• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Odisha Politics
କେଉଁ ଫର୍ମୂଲାରେ ଛିଡ଼ିବ ବିଜେପି-ବିଜେଡି ମେଣ୍ଟ ଗଣିତ ?

ଲୋକସଭାରେ 13:8 ଓ ବିଧାନସଭାରେ 47:100 ଥିଓରୀ ଚର୍ଚ୍ଚା ।

Bijoy Mohapatra Son Arabinda Joins BJD
ବିଜେଡିରେ ବିଜୟ ନନ୍ଦନ; ଆଶୀର୍ବାଦ ଦେଲାବେଳେ ନବୀନ କହିଲେ ‘ବାପାଙ୍କୁ ଜଣାଇଦେବ’...

ବିଜେଡିରେ ମିଶିଲେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ । ବାପା ବିଦାର ୨୪ ବର୍ଷ ପରେ ବିଜେଡିରେ ମିଶିଲେ ପୁଅ ଅରବିନ୍ଦ । ଆଶୀର୍ବାଦ ଦେଲାବେଳେ ‘ବାପାଙ୍କୁ ଜଣାଇଦେବ’ କହିଲେ ନବୀନ । 

Amit Shah
୨୦୨୪ ଲୋକସଭା ନିର୍ବାଚନ ନିର୍ଦ୍ଧାରଣ କରିବ ଭାରତର ଭବିଷ୍ୟତ: ଅମିତ ଶାହ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦୂରଦୃଷ୍ଟି ସମ୍ପନ୍ନ ପ୍ରଧାନମନ୍ତ୍ରୀ ଭାବରେ ବର୍ଣ୍ଣନା କରି ଗୃହମନ୍ତ୍ରୀ କହିଛନ୍ତି ଯେ ୨୦୪୭ ସୁଦ୍ଧା ଭାରତକୁ ଏକ ସଂପୂର୍ଣ୍ଣ ବିକଶିତ ରାଷ୍ଟ୍ର ଭାବରେ ବିଶ୍ୱଗୁରୁ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

Aravind Mohapatra
ବିଜେଡିରେ ଯୋଗଦେଲେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ

ଚର୍ଚ୍ଚାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ବିଜେଡିରେ ମିଶିଛନ୍ତି ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର। ନବୀନ ନିବାସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଅରବିନ୍ଦ ଆଜି ବିଜେଡିରେ ଯୋଗ ଦେଇଛନ୍ତି।

Andhra Pradesh
ବିହାର, ଓଡ଼ିଶା ପରେ ଏବେ ଆନ୍ଧ୍ର ପାଳି; ମେଣ୍ଟ ଦିଗରେ ବଢ଼ୁଛି ବିଜେପି

୨୦୧୮ରେ ବିଜେପିର ହାତ ଛାଡ଼ିଥିବା ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ପୁଣି ଥରେ ଏନଡିଏ ସହ ସାମିଲ ହୋଇପାରେ। ସେହିପରି ଫିଲ୍ମ ଷ୍ଟାରରୁ ରାଜନେତା ପାଲଟିଥିବା ପୱନ୍ କଲ୍ୟାଣଙ୍କ ଜନସେନା ଟିଡିପି ସହ ମିଶି ଆନ୍ଧ୍ର ନିର୍ବାଚନ ଲଢ଼ିପାରେ।

Politics
ମିଳିଲା ସ୍ପଷ୍ଟ ସଙ୍କେତ...ଗୋଟିଏ ମଞ୍ଚରେ ବସିବେ ବିଜେଡି-ବିଜେପି, ମେଣ୍ଟ ପକ୍କା !

ବିଜେଡି-ବିଜେପି ମେଣ୍ଟ ହେବା ଏକ ପ୍ରକାର ଥୟ । ଭୁବନେଶ୍ୱରରେ ବିଜେଡିର ଓ ଦିଲ୍ଲୀରେ ବିଜେପିର ମାରାଥନ ମିଟିଂ ପରେ ଆପାତତଃ ଏହା ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି ।

NDA
ବଢୁଛି NDA ର କଳେବର ଓ ଶକ୍ତି

ଏନଡିଏର ନୂଆ ସଦସ୍ୟ ହୋଇପାରେ ବିଜେଡି। ଯଦି ଶଙ୍ଖ ଘର ବାହୁଡ଼ା କରେ, ଏନଡିଏ ଆହୁରି ଶକ୍ତିଶାଳୀ ହେବବ। ବର୍ତ୍ତମାନ ଦେଶର ୬ଟି ରାଜ୍ୟରେ ବିଜେପି ଏକାକୀ ଶାସନ କରୁଥିବା ବେଳେ ୧୧ଟି ରାଜ୍ୟ ଓ ପୁଡୁଚେରୀରେ ଅଂଶୀଦାର ଭାବେ ମେଣ୍ଟ ସରକାରର ଭାଗୁଆଳି ଅଛି। ଅର୍ଥାତ ୧୭ଟି ରାଜ୍ୟରେ କ୍ଷମତାରେ ଅଛି ବିଜେପି।

  • Wednesday, 06 March 2024
  • NDA
  • BJP
Baijayant Panda
ୟୁପି ଲକ୍ଷ୍ନୌରେ ଟିକଟ୍ କସରତ; ବୈଜୟନ୍ତଙ୍କ ନେତୃତ୍ୱରେ ବସିବ ବୈଠକ

ବିଜେପି ବରିଷ୍ଠ ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଓ ଉତ୍ତରପ୍ରଦେଶ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ଆଜି ଲକ୍ଷ୍ନୌ ଗସ୍ତରେ ଯାଉଛନ୍ତି।

coalition between BJP and BJD
ନୂଆ ନୁହେଁ ମେଣ୍ଟ; ୧୯୯୮ରୁ ୨୦୦୯ ଭିତରେ ଏକାଠି ଲଢ଼ିଛନ୍ତି ବିଜେଡ଼ି-ବିଜେପି

ବିଜେପି- ବିଜେଡି ଭିତରେ ମେଣ୍ଟ ନୂଆ ନୁହେଁ କି ଅସମ୍ଭବ ବି ନୁହେଁ। ୧୯୯୮ରୁ ୨୦୦୯ ଦୁଇ ଦଳ ଏକାଠି ଥିଲେ, ମିଳିମିଶି କ୍ଷମତା ମହୁକୁ ବି ଚାଖୁଥିଲେ।

NDA
ବଢୁଛି NDAର ଶକ୍ତି; ପୁରୁଣା, ନୂଆ ସହଯୋଗୀଙ୍କୁ ନିଜ ଆଡ଼କୁ ଟାଣୁଛି ବିଜେପି

ବଢୁଛି ଏନଡିଏର କଳେବର । ମୋଦିଙ୍କ ମିଶନ ଅବ୍ କି ବାର୍ ଚାର୍ ସୋ ପାର୍ କୁ ପୂରଣ କରିବା ପାଇଁ ବିଜେପିର ବଡ଼ ଷ୍ଟ୍ରାଟେଜି ।

Alliance speculation
ବିଜେପି ନେତାଙ୍କୁ ଦିଲ୍ଲୀ, ବିଜେଡି ନେତାଙ୍କୁ ନବୀନ ନିବାସ; ହେଇଯିବ BJP-BJD ମେଣ୍ଟ !

୧୫ ବର୍ଷ ପରେ ପୁଣି ଏକ୍ ହେବାକୁ ଯାଉଛନ୍ତି କି ବିଜେଡି-ବିଜେପି ? ଏନଡିଏକୁ ଫେରିବ କି ବିଜେଡି? ଦୁଇ ରାଜଧାନୀ ଭୁବନେଶ୍ୱର ଓ ଦିଲ୍ଲୀରେ ଦୁଇ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକକୁ ନେଇ ବଢିଲା ଚର୍ଚ୍ଚା।

BJP MP Jual Oram
ରାଜ୍ୟରେ ବିଜେପି-ବିଜେ଼ଡି ମେଣ୍ଟ ! ମୌନେ ସମ୍ମତିର ଲକ୍ଷଣ..

ଏକାଠି ହେଉଛନ୍ତି କି ବିଜେପି- ବିଜେଡି। କଣ NDAକୁ ବାହୁଡିବେ କି ନବୀନ?

Odisha Politics
ଯୋଡ଼ି ହେବ ୧୫ ବର୍ଷର ପୁରୁଣା ସମ୍ପର୍କ; ମେଣ୍ଟ କରିବେ କି BJD-BJP ?

