ଜିମ୍ ନଉଛି କଳାକାରଙ୍କ ଜୀବନ। ବ୍ୟାୟାମ ବେଳେ ଚାଲିଯାଇଛି ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କ ପ୍ରାଣ ବାୟୁ। ଫିଟ୍ନେସ୍ ପ୍ରତି ଥିଲା ରୁଚି। ମାତ୍ର ୪୬ ବର୍ଷରେ ଆରପାରିରୁ ଆସିଲା ଡାକରା।
ସରକାର ଆଧାର ନିୟମରେ ସଂଶୋଧନ କରିଛନ୍ତି। ଏହି ନିୟମ ଅନୁଯାୟୀ ଯଦି ଆପଣଙ୍କ ଆଧାର କାର୍ଡକୁ ୧୦ ବର୍ଷ ପୂରିଯାଇଛି ତେବେ ଏଥିରେ ସମ୍ପୃକ୍ତ ଡକ୍ୟୁମେଣ୍ଟଗୁଡ଼ିକୁ ଅନ୍ତତଃପକ୍ଷେ ଥରେ ଅପଡେଟ୍ କରିବା ଆବଶ୍ୟକ।
ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ବିଜେପି ନେତା ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରାଯିବ। ବିଜେପି ବିଧାୟିକା କୁସୁମ ଟେଟେ ଆଜି ଏହି ସୂଚନା ଦେଇଛନ୍ତି।
Route 36 ହେଉଛି ଲା ପଜ୍ରେ ଅବସ୍ଥିତ ଏକ ବେଆଇନ ପପ୍-ଅପ୍ ବାର୍ । ଯେଉଁଠାରେ ସିଲଭର୍ ପ୍ଲାଟର୍ରେ କୋକେନ୍ ଦିଆଯାଏ ।
ଗତକାଲି ରାଷ୍ଟ୍ରପତି ପୁରୀ ଗସ୍ତ କରିଥିଲେ। ବଡ଼ଦାଣ୍ଡରେ ଦୁଇ କିମି ଚାଲି ଚାଲି ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ।
ରିଲିଜ୍ ହେଇଛି 'ଏକ ଆକ୍ସନ୍ ହିରୋ'ର ଟ୍ରେଲର। ଏଥିରେ ଆୟୁଷ୍ମାନ ଖୁରାନାଙ୍କୁ ଏକ ଆକ୍ସନ୍ ଅବତାରରେ ଦେଖିବାକୁ ମିଳିବ। ଟ୍ରେଲର୍ରେ ମଲାଇକା ଅରୋରାଙ୍କ ଏକ ଜବରଦସ୍ତ ଝଲକ ମଧ୍ୟ ଦେଖିବାକୁ ମିଳେ।
ଦିନ ବଢିବା ସହ କଟକ ମହାନଦୀ ପଠାରେ ଜମୁଛି ବାଲିଯାତ୍ରା । ମେଳାରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେଉଥିବା ବେଳେ ଜମୁଛି ବିକ୍ରିବଟାର ଆସର ।
ଭୁବନେଶ୍ୱରର ଜୟଦେବ ଭବନରେ ସ୍ୱତନ୍ତ୍ର ଉତ୍ସବରେ ଯୋଗଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପାଠ୍ୟ ପୁସ୍ତକ ଉନ୍ମୋଚନ କରିଛନ୍ତି। ଉଭୟ ଡିଗ୍ରୀ ଓ ଡିପ୍ଲୋମା ଛାତ୍ରଛାତ୍ରୀଙ୍କ ପାଇଁ ଏହି ପୁସ୍ତକ ଉନ୍ମୋଚିତ ହୋଇଛି।
ୟୁନିୟନ ପବ୍ଲିକ୍ ସର୍ଭିସ କମିଶନ (ୟୁପିଏସ୍ସି) ପକ୍ଷରୁ ଷ୍ଟେନୋଗ୍ରାଫର ପୋଷ୍ଟ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଝୁଲନ୍ତା ଅବସ୍ଥାରେ ହଷ୍ଟେଲ୍ ରୁମ୍ରୁ ମିଳିଲା ଯୁବତୀଙ୍କ ମୃତଦେହ। ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟ ଜବତ କରାଯାଇଛି।
