ବହୁ ଦୁଃଖ କଷ୍ଟରେ ପାଠ ପଢ଼ିଛନ୍ତି ଅନୁଶ୍ରୀ ଜେନା
ଏୟାର ସୋ ଚାଲିଥିବା ବେଳେ ମଝି ଆକାଶରେ ୨ ବିମାନ ମଧ୍ୟରେ ଧକ୍କା ହୋଇଛି
ପିଲାମାନଙ୍କୁ ଉନ୍ନତ ଜୀବନଯାପନ ଓ ଉତ୍ତମ ଶିକ୍ଷା ପ୍ରଦାନ କରିବା ସମାଜ ତଥା ଦେଶର ଦାୟିତ୍ୱ। ଏନେଇ ଭବିଷ୍ୟତର ପ୍ରତିଭାମାନଙ୍କ ମୁହଁରେ ହସ ଆଣିବା ପାଇଁ ଭାରତ ପ୍ରତିବର୍ଷ ନଭେମ୍ବର ୧୪କୁ ‘ଶିଶୁ ଦିବସ’ ଭାବରେ ପାଳନ କରିଥାଏ। ଏହି ଅବସରରେ ଆସନ୍ତୁ ଜାଣିନେବା ୫ ଗୁରୁତ୍ୱପୂର୍ଣ୍ଣ କଥା।
ବିଶ୍ୱ ଆଜି ମଧୁମେହରେ ପୀଡିତ। ତଥ୍ୟ ଅନୁଯାୟୀ ପ୍ରତିବର୍ଷ ୪୩ ଲକ୍ଷ ରୋଗୀ ମଧୁମେହରେ ମୃତ୍ୟୁ ବରଣ କରୁଛନ୍ତି। ଏନେଇ ଏ ବିଷୟରେ ଜନ ସଚେତନତା ପାଇଁ ପ୍ରତିବର୍ଷ ନଭେମ୍ବର ୧୪କୁ ‘ବିଶ୍ୱ ମଧୁମେହ ଦିବସ’ ଭାବେ ପାଳନ କରାଯାଉଛି। ଆସନ୍ତୁ ଜାଣିବା କିପରି ଏଥିରୁ ମିଳିବ ମୁକ୍ତି।
ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିନଥିଲେ ମଧ୍ୟ ଏବେଠାରୁ ମାଳ ମାଳ ମନ୍ତ୍ରୀ ଓ ବିଧାୟକ ପଦ୍ମପୁରରେ ଡେରା ପକାଇଲେଣି।
ସମସ୍ତ ବିଧି ନିୟମକୁ ପାଳନ କରିବା ପରେ ତାଙ୍କୁ ମୁକ୍ତ କରାଯାଇଛି
ଏ ବର୍ଷ ବାଲିଯାତ୍ରାରେ ତଳ ଓ ଉପର ପଡିଆକୁ ମିଶାଇ ପ୍ରାୟ ୬ ଶହରୁ ଅଧିକ ଫୁଡ୍ ଷ୍ଟଲ୍ ଖୋଲିଥିବା ବେଳେ, ସେଠି ମିଳୁଛି ଆମିଷ ନିରାମିଷର ଭଳି କି ଭଳି ଖାଦ୍ୟ। ଆସିଛି ଏମିତି ଖାଦ୍ୟ, ଖାଇଲେ ପାଟି କାନରୁ ବାହାରୁଛି ଧୂଆଁ।
ହାଇସ୍କୁଲ ଯିବା ପୂର୍ବରୁ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କର ହେବ ଦକ୍ଷତା ଯାଞ୍ଚ। ଏହା ସହିତ କରୋନା କ୍ଷତିପୂରଣ ବାବଦକୁ ଦିଆଯାଇଥିବା ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ କେତେ ସଫଳ ହୋଇଛି, ତାହା ଜାଣିବାକୁ ହେବ ସ୍ୱତନ୍ତ୍ର ପରୀକ୍ଷା।
ଓଡ଼ିଆଙ୍କ ଗର୍ବ ତଥା ଦେଶର ପ୍ରଥମ ନାଗରିକ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅପମାନ ସୂଚକ ମନ୍ତବ୍ୟକୁ ନେଇ ଓଡ଼ିଶାରେ ବି ତୀବ୍ର ପ୍ରତିକ୍ରିୟା।
