ପ୍ରଶ୍ନ ଉଠୁଛି ଏ ସମୟରେ ପିଏସ୍ଓଙ୍କ ଭୂମିକା କଣ ରହିବା ଦରକାର?
ନବ ଦାସଙ୍କ ମର୍ଡର ପଛରେ ପ୍ରକୃତରେ କାହାର ଅଛି ହାତ? କାହିଁକି ମନ୍ତ୍ରୀଙ୍କୁ ମାରିଲେ ପୋଲିସ ASI ? କୋଇଲା ପାଇଁ ଚାଲିଗଲା କି ଜୀବନ?
ପୋଲିସ ଗୁଳିରେ ମନ୍ତ୍ରୀଙ୍କ ପ୍ରାଣ ଯିବା ପରେ ଏବେ ନେତାଙ୍କୁ ଖାଉଛି ଖାକି ଡର। କେତେବେଳେ କାହା ସାଙ୍ଗରେ କଣ ହେବ କିଏ କହିବ? ମିଡିଆକୁ ପ୍ରତିକ୍ରିୟା ଦେଇ ନେତା କହିଲେ
ଷ୍ଟେଜ୍ ଉପରେ ନବୀନଙ୍କୁ ପ୍ରଶଂସାରେ ପୋତି ପକାଇଲେ ତାରା। ଏପଟେ ଦଳ ମଧ୍ୟରେ ହଲଚଲ...ନେତା କହିଲେଣି ତାରା ଏମିତି କହିବା ଠିକ୍ ହେଲାନି
ମନ୍ତ୍ରୀଙ୍କୁ ହତ୍ୟା କରାଗଲା, ପାୱାର କରିଡର ହଲଚଲ ହେଲା। କେତେବେଳେ ଡିଜିପିଙ୍କ ଅଫିସରେ ତ ଆଉ କେତେବେଳେ ଆଉ କୋଉଠି ବସୁଛି ବୈଠକ
କାହିଁକି ଆର୍ଥିକ କାରବାର ଦିଗ ଉପରେ ଫୋକସ୍ କରିଛି ତଦନ୍ତକାରୀ ସଂସ୍ଥା ?
ମଝିରେ ମଝିରେ ସରକାର ଓ ପ୍ରଶାସନ ଉପରେ ରୋଚକ ମନ୍ତବ୍ୟ ଦେଇ ସରକାରଙ୍କୁ ଅଡୁଆରେ ପକାଉଥିବା ସୌମ୍ୟଙ୍କ ଆଜିର ଗୁଗଲି ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।
ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ଗୁରୁବାର ସନ୍ଧ୍ୟାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବାନ୍ଧବୀ ସୋମାଲିକା ଦାଶ ତାଙ୍କ ଓକିଲଙ୍କ ସହିତ ଜଗତସିଂହପୁର ସଦର ଥାନାରେ ପହଞ୍ଚି ପୁଣିଥରେ ଏତଲା ଦେଇଛନ୍ତି
ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସର ଡାଏରୀ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ୍ ଗୋପାଳର ସରକାରୀ କ୍ୱାର୍ଟର୍ସ ଯାଞ୍ଚ କରିଥିଲା।
ନବ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଏ ନମସ୍କାର ମୁଦ୍ରାକୁ ନେଇ ବି ପ୍ରଶ୍ନ ଉଠାଇଛନ୍ତି।
ଦିବଂଗତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଶେଷ ସମୟକୁ ନେଇ ସସପେନ୍ସ? କେତେବେଳେ ଆଉ କେଉଁଠି ହୋଇଛି ନବ ଦାସଙ୍କ ମୃତ୍ୟୁ ଏବେ ତାକୁ ନେଇ ପ୍ରଶ୍ନ ପରେ ପ୍ରଶ୍ନ କରୁଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର
ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କଲା ବହିଷ୍କୃତ ପୋଲିସ ASI ? ଛକ ମଝିରେ, ସ୍ପଷ୍ଟ ଦିବା ଲୋକରେ ଏବଂ ସମର୍ଥକଙ୍କ ଭିତରେ ପଶି କାହିଁକି ପ୍ରଭାବଶାଳୀ ମନ୍ତ୍ରୀଙ୍କୁ ପଏଣ୍ଟ ବ୍ଲାଙ୍କରେ ଗୁଳିକଲା ଗୋପାଳକୃଷ୍ଣ ଦାସ ? ତାହା କେବଳ ସେହି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ହିଁ ଜଣା।
କୋରାପୁଟ ଜୟପୁର ସ୍ଥିତ ବିକ୍ରମଦେବ କଲେଜର ପ୍ଲାଟିନମ ଜୁବଲି ଓ ବିଶ୍ୱବିଦ୍ୟାଳୟ ଘୋଷଣା ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଙ୍କ ଭୁରିଭୁରି ପ୍ରଶଂସା ଓ ଜିନ୍ଦାବାଦ ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।
କାର୍ଯ୍ୟକ୍ରମ ସରକାରୀ ଥିବାରୁ ଅନ୍ୟ ଅତିଥି ବୃନ୍ଦଙ୍କ ଭଳି ସ୍ଥାନୀୟ କଂଗ୍ରେସ ବିଧାୟକ ତାରା ବାହିନୀପତି ବି ଯୋଗ ଦେଇଥିଲେ।
ନାନା ଚର୍ଚ୍ଚା ଭିତରେ ଆଜି ଗୋପାଳର ବ୍ରଜରାଜନଗର ସ୍ଥିତ କ୍ବାର୍ଟରରେ ଛାନଭିନ୍ କରିଛି।
ବିଜେପି ଶାସିତ ରାଜ୍ୟରେ ମଦ୍ୟପାନକୁ ବିରୋଧ କରାଯାଇଥିଲା ।
ରାଜ୍ୟ ସରକାର ମାଗିଥିଲେ ୮ ହଜାର ୪୦୦ କୋଟି, କେନ୍ଦ୍ର ସରକାର ଅଜାଡ଼ି ଦେଲେ ୧୦ ହଜାର ୧୨ କୋଟି ।
ସେ କହିଛନ୍ତି ଯେ ଆମର ସୌଭାଗ୍ୟ ଏଠାକୁ ମୁଖ୍ୟମନ୍ତ୍ରୀ ଆସିଛନ୍ତି।
ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ତଦନ୍ତ ନେଇ ଡିଜିପି ସୁନୀଲ ବଂଶଲ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସମ୍ପୂର୍ଣ୍ଣ ସିଦ୍ଧାନ୍ତରେ ପହଞ୍ଚିବାକୁ ଟିକେ ସମୟ ଲାଗିବ।
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ଘରୋଇ ମେଡିକାଲରେ ବ୍ୟାପକ ଦୁର୍ନୀତି କଥା ଉଠାଇ, ଏ ଯୋଜନାର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଛି ବିଜେପି ।
ଗଣମାଧ୍ୟମ ଆଗରେ ଏକ ନୂଆ ଜୋତା ଦେଖାଇ କହିଥିଲେ, ମୁଖ୍ୟମନ୍ତ୍ରୀ ପଦଯାତ୍ରରେ ସାମିଲ ହେଲେ ମୁଁ ଏହାକୁ ଉପହାର ଦେବି ।
ଗୋପାଳ ଦାସର ସୁରକ୍ଷା ନେଇ ଚିନ୍ତା ପ୍ରକଟ କଲେ ଜୟନାରାୟଣ
ସିନେମା ହଲରେ ଗଣ୍ଡଗୋଳ କରି ବିଧାୟକଙ୍କ ପୁଅ ଗିରଫ ହୋଇଛନ୍ତି ।
ବିଜେପି କହୁଛି ମର୍ଡର ପଛରେ ବିଜେଡି ଅନ୍ତର୍ଦ୍ୱନ୍ଦ୍ୱ ।
ଗୋପାଳଙ୍କ ହୋଟେଲ୍ ବ୍ୟବସାୟୀ ବଡ଼ଭାଇଙ୍କୁ ଗତକାଲି ଉଠାଇନେଇଥିବା କ୍ରାଇମବ୍ରାଞ୍ଚ ଆଜି ଗୋପାଳଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି ।