ଭଲ ହେବ କି ଖରାପ ହେବ ଭାବି ପୁଣି ପଛକୁ ଫେରି ଯାଉଛନ୍ତି କି ? ବିଶେଷଜ୍ଞଙ୍କ ମତ, ଯଦି ଆପଣ ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି କଥା ମାନିବେ, ଜୀବନରେ କେବେ ବି ହାରିବେ ନାହିଁ । ଅନୁତାପ ବି କରିବେ ନାହିଁ ।
ନୂଆବର୍ଷ କିଛି ନୂଆ ଆଶା ଓ ଆକାଂକ୍ଷା ନେଇ ଆସେ। ନୂଆ ବର୍ଷ ଆରମ୍ଭରେ କିଛି ସଂକଳ୍ପ ନେବାର ଧାରା ରହିଛି, ଯାହା ଜୀବନରେ ଉନ୍ନତି ଆଣିବାକୁ ପ୍ରେରଣା ଯୋଗାଇଥାଏ। ଆପଣଙ୍କ ପିଲାମାନଙ୍କୁ ଏକ ଉତ୍ତମ ଭବିଷ୍ୟତ ଦେବା ପାଇଁ ସେମାନଙ୍କ ଦ୍ୱାରା ଏହି ୫ ସଂକଳ୍ପ ନିଶ୍ଚୟ କରାନ୍ତୁ।