• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

General Election
କେବେ ହେବ ସାଧାରଣ ନିର୍ବାଚନ ? ଏହି ଦିନ ତାରିଖ ଘୋଷଣା କରିପାରନ୍ତି ECI…

ସାଧାରଣ ନିର୍ବାଚନ ସହିତ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ସିକିମ୍ ଓ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ମଧ୍ୟ ହେବ।

Kantita Mahala
ଫେବ୍ରୁଆରୀ ୧୪ରେ ଗିରଫ ହୋଇଥିଲେ ସଂଯୁକ୍ତା; ଆଜି ବାହାରିଲେ ଜେଲ୍‌ରୁ

୧୦ ଦିନ ଜେଲରେ ରହିବା ପରେ ଆଜି ସେ ସଂଧ୍ୟାରେ ଜେଲରୁ ମୁକୁଳିଛନ୍ତି । ଗତ ଫେବ୍ରୁଆରୀ ୧୪ ତାରିଖ ସନ୍ଧ୍ୟାରେ ତାଙ୍କୁ ଜେଲ୍ ପଠାଇଥିଲା କବିସୂର୍ଯ୍ୟନଗର ପୋଲିସ ।

Baijayanta Panda
‘ବୁଥ୍‌କୁ ଯାଅ, ଏଥର ଟାର୍ଗେଟ୍ ୪୦୦ ପାର୍’ UPରେ ବୈଜୟନ୍ତଙ୍କ ଆହ୍ୱାନ୍

୭୦ ପ୍ରତିଶତ ଘରେ ବିଶୁଦ୍ଧ ପାନୀୟ ଜଳ । ଅଯୋଧ୍ୟାରେ ତିଆରି ହୋଇଛି ରାମ ମନ୍ଦିର ।

Kalia Scheme
ବଢିଲା କାଳିଆ ଯୋଜନା ଅବଧି; ତେଜିଲା ରାଜନୀତି

ବଢିଲା କାଳିଆ ଯୋଜନା ଅବଧି। ତେଜିଲା ରାଜନୀତି। ଭୋଟ ହାତେଇବା ଆଶାରେ ଏହା ସରକାରଙ୍କ ନିର୍ବାଚନୀ ଥୋପ ବୋଲି କହିଛନ୍ତି ବିରୋଧୀ। ତେଣେ କେନ୍ଦ୍ର ପରିସଂଖ୍ୟାନ ସଂସ୍ଥା- NSO ରିପୋର୍ଟରେ ଓଡ଼ିଶାର ଚାଷୀଙ୍କ ଆର୍ଥିକ ଅବସ୍ଥା ନେଇ ଯେଉଁ ରିପୋର୍ଟ ଆସିଛି ତାହା ଅତି ଚିନ୍ତାଜନକ।

Odisha Politics
ଓପିନିୟନ୍ ପୋଲ୍ ୱାର୍ ! ଛାନିଆ ହେଉଛନ୍ତି ଦଳ, ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି ଜନତା

ଏତେ ମାତ୍ରାର ଫରକକୁ ନେଇ ଦ୍ୱନ୍ଦ୍ୱରେ ମତଦାତା । ରାଜନୈତିକ ସମୀକ୍ଷକ କହିଲେ, ଭୋଟ୍ ପୂର୍ବରୁ ହଟଚମଟ ଚାଲ୍ ।

Kalia Scheme
‘କାଳିଆ’ ଅବଧି ବୃଦ୍ଧିକୁ ନେଇ ତେଜିଲା ରାଜନୀତି, ପୁଣି ନିର୍ବାଚନୀ ଥୋପ କହି ବର୍ଷିଲେ ବିରୋଧୀ

ଓଡ଼ିଶା ଚାଷୀଙ୍କ ଆର୍ଥିକ ସ୍ଥିତିକୁ ନେଇ ଚିନ୍ତାଜନକ ତଥ୍ୟ । ଜାତୀୟ ପରିସଂଖ୍ୟାନ ସଂସ୍ଥା ରିପୋର୍ଟରେ ଚିନ୍ତାଜନକ ତଥ୍ୟ ।

Election Commission
୨୦୨୪ ସାଧାରଣ ନିର୍ବାଚନ; ମାର୍ଚ୍ଚ ୧୩ ପରେ ହେବ ନିର୍ବାଚନ ତାରିଖ ଘୋଷଣା !

