• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

Free Coacing Center
ଗରିବ ପିଲାଙ୍କୁ ପାଠ ପଢାଇବାକୁ ଖୋଲିଲା କୋଚିଂ ସେଣ୍ଟର

ନିଆରା...ଏଇ କୋଚିଂ ସେଣ୍ଟରରେ କେବଳ ଗରିବ ମେଧାବୀ ପିଲାଙ୍କୁ ଦିଆଯିବ କୋଚିଂ । କେମିତି ଚାକିରି ପାଇବେ, ଭଲ ପଢିବେ । ସେଇଥି ପାଇଁ କରାଯାଉଛି ସ୍ୱତନ୍ତ୍ର ରଣନୀତି । ପିଲାଏ କହୁଛନ୍ତି ଟଙ୍କା ଲାଗି ଆମେ ପାଠ ପଢିପାରୁନଥିଲୁ... ଏବେ ଭଲରେ ପାଠ ପଢୁଛୁ।

Hidden camera in hotel rooms
ହୋଟେଲ୍‌ ରୁମ୍‌ରେ ସିକ୍ରେଟ୍‌ କ୍ୟାମେରା ଲାଗିଛି କି ନାହିଁ, କେମିତି ଜାଣିବେ...

କିଛି ହୋଟେଲ୍‌ ରୁମ୍‌ରେ ସିକ୍ରେଟ୍‌ କ୍ୟାମେରା ଲାଗିଥିବା ଅନେକ ଘଟଣା ସାମ୍ନାକୁ ଆସିଛି। ଏହି କ୍ୟାମେରା ଜରିଆରେ ଲୋକଙ୍କ ବ୍ୟକ୍ତିଗତ ଫଟୋ ଓ ଦୃଶ୍ୟ ସବୁ ରେକର୍ଡ କରାଯାଇଥାଏ ଓ ପରେ ସେମାନଙ୍କୁ ବ୍ଲାକ୍‌ମେଲିଂ କରାଯାଇ ଟଙ୍କା ଆଦାୟ କରିଥାନ୍ତି କିଛି ଅସାଧୁ ପ୍ରକୃତିର ଲୋକ।

  • Monday, 19 June 2023
Train Accident
ଓଡ଼ିଶା ଟ୍ରେନ୍‌ ଟ୍ରାଜେଡ଼ି: ଏଇ ମେଡିକାଲ ପାଇଁ ମଲେ ୨୮୮ !

କେବଳ ଦୁର୍ଘଟଣା ପାଇଁ ଖୋଲିଥିଲା ଏହି ମେଡିକାଲ । ହେଲେ ଭିତ୍ତିଭୂମିର ବିକାଶ ନହେବାରୁ କାମରେ ଆସୁନି ସ୍ୱାସ୍ଥ୍ୟକେନ୍ଦ୍ର । ଯଦି ଶୁକ୍ରବାର ଦିନ ଏଇ ମେଡିକାଲ ଖୋଲାଥାଆନ୍ତା ତାହାଲେ ଏତେ ସଂଖ୍ୟାରେ ଲୋକ ମରିନଥାଆନ୍ତେ

Water Crisis
ଭୟଙ୍କର ସ୍ଥିତି: ଦିନକୁ ଘଣ୍ଟାଏ ପାଇଁ ବାହାରୁଛି ପାଣି !

