Advertisment

ସୀମା ଭିତରେ ନପଶିବାକୁ ଆନ୍ଧ୍ରକୁ ତାଗିଦ

ଆନ୍ଧ୍ର ଅଧିକାରୀ ସୀମାନ୍ତ ଗାଁ ଗୁଡ଼ିକରେ ଜମିପଟ୍ଟା ବଣ୍ଟନ ସହ ପ୍ରଧାନମନ୍ତ୍ରୀ ଆବାସ ଗୃହ ବଣ୍ଟନ କରୁଥିବା ଅଭିଯୋଗ ଉଠିଛି।

author-image
Satyendu Shekher Mishra

ଚକ୍ରାନ୍ତ ଚଳାଇଛି ଆନ୍ଧ୍ର। ଓଡ଼ିଶା ସୀମାନ୍ତର ଗୋଟିଏ ପରେ ଗୋଟିଏ ଗାଁକୁ ଆନ୍ଧ୍ର ନିଜ ହେପାଜତକୁ ନେବାକୁ କରୁଛି ଷଡ଼ଯନ୍ତ୍ର। ଆନ୍ଧ୍ର ଅଧିକାରୀ ସୀମାନ୍ତ ଗାଁ ଗୁଡ଼ିକରେ ଜମିପଟ୍ଟା ବଣ୍ଟନ ସହ ପ୍ରଧାନମନ୍ତ୍ରୀ ଆବାସ ଗୃହ ବଣ୍ଟନ କରୁଥିବା ଅଭିଯୋଗ ଉଠିଛି।   

Advertisment
Advertisment
Advertisment