୧୫ ବର୍ଷ ତଳେ BJD ସହ ମେଣ୍ଟ ଭାଙ୍ଗିଥିଲା ବିଜୁ ଜନତା ଦଳ । ୨୦୦୯ ମସିହା ମାର୍ଚ୍ଚ ୯ ତାରିଖରେ ମେଣ୍ଟ ଭାଙ୍ଗିଯାଇଥିବାବେଳେ ପୂର୍ବରୁ ଉଭୟ ଦଳ ୨ଥର ମିଳିତ ସରକାର ଗଢ଼ିଥିଲେ । ୨୦୦୦ ଓ ୨୦୦୪ରେ ମିଳିତ ଭାବେ ସରକାର କରିଥିଲେ BJD-BJP ।

PM Modi
ପଶ୍ଚିମବଙ୍ଗରେ ମୋଦି; ସପ୍ତାହେ ଭିତରେ ଦ୍ୱିତୀୟ ଗସ୍ତ, ଉଠିବ ସନ୍ଦେଶଖାଲି ପ୍ରସଙ୍ଗ

ପଶ୍ଚିମବଙ୍ଗରେ ଆଜି ମହିଳା ରାଲିକୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାରାସତରେ ମହିଳା ସମାବେଶକୁ ସମ୍ବୋଧନ କରି ନାରୀ ସଶକ୍ତିକରଣ ଏବଂ ସନ୍ଦେଶଖାଲି ପ୍ରସଙ୍ଗ ଉଠାଇବେ ବୋଲି କୁହାଯାଉଛି ।

Narendra Modi
ଭୋଟ୍‌ ପୂର୍ବରୁ ବଡ଼ ଭେଟି, ଓଡ଼ିଶାକୁ ୨୦ ହଜାର କୋଟିର ପ୍ରକଳ୍ପ ଉପହାର

ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କର ୨୦ ହଜାର କୋଟିର ବିବିଧ ବିକାଶମୁଖୀ ପ୍ରକଳ୍ପ ଉପହାର। ଚଣ୍ଡିଖୋଲରେ ରେଲୱେ, ରାଜପଥ ଓ ଗ୍ୟାସ କ୍ଷେତ୍ରରେ ବିଭିନ୍ନ ନୂଆ ପ୍ରକଳ୍ପର ଲୋକାର୍ପଣ ସହ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ।

BJD
ବିଜେଡି ଟିକଟ ପାଇଁ ବିକଳ ନେତା.. ଧମକ ଦେଲେଣି, ପ୍ରାର୍ଥୀ ନକଲେ ଦଳକୁ ବାଏ ବାଏ କରିବୁ !

ନିର୍ବାଚନ ଯେତିକି ପାଖଉଛି, ବିଜେଡି ଟିକେଟ୍ କଳି ସେତିକି ବଢୁଛି। ଶୀର୍ଷ ନେତୃତ୍ୱଙ୍କୁ ଚାଲେଞ୍ଜ ଦେଉଛନ୍ତି ଆଶାୟୀ। ରାଜଧାନୀରେ ତ ଟିକେଟ କଳି ତୀବ୍ର ରୂପ ଧାରଣ କଲାଣି।

PM Modi
ଇଣ୍ଡିମେଣ୍ଟର ଧୂଲେଇ କଲେ, ଅବକୀ ବାର ୪୦୦ ପାର କହିଲେ; ରୋଡ ସୋ' ଦେଖି ଅଭିଭୂତ ହେଲେ ମୋଦି

ଅଭୂତପୂର୍ବ ଜନ ସମାବେଶ..ଅଭିଭୂତ ମୋଦି। ସମୟ ପାଖାପାଖି ୩ଟା ୫୦। ଏକ ସୁସଜ୍ଜିତ ଖୋଲା ଜିପରେ ଚଣ୍ଡିଖୋଲର ବିଶାଳ ଗ୍ୟାରେଣ୍ଟି ସମାବେଶକୁ ଆସିଲେ ପ୍ରଧାନମନ୍ତ୍ରୀ ମୋଦି।

Narendra Modi
ହରିଦାସପୁର-ପାରାଦୀପ ନୂଆ ରେଳ ଲାଇନରେ ଗଡ଼ିଲା ଟ୍ରେନ୍, ସାକାର ହେଲା କେନ୍ଦ୍ରାପଡ଼ାବାସୀଙ୍କ ସ୍ୱପ୍ନ

ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କର ୨୦ ହଜାର କୋଟିର ବିବିଧ ବିକାଶମୁଖୀ ପ୍ରକଳ୍ପ ଉପହାର। ଚଣ୍ଡିଖୋଲରେ ରେଲୱେ, ରାଜପଥ ଓ ଗ୍ୟାସ କ୍ଷେତ୍ରରେ ବିଭିନ୍ନ ନୂଆ ପ୍ରକଳ୍ପର ଲୋକାର୍ପଣ ସହ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ।