ଗଡିଆ, ପୋଖରୀ ସବୁ ଶୁଖିଯାଇଛି । ନଳକୂଅ ଥିଲେ ବି ଅଧା କାମ କରୁନି...ଯେଉଁଟା କାମ କରୁଛି ସେଥିରୁ ଦିନରେ ମାତ୍ର ଘଣ୍ଟାଏ ବାହାରୁଛି ପାଣି । ବାହାଘରଠୁ ସୁଧଘର କାମ ପାଇଁ ହଇରାଣ ହେଉଛନ୍ତି ଲୋକେ

jojanara Na hariloot
ଭଙ୍ଗା ଦଦରା ଘରେ ଗରିବ ମଳିମୁଣ୍ଡିଆ, ହିତାଧିକାରୀଙ୍କ ଅଜାଣତରେ ଆବାସ ଟଙ୍କା ଆତ୍ମସାତ

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ଘର ଘୋଟାଲା।  ଜୋଡିଙ୍ଗା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ବଣ୍ଟନରେ ବଡ଼ ଦୁର୍ନୀତି ହୋଇଛି

Heat Wave
ଅସହ୍ୟ ତାତି; ରାସ୍ତାକଡ଼ ହେଉ ବା ଗଛମୂଳ ପଥିକଙ୍କ ପାଇଁ ସ୍ୱର୍ଗ ଭଳି ଲାଗୁଛି

କି ପୂର୍ବ, କି ପଶ୍ଚିମ, ଉତ୍ତର ହେଉ କି ଦକ୍ଷିଣ ସବୁଠି ଅଗ୍ନିବର୍ଷା ସାଙ୍ଗକୁ ଅସମ୍ଭବ ଗୁଳୁଗୁଳି । କିଏ କହୁଛି ଭାଜି ହେଉଛି, ଆଉ କିଏ କହୁଛି ସିଝି ଯାଉଛି । ପଥିକଙ୍କ ପାଇଁ ଗଛ ଛାଇ ବି ସ୍ୱର୍ଗ ଭଳି ଲାଗୁଛି ।

Writting Skill
ବିଚିତ୍ର କଳା; ଊର୍ଦ୍ଦୁ ଭଳି ଓଲଟାରେ ଲେଖୁଛନ୍ତି ଓଡ଼ିଆ

ପେଷା ତାଙ୍କ ପରିବା ବ୍ୟବସାୟ । ନିଶା କିନ୍ତୁ କିଛି ଅଲଗା, କିଛି ସ୍ୱତନ୍ତ୍ର । ସାଧାରଣ ଲୋକଙ୍କଠାରୁ ତାଙ୍କ କାମ-କାଇଦା ଟିକିଏ ଭିନ୍ନ । ଗଞ୍ଜାମ ବେଗୁନିଆପଡ଼ା ବ୍ଲକ୍ ସୁମଣ୍ଡଳ ଗାଁର ବିଜୟ କୁମାର ଗୌଡ଼ ।

Puri King Gajapati Maharaj Dibyasingh Deb
‘ରତ୍ନଭଣ୍ତାର ସ୍ଥିତି ଖରାପ; ପାଣି ଗଳୁଛି, ଛାତ ଫାଟିଛି’

ରତ୍ନଭଣ୍ଡାର ଅସୁରକ୍ଷିତ ଥିବା କଥା ଆଜିର ନୁହେଁ । ରହସ୍ୟମୟ ରତ୍ନଭଣ୍ଡାରରେ ଫାଟ ଏବଂ ପାଣି ଗଳିବା ଘଟଣା ଗତ ୫ ବର୍ଷ ତଳୁ ଜଣାପଡ଼ିଲାଣି ।

Extramarital Affair
ନୂଆ ନିୟମ...ପରକୀୟା ପ୍ରୀତିରେ ଲିପ୍ତ କର୍ମଚାରୀ ଚାକିରିରୁ ବିଦା ହେବେ !

ପରିବାରର ମୂଲ୍ୟବୋଧ ବୁଝିବା ସହ, ପରକୀୟା ସମ୍ପର୍କରେ ଲିପ୍ତ ନହୋଇ ହସଖୁସିରେ ଜୀବନ ବିତାଇବାକୁ, ଏକ ସଂସ୍ଥା ଏଭଳି ନିୟମ କରିଛି ।

Elephant In Nayagarh Town
ନୟାଗଡ଼ ସହରରେ ବିନ୍ଦାସ ବୁଲିଲା ଦନ୍ତା...

