/odishatv-khabar/media/post_attachments/uploadimage/library/16_9/16_9_0/IMAGE_1672455922.jpg)
Today Panchang
ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୩୧ ତାରିଖ ଶନିବାର । ଚନ୍ଦ୍ର – ମୀନ ଦିବା ୧୧.୪୮ ଗତେ ମେଷ,ତିଥି- ୯ମୀ ସନ୍ଧ୍ୟା ୦୬.୩୩ ଗତେ ୧୦ମୀ,ଘାତ ଚନ୍ଦ୍ର- ଧନୁ ଦିବା ୧୧.୪୮ ଗତେ ମେଷ,ଘାତ ବାର – ବୃଷ , ସିଂହ ଓ କନ୍ୟା ,ପୁଷ୍କର,ଦୋଷ – ୧ପାଦ -କୃଷିହାନି- ଭୂମିଦାନ ।
Advertisment
ଶୁଭ ସମୟ:
ପ୍ରାତଃ ୦୭.୫୧ ରୁ ୦୯.୦୭
ଦିବା ୧୨.୧୧ ରୁ ୦୧.୧୦
ଦିବା ୦୨.୩୧ ରୁ ୦୩.୫୩
ରାତ୍ରି ୦୨.୫୪ ରୁ ୦୩.୪୬
ଅଶୁଭ ସମୟ:
ଋାହୁକାଳ - ଦିବା ୦୯.୦୭ ରୁ ୧୦.୨୮
କାଳବେଳା - ଦିବା ୦୩.୫୩ ରୁ ୦୫.୧୪
ବାରବେଳା – ଦିବା ୦୧.୧୦ ରୁ ୦୨.୩୧
କାଳରାତ୍ରି – ସନ୍ଧ୍ୟା ୦୫.୧୪ ରୁ ୦୬.୫୩
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)