• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Independence Day Celebration

 how celebrities are wishing Independence Day to their fans today
Independence Day 2023: ଏମିତି ଢଙ୍ଗରେ ସ୍ୱାଧୀନତା ଦିବସକୁ ପାଳନ କଲେ ବଲିଉଡ ତାରକା

ଲୋକମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି, ପତାକା ଉତ୍ତୋଳନ ସମାରୋହରେ ଯୋଗଦେଇ, ଗୁଡି ଉଡ଼ାଇ, ତ୍ରିରଙ୍ଗା ପୋଷାକ ପିନ୍ଧି ଏହି ଦିନକୁ ସ୍ମରଣ କରିଛନ୍ତି । ସେଲିବ୍ରେଟିମାନେ ମଧ୍ୟ ଏହି ସୁଯୋଗକୁ ହାତଛଡା କରି ନାହାନ୍ତି। ସେମାନେ ଏହି ଦିନକୁ କିପରି ସ୍ମରଣ କରିଛନ୍ତି ଆସନ୍ତୁ ଜାଣିବା।

Theme history significance of independence day
Independence Day 2023: ଦେଶ ପାଳୁଛି ୭୭ତମ ସ୍ୱାଧୀନତା ଦିବସ; ଜାଣିବା କ’ଣ ରହିଛି ଏଥରର ଥିମ୍…

ଅଗଷ୍ଟ ୧୫ ଭାରତୀୟ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଏହି ଦିନ ପ୍ରାୟ ଦୁଇ ଶତାବ୍ଦୀ ପରେ ବ୍ରିଟିଶ ଉପନିବେଶ ଶାସନରୁ ଦେଶ ମୁକ୍ତ ହେଲା, ଯାହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଉଲ୍ଲସିତ ହେବାର ଦିନ। ଆସନ୍ତୁ ଜାଣିବା ଏହି ବର୍ଷର ଥିମ୍।

Which independence day will we celebrate this year 76th or 77th
Independence Day 2023: ଆପଣ ଦ୍ୱନ୍ଦ୍ୱରେ କି… ଚଳିତ ବର୍ଷ ୭୬ ନା ୭୭ ତମ ସ୍ୱାଧୀନତା ଦିବସ… ଜାଣନ୍ତୁ

ପ୍ରାୟ ସବୁବର୍ଷ ସ୍ୱାଧୀନତା ଦିବସକୁ ନେଇ ଏକ ଦ୍ୱନ୍ଦ୍ୱ ମନକୁ ଆସେ ଯେ, ଏହା କେତେ ତମ ସ୍ୱାଧୀନତା ଦିବସ। ଚଳିତ ବର୍ଷ ମଧ୍ୟ ଏହା ୭୬ ତମ ନା ୭୭ ତମ ସ୍ୱାଧୀନତା ଦିବସ ତାହାକୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ଅନେକଙ୍କ ମନରେ ଆସୁଥାଇ ପାରେ। ଜାଣନ୍ତୁ ଠିକ୍ କ’ଣ…

4 powerful Odia women of freedom struggle of india
Independence Day 2023: ମୁକ୍ତି ସଂଗ୍ରାମରେ ୪ ଓଡ଼ିଆ ନାରୀ; ଶତ୍ରୁ ପକ୍ଷଙ୍କ ପାଇଁ ସାଜିଥିଲେ ମୁଣ୍ଡବିନ୍ଧାର କାରଣ

ସ୍ୱତନ୍ତ୍ରତାର ଆନ୍ଦୋଳନରେ ସମାଜର ସବୁ ବର୍ଗର ଲୋକ ସାମିଲ ହୋଇଥିଲେ। ନାରୀ-ପୁରୁଷ କାନ୍ଧକୁ କାନ୍ଧ ମିଶେଇ ମୁକ୍ତି ସଂଗ୍ରାମ ଲଢିଥିଲେ। ଓଡିଶାର ସେହି ମହିଳା ସ୍ୱାଧୀନତା ସଂଗ୍ରାମୀଙ୍କୁ ଶତକୋଟି ପ୍ରଣାମ, ଯେଉଁମାନେ ଏଥିରେ ସାମିଲ ହୋଇଥିଲେ। ଆସନ୍ତୁ ସେମାନଙ୍କୁ ଜାଣିବା।

Top achievements and events that shaped India since Independence Day
Independence Day 2023: ସ୍ୱାଧୀନତା ପରଠୁ ଭାରତକୁ ଏକ ସ୍ୱତନ୍ତ୍ର ଦେଶର ପରିଚୟ ଦେଇଥିବା କିଛି ପ୍ରମୁଖ ସଫଳତା

