• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

Banyan tree
ବିରାଟ ବରଗଛ : ଲୋକଙ୍କ ଜୀବନ ବଞ୍ଚାଉଛି, ଆଶ୍ରା ବି ଦେଉଛି

ଶହଶହ ବର୍ଷର ପୁରୁଣା ଗଛ । ୧୯୭୧ ହେଉ କି ୯୯ ହେଉ..ସବୁବେଳେ ଲୋକଙ୍କର ବଞ୍ଚାଉଛି ଜୀବନ । ଗଛକୁ ସୁରକ୍ଷା ଦେବା ଲାଗି ସ୍ଥାନୀୟଲୋକଙ୍କର ଦାବି

taj mahal interesting facts
ଆମ ଐତିହ୍ୟ ତାଜମହଲ; ନିର୍ମାଣ କରିଥିଲେ କେତେ ଶ୍ରମିକ, ଖର୍ଚ୍ଚ ହୋଇଥିଲା କେତେ ଟଙ୍କା ?

ଲାଲ୍‌ ଓ ଧଳା ରଙ୍ଗର ପଥରରେ ନିର୍ମାଣ ହୋଇଥିବା ଆମର ଐତିହ୍ୟ ତାଜମହଲ ଦୁନିଆର ପ୍ରାୟ ସମସ୍ତ ଲୋକଙ୍କୁ ତା’ର ସୌନ୍ଦର୍ଯ୍ୟରେ ଆକୃଷ୍ଠ କରିଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ତାଜମହଲର ନିର୍ମାଣ କାର୍ଯ୍ୟ ପାଇଁ...

500-years-old Banyan tree
ବିରାଟ ବରଗଛ : ଲୋକଙ୍କ ଜୀବନ ବଞ୍ଚାଉଛି, ଆଶ୍ରା ବି ଦେଉଛି

ଶହଶହ ବର୍ଷର ପୁରୁଣା ଗଛ । ୧୯୭୧ ହେଉ କି ୯୯ ହେଉ...ସବୁବେଳେ ଲୋକଙ୍କର ଜୀବନ ବଞ୍ଚାଉଛି। ଗଛକୁ ସୁରକ୍ଷା ଦେବା ଲାଗି ସ୍ଥାନୀୟ ଲୋକଙ୍କ ଦାବି

  • Thursday, 13 July 2023
Odisha-Andhra Border Dispute
ସୀମା ଭିତରେ ନପଶିବାକୁ ଆନ୍ଧ୍ରକୁ ତାଗିଦ

ଆନ୍ଧ୍ର ଅଧିକାରୀ ସୀମାନ୍ତ ଗାଁ ଗୁଡ଼ିକରେ ଜମିପଟ୍ଟା ବଣ୍ଟନ ସହ ପ୍ରଧାନମନ୍ତ୍ରୀ ଆବାସ ଗୃହ ବଣ୍ଟନ କରୁଥିବା ଅଭିଯୋଗ ଉଠିଛି।   

  • Wednesday, 12 July 2023
Bahanaga Train Tragedy
ରୋକାଯାଇ ପାରିଥାନ୍ତା ସାରା ବିଶ୍ୱକୁ ଦୋହଲାଇ ଦେଇଥିବା ବାହାନଗା ଦୁର୍ଘଟଣାକୁ

୭ ଜଣ କର୍ମଚାରୀଙ୍କୁ ଚାକିରିରୁ କରାଯାଇଛି ସସପେଣ୍ଡ।

Tata Power
ଟାଟା ପାଓ୍ୱାରକୁ ଓଇଆରସିଙ୍କ କଡ଼ା ତାଗିଦ୍ । ପାୱାର କଟ୍ ସମସ୍ୟା ଆସନ୍ତାବର୍ଷକୁ ନରହୁ

ନିର୍ଦ୍ଦାରିତ ସମୟ ମଧ୍ୟରେ କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Tata Power
ଆଉ ଚଳିବନି ମନମାନି, ଟାଟା ପାୱାରକୁ କଡ଼ା ତାଗିଦ୍ କଲେ OERC 

ଏବର୍ଷର ପାୱାରକଟ୍ ସମସ୍ୟା ଆସନ୍ତାବର୍ଷ ନହେଉ କହିଲେ OERC । ନିର୍ଦ୍ଦିଷ୍ଟ ସମୟ ଭିତରେ ଭିତ୍ତିଭୂମି ସୁଧାରିବାକୁ ନିର୍ଦ୍ଦେଶ ।

