• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୧ ତାରିଖ ରବିବାର । ଚନ୍ଦ୍ର – ମେଷ ଅହୋରାତ୍ର,ତିଥି- ୧୦ମୀ ସନ୍ଧ୍ୟା ୦୭.୧୧ ଗତେ ୧୧ଶୀ,ଘାତ ଚନ୍ଦ୍ର- ମେଷ ଅହୋରାତ୍ର,ଘାତ ବାର – ମେଷ,ପୁଷ୍କର ଦୋଷ – ୧ପାଦ -କୃଷିହାନି- ଭୂମିଦାନ ।

ଶୁଭ ସମୟ:

ପ୍ରାତଃ ୦୭.୦୮ ରୁ ୦୯.୧୮

ଦିବା ୦୧.୧୧ ରୁ ୦୩.୦୪

ଦିବା ୦୩.୪୮ ରୁ ୦୩.୫୩

ରାତ୍ରି ୦୭.୫୩ ରୁ ୦୯.୩୮

ରାତ୍ରି ୦୩.୦୭ ରୁ ୦୬.୨୫

ଅଶୁଭ ସମୟ:

ଋାହୁକାଳ - ଦିବା ୦୩.୫୩ ରୁ ୦୫.୧୪

କାଳବେଳା – ଦିବା ୧୧.୫୦ ରୁ ୦୧.୧୧

ବାରବେଳା – ଦିବା ୧୦.୨୮ ରୁ ୧୧.୫୦

କାଳରାତ୍ରି – ରାତ୍ରି ୦୧.୨୮ ରୁ ୦୩.୦୭

OTV is now on Whatsapp

Join and get latest news update delivered to you via whatsapp

Join Now