ଭାରତ ଦୀର୍ଘ ଦିନ ବ୍ରିଟିଶ ଶାସନରେ ରହିବା ପରେ ମୁକ୍ତ ହେଲା। ଏହା ପରେ ଦେଶ ହେଲା ଆତ୍ମନିର୍ଭରଶୀଳ। ଦେଶ ବିକାଶ ଦିଗରେ ଆଗେଇ ଚାଲିଲା। ସ୍ୱାଧୀନତା ପର ଠାରୁ ଦେଶ ଅନେକ କ୍ଷେତ୍ରରେ ସଫଳତା ପାଇଛି। ଆସନ୍ତୁ ସେ ବିଷୟରେ ଜାଣିନେବା।

7 indian women freedom fighters
Independence Day 2023: ସ୍ୱାଧୀନତା ସଂଗ୍ରାମର ଲେଲିହାନ ଶିଖାକୁ ଡେଇଁଥିବା ୭ ଭାରତୀୟ ନାରୀ

ଦେଶ ମା’କୁ ଗୋରାମାନଙ୍କ କବଳରୁ ମୁକ୍ତ କରିବା ନେଇ ଅନେକ ସଂଗ୍ରାମୀ ହସି ହସି ଫାଶୀକୁ କୋଳେଇ ନେଇଥିଲେ। ସେହି ସମୟରେ ଦେଶରେ ଏପରି ଅନେକ ନାରୀ ମଧ୍ୟ ଥିଲେ, ଯେଉଁମାନେ ସ୍ୱାଧୀନତାର ନିଆଁରେ ଘିଅ ଢାଳିଥିଲେ। ତେବେ ଆସନ୍ତୁ ସେହି ମହିୟସୀମାନଙ୍କୁ ଜାଣିନେବା।

Achievements of india after independence
Independence Day 2023: ବିକାଶର ରାସ୍ତାରେ ଆଗେଇ ଚାଲିଛି ଭାରତ; ପାଇଲାଣି ଅନେକ ଉପଲବ୍ଧି

ସ୍ୱାଧୀନତା ପରେ ଭାରତ ସମଗ୍ର କ୍ଷେତ୍ରରେ ବହୁତ କିଛି ହାସଲ କରିବାରେ ଲାଗିଲା। ଏହା ଖୁବ୍ ଶୀଘ୍ର ଏକ ବିକାଶଶୀଳ ଦେଶରେ ପରିଣତ ହୋଇଗଲା। ତେବେ ଆସନ୍ତୁ ସ୍ୱାଧୀନତା ପାଇବା ଠାରୁ ଆଜିଯାଏ ଭାରତ ହାସଲ କରିଥିବା କିଛି ଉପଲବ୍ଧି ବିଷୟରେ ଜାଣିନେବା।

Top 10 indian freedom fighters who sacrificed their lives for the country
Independence Day 2023: ଦେଶ ପାଇଁ ପ୍ରାଣବଳୀ ଦେଇଥିବା ୧୦ ଶ୍ରେଷ୍ଠ ସ୍ୱାଧୀନତା ସଂଗ୍ରାମୀ

ଭାରତୀୟ ସ୍ୱାଧୀନତା ସଂଗ୍ରାମୀମାନେ ହେଉଛନ୍ତି ଭାରତର ପ୍ରକୃତ ହିରୋ ଯିଏ ନିଜ ମାତୃଭୂମି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି। ଭାରତର ଏହି ସ୍ୱାଧୀନତା ସଂଗ୍ରାମୀମାନଙ୍କ ବଳିଦାନ ଏବଂ ବୀରତ୍ୱ ଯୋଗୁଁ ହିଁ ଭାରତ ସ୍ୱାଧୀନତା ଲାଭ କଲା। ଏନେଇ ଶହ ଶହ ବୀର ଜୀବନ ଦେଇଛନ୍ତି। ଆଜି ଆମେ ସେହିମାନଙ୍କ ଭିତରୁ ଶ୍ରେଷ୍ଠ ୧୦ଜଣଙ୍କୁ ଜାଣିନେବା।

Independence Day Celebration
’ସମସ୍ତଙ୍କ ବିକାଶ ଆମର ଲକ୍ଷ’,୭୫ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପତାକା ଉତ୍ତୋଳନ କରି ଦେଶବାସୀକୁ ସମ୍ବୋଧିତ କରିଛନ୍ତି । ଆଜି ଭାରତ ୭୫ ତମ ସ୍ୱାଧୀନତା ଦିବସ ପାଳନ କରୁଛି ଏବଂ ଏହା ସହିତ ଦେଶରେ ସ୍ୱାଧୀନତାର ଅମୃତ ମହୋତ୍ସବଙ୍କ ଉତ୍ସବ ଆରମ୍ଭ ହୋଇଛି । ୭୫ତମ ସ୍ୱାଧୀନତା ଦିବସ ଅବସରରେ ଐତିହାସିକ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କରୁଛନ୍ତି ପ୍ରଧାନମନ୍ତ୍ରୀ । ନରେନ୍ଦ୍ର ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି, ୭୫ ତମ ସ୍ୱାଧୀନତା ଦିବସରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ଆଜି ସ୍ୱାଧୀନତାର ଏହି ପର୍ବରେ ଦେଶ ନିଜର ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରୁଛି ।