• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Odisha Politics, BJD
ବନ୍ଧ ଭାଙ୍ଗିଲାଣି ବିଜେଡି ବିଦ୍ରୋହ, କଡ଼ା ଚେତାବନୀ ଦେଲେଣି ଅସନ୍ତୁଷ୍ଟ ନେତା

ଏବେ ଗୋଟିଏ ପରେ ଗୋଟିଏ ଜାଗାରେ ଦଳ ଛାଡୁଛନ୍ତି ବିଜେଡି ବିଦ୍ରୋହୀ । ପ୍ରଥମ ପ୍ରାର୍ଥୀ ତାଲିକାରେ ଅଧିକ ନାଁ ନବଦଳିବାରୁ ସବୁଠି ଆଶାୟୀ ଅବୁଝା ।

Odisha Politics
ବିଜେଡି ରାସ୍ତାରେ କଣ୍ଟା କେନ୍ଦୁପତ୍ର କର୍ମଚାରୀ ସଂଘ, କହିଲେ ନିର୍ବାଚନରେ ଜବାବ ଦେବୁ !

କେନ୍ଦୁପତ୍ର କର୍ମଚାରୀ ସଂଘର ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି ।

Odisha Politics
BJD ପାଉନି ପ୍ରାର୍ଥୀ; କଂଗ୍ରେସରୁ ନେତା ଆଣି ବଳ ଦେଖାଉଛି ଦଳ !

ବର୍ତ୍ତମାନ ସୁଦ୍ଧା ଘୋଷଣା ହୋଇଥିବା ବିଜେଡିର ୧୫ ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରୁ ୩ ପୂର୍ବତନ କଂଗ୍ରେସ୍ ନେତା।

Odisha Politics
ଟିକଟ୍ ଘୋଷଣାକୁ ନେଇ ଛକାପଞ୍ଝା, ବିଜେପିର କଟାକ୍ଷ ‘ଆମଦାନୀ ନେତାଙ୍କ ଅପେକ୍ଷାରେ ବିଜେଡି’

ବିଜେଡିର ଆକ୍ଷେପ- ୧୪୭ ବିଧାନସଭା ପାଇଁ ପ୍ରାର୍ଥୀ ପାଉନି ରାଜ୍ୟ ବିଜେପି । ପଦ୍ମ ଦଳର କଡ଼ା ଜବାବ ଆମ ଟିକଟ୍ ଦିଲ୍ଲୀରୁ ଘୋଷଣା ହୁଏ।

Baijayant Panda
କେନ୍ଦ୍ରାପଡ଼ାରେ ବୈଜୟନ୍ତଙ୍କ ପାୱାର ସୋ; ଜନସମୁଦ୍ର ପାଲଟିଲା ତୁଳସୀ କ୍ଷେତ୍ର

କେନ୍ଦ୍ରାପଡ଼ା ଲୋକସଭା ଆସନ ଲାଗି ପ୍ରାର୍ଥୀ ଭାବେ ଘୋଷଣା ହେବା ପରେ ଆଜି ନିଜ ନିର୍ବାଚନ ମଣ୍ଡଳୀରେ ପହଞ୍ଚିଥିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଅପରାହଣରେ ହେଲିକପଟର ଯୋଗେ ଭୁବନେଶ୍ୱରରୁ ଚାନ୍ଦୋଳରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଦିଆଯାଇଥିଲା ଭବ୍ୟ ସମ୍ବର୍ଦ୍ଧନା।

Baijayant Panda, Kendrapara
‘କେନ୍ଦ୍ରାପଡ଼ା ବି ଚାହୁଁଛି, ମୋଦି ପୁଣି ପ୍ରଧାନମନ୍ତ୍ରୀ ହୁଅନ୍ତୁ’

ବୈଜୟନ୍ତଙ୍କ ଆସିବା ଖୁସିରେ ଅନେକ ଲୋକ ନିଜର ଖୁସି ବ୍ୟକ୍ତ କରିଛନ୍ତି । ଆଉ କହିଛନ୍ତି ‘ବୈଜୟଙ୍କ ଆମ ନିଜ ଲୋକ । ସେ ଆମର ଭାରି ଘନିଷ୍ଠ । କେନ୍ଦ୍ରାପଡ଼ା ପାଇଁ ସେ ବହୁତ କିଛି କରିଛନ୍ତି ।