Bahanaga Train Tragedy
Bahanaga Train Tragedy: ଗିରଫ ୩ କର୍ମଚାରୀ ଓ ଷ୍ଟେସନ୍ ମାଷ୍ଟରଙ୍କ ସହ ୭ ସସପେଣ୍ଡ

ସିବିଆଇ ତଦନ୍ତ ରିପୋର୍ଟ ଆସିଲେ ଆହୁରି ହେବ କାର୍ଯ୍ୟାନୁଷ୍ଠାନ । ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ୩ ଅଭିଯୁକ୍ତଙ୍କୁ ଘାଣ୍ଟୁଛି CBI ।

Woman Gets Husband Arrested 7 Times In Less Than 10 Year
ଆଶ୍ଚର୍ଯ୍ୟ !! ୧୦ ବର୍ଷରେ ସ୍ୱାମୀଙ୍କୁ ୭ ଥର ଜେଲ୍‌ ପଠାଇ ନିଜେ ବେଲ୍‌ରେ ଆଣିଛନ୍ତି ସ୍ତ୍ରୀ

ବିରଳ ଏ ସମ୍ପର୍କ.. ବିରଳ ଏ ବନ୍ଧନ...କାହିଁକି ସ୍ୱାମୀକୁ ବାରମ୍ବାର ଜେଲ୍‌ ପଠାଇ ବେଲ୍‌ରେ ଆଣୁଥିଲେ ସ୍ତ୍ରୀ ?

Birthday
ବିରଳ ପରିବାର, ଗୋଟିଏ ଦିନରେ ପଡ଼େ ବାପାମା’ ଓ ୭ ପିଲାଙ୍କ ଜନ୍ମଦିନ

ସମସ୍ତଙ୍କର ଜନ୍ମଦିନ ଗୋଟିଏ ଦିନରେ...କିପରି ସମ୍ଭବ..ଏ ଖବର ଅବିଶ୍ୱସନୀୟ ହେଉଥିଲେ ମଧ୍ୟ ସତ।

Online Marriage
ବନ୍ୟା ଓ ଭୂସ୍ଖଳନ ପାଇଁ ଅନଲାଇନ୍‌ରେ ପଡ଼ିଲା ହାତଗଣ୍ଠି, ଭର୍ଚୁଆଲି ବିବାହ କଲେ ବରକନ୍ୟା

ବର୍ଷା ପାଇଁ ଝିଅ ଘରକୁ ଯିବା ସମ୍ଭବପର ନଥିଲା ...ଏଥିପାଇଁ ବିକଳ୍ପ ନିଷ୍ପତ୍ତି ବାହାର କଲେ ପରିବାର ଲୋକ..

Railway Officials Suspended
ବାହାନଗା ଟ୍ରେନ୍ ଟ୍ରାଜେଡିରେ ୭ ରେଳ କର୍ମଚାରୀ ନିଲମ୍ବିତ

ଗିରଫ ୩ କର୍ମଚାରୀଙ୍କ ସମେତ ୭ ଜଣଙ୍କୁ ସସ୍‌ପେଣ୍ଡ କରାଯାଇଛି ।

Gujarat Woman Constable
ପରୀକ୍ଷା ହଲ୍‌ରେ ମା’, କୁନି ପୁଅର ଯତ୍ନ ନେଇ ସମସ୍ତଙ୍କ ହୃଦୟ ଜିତିଲେ କନେଷ୍ଟବଳ ମାଡାମ୍‌

ସେ ଦେବକୀ ନୁହଁନ୍ତି..କିନ୍ତୁ ଯଶୋଦାଙ୍କ ପରି ବଡ଼ ତାଙ୍କ ହୃଦୟ । କାନ୍ଦୁଥିବା କୁନି ପୁଅକୁ ଦେଖି ରହି ପାରିଲେନି । ପରୀକ୍ଷା ଦେବାକୁ ଆସିଥିବା ମା’କୁ ସାହାଯ୍ୟ କରିବା ପାଇଁ ପିଲାକୁ କୋଳେଇ ନେଲେ।