ବର୍ତ୍ତମାନ ନିର୍ବାଚନ କମିଶନ ବିଭିନ୍ନ ରାଜ୍ୟ ବୁଲି ନିର୍ବାଚନ ସମୀକ୍ଷା କରୁଛନ୍ତି। ଏହି ପ୍ରକ୍ରିୟା ଶେଷ ହେବା ପରେ ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ନିର୍ବାଚନ ଆୟୋଗ ସୂତ୍ରରୁ ଜଣାପଡ଼ିଛି।

BMC
BMC ର କଡ଼ା ଚେତାବନୀ; କାନ୍ଥବାଡ଼ରୁ ଲିଭାଯିବ ଦଳୀୟ ପୋଷ୍ଟର ବ୍ୟାନର

ନିର୍ବାଚନ କମିଶନଙ୍କ ଗାଇଡ୍‌ଲାଇନ୍ ଉଲ୍ଲଂଘନ କରି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଦଳୀୟ ପ୍ରଚାର ପାଇଁ ଯେଉଁ ସବୁ ପୋଷ୍ଟର ବ୍ୟାନର ଲାଗିଛି, ତାକୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି।

Pradeep Panigrahi
ପଦ୍ମ ଧରୁ ଧରୁ ପ୍ରଦୀପଙ୍କ ପାୱାର ସୋ'

ପ୍ରଦୀପଙ୍କ ପାୱାର ସୋ' । ପଦ୍ମ ଧରୁ ଧରୁ ଗଞ୍ଜାମରେ ଦମ୍ ଦେଖାଇଲେ ପ୍ରଦୀପ ପାଣିଗ୍ରାହୀ..

Rajnath Singh
ରାଜନାଥଙ୍କ 'ଡବଲ ଇଞ୍ଜିନ' ଦମ୍ଭୋକ୍ତି

ରାଜନାଥଙ୍କ 'ଡବଲ ଇଞ୍ଜିନ' ଦମ୍ଭୋକ୍ତି । ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ବିଜେପି ଭାରତବର୍ଷର ଏକମାତ୍ର ପାର୍ଟି, ଯିଏକି ଯାହା କହେ ସେୟା କରେ । ଓଡ଼ିଶାରେ ଆମ ସରକାର ନଥିଲେ ବି କେବେ ପାତରଅନ୍ତର କରିନାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Voters
ନେତାଙ୍କ କଥା ଧୂଆଁବାଣ !

ରାସ୍ତା ନାହିଁ ତ ଭୋଟ୍ ନାହିଁ । ବିକାଶ ନାଁରେ ମିଛ ପ୍ରତିଶ୍ରୁତି ଦେଇଥିବା ସରକାରକୁ ଜବାବ ଦେବାକୁ ବଜ୍ର ଶପଥ ନେଉଛନ୍ତି ଗାଁ ଲୋକେ । ଭୋଟ୍ ବର୍ଜନ ପାଇଁ ଚେତାବନୀ ଦେଉଛନ୍ତି ।

Voters
ନିର୍ବାଚନ ପାଇଁ ଦଳର ପ୍ରତିଶ୍ରୁତି ପାହାଡ଼; ଏପଟେ ନେତାଙ୍କୁ ପାନେ ଦେବା ପାଇଁ ରେଡ୍ଡି ଲୋକେ

ଏବେ ରାଜ୍ୟ ସରକାରଙ୍କ ଢୋଲପିଟା ଯୋଜନାର ନଗ୍ନଚିତ୍ର ସହ ଦାଉ ଦାଉ ହୋଇ ବାରିହେଉଛି ନିର୍ବାଚନବେଳର ମିଥ୍ୟା ପ୍ରତିଶ୍ରୁତି।

Pradeep Panigrahi
ପଦ୍ମ ଧରୁ ଧରୁ ପ୍ରଦୀପଙ୍କ ପାୱାର ସୋ', ଦକ୍ଷିଣ ଓଡ଼ିଶାରେ ଦବଦବା ଦେଖାଇଲେ ଗୋପାଳପୁର ବିଧାୟକ

