• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Cong and 16 other political parties come together call for protest against state and central govt
ମୋଦି, ନବୀନଙ୍କ ବିରୋଧରେ ୧୭ ରାଜନୈତିକ ଦଳ...ଗାଁ ଗାଁରେ ହେବ ଆନ୍ଦୋଳନ

‘ମୋଦି ହଟାଅ, ଦେଶ ବଞ୍ଚାଅ...ନବୀନ ହଟାଅ, ଓଡ଼ିଶା ବଞ୍ଚାଅ’।  ଏହି ନାରା ଦେଇ ଆନ୍ଦୋଳନ ଡ଼ାକରା ଦେଇ ଓଡ଼ିଶାରେ ଏକାଠି ହୋଇଛନ୍ତି ୧୭ ରାଜନୈତିକ ଦଳ।

  • Saturday, 12 August 2023
BJD eyeing youths, using sports as political tool ahead of 2024 Elections
ଯୁବ ଭୋଟ ପାଇଁ 'ନୂଆ ଓଡ଼ିଶା' ?

ଯୁବ ଭୋଟ ହାତେଇବାକୁ ଶାସକ ଦଳର ଭରପୁର ପ୍ରୟାସ। ନୂଆ ଓଡ଼ିଶା ସ୍କିମରେ ଖର୍ଚ୍ଚ ହେବ ୩୮୫ କୋଟି । ସ୍ପୋର୍ଟ୍ସ ପରେ ଏବେ ଦକ୍ଷତା ବିକାଶକୁ ଗୁରୁତ୍ୱ..

odisha politics
‘ନୂଆ ଓଡ଼ିଶା’ ଯୋଜନାକୁ କ୍ୟାବିନେଟ୍ ମୋହର: ଭୋଟ୍ ଟଣା ଯୋଜନା କହି ବର୍ଷିଲା ବିଜେପି

କଣ ଏଇ ନୂଆ ଓଡ଼ିଶାର ଲକ୍ଷ୍ୟ, ଯୁବ ବର୍ଗଙ୍କ ନିଯୁକ୍ତି ନା କେବଳ ଭୋଟ୍ ଗୋଟେଇବାର ଚାଲ୍। କୁହାଯାଉଛି ମୋଦିଙ୍କ ଆଡ଼କୁ ଯୁବ ଭୋଟ୍ ଢଳୁଥିବାରୁ ସେମାନଙ୍କୁ ନବୀନ ମୁହାଁ କରି କାଉଣ୍ଟର ପ୍ରସ୍ତୁତିକୁ ମଜଭୁତ କରିବାକୁ ଏ ଯୋଜନା। ଯାହାକୁ ନେଇ ତେଜିଛି ରାଜନୀତି।

Due to arrogance, Congress is not able to see the reality: PM Modi
’ଓଡ଼ିଶାରେ ୨୮ ବର୍ଷ ହେଲା କଂଗ୍ରେସ କ୍ଷମତାଚ୍ୟୁତ’

କଂଗ୍ରେସ ପ୍ରତି ଅନାସ୍ଥା ନେଇ ବିଭିନ୍ନ ରାଜ୍ୟର ଉଦାହରଣ ଦେଲେ ମୋଦି । ଓଡ଼ିଶାରେ ୨୮ ବର୍ଷ ହେଲା କଂଗ୍ରେସ କ୍ଷମତାଚ୍ୟୁତ ହୋଇଛି କହିଲେ । ୧୯୯୫ ପରେ ଓଡ଼ିଶାରେ ଆଉ କଂଗ୍ରେସ କ୍ଷମତାକୁ ଆସିପାରିନାହିଁ ।

No-confidence motion against government defeated in Lok Sabha by voice vote
କାଟ୍ ଖାଇଲା ଅନାସ୍ଥା ପ୍ରସ୍ତାବ

ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ କାଟ୍ ଖାଇଲା । ଅନାସ୍ଥା ପ୍ରସ୍ତାବରେ ପୁଣି ଜିତିଲା ମୋଦି ସରକାର । ବାଚନିକ ଭୋଟରେ ହେଲା ଭୋଟିଂ । ଭୋଟ୍ ପୂର୍ବରୁ କକ୍ଷତ୍ୟାଗ କରିଥିଲେ ବିରୋଧୀ ।

BJD - BJP
ଜାତୀୟ ସ୍ତରରେ ନବୀନଙ୍କ ଭାବମୂର୍ତ୍ତି ସଂକଟରେ ! ସନ୍ଦେହରେ ଜନତା, ଦ୍ୱନ୍ଦ୍ୱରେ କ୍ୟାଡର

