• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha Higher Education Department

Bishnupada Sethi
ମନ୍ତ୍ରୀଙ୍କ ପରେ ହଟିଲେ ସଚିବ; ଉଚ୍ଚଶିକ୍ଷା ସଚିବ ପଦରୁ ବିଷ୍ଣୁପଦ ସେଠୀଙ୍କ ବଦଳି

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପରେ ହଟିଲେ ସଚିବ । ଉଚ୍ଚଶିକ୍ଷା ସଚିବ ପଦରୁ ବିଷ୍ଣୁପଦ ସେଠୀଙ୍କ ବଦଳି କରିଛନ୍ତି ସରକାର । ସାଧାରଣ ପ୍ରଶାସନ ବିଭାଗର ଓଏସ୍‌ଡି ହେଲେ ବିଷ୍ଣୁପଦ ସେଠୀ । କିଛି ସମୟ ତଳେ ଉଚ୍ଚଶିକ୍ଷାମନ୍ତ୍ରୀ ପଦରୁ ରୋହିତ ପୂଜାରୀ ବାଦ୍ ପଡ଼ିଥିଲେ । ଆଇଏଏସ୍ ଅରବିନ୍ଦ ଅଗ୍ରୱାଲଙ୍କୁ ଉଚ୍ଚଶିକ୍ଷା ବିଭାଗ ସଚିବ ଦାୟିତ୍ୱ ଦିଆଯାଇଛି । OHPC ଅଧ୍ୟକ୍ଷ ପଦରୁ ମଧ୍ୟ ହଟିଲେ ବିଷ୍ଣୁ । ବିଶାଲ ଦେବ ହେଲେ OHPC ଅଧ୍ୟକ୍ଷ ।