ଚାରିପଟେ ଜନ ଗହଳି ଥିବାରୁ କାଳେ କିଛି ଅଘଟଣ ଘଟିବ ସେଥିପାଇଁ ଖାନ ତଲାସୀ କରିଥିଲା ବନ ବିଭାଗର ଏକ ଟିମ ।

Berhampur Bus Stand
ଉଦଘାଟନ ହେଲା କିନ୍ତୁ କାମରେ ଲାଗୁନି : ପାଣିରେ ପଡିଲା ୭ କୋଟି !

ଟ୍ରାଫିକ୍‌ ସମସ୍ୟା କମାଇବାକୁ ୭ କୋଟି ଟଙ୍କା ବ୍ୟୟରେ ବସଷ୍ଟାଣ୍ଡ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ୨୦୧୬ ଠୁ ଆଜିଯାଏଁ ଗୋଟିଏ ବସ୍‌ ବି ଯାଇନାହିଁ ନୂଆ ଷ୍ଟାଣ୍ଡକୁ । ନିଜ ଜିଦ୍‌ରେ ଅଟଳ ଘରୋଇ ବସ୍‌ ମାଲିକ ସଂଘ । ସେପଟେ ନୂଆ ବସଷ୍ଟାଣ୍ଡର ଅବସ୍ଥା ପୂରା ବେହାଲ।

Puri Ratha Jatra
Ratha Jatra: ବଡ଼ ତ୍ରୁଟି, ସୁଭଦ୍ରାଙ୍କ ରଥ ଅଖରେ ଫାଟ

ଏତେ ବଡ଼ ତ୍ରୁଟିକୁ କିଏ ଓ କାହିଁକି ଲୁଚେଇଲା ତାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି ।

Mahadev Temple
ମହାଦେବଙ୍କ ଅପାର କରୁଣା : ଖରାରେ ରହିବାକୁ ଦେଲେ ସ୍ୱପ୍ନାଦେଶ...ସେବେଠୁ ଆଜିଯାଏଁ...

ମହାଦେବଙ୍କ ଅପାର କରୁଣା । ରାଜାଙ୍କ ସ୍ୱପ୍ନାଦେଶ ହେଲା ମୁଁ ପୂଜା ପାଉଥିବା ଜାଗାରେ ମନ୍ଦିର ତୋଳିବୁ ନାହିଁ । ଖରା, ବର୍ଷା ଓ ଶୀତରେ ମୁଁ ରହିବି...ସେବେଠୁ ଯେତେଥର ଛାତ କଲେ ବି ରହୁନି । ସକାଳୁ ସକାଳୁ ଭକ୍ତଙ୍କର ଲାଗୁଛି ଲମ୍ବା ଲାଇନ୍‌

Drug Abuse
ନିଶା ନିବାରଣ କେନ୍ଦ୍ର ଏବେ ହାଉସ୍ ଫୁଲ୍

ରାଜ୍ୟରେ ବଢି ଚାଲିଛି ନିଶା ନିବାରଣ କେନ୍ଦ୍ର ସଂଖ୍ୟା । କେବଳ କଟକ, ଖୋର୍ଦ୍ଧା ଓ ପୁରୀ ଜିଲାରେ ପାଖାପାଖି ୧୦୦ଟି ନିଶା ନିବାରଣ କେନ୍ଦ୍ର ରହିଛି ।

  • Friday, 16 June 2023
  • Drugs
Power Cut During Match
ବିଦେଶୀ ଖେଳାଳିଙ୍କ ଆଗରେ ଓଡ଼ିଶାର ନାକ କାଟିଦେଲା ବିଦ୍ୟୁତ ବିଭ୍ରାଟ !

ଗତରାତିରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଭାରତ ଓ ଲେବାନନ୍ ମଧ୍ୟରେ ଚାଲିଥିଲା ଇଣ୍ଟର କଣ୍ଟିନେଣ୍ଟାଲ ଫୁଟବଲ ମ୍ୟାଚ୍। ହାଫ୍ ଟାଇମରେ ଖେଳାଳିମାନେ ଡ୍ରେସିଂ ରୁମକୁ ଯିବା ବେଳେ, ଅଚାନକ କଟିଗଲା ଲାଇନ୍।

Drug Abuse
କାହିଁକି ନିଶାଖୋର ହେଉଛନ୍ତି ଯୁବପିଢ଼ି ?

ରାଜ୍ୟରେ ବଢ଼ୁଛି ନିଶାଡ଼ିଙ୍କ ସଂଖ୍ୟା । ବିଭିନ୍ନ ଜିଲ୍ଲାରେ ନିଶା ନିବାରଣ କେନ୍ଦ୍ର ହାଉସଫୁଲ୍ । କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ପ୍ରାୟ ଶହେ କେନ୍ଦ୍ର ଫୁଲ୍ ପଡ଼ିଛି । ନିଶା ସେବନ ବଦଭ୍ୟାସ ନୁହେଁ ବରଂ ରୋଗ ବୋଲି କହିଛନ୍ତି ମାନସିକ ରୋଗ ବିଶେଷଜ୍ଞ ।

  • Friday, 16 June 2023
  • Drugs
Conman Sukesh Chandra Sekhar
‘ମୁଁ ଦାୟିତ୍ୱବାନ୍-ସୁନାଗରିକ, ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣା ପୀଡ଼ିତଙ୍କୁ ୧୦ କୋଟି ଦେବି’

ଗତ କିଛି ଦିନ ହେବ ମୋର ମନ ଭଲ ନାହିଁ । ସମସ୍ତଙ୍କ ପାଇଁ ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ, ଯାହାର ନିକଟ ତଥା ପ୍ରିୟ ବ୍ୟକ୍ତିମାନେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ।

Train Tragedy
ବାହାନଗା ଟ୍ରେନ ଟ୍ରାଜେଡିକୁ ପୁରିଲା ୨ ସପ୍ତାହ, ଏବେବି ପରିଚୟ ଖୋଜୁଛି ୮୧ ଶବ

ଡିଏନଏ ରିପୋର୍ଟକୁ ଅପେକ୍ଷା କରିଛନ୍ତି ମୃତକଙ୍କ ପରିବାର ।

Power Cut During Match
ବିଶ୍ୱସ୍ତରୀୟ ଆୟୋଜନକୁ ଫ୍ୟୁଜ୍ କରିଦେଲା ବିଜୁଳି ବିଭ୍ରାଟ !

ଅନ୍ତର୍ମହାଦେଶୀୟ ଫୁଟବଲ ମ୍ୟାଚ ବେଳେ ବିଦ୍ୟୁତ ବିଭ୍ରାଟ । କଳିଙ୍ଗ ଷ୍ଟାଡିୟମରେ ବିଦ୍ୟୁତ ବିଭ୍ରାଟ ପାଇଁ ଲଜ୍ଜିତ ହେଲା ରାଜ୍ୟ ।

temple of Lord Shiva
ମହାଦେବଙ୍କ ଅପାର କରୁଣା : ଖରାରେ ରହିବାକୁ ଦେଲେ ସ୍ୱପ୍ନାଦେଶ...ସେବେଠୁ ଆଜିଯାଏଁ...

