହୋଇପଡ଼ିଛନ୍ତି ବିଜେପି ଓ କଂଗ୍ରେସ। ବର୍ତ୍ତମାନ ସୁଦ୍ଧା ହୋଇଥିବା ଗଣତିରେ ବିଜେଡି ବିରୋଧୀ କଂଗ୍ରେସ ଓ ବିଜେପିଠୁ ବହୁ ଆଗରେ ରହିଛି।

ଟ୍ରେଣ୍ଡ୍‌ ଅନୁସାରେ, ୮୫୧ ଜିଲ୍ଲା ପରିଷଦ ଜୋନ୍‌ରୁ ୭୮୭ ଜୋନ୍‌ରେ ଏବେ ଯାଏ ଫଳାଫଳ ଆସିଛି। ଏଥିମଧ୍ୟରୁ ବିଜେଡି ୭୦୩ଟି ଆସନରେ ଆଗୁଆ ଥିବାବେଳେ ବିଜେପି ୪୦ଟି, କଂଗ୍ରେସ ୩୭ ଓ ଅନ୍ୟ ଦଳ ୭ଟି ଆସନରେ ଆଗରେ ଅଛନ୍ତି। ଆଜି ଶେଷ ଦିନରେ ୨୩୧ ଜୋନ୍‌ରେ ଗଣତି ଚାଲିଛି।

ଆଜି ତୃତୀୟ ଦିନ ଭୋଟ୍‌ ଗଣତି...ଜାଣନ୍ତୁ କେଉଁ ପ୍ରାର୍ଥୀ, କେଉଁ ସ୍ଥାନରୁ ଆଗରେ ଅଛନ୍ତି

ଜିଲ୍ଲା ପରିଷଦ- ଅନୁଗୁଳ

  • ପାଲଲହଡ଼ା-୨୪ରେ ବିଜେଡିର ଇନ୍ଦିରା ହେମ୍ବ୍ରମ ଆଗୁଆ

ଜିଲ୍ଲା ପରିଷଦ- ବରଗଡ଼

  • ବରଗଡ଼-୧୬ରେ ବିଜେଡିର ମୋହନ ଲୁହା ଆଗୁଆ
  • ବରଗଡ଼-୧୭ରେ ବିଜେଡିର ମିନାକ୍ଷୀ ପାଣ୍ଡେ ଆଗୁଆ
  • ବରପାଲି-୨୦ରେ ବିଜେଡିର ସୀତୟା ସାହୁ ଆଗୁଆ
  • ବିଜେପୁର-୨୩ରେ ବିଜେଡିର ସୁଦାମ ସାହୁ ଆଗୁଆ
  • ରାଜବୋଡାସମ୍ବର-୩୧ରେ ବିଜେପିର ମକରଧ୍ୱଜ ବଗାର ଆଗୁଆ
  • ସୋହେଲା-୩୪ରେ ବିଜେଡିର ରୋଜି ନାଏକ ଆଗୁଆ
  • ଅତାବିରା-୪ରେ ବିଜେଡିର ଶମ୍ଭୁ ସେଠ୍‌ ଆଗୁଆ
  • ପାଇକମାଳ-୧୩ରେ ବିଜେଡିର ବାସନ୍ତୀ ବଲମ ଆଗୁଆ

ଜିଲ୍ଲା ପରିଷଦ- ବଲାଙ୍ଗିର

  • ପାଟଣାଗଡ଼-୧୬ରେ ବିଜେଡିର ବାଳିକା ମାଝୀ ଆଗୁଆ
  • ଟିଟିଲାଗଡ଼-୯ରେ ବିଜେଡିର ଟିକି ପୋଢ଼ ଆଗୁଆ
  • ବେଲପଡ଼ା-୨୬ରେ ବିଜେଡିର ଯମୁନା ରଣା ଆଗୁଆ
  • ମୁରୀବାହାଲ-୨୯ରେ କଂଗ୍ରେସର ଗୋପିନାଥ ପାଣିଗ୍ରାହୀ ଆଗୁଆ
  • ସଇଁତଳା-୩୨ରେ କଂଗ୍ରେସର ପ୍ରମୋଦ ଭୋଇ ଆଗୁଆ

ଜିଲ୍ଲା ପରିଷଦ- ଗଞ୍ଜାମ

  • କବିସୂର୍ଯ୍ୟନଗର-୭ରେ ବିଜେଡିର ସନ୍ତୋଷ ପାଢୀ ଆଗୁଆ
  • ବେଗୁନିଆପଡ଼ା-୪୬ରେ ବିଜେଡିର ବିନୋଦିନୀ ସ୍ୱାଇଁ ଆଗୁଆ
  • ପୁରୁଷୋତ୍ତମପୁର-୩୭ରେ ବିଜେଡିର ରଞ୍ଜିତ ବେହେରା ଆଗୁଆ
  • ଖଲ୍ଲିକୋଟ-୧୩ରେ ବିଜେଡିର ବିନାୟକ ଜାନି ଆଗୁଆ
  • କୁକୁଡ଼ାଖଣ୍ଡି-୧୦ରେ ବିଜେଡିର ଭାରତୀ ନାଏକ ଆଗୁଆ
  • ଜଗନ୍ନାଥପ୍ରସାଦ-୨୪ରେ ବିଜେଡିର ମାନସୀ ସେଠୀ ଆଗୁଆ
  • ସୋରଡ଼ା-୬୫ରେ ବିଜେଡିର ପ୍ରଫୁଲ୍ଲ ମାହାଙ୍କୁଡ଼ ଆଗୁଆ
  • ସୋରଡ଼ା-୬୬ରେ ବିଜେଡିର ସୁକୁମାରୀ ମଲ୍ଲିକ ଆଗୁଆ
  • ଧରାକୋଟ-୩୧ରେ ବିଜେଡିର ଅଞ୍ଜଳି ସ୍ୱାଇଁ ଆଗୁଆ

ଜିଲ୍ଲା ପରିଷଦ- ଝାରସୁଗୁଡ଼ା

  • ଲଖନପୁର-୩ରେ ବିଜେଡିର ପୁଷ୍ପଲତା ସେଠ ଆଗୁଆ

ଜିଲ୍ଲା ପରିଷଦ- ଢେଙ୍କାନାଳ

  • ସଦର-୧୬ରେ ବିଜେଡିର ଅଶୋକ ପରିଡ଼ା ଆଗୁଆ
  • କାମାକ୍ଷାନଗର-୯ରେ ବିଜେଡିର ଅବନ୍ତୀ ସେଠୀ ଆଗୁଆ
  • ପରଜଙ୍ଗ-୨୦ରେ ବିଜେଡିର ବିଳାସିନୀ ସେଠୀ ଆଗୁଆ
  • କଙ୍କଡ଼ାହାଡ଼-୬ରେ ବିଜେଡିର ରବି ନାରାୟଣ ପ୍ରଧାନ ଆଗୁଆ

ଜିଲ୍ଲା ପରିଷଦ- ଯାଜପୁର

  • ଯାଜପୁର ସଦର-୩୧ରେ ବିଜେଡିର ବିନୋଦ ମାଝୀ ଆଗୁଆ
  • ଯାଜପୁର ବ୍ଲକ-୩୨ରେ ବିଜେଡିର ପ୍ରଭାତୀ ଆଚାର୍ଯ୍ୟ ଆଗୁଆ

ଜିଲ୍ଲା ପରିଷଦ- କଳାହାଣ୍ଡି

  • ଭବାନୀପାଟଣା-୩୨ରେ ବିଜେଡିର ଲକ୍ଷ୍ମୀ ସାହୁ ଆଗୁଆ
  • କୋକସରା-୧୦ରେ ବିଜେଡିର ବୈଜୟନ୍ତୀ ପୂଜାରୀ ଆଗୁଆ
  • ଧର୍ମଗଡ଼-୨୫ରେ ବିଜେଡିର ପ୍ରଣବ ଭଇଁସାଲ ଆଗୁଆ
  • ଗୋଲାମୁଣ୍ଡା-୧୩ରେ ବିଜେଡିର ଜୟସେନ ସାହୁ ଆଗୁଆ
  • କେସିଙ୍ଗା-୭ରେ ବିଜେଡିର ସୁନିତା ଶବର ଆଗୁଆ
  • ନର୍ଲା-୨୮ରେ ବିଜେପିର ପ୍ରଣତୀ ମହାନନ୍ଦ ଆଗୁଆ
  • ଭବାନୀପାଟଣା-୩୧ରେ ବିଜେଡିର ପୁଷ୍ପଲତା ନାଏକ ଆଗୁଆ
  • ଜୁନାଗଡ଼-୧୯ରେ ବିଜେଡିର ଲାଲବାହାଦୂର ଜାନି ଆଗୁଆ
  • ଜୁନାଗଡ଼-୨୦ରେ ବିଜେଡିର ସଂଗୀତା ଖରସେଲ ଆଗୁଆ

ଜିଲ୍ଲା ପରିଷଦ- କେନ୍ଦ୍ରାପଡ଼ା

  • କେନ୍ଦ୍ରାପଡ଼ା ସଦର-୮ରେ ବିଜେଡିର ରଶ୍ମି ରଞ୍ଜନ ରାଉତ ଆଗୁଆ
  • ପଟ୍ଟାମୁଣ୍ଡାଇ-୧୮ରେ ବିଜେଡିର ରଶ୍ମି ମଲ୍ଲିକ ଆଗୁଆ
  • ରାଜନଗର-୩୨ରେ ବିଜେଡିର ଖୁକୁମିନା କୁଅଁର ଆଗୁଆ
  • ମାର୍ଶାଘାଇ-୨୬ରେ ବିଜେଡିର ପ୍ରକାଶ ମଲ୍ଲିକ ଆଗୁଆ
  • ଗରଦପୁର-୧୧ରେ ବିଜେଡିର ମଂଜୁବାଳା ଜେନା ଆଗୁଆ
  • ଆଳି-୩ରେ ବିଜେଡିର ସ୍ବାଗିତାକା ରାଉତ ଆଗୁଆ
  • ଆଳି-୪ରେ ବିଜେଡିର ଜୟରାମ ସାହୁ ଆଗୁଆ
  • ରାଜକନିକା-୨୯ରେ ବିଜେଡିର ଅମିତା ସାହୁ  ଆଗୁଆ

ଜିଲ୍ଲା ପରିଷଦ- ଖୋର୍ଦ୍ଧା

  • ଖୋର୍ଦ୍ଧା-୩ରେ ବିଜେଡିର ରୂପଶ୍ରୀ ଗୁମାନସିଂ ଆଗୁଆ
  • ବେଗୁନିଆ-୨୪ରେ ବିଜେଡିର ତନୁଜା ପାଟ୍ଟଶାଣୀ ଆଗୁଆ
  • ଭୁବନେଶ୍ୱର-୩୦ରେ ବିଜେଡିର ବବିତା ରାଉତ ଆଗୁଆ
  • ଚିଲିକା-୬ରେ ବିଜେଡିର ସବିତା ସୁନ୍ଦରରାୟ ଆଗୁଆ

ଜିଲ୍ଲା ପରିଷଦ- କୋରାପୁଟ

  • ବୋରିଗୁମ୍ମା-୨୩ରେ କଂଗ୍ରେସର ନୃସିଂହ ଶତପଥୀ ଆଗୁଆ
  • ଜୟପୁର-୯ରେ ବିଜେଡିର ରଶ୍ମୀ ରଥ ଆଗୁଆ

ଜିଲ୍ଲା ପରିଷଦ- ନବରଙ୍ଗପୁର

  • କୋଷାଗୁମୁଡ଼ା-୬ରେ ବିଜେଡିର କ୍ଷୀରୋଦ ନାଏକ ଆଗୁଆ
  • ଉମରକୋଟ-୩ରେ ବିଜେଡିର ଡାଳିମ୍ବ ଭତ୍ରା ଆଗୁଆ
  • ରାଇଘର-୨୫ରେ ବିଜେଡିର ଲିପିକା ବାରୋଇ ଆଗୁଆ

ଜିଲ୍ଲା ପରିଷଦ- ନୟାଗଡ଼

  • ଓଡ଼ଗାଁ-୪ରେ ବିଜେଡିର ସଂଯୁକ୍ତା ପଢ଼ିଆରୀ ଆଗୁଆ
  • ଦଶପଲ୍ଲା-୧୧ରେ ବିଜେଡିର ବସନ୍ତ ପ୍ରଧାନ ଆଗୁଆ
  • ଖଣ୍ଡପଡ଼ା-୭ରେ ବିଜେଡିର ବିଷ୍ଣୁପ୍ରିୟା ବେହେରା ଆଗୁଆ
  • ଓଡ଼ଗାଁ-୩ରେ ବିଜେଡିର ଚିନ୍ମୟୀ ଦାସ ଆଗୁଆ
  • ନୟାଗଡ଼-୧୪ରେ ବିଜେଡିର ଆଶିଷ ଅଗ୍ରୱାଲ ଆଗୁଆ
  • ନୟାଗଡ଼-୧୫ରେ ବିଜେଡିର ସରୋଜ ରଣସିଂହ ଆଗୁଆ

ଜିଲ୍ଲା ପରିଷଦ- ନୂଆପଡ଼ା

  • କୋମନା-୩ରେ ବିଜେଡିର ଦୀପିକା କୌଶଲ୍ୟା ଆଗୁଆ
  • ନୂଆପଡ଼ା-୯ରେ କଂଗ୍ରେସର ଭରତଲାଲ ରାଉତ ଆଗୁଆ

ଜିଲ୍ଲା ପରିଷଦ- ସୁନ୍ଦରଗଡ଼

  • ଲାଠିକଟା-୩୩ରେ ବିଜେଡିର ତ୍ରିଲୋଚନ ସିଂ ଆଗୁଆ

ଜିଲ୍ଲା ପରିଷଦ- ଗଜପତି

  • ମୋହନା-୧୦ରେ ବିଜେଡିର ସୁନୀଲ ବିଷୋୟୀ ଆଗୁଆ

OTV is now on Whatsapp

Join and get latest news update delivered to you via whatsapp

Join Now