Baijayant Panda, BJP
‘ଗତ ଥର ଆମେ ଭୁଲ କରିଦେଇଥିଲୁ, ଏଥର ସଂଶୋଧନ କରିବୁ’

‘କେନ୍ଦ୍ରାପଡ଼ା ପାଇଁ ବହୁତ କିଛି କରିବାର ତାଙ୍କ ଉଦେଶ୍ୟ । ବୈଜୟନ୍ତଙ୍କ ପାଇଁ ଆଜି ଆମେ କେନ୍ଦ୍ରାପଡ଼ାବାସୀ ଘରେ ଘରେ ପାଣି ପାଇପାରୁଛୁ ।’

Congress
ପ୍ରାର୍ଥୀ ଘୋଷଣାରେ ସବୁଠୁ ପଛରେ କଂଗ୍ରେସ, ଦିଲ୍ଲୀରେ ରାଜ୍ୟ ନେତୃତ୍ୱଙ୍କ ଆଲୋଚନା

ଓଡ଼ିଶାର ପ୍ରାର୍ଥୀ ତାଲିକା ନେଇ କଂଗ୍ରେସର ମାନସମନ୍ଥନ । ଦିଲ୍ଲୀରେ ଅନୁଷ୍ଠିତ ହୋଇଛି ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବା ସିଇସି ବୈଠକ ।

Jagatsinghpur BJD
ଛିଣ୍ତୁନି ଅଙ୍କ; ଟିକେଟ ପାଇଁ ନବୀନ ନିବାସ ଆଗରେ ଶକ୍ତି ପ୍ରଦର୍ଶନ

ଜଗତସିଂହପୁର ପଲିଟିକ୍ସରେ ବିଜେଡି କନ୍ଦଳ। ସ୍ଥିତି ସାଂଘାତିକ। ଟିକେଟ ଅଙ୍କ ଛିଡୁନଥିବାବେଳେ ଦାବିଦାରଙ୍କ ସଂଖ୍ୟା ବଢୁଛି। ରାଲି, ସମାବେଶ, ଶୋଭାଯାତ୍ରା ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରୁଛନ୍ତି ଆଶାୟୀ।

General Election 2024
କାହାକୁ ଦେବେ ଟିକେଟ.. ଦୋ'ଛକିରେ ତିନିଦଳ..ୱେଟ୍ ଆଣ୍ଡ ୱାଚ୍ ପଲିସି ଆପଣେଇଛି ବିଜେଡି

ମାର୍ଚ୍ଚ ୨୭ରେ ଆସିଲା ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା। ଦୁଇ ଦଫାରେ ୧୫ ଜଣିଆ ଲୋକସଭା ପ୍ରାର୍ଥୀ ଓ ୭୨ ବିଧାନସଭା ପ୍ରାର୍ଥୀଙ୍କ ନାଁ। ହେଲେ ଏପଟେ ଯେମିତି ଦଳରୁ ଅସନ୍ତୁଷ୍ଟ ନେତାଙ୍କ ଘଳିଆ ପଡ଼ିଗଲାଣି। ଦଳ ଛାଡୁଛନ୍ତି ଜଣଙ୍କ ପରେ ଜଣେ ସାଂସଦ, ବିଧାୟକ, ନେତା।

Akash Das Nayak
ବିଜେପିରେ ସାମିଲ ହେଲେ ଅଭିନେତା ଆକାଶ ଦାସନାୟକ

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ସାମିଲ ହେଲେ ଆକାଶ।

Chiranjeev , Sukant nayak
ବିଜେଡିରେ ମିଶିଲେ ବିଜେପି ବିଧାୟକ ସୁକାନ୍ତ ଓ କଂଗ୍ରେସ ନେତା ଚିରଞ୍ଜୀବ

ଏବେ ଠିକ୍ ନିର୍ବାଚନ ପୂର୍ବରୁ ପୁଣି ଦଳ ବଦଳାଇଛନ୍ତି ସୁକାନ୍ତ।

PM Modi
ଅରୁଣଙ୍କ ପାଇଁ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ, ଉତ୍ତରପ୍ରଦେଶ ମିରଟରେ ମୋଦିଙ୍କ ରାଲି