ହଜାର ହଜାର ସମର୍ଥକ, ବିଶାଳ ପଟୁଆର। ବିଜେପିରେ ଯୋଗ ଦେଉ ଦେଉ ବିଜେଡିର ଗଞ୍ଜାମ ଗଡ଼ରେ ପାୱାର ଶୋ‘ କରିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ।

Rajnath Singh
ଓଡ଼ିଶାରେ ରାଜନାଥ ସିଂଙ୍କ ଦମ୍ଭୋକ୍ତି, ‘ଆମେ କେନ୍ଦ୍ର ସହ ରାଜ୍ୟରେ ବି ଗଢ଼ିବୁ ସରକାର’

ନବରଙ୍ଗପୁର, ବ୍ରହ୍ମପୁର, ବାରିପଦା... ସବୁଠି ରାଜନାଥଙ୍କ ସେଇ ଗୋଟିଏ ହୁଂକାର... ଗୋଟିଏ ଦମ୍ଭୋକ୍ତି... 'ଓଡ଼ିଶାରେ ଏଥର ବନିବ ଡବଲ୍ ଇଞ୍ଜିନ ସରକାର'।

Rajnath Singh
‘ମୋଦି ତୃତୀୟ ଥର ନୁହେଁ, ଚତୁର୍ଥ ଥର ମଧ୍ୟ ପ୍ରଧାନମନ୍ତ୍ରୀ ହେବେ’: ରାଜନାଥ ସିଂ

କେହି କେବେ ଭାବିଥିଲେ କି ଜଣେ ଆଦିବାସୀ ଭଉଣୀ ଦେଶରେ ରାଷ୍ଟ୍ରପତି ହେବେ । ଏମିତି ଜଣେ ପ୍ରଧାନମନ୍ତ୍ରୀ ଆସିବେ ଆଉ ଆଦିବାସୀ ଭଉଣୀକୁ ରାଷ୍ଟ୍ରପତି କରିବେ।

Yuvraj Singh
ବିଜେପିରେ ମିଶିବେ ଯୁବରାଜ ସିଂ ! ଏହି ଆସନରୁ ଲଢ଼ିପାରନ୍ତି ଲୋକସଭା ନିର୍ବାଚନ...

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଖୁବଶୀଘ୍ର ଯୁବରାଜ ସିଂ ବିଜେପିରେ ଯୋଗ ଦେଇପାରନ୍ତି।

Rajnath Singh
ବ୍ରହ୍ମପୁରରୁ ବର୍ଷିଲେ ରାଜନାଥ; କହିଲେ, କେହି ବି ଅଟକାଇ ପାରିବେନି ‘ଡବଲ୍ ଇଞ୍ଜିନ ସରକାର’

ଏଥର ୪ ଶହରୁ ଅଧିକ ସିଟ୍ ହାସଲ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଲକ୍ଷ୍ୟକୁ ପୂରଣ କରିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ରାଜନାଥ କହିଛନ୍ତି।

Pradeep Panigrahi
ବ୍ରହ୍ମପୁର ସମାବେଶରେ ପ୍ରଦୀପଙ୍କ ହୁଙ୍କାର; କହିଲେ, ‘ଏଥର ଲେଖା ଛିଡ଼େଇ ଦେବା’

ଗଞ୍ଜାମର ଲୋକ ଭାଷାରେ ‘ଲେଖା ଛିଡ଼େଇ ଦେବା’ ବୋଲି କହି କର୍ମୀଙ୍କ ଉତ୍ସାହ ବଢ଼ାଇଛନ୍ତି।

5T Chairman VK Pandian
ଗଞ୍ଜାମରେ ପାଣ୍ଡିଆନଙ୍କୁ ଟମାଟୋ ମାଡ଼; ଯୁବକଙ୍କୁ କାବୁ କରି ନିର୍ଧୂମ ଛେଚିଲେ BJD କର୍ମୀ

ଟମାଟ ମାଡ଼ କରିଥିବା ବ୍ୟକ୍ତି ଜଣକ କଂଗ୍ରେସର ବୋଲି କୁହାଯାଉଛି । ପୋଲିସ ଯୁବକକୁ ଉଠାଇ ନେବାବେଳେ BJD କର୍ମୀମାନେ ବିଧା ଗୋଇଠା ମାରୁଥିବା ଦେଖିବାକୁ ମିଳିଛି ।