PM Modi
‘ସମସ୍ତଙ୍କୁ ମାଗଣା ବିଜୁଳି ଦେବା ମୋଦିଙ୍କ ଗ୍ୟାରେଣ୍ଟି’

ଦିନିକିଆ ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମାସକ ପରେ ପୁଣି ଥରେ ଓଡ଼ିଶା ଆସିଛନ୍ତି ପ୍ରଧାନମନ୍ତ୍ରୀ। ଗତମାସ ୩ ତାରିଖରେ ସମ୍ବଲପୁର ଆସିଥିଲେ ମୋଦି। ରାଜ୍ୟବାସୀଙ୍କୁ ୨୦ ହଜାର କୋଟିର ବିକାଶମୂଳକ ପ୍ରକଳ୍ପ ଭେଟି ଦେଇଛନ୍ତି।

Narendra Modi
ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ହେଲିକପ୍ଟରରେ ଗଲେ ଚଣ୍ଡିଖୋଲ

ଉନ୍ନୟନ ମୂଳକ ପ୍ରକଳ୍ପ ଲୋକାର୍ପଣ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।

Prafulla Samal, Prayaskanti Samal
ବାପାଙ୍କ ପରେ EDରେ ହାଜର ହେଲେ ପୁଅ ପ୍ରୟାସକାନ୍ତି

ପ୍ରଫୁଲ୍ଲ ସାମଲଙ୍କୁ ୮ ଘଣ୍ଟା ଧରି ଜେରା କରିଥିଲା ଇଡି ।

Narendra Modi
ଛୁରି ଧରି ମୋଦିଙ୍କୁ ହତ୍ୟା ଧମକ ଦେଲା ହାଇଦ୍ରାବାଦ ଯୁବକ !

ସମ୍ବେଦନଶୀଳ ପୋଷ୍ଟ ପରେ ତଦନ୍ତ ଆରମ୍ଭ କରିଛି କର୍ଣ୍ଣାଟକ ପୋଲିସ୍। ବ୍ୟକ୍ତି ଜଣକ ହାଇଦ୍ରାବାଦର ହୋଇଥିବା ଜଣାପଡ଼ିଛି। ଏଣୁ ହାଇଦ୍ରାବାଦର ଏକାଧିକ ସ୍ଥାନରେ ଚଢ଼ାଉ ହୋଇଛି।

Narendra Modi Odisha Visit
ମୋଦିଙ୍କ ଦିନିକିଆ ଓଡ଼ିଶା ଗସ୍ତ, ୧୯ ହଜାର କୋଟିର ଦେବେ ଉପହାର

ଆଜି ଓଡ଼ିଶା ଆସୁଛନ୍ତି ମୋଦି । ଯାଜପୁର ଚଣ୍ଡିଖୋଲ ସମାବେଶରେ ଯୋଗଦେବେ ମୋଦି

Congress MLA Md Moquims
ରଦ୍ଦ ହେଲା ମୋକିମଙ୍କ ବିଧାୟକ ପଦ

ମହମ୍ମଦ ମୋକିମଙ୍କ ବିଧାୟକ ପଦ ରଦ୍ଦ। କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା। ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ। ନାମାଙ୍କନ ବେଳେ ଅପରାଧିକ ତଥ୍ୟ ଲୁଚାଇଥିବାରୁ ରାୟ । ମୋକିମ୍ କହିଲେ ରାୟ ବିରୋଧରେ ସୁପ୍ରିମକୋର୍ଟକୁ ଯିବି ।  

Narendra Modi
୧୪୦ କୋଟି ଦେଶବାସୀଙ୍କୁ ପରିବାର କହିଲେ ମୋଦି

‘ମୋଦିଙ୍କ ପରିବାର’ ମନ୍ତବ୍ୟକୁ ନେଇ ତେଜିଲା ରାଜନୀତି । ୧୪୦ କୋଟି ଦେଶବାସୀଙ୍କୁ ପରିବାର କହିଲେ ମୋଦି। ‘ଦେଶର ୧୪୦ କୋଟି ଜନତା ମୋ ପରିବାର’। ‘ଦେଶବାସୀ ମୋ ଘର, ମୋ ମାଆ, ମୋ ଝିଅ’