ରାଜ୍ୟପାଳଙ୍କ ପାଖରେ ବହୁ ଦିନ ଧରି ରାଜକ୍ଷମା ଆବେଦନ ପଡ଼ି ରହିଥିବାରୁ ସମସ୍ତଙ୍କୁ ଜେଲରୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ହଠାତ୍ ଏମିତି କ’ଣ ହେଲା ଯେ ମାର୍କେଟ୍ରୁ ୨,୦୦୦ ଟଙ୍କିଆ ନୋଟ୍ର ଅଭାବ ସୃଷ୍ଟି ହେଲା। ଲୋକଙ୍କ ମନ ମଧ୍ୟରେ ଉଙ୍କି ମାରୁଥିବା ଏହି ପ୍ରଶ୍ନ ଶେଷରେ ସ୍ପଷ୍ଟ ହୋଇଛି।
ଟାଙ୍କି ଫାଟି ସଂପୂର୍ଣ୍ଣ ଘର ହୁତ୍ ହୁତ୍ ଜଳିଥିଲା । ସଂପୂର୍ଣ୍ଣ ଘର ଜଳିଯାଇଥିଲେ ବି ଅଳ୍ପକେ ବର୍ତ୍ତିଗଲେ ବହୁ କୁନି ପିଲା ।
ଭୁବନେଶ୍ୱରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୧୯୭୦ରୁ ୭୪ ଯାଏଁ ଅଷ୍ଟମରୁ ଏକାଦଶ ପଢ଼ିଥିଲେ ।
ସେମିଫାଇନାଲରେ ଇଂଲଣ୍ଡଠୁ ଶୋଚନୀୟ ପରାଜୟର ଶିକାର ହେବା ପରେ ଟିମ୍ ଇଣ୍ଡିଆ ଏବେ ରାଡାର୍ରେ ଅଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ପୁରା ଟିମ୍ରେ ପରିବର୍ତ୍ତନ ପାଇଁ ଯୋଜନା କରୁଥିବା ସୂଚନା ମିଳିଛି।
ବଢିଲା ସୁନା ଓ ରୁପା ଦର । ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଗତକାଲି ୧୦ ଗ୍ରାମର ସୁନା ଦର ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୧,୫୦୦ ଟଙ୍କା ରହିଥିଲା । ଏହି କ୍ରମରେ ଆଜି ବୃଦ୍ଧି ପାଇ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୨,୧୦୦ ଟଙ୍କା ରହିଛି ।
ଜଳପ୍ରପାତ ନିକଟରେ ସେଲ୍ଫି ନେବା ସମୟରେ ଗୋଡ଼ ଖସି ଯବିରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ନବରଙ୍ଗପୁର ଜିଲ୍ଲା ଘୁମରେଶ୍ୱର ଶୈବ ପୀଠରେ ଏହି ଅଭାବନୀୟ ଘଟଣା ଘଟିଛି।
ସୈାର ତୁଳା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....
ଇଶ୍ୱରଙ୍କୁ ନେଇ ଏମାନେ ଏତେ ଭାବପ୍ରବଣ ହୋଇଥାନ୍ତି ଯେ, ସଂସାରରେ କଣ ଚାଲିଛି ସତେ ଯେମିତି ଏମାନଙ୍କୁ ଜଣାନାହିଁ ।
ସେନାରେ ଭର୍ତ୍ତି ଲାଗି ଆୟୋଜିତ ଅଗ୍ନିବୀର ରାଲିରେ ଭାଗ ନେଇଥିବା ୨ ଭାଇଙ୍କ ମୃତ୍ୟୁ ହୋଇଛି। ୪ ଦିନ ମଧ୍ୟରେ ୨ ଭାଇଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଗିରଫ ପରେ ଖଗେଶ୍ୱରଙ୍କୁ ରିମାଣ୍ଡରେ ଆଣିବ ଇଡି । କାଲି ଖଗେଶ୍ୱରଙ୍କ ଘର ଓ ସୋ ରୁମ୍ରେ ଚଢ଼ାଉ କରିଥିଲା ଇଡି ।