ମୋଦି ସରକାରକୁ ଖୋଲା ସମର୍ଥନ ପରେ ଅଡୁଆରେ ବିଜେଡି । ବିଜେପି-ବିଜେଡିର ସମୁଦ୍ର-ନଦୀ ଉପାଖ୍ୟାନକୁ ନେଇ ବୟାନବାଜି ।

  • Thursday, 10 August 2023
  • BJD
  • BJP
BJD - BJP
ଜାତୀୟ ସ୍ତରରେ ନବୀନଙ୍କ ଭାବମୂର୍ତ୍ତି ସଂକଟରେ ! ସନ୍ଦେହରେ ଜନତା, ଦ୍ୱନ୍ଦ୍ୱରେ କ୍ୟାଡର

ମୋଦି ସରକାରକୁ ଖୋଲା ସମର୍ଥନ ପରେ ଅଡୁଆରେ ବିଜେଡି । ବିଜେପି-ବିଜେଡିର ସମୁଦ୍ର-ନଦୀ ଉପାଖ୍ୟାନକୁ ନେଇ ବୟାନବାଜି ।

Modi On Manipur
ମଣିପୁରକୁ ନେଇ ମୋଦି କହିଲେ, ହେବ ଶାନ୍ତିର ସୂର୍ଯ୍ୟୋଦୟ

ଭାରତମାତାଙ୍କୁ ନେଇ ଯାହା କୁହାଗଲା, ମର୍ମାହତ କରିଛିା ବିରୋଧୀଙ୍କ କଣ ହୋଇଛି? କ୍ଷମତାରୁ ଗଲେ କଣ ଏମିତି ହୁଅନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

Rahul Gandhi
ସଂସଦ ରେକର୍ଡରୁ ହଟିଲା ରାହୁଲ ଗାନ୍ଧିଙ୍କ ଶବ୍ଦ

ବିତର୍କରେ ଭାଗ ନେଇ କେନ୍ଦ୍ର ସରକାର ବିଶେଷ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସିଧା ଟାର୍ଗେଟ କରିଥିଲେ ରାହୁଲ ଗାନ୍ଧି।

No Confidence Motion
କାଟ ଖାଇଲା ଅନାସ୍ଥା, ଭୋଟିଂ ପୂର୍ବରୁ କକ୍ଷ ତ୍ୟାଗ କରିସାରିଥିଲେ ବିରୋଧୀ

ବାଚନିକ ଭୋଟ ପୂର୍ବରୁ କକ୍ଷତ୍ୟାଗ କରିସାରିଥିଲେ ବିରୋଧୀ । 

Congress MP Adhir Ranjan Chowdhury suspended from Lok Sabha
ଅଶୋଭନୀୟ ଆଚରଣ ପାଇଁ କଂଗ୍ରେସ ସଦସ୍ୟ ଅଧିର ରଂଜନ ଚୌଧୁରୀ ଗୃହରୁ ସସ୍‌ପେଣ୍ଡ

ପ୍ରିଭିଲେଜ୍‌ କମିଟି ରିପୋର୍ଟ ଦେବା ପର୍ଯ୍ୟନ୍ତ ସସ୍‌ପେଣ୍ଡ ରହିବେ ଅଧିର । ତାଙ୍କ ଆଚରଣ ନେଇ ଆପତ୍ତି ଉଠାଇଥିଲେ ଖୋଦ୍‌ ବାଚସ୍ପତି ।

Narendra Modi
ସଂସଦରେ ବିରୋଧୀଙ୍କ ଖୁବ୍‌ ମଜାକ୍ ଉଡ଼ାଇଲେ ମୋଦି, ହସରେ ଫାଟିପଡ଼ିଲା ଗୃହ

ମୋଦି କହିଲେ, ବିପକ୍ଷ ଦଳ ଫିଲ୍‌ଡିଂ ସଜାଇଲା, କିନ୍ତୁ ଛକା ଚୌକା ଏଇଠୁ ଲାଗିଲା । ଆପଣ ନୋ ବଲ୍ ନୋ ବଲ୍ ହେଉଥାନ୍ତୁ, କିନ୍ତୁ ଏଠୁ ସେଞ୍ଚୁରୀ ହେଇଚାଲିଛି ।

Birthday Celebration of Sura Routray
'ମୁଁ ଆଉ ନିର୍ବାଚନ ଲଢ଼ିବିନି, ମୋ ପୁଅ ଲଢ଼ିବ...' ଜନ୍ମଦିନରେ କହିଲେ ସୁର

କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ ୮୦ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଅବସରର ତାଙ୍କ ଜନ୍ମଦିନକୁ ବେଶ ଧୁମଧାମରେ ପାଳନ କରିବା ସହ ତାଙ୍କ ଦୀର୍ଘାୟୁ କାମନା କରିଛନ୍ତି ଶୁଭେଚ୍ଛୁ।

Politics, No Confidence Motion
ଗୃହରେ ରାହୁଲଙ୍କ ଫ୍ଲାଇଂ କିସ୍‌କୁ ନେଇ ଘମାସାନ ! କ୍ଷମା ମାଗିବାକୁ ଦାବି କଲା ବିଜେପି

୪ ମାସ ଅନ୍ତରରେ ସଂସଦକୁ ଫେରିଛନ୍ତି । ଆଉ ଫେରୁ ଫେରୁ ଫ୍ଲାଇଂ କିସ୍ ଦେବା ଭଳି ନୂଆ ବିବାଦରେ ଛନ୍ଦି ହୋଇଯାଇଛନ୍ତି।

Politics, No Confidence Motion
୪ ମାସ ପରେ ସଂସଦକୁ ଆସୁ ଆସୁ ବିବାଦରେ ଛନ୍ଦି ହେଲେ ରାହୁଲ !

ଅଭଦ୍ରୋଚିତ ଆଚରଣ ବିରୋଧରେ ହେଉ କଡ଼ା ଆକ୍ସନ କହିଲା ବିଜେପି । ବାଚସ୍ପତିଙ୍କୁ ଫେରାଦ ହେଲେ ଏନଡିଏ ମହିଳା ସାଂସଦ ।

Politics, BJD-BJP
ବଦଳୁଛି କି ବିଜେଡିର ସମଦୂରତା ଫର୍ମୁଲା ? NDA ଆଡକୁ ଢଳୁଛି କି ବିଜେଡି ?

ଓଡ଼ିଶା ରାଜନୈତିକ ମୈଦାନରେ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ କହୁଥିବା ବିଜେପି-ବିଜେଡି ଭିତରେ ଏବେ ଚାଲିଛି ପ୍ରଶଂସାର ପର୍ବ।

UP Assembly
ଏଣିକି ବିଧାନସଭାରେ ମୋବାଇଲ ମନା ! କାଗଜପତ୍ର ଫିଙ୍ଗିପାରିବେନି କି ହୋହଲ୍ଲା କରିପାରିବେନି

ଏଭଳି ନିୟମ କଥା ଶୁଣି ଆପଣ ଚମକି ପଡ଼ିଥିବେ । ଆଉ ଭାବୁଥିବେ ଯେଉଁଠି ସାରା ରାଜ୍ୟର ନେତା ଏକାଠି ହେବେ ସେଠି ହଙ୍ଗାମା କେମିତି ବା ନହେବ । ହୋହଲ୍ଲା କେମିତି ବା ନହେବ । ଆଜ୍ଞା ହଁ । ଆଶ୍ଚର୍ଯ୍ୟ ଲାଗିଲେ ବି ଆମ କଥା ସତ । ଉତ୍ତର ପ୍ରଦେଶ ବିଧାନସଭାରେ ଏଭଳି ଏକ ନିୟମ ଲାଗୁ କରାଯାଇଛି ।

Amit Shah
ଅନାସ୍ଥା ପ୍ରସ୍ତାବ ନେଇ ବିରୋଧୀଙ୍କ ଜବରଦସ୍ତ ଧୁଲେଇ କଲେ ଶାହ..!

ମୋଦି ଭ୍ରଷ୍ଟାଚାର, ପରିବାରବାଦ ଓ ତୁଷ୍ଟୀକରଣକୁ ହଟାଇଛନ୍ତି । ସେଥିପାଇଁ ବିରୋଧୀ ଅସମ୍ଭାଳ ହେଉଛନ୍ତି ବୋଲି ନିଜ ଭାଷଣରେ କହିଛନ୍ତି ଶାହ ।

Rahul Gandhi Flying Kiss In Parliament
ଗାନ୍ଧି ଖାନ୍‌ଦାନ୍‌ରେ ଏହା ଆଉ ଏକ ସଂସ୍କାର, ଏମିତି କହି ତାତ୍ସଲ୍ୟ କଲେ ସ୍ମୃତି

ସଂସଦରେ ଅନେକ ମହିଳା ଉପସ୍ଥିତ ଅଛନ୍ତି । ସେମାନଙ୍କ ସାମ୍ନାରେ ଏଭଳି ଆଚରଣ ଆଦୌ ସମୀଚିନ ନୁହେଁ କହିଲେ ରବି ଶଙ୍କର ପ୍ରସାଦ ।