ଅରୁଣ ଗୋଭିଲଙ୍କ ପାଇଁ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉତ୍ତରପ୍ରଦେଶ ମିରଟ ସଂସଦୀୟ କ୍ଷେତ୍ରରୁ ବିଜେପିର ପ୍ରାର୍ଥୀ ହୋଇଛନ୍ତି ପପୁଲାର୍ ରାମାୟଣ ସିରିଏଲର ଶ୍ରୀରାମଙ୍କ ଚରିତ୍ରରେ ଅଭିନୟ କରିଥିବା ଅରୁଣ ଗୋଭିଲ୍ ।

No Vote
ମାଳ ମାଳ ପ୍ରତିଶ୍ରୁତି, କିନ୍ତୁ ଭୋଟରଙ୍କୁ ମିଳୁନି ମୌଳିକ ସୁବିଧା

ନିର୍ବାଚନ ଆସୁଛି ବୋଲି ରାଜନେତା ଓ ରାଜନୈତିକ ଦଳ ସିନା ଭୋଟ୍ ଗୋଟେଇବାକୁ ଅଣ୍ଟା ଭିଡ଼ିଛନ୍ତି । ହେଲେ ଗ୍ରାଉଣ୍ଡ ଜିରୋରେ କିନ୍ତୁ ରାଗ ତମ ତମ ହୋଇ ଭୋଟ୍ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି ଭୋଟର୍ ।

PM Modi to hold rally in Meerut
ମିରଟରେ ମୋଦିଙ୍କ ବିରାଟ ରାଲି; ବୈଜୟନ୍ତ କହିଲେ, ‘କ୍ଲିନ୍‌ ସୁଇପ କରିବ ବିଜେପି’...

ଆସନ୍ତାକାଲି ଉତ୍ତରପ୍ରଦେଶ ମିରଟରେ ମୋଦିଙ୍କ ରାଲି । ନିର୍ବାଚନୀ ରାଲି କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଲି ବିରାଟ ଓ ଭବ୍ୟ ହେବ ବୋଲି ସୂଚନା ଦେଲେ ବୈଜୟନ୍ତ ।

Odisha politics on alliance
ଏପଟେ ଘମାଘୋଟ ଲଢ଼େଇ; ସେପଟେ ସ୍ୱତନ୍ତ୍ର ସଂପର୍କ !

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରେ ସାମ୍ବାଦିକଙ୍କ ସମୁଖରେ ସ୍ପଷ୍ଟ କଲେ ଯେ ତାଙ୍କ ଦଳ 'ଇଣ୍ଡିଆ' ମେଣ୍ଟରେ ନାହିଁ। କେନ୍ଦ୍ରରେ ଥିବା ମୋଦି ସରକାର ଓଡ଼ିଶା ବିକାଶ ପାଇଁ ଯେଉଁଭଳି ସବୁ ପ୍ରକାର ସହାୟତା ଦେଇ ଆସୁଛନ୍ତି ସେ 'ସମ୍ପର୍କ' ରହିବ ବୋଲି ତାଙ୍କ କଥାରୁ ଜାଣିହେଲା।

Arvind Kejriwal
ଆଉ ଜଣେ ଆପ୍‌ ନେତା କୈଳାଶ ଗେହଲଟ EDରେ ହାଜର !

ଇଡି ଅଭିଯୋଗ କରିଛି ଯେ ୨୦୨୧-୨୨ରେ ଗେହଲଟ ବାରମ୍ବାର ମୋବାଇଲ୍ ନମ୍ବର ପରିବର୍ତ୍ତନ କରିଥିଲେ।

Anubhav Mohanty
ବିଜେଡିକୁ ଏକାଦିନେ ଅଲ୍‌ବିଦା କଲେ ଦୁଇ ସିନେଷ୍ଟାର, ଆକାଶଙ୍କ ପରେ ଅନୁଭବ

ଚକଲେଟ ହିରୋ ତଥା ପୂର୍ବତନ ବିଧାୟକ ଆକାଶ ବି ଛାଡ଼ିଲେ । ୨ ଦିନ ତଳେ ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଦଳ ଛାଡ଼ିଥିଲେ । ଷ୍ଟାଇଲିସ୍‌ ହିରୋ ଅରିନ୍ଦମ ରାୟ ବି ନିକଟରେ ବିଜେଡି ଛାଡ଼ିଥିଲେ ।