Condom packs with party names
ଏ କି ନିର୍ବାଚନୀ ପ୍ରଚାର! କଣ୍ଡୋମ ପ୍ୟାକେଟ୍ ବାଣ୍ଟିଲେ ଦଳୀୟ କର୍ମୀ

ସୋସିଆଲ୍ ମିଡିଆ Xରେ YSR କଂଗ୍ରେସ ପାର୍ଟି TDP କୁ ନିନ୍ଦା କରିବା ସହ ପାର୍ଟି ଆଉ କେତେ ତଳକୁ ଖସିବ ବୋଲି ପ୍ରଶ୍ନ କରିଛି। ପାର୍ଟି ନିଜର ପ୍ରଚାର ପାଇଁ ଲୋକଙ୍କୁ କଣ୍ଡୋମ ବଣ୍ଟନ କରିବା କେଉଁ ପ୍ରକାର ପ୍ରଚାର?

Arvind Kejriwal gets 7th summons
ଦିଲ୍ଲୀ ମଦ ଦୁର୍ନୀତି ମାମଲା: କେଜ୍ରିୱାଲଙ୍କୁ ଇଡିର ସପ୍ତମ ସମନ

ଆସନ୍ତା ଫେବ୍ରୁଆରୀ ୨୬ରେ ହାଜର ହେବାକୁ ସମନରେ କୁହାଯାଇଛି। ପୂର୍ବରୁ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଇଡି ୬ଥର ସମନ ପଠାଇଛି । କିନ୍ତୁ ସେ ଥରେ ହେଲେ ବି ହାଜର ହୋଇ ନାହାନ୍ତି।

Vijayawada office
ଗିରଫ ହୋଇଥା’ନ୍ତେ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ! ଭୟରେ କଂଗ୍ରେସ ଅଫିସରେ କଟିଲା ସାରାରାତି

ଗୁରୁବାର ଦିନ ଶର୍ମିଲା କହିଛନ୍ତି, ସରକାର ତାଙ୍କୁ ଗିରଫ କରିବାକୁ ଚେଷ୍ଟା କରୁଚନ୍ତି । ତେଣୁ ସେ ଗିରଫରୁ ବର୍ତ୍ତିବାକୁ କଂଗ୍ରେସ କାର୍ଯ୍ୟାଳୟରେ ରହିଥିଲେ ।

Defence Minister Rajnath Singh
ନବରଙ୍ଗପୁର ସଭାରେ ଗର୍ଜିଲେ ରାଜନାଥ; ‘ଓଡ଼ିଶାରେ ଦରକାର ଡବଲ ଇଞ୍ଜିନ ସରକାର’

ରାଜନାଥ କହିଛନ୍ତି ଯେ, ସେତେବେଳେ ଆତଙ୍କବାଦ, ନକ୍ସଲବାଦ ଓ ଆତଙ୍କ ସବୁବେଳେ ଲାଗି ରହିଥିଲା । ଆଜି ଆତଙ୍କବାଦ କେଉଁଠି ରହିଛି, ଆପଣମାନେ ଜାଣିଛନ୍ତି । ପୁଲୱାମା ଘଟଣା ପରେ ମୁହଁତୋଡ଼ ଜବାବ ଦିଆଯାଇଛି ।

Defence Minister Rajnath Singh
ନବରଙ୍ଗପୁରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ଦିନିକିଆ ଓଡ଼ିଶା ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସିବା ସହ ପ୍ରଥମେ ବିଜେପି କୋର କମିଟି ବୈଠକରେ ଯୋଗଦେଇଛନ୍ତି ।

Rajnath Singh
ଆଜି ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ; ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ

ଦିନିକିଆ ଗସ୍ତରେ ଆସି ରାଜନାଥ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ରାଜନାଥଙ୍କର ନବରଙ୍ଗପୁର, ବ୍ରହ୍ମପୁର ଓ ବାରିପଦାରେ କାର୍ଯ୍ୟକ୍ରମ ରହିଛି ।