No Confidence Motion
ଦିଲ୍ଲୀ ସର୍ଭିସ୍ ବିଲ୍ କୁ ସମର୍ଥନ ପରେ ବିଜେଡିକୁ ଟାର୍ଗେଟ୍

ବିଜେଡିର ତଥାକଥିତ 'ସମଦୂରତା' ନୀତିକୁ ଜାତୀୟ ସ୍ତରରେ ତୀବ୍ର ସମାଲୋଚନା। କେନ୍ଦ୍ର ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ବିରୋଧ ଓ ଦିଲ୍ଲୀ ସେବା ବିଲ୍ ସପକ୍ଷରେ ଭୋଟ୍ ଦେବା ପରେ ଦଳକୁ ସିଧାସିଧା ନିଶାନା କରିଛନ୍ତି ବିରୋଧୀ

No Confidence Motion
ଲୋକସଭାରେ ଆସ୍ଥା-ଅନାସ୍ଥା ଲଢେଇ

ଲୋକସଭାରେ ଆସ୍ଥା-ଅନାସ୍ଥା ଲଢେଇ। ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଉପରେ ସାଂସଦଙ୍କ ତର୍କ ଯୁଦ୍ଧ। ମଣିପୁର ହିଂସା ପ୍ରସଙ୍ଗ ଆଳରେ ସଂସଦରେ ମହାବିତର୍କ..

No Confidence Motion
ଅନାସ୍ଥାକୁ ବିରୋଧ କରି ଅଡ଼ୁଆରେ BJD ! ନବୀନଙ୍କ ସମଦୂରତ୍ୱ ନୀତିକୁ ଜାତୀୟ ସ୍ତରରେ କଟାକ୍ଷ

ଦିଲ୍ଲୀ ସର୍ଭିସ୍ ବିଲ୍‌କୁ ସମର୍ଥନ ପରେ ବିଜେଡିକୁ ଟାର୍ଗେଟ୍ । ବାଧ୍ୟବାଧକତା କହି ବିରୋଧୀଙ୍କ ସମାଲୋଚନା ।

No Confidence Motion
ଅନାସ୍ଥାକୁ ନେଇ PMଙ୍କୁ ଘେରିଲେ ବିରୋଧୀ ! BJD କହିଲା ବହୁତ ଦେଇଛି, ବିରୋଧ କେମିତି କରିବୁ ?

ମଣିପୁର ପ୍ରସଙ୍ଗରେ ସଂସଦରେ ଆସ୍ଥା-ଅନାସ୍ଥାର ଲଢ଼େଇ । ଅନାସ୍ଥା ବିତର୍କରେ ଭାଗ ନେଇ ପିଏମଙ୍କୁ ଘେରିଲେ ବିରୋଧୀ ।

Rahul Gandhi
ରାହୁଲଙ୍କ ପାଇଁ ଆଉ ଏକ ଖୁସି ଖବର ! ଫେରିପାଇଲେ ପୁରୁଣା ବଙ୍ଗଳା

ପୂର୍ବରୁ ଦିଲ୍ଲୀ ସ୍ଥିତ ଯେଉଁ ସରକାରୀ ବଙ୍ଗଳାରେ ରହୁଥିଲେ, ଏବେ ତାଙ୍କୁ ପୁଣିଥରେ ସେଠାରେ ରହିବାକୁ ସରକାର ଅନୁମତି ଦେଇଛନ୍ତି ।

Missing Women
ସେପଟେ ସଶକ୍ତିକରଣ ଚାଲିଛି, ଏପଟେ ନିଖୋଜ ମହିଳାଙ୍କ ସଂଖ୍ୟା ବଢୁଛି, କ’ଣ ରହିଛି କାରଣ...

ମହିଳାମାନଙ୍କୁ ବିଶେଷ ଗୁରୁତ୍ୱ ଦେଉଥିବା ତଥା ମହିଳା ସଶକ୍ତିକରଣର ନାରା ଗାଆଁ ରୁ ସହର ପର୍ଯ୍ୟନ୍ତ ପ୍ରସାରିତ କରୁଥିବା ରାଜ୍ୟ ପାଇଁ ଏହା ଅତ୍ୟନ୍ତ ଚିନ୍ତା ଓ ଆଶ୍ଚର୍ଯ୍ୟ କଲାଭଳି ଖବର। ତେବେ ଏତେ ସଂଖ୍ୟକ ନିଖୋଜ ମହିଳା ଓ ଝିଅ ଗଲେ କୁଆଡେ?