Education system
ଆଦର୍ଶ ସ୍କୁଲରେ ଘର ନାହିଁ : ବର୍ଷେ ହେଲାଣି ଇଆଡେ ସିଆଡେ ବୁଲୁଛନ୍ତି ପିଲା

ଆଦର୍ଶ ସ୍କୁଲର ଭୟଙ୍କର ବ୍ୟବସ୍ଥା । ବର୍ଷେ ହେଲାଣି ଘର ତିଆରି ହେଉଛି ଯେ ସରିବାର ନା ଧରୁନି । ୧୨ ଦୁଆର ଶୁଣ୍ଢିପିଣ୍ଡା ପରି ଏ ସ୍କୁଲରେ ପଢୁଛନ୍ତି ସେ ସ୍କୁଲରେ ପରୀକ୍ଷା ଦେଉଛନ୍ତି ପିଲା । ଯାହାକୁ ନେଇ ତେଜୁଛି ଅସନ୍ତୋଷ।

Deficit rainfall
ବର୍ଷାର ଦେଖା ଦର୍ଶନ ନାହିଁ...ମରୁଡ଼ି ଜଳଜଳ, ହିଡ଼ମୁଣ୍ଡରେ କାନ୍ଦୁଛି ଚାଷୀ

ଅଷାଢ ଯାଇ ଶ୍ରାବଣ ହେଲାଣି...ବର୍ଷାର ଦେଖା ନାହିଁ । ପ୍ରତିବର୍ଷ ଏ ସମୟରେ ରୁଆ ସରେ...ହେଲେ ଏଥର ବର୍ଷା ନଥିବାରୁ ହିଡ ମୁଣ୍ଡରେ କାନ୍ଦୁଛି ଚାଷୀ।

Biju Patnaik Dakota Plane
ଷଢେଇ ଖୋଳରେ ତିଆରି କରିଦେଲେ ଡାକୋଟା ବିମାନ

ଇଚ୍ଛା ଥିଲା ବୋଲି..ଷଡେଇ ଖୋଳକୁ ଏକାଠି କରି ତିଆରି କରିଦେଲେ ଡାକୋଟା । କହୁଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ..ଉପହାର ଦେବେ

kanwariyas
କଲେକ୍ଟର ହେବ ତ ଏମିତି..କାଉଡିଆଙ୍କ ଲାଗି ତିଆରି କଲେ କଲେକ୍ଟର

ଆଜି ଶ୍ରାବଣରୁ ପ୍ରଥମ ସୋମବାର । ଶୈବ ପୀଠରେ ଲାଗିଲାଣି ଭକ୍ତଙ୍କ ଭିଡ଼..କାଉଡିଆଙ୍କ ଲାଗି ଖୋଦ୍‌ କଲେକ୍ଟର ତିଆରି କଲେ ରୁଟି । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

Sarathi Baba Son Marriage
ଧୁମଧାମରେ ବାହା ହେଲେ ସାରଥୀଙ୍କ ପୁଅ; ବେକରେ ଥିଲା ୯୦ ଲକ୍ଷର ହୀରା ହାର

ବାହା ହେଲେ ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥିଙ୍କ ପାଳିତ ପୁଅ ସତ୍ୟମ ରାଉଳ । ତାଙ୍କର ପାରାଦୀପରେ ବିବାହ ହୋଇଛି ।

Financial Assistance
ଭଙ୍ଗା କବାଟ, ଫଟା କାନ୍ଥ ଭିତରେ ହାର୍ ମାନିନି ପ୍ରେମ

ଛୁଆ ପିଲା ନାହାନ୍ତି.. ଏ ଦୁନିଆରେ ନିଜର କହିଲେ ଦୁହେଁ ଦୁହିଁଙ୍କ ପାଇଁ..ଏଠି ପ୍ରେମ ତ ବହୁତ ଅଛି.. ହେଲେ ଅସହାୟତା ଆଉ ଅଭାବର ଶେଷ ସୀମାରେ କଟୁଛି ଜୀବନ.. ବୟସର ଅପରାହ୍ନରେ ବି କଣ ଏମାନଙ୍କୁ ମିଳିପାରିବନି ଆବାସ ଘର ? ଏମାନେ କଣ ଅଯୋଗ୍ୟ !

Nandankanan Lion Safari
Lion Safari: ବସ୍‌ରେ ବସିଥିଲେ ପର୍ଯ୍ୟଟକ, ଚାରିପଟେ ବୁଲୁଥିଲେ ସିଂହ ! ଦେଖନ୍ତୁ ଭିଡିଓ...

ସିଂହମାନଙ୍କୁ କାବୁ କରିବା ପରେ ପର୍ଯ୍ୟଟକ ଉଦ୍ଧାର । ସିଂହ ସଫାରୀରେ ପର୍ଯ୍ୟଟକଙ୍କ ବସ୍ କାହିଁକି ଫସିଲା ?