ମହାଦେବଙ୍କ ଅପାର କରୁଣା । ରାଜାଙ୍କ ସ୍ୱପ୍ନାଦେଶ ହେଲା ମୁଁ ପୂଜା ପାଉଥିବା ଜାଗାରେ ମନ୍ଦିର ତୋଳିବୁ ନାହିଁ । ଖରା, ବର୍ଷା ଓ ଶୀତରେ ମୁଁ ରହିବି...ସେବେଠୁ ଯେତେଥର ଛାତ କଲେ ବି ରହୁନି । ସକାଳୁ ସକାଳୁ ଭକ୍ତଙ୍କର ଲାଗୁଛି ଲମ୍ବା ଲାଇନ୍‌

Water Probelm
ପ୍ରୋଜେକ୍ଟ ପରେ ପ୍ରୋଜେକ୍ଟ ଘୋଷଣା ହେଉଛି, ହେଲେ ପାଣି ମିଳୁନି

ଲୋକଙ୍କୁ ପିଇବା ପାଣି ଯୋଗାଇ ଦେବାକୁ ଗୋଟିଏ ପରେ ଗୋଟିଏ ପ୍ରୋଜେକ୍ଟ ଘୋଷଣା କରୁଛନ୍ତି ରାଜ୍ୟ ସରକାର । ହେଲେ ପ୍ରୋଜେକ୍ଟ ସରୁନି କି ଲୋକଙ୍କୁ ପାଣି ମିଳୁନି...ବାବୁ କହୁଛନ୍ତି ନିର୍ଦ୍ଧାରିତ ସମୟରେ କାମ ସରିନଥିବାରୁ ପୁଣି ଥରେ ବଢାଯାଇଛି ଧାର୍ଯ୍ୟ ସମୟ।

locals construct road
ଶୁଣିଲାନି ପ୍ରଶାସନ : କୋଦାଳ ଶାବଳ ଧରି ଗାଁକୁ ରାସ୍ତା କଲେ ଗ୍ରାମବାସୀ

ବାରମ୍ବାର ଦାବି ପରେ ବି ଶୁଣିଲାନି ପ୍ରଶାସନ । ହଇରାଣ ହରକତ ହେବା ପରେ ନିଜ ଗାଁକୁ ନିଜେ ରାସ୍ତା ତିଆରି କଲେ ଗ୍ରାମବାସୀ । ତାହା ପୁଣି ନିଜେ ଚାନ୍ଦା ଆଦାୟ କରି...ଏବେ ପ୍ରଶାସନ କହୁଛି ଜମି ନଥିଲା, ଏବେ ରାସ୍ତା ହେବାରୁ...

  • Thursday, 15 June 2023
Marriage
ମଟନ ପାଇଁ ଭାଙ୍ଗିଗଲା ବାହାଘର

ସାମାନ୍ୟ ମଟନ୍ ପାଇଁ ଭାଙ୍ଗିଗଲା ବାହାଘର। ମାଛ, ମାଂସ, କ୍ଷୀରି ତରକାରି ଠାରୁ ଆରମ୍ଭ କରି ପର୍ଯ୍ୟାପ୍ତ ପରିମାଣର ଭୋଜିଭାତ ହୋଇଥିଲେ ବି ବରଯାତ୍ରୀଙ୍କୁ ମଟନ୍ ପାଇଲାନି ବୋଲି ବର ସାଙ୍ଗ କଲେ ହଙ୍ଗାମା।

World Blood Donor Day
ଆଜି ସାରା ବିଶ୍ବ ପାଳୁଛି ରକ୍ତଦାତା ଦିବସ

ରକ୍ତ ଅଭାବରୁ ଗୋଟିଏ ବି ଜୀବନ ନଯାଉ। ସେଇଥିଲାଗି ରକ୍ତଦାନକୁ ଜୀବନର ବ୍ରତ କରିଛନ୍ତି ଅନେକ ରକ୍ତଦାତା।

Boat Capsize In Nigeria
ବାହାଘରରୁ ଫେରୁଥିଲେ ବରଯାତ୍ରୀ, ବୁଡ଼ିଗଲା ଡଙ୍ଗା ! ଚାଲିଗଲା ଶତାଧିକ ଜୀବନ

ଅଧିକାରୀଙ୍କ କହିବାନୁଯାୟୀ ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିବାର ଖୁବ୍‌ ସମ୍ଭାବନା ରହିଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।