Odisha Politics
ସକାଳ ୯ଟାରେ ଛାଡ଼ିଲେ ଶଙ୍ଖ, ମଧ୍ୟାହ୍ନ ୧୨ଟାରେ ଧରିଲେ ପଦ୍ମ

ବିଜେଡି ଛାଡ଼ି ବିଜେପିରେ ମିଶିଲେ ପ୍ରିୟଦର୍ଶୀ ମିଶ୍ର । ଶଙ୍ଖ ଛାଡ଼ି ବର୍ତ୍ତମାନ ପଦ୍ମ ଧରିଛନ୍ତି ପ୍ରିୟଦର୍ଶୀ ମିଶ୍ର । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ମିଶିଲେ ।

Akash - Chiranjibi
ଆକାଶ ଛାଡ଼ିଲେ ବିଜେଡି, କଂଗ୍ରେସ ଛାଡ଼ିଲେ ଚିରଞ୍ଜୀବ

ଉଭୟ ନେତାଙ୍କର ଖୁବ୍‌ ଲୋକପ୍ରିୟତା ରହିଛି । ସେମାନଙ୍କର ନିଜସ୍ୱ ସଂଗଠନ ରହିଛି ।

Odisha Politics
ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଲଗାତାର ଅବହେଳା ପାଇଁ ଇସ୍ତଫା

ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ଇସ୍ତଫା । ବିଜେଡିରୁ ଇସ୍ତଫା ଦେଲେ ପ୍ରିୟଦର୍ଶୀ ମିଶ୍ର । ଦଳରେ ଲଗାତାର ଅବହେଳା କରାଯାଉଥିବା କଥା ଇସ୍ତଫାରେ ଲେଖିଲେ । ଭୁବନେଶ୍ୱର ଉତ୍ତରରୁ ୨୦୧୪ରେ ବିଧାୟକ ଥିଲେ ।

Odisha Politics
ନିର୍ବାଚନ ଯେତିକି ଯେତିକି ପାଖଉଛି, ପ୍ରାର୍ଥୀ ଘୋଷଣା ଓ ଟିକେଟ୍ କସରତ୍ ଭିତରେ ସେତିକି ବଢ଼ି ଚାଲିଛି ନେତାଙ୍କ ଦଳ ଡିଆଁ ପର୍ବ

ଟିକେଟକୁ ନେଇ ବଢୁଥିବା ଅନ୍ତର୍କନ୍ଦଳ ଭିତରେ ଶାସକ ଦଳ କିନ୍ତୁ ନିଜ ନେତାଙ୍କ ଅପେକ୍ଷା ଆମଦାନୀ ନେତାଙ୍କୁ ଦେଉଛି ବେଶି ଗୁରୁତ୍ୱ ।

Odisha Politics
ରାଜ୍ୟରେ କେତେ ସ୍ୱଚ୍ଛ ହୋଇପାରିବ ନିର୍ବାଚନୀ ପ୍ରକ୍ରିୟା ?

କିଛି ଅଫିସର ଶାସକ ଦଳର କର୍ମୀ ସାଜି ବିରୋଧୀ ଦଳର ନେତାମାନଙ୍କୁ ଧମକ ଚମକ ଦେଉଥିବା ବିଜେପି ଏବଂ କଂଗ୍ରେସ ଅଭିଯୋଗ କରିଛି। ତେବେ ବିଜେଡି ଅଭିଯୋଗକୁ ଖଣ୍ଡନ କରିଛି।

Sattara Satranj - Kantamala
କଣ୍ଟାମାଳରେ କଂଗ୍ରେସ ପ୍ରାର୍ଥୀ କିଏ ? ଦୌଡ଼ରେ ଆଗୁଆ ପ୍ରଶାନ୍ତ-ସରୋଜ

ବିଜେଡିରୁ ଯୋଦ୍ଧା ହେଲେ ମହିଧର ରଣା । ବିଜେପିରୁ କହ୍ନେଇ ଚରଣ ନା ଓମ୍ ପ୍ରକାଶ ?

Sattara Satranj  - Kantamala
୨୦୨୪ରେ କିଏ ନେବେ ନୂଆପଡ଼ାର ନେତୃତ୍ୱ ? BJDରୁ ଢୋଲକିଆ.. BJPରୁ କିଏ !

ବିଜେପିରୁ ଏକାଧିକ ଆଶାୟୀଙ୍କ ଭିତରୁ ସୁଯୋଗ କାହାକୁ ? କଂଗ୍ରେସରୁ ଶରତ ପଟ୍ଟନାୟକ ଚନ ?