Harassment
‘ଆଉ ମାଡ଼ ଖାଇପାରିବିନି.. ଏମିତି ପୁଅ ମୋର ଦରକାର ନାହିଁ..’

ଆଖି ନୁହେଁ..ଅନ୍ତର କାନ୍ଦୁଛି.. ଏଇଠି ମାଆ ନୁହେଁ ମମତାକୁ ଧୋକା ମିଳିଛି.. ଯେଉଁ ପୁଅକୁ ଦଶ ମାସ ଗର୍ଭରେ ଧରି ଦୁନିଆକୁ ଆଣିଥିଲା.. ସେଇ ପୁଅ ଦଶ ବର୍ଷ ହେଲା ଯମ ଯନ୍ତ୍ରଣା ଦେଉଛି..

Single teacher runs this Odisha primary school
ଚେଇଁ ଶୋଇଛି ପ୍ରଶାସନ : ୫ ଶ୍ରେଣୀର ପିଲାଙ୍କୁ ଜଣେ ମାତ୍ର ଶିକ୍ଷକ

୫ଟି ଶ୍ରେଣୀର ପିଲାଙ୍କୁ ପାଠ ପଢାଉଛନ୍ତି ମାତ୍ର ଜଣେ ଶିକ୍ଷକ । ଯଦି କୌଣସି ସରକାରୀ କାମରେ ସେ ଗଲେ ତେବେ ସେଦିନ ସ୍କୁଲ ଛୁଟି, ପାଠପଢା ବନ୍ଦ । ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ପିପିଲି ବ୍ଳକ ନାରଣକ୍ଷେତା ଗାଁରେ । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଏବେ ବଢିଲାଣି ଚର୍ଚ୍ଚା ।

  • Saturday, 08 July 2023
renovation of ponds
ବନ୍ଧ ଖୋଲିଦେଲ, ଆମେ ଗାଧୋଇବୁ କେମିତି ?

ଶହଶହ ବର୍ଷର ପୁରୁଣା ପୋଖରୀ । ଦଳରେ ଏମିତି ଭର୍ତ୍ତି ହେଲାଣି ପୋଖରୀ କେଉଁଟା, ପଡିଆ କେଉଁଟା ଚିହ୍ନିବା କଷ୍ଟ । ଗାଧୋଇବା ଲାଗି ଏବେ ୨ କିମି ଧାଉଁଛନ୍ତି ଗାଁ ଲୋକେ

Lemongrass farmers
ତାତିଲେ ଚାଷୀ.. ବନ୍ଦ କରିଦେଲେ ଲେମନଗ୍ରାସ୍ ତେଲ ଉତ୍ପାଦନ !

ତାତିଲେ କୋରାପୁଟ ଜିଲ୍ଲା ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକର ଲେମନଗ୍ରାସ ଚାଷୀ.. ତେଲର ଅଭାବୀ ବିକ୍ରିକୁ ନେଇ ହତାଶ ହୋଇ ଶେଷରେ ୧ ଶହରୁ ଊର୍ଦ୍ଧ୍ୱ ପ୍ରୋସେସିଙ୍ଗ୍ ପ୍ଲାଣ୍ଟ ବନ୍ଦ କରିଦେଲେ..ଦେଖନ୍ତୁ ରିପୋର୍ଟ

  • Friday, 07 July 2023
puffed rice
୧୦ ବର୍ଷ ହେଲାଣି ମୁଢ଼ି ଖାଇ ବଞ୍ଚିଛି କୁନିଝିଅ ଲକ୍ଷ୍ମୀପ୍ରିୟା

ଭିଡ଼ ଭିତରେ ସେ ଭିନ୍ନ.. ଅଜବ ତା ଖାଦ୍ୟାଭ୍ୟାସ.. ମାଆ, ମାଉସୀ, ସାହି ପଡ଼ିଶା, ଗୁରୁଜୀ ଗୁରୁମା ସମସ୍ତେ ଶତ ଚେଷ୍ଟା କରି ହାରିଗଲେ.. ହେଲେ ମୁଢି ହିଁ ତାର ପ୍ରିୟ ଆଉ ମୁଖ୍ୟ ଖାଦ୍ୟ..ଜନ୍ମରୁ ଆଜି ଯାଏ ଜାଣିନି କେମିତି ଭାତର ସ୍ୱାଦ..