ଗୁଜରାଟରେ କ୍ଷମତାସୀନ ବିଜେପି ସରକାର ଦୁର୍ନୀତିରେ ଲିପ୍ତ ଥିବା ଶ୍ରୀ ଗେହଲଟ ଅଭିଯୋଗ କରିଛନ୍ତି।
ହେତୁବାଦୀ କହିଛନ୍ତି, ଯେଉଁମାନେ ଅନ୍ଧବିଶ୍ୱାସକୁ ଜାବୁଡି ଧରିଛନ୍ତି ସେମାନଙ୍କ ବିରୋଧରେ ହେଉ କାର୍ଯ୍ୟାନୁଷ୍ଠାନ।
ଏବେ ସାନିଆ ମିର୍ଜା ଓ ଶୋଏବ ମଲ୍ଲିକଙ୍କ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ବିବାହ ବିଚ୍ଛେଦର କାରଣ ମଡେଲର୍ ଆୟେସା ବୋଲି କୁହାଯାଉଛି। କିନ୍ତୁ ଶୋଏବଙ୍କୁ ବିବାହ କରିବା ପୂର୍ବରୁ ଶାହିଦଙ୍କ ସହ ସାନିଆଙ୍କ ଚାଲିଥିଲା ଚକ୍କର ଆଉ ସେ ରଣବୀରଙ୍କୁ ବିବାହ କରିବାକୁ ଚାହୁଁଥିଲେ ବୋଲି କହିଥିଲେ।
AICC ପକ୍ଷରୁ ପ୍ରେସ ରିଲିଜ ଯୋଗେ ପ୍ରାର୍ଥୀ ଘୋଷଣା କରାଯାଇଛି।
ମନ୍ତ୍ରୀ ଅଖିଳ ଗିରି ଦେଇଥିବା ଦୁର୍ଭାଗ୍ୟଜନକ ମନ୍ତବ୍ୟକୁ ଦଳ ଦୃଢ ଭାବେ ନିନ୍ଦା କରାଯାଉଛି
ଓଭରୱେଟ୍ ଯୋଗୁଁ ଆଲିଆଙ୍କୁ ହେବାକୁ ପଡିଥିଲା ଲଜ୍ଜିତ। ଓଜନ ଥିଲା ୬୮ କିଲୋଗ୍ରାମ। ଏମିତି କ’ଣ କଲେ ଯେ ମାତ୍ର ୩ ଦିନରେ କମେଇଦେଲେ ୧୬ କେଜି। ଆସନ୍ତୁ ଜାଣିବା…
୨୦୦ ଅଙ୍ଗନବାଡି କେନ୍ଦ୍ରକୁ ଦିଆଯାଇଥିବା ଗ୍ୟାସ୍ ଯୋଗାଣରେ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ଆଣିଛନ୍ତି ଅଙ୍ଗନବାଡି କର୍ମୀ
ଇରାନରେ ତେଜୁଛି ହିଜାବ ବିରୋଧୀ ଆନ୍ଦୋଳନ
୧୯୯୧ ମେ ୨୧ରେ ଘଟିଥିଲା ଆତ୍ମଘାତୀ ବିସ୍ଫୋରଣ , ନିର୍ବାଚନୀ ସଭାରେ ରାଜୀବଙ୍କୁ ଦେଇଥିଲେ ଫୁଲମାଳ
ଆପଣମାନେ ବୋଧ ହୁଏ ଜାଣିନଥିବେ କି ଆମ ରୋଷେଇଘରେ ଏମିତି ଅନେକ ଖାଦ୍ୟ ସାମଗ୍ରୀ ରହିଛି, ଯାହା ଆମକୁ ଅନେକ ରୋଗରେ ବଞ୍ଚାଏ, ଯେପରିକି ଜିରା ।
ଆପଣ ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି କି ? ତା’ହେଲେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। DRDO-CEPTAMରେ ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ନେତା ତଥା ମନ୍ତ୍ରୀ ଅଖିଳ ଗିରିଙ୍କ ଅଶାଳୀନ ମନ୍ତବ୍ୟକୁ ନେଇ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରୂପକୁ ନେଇ ପଶ୍ଚିମବଙ୍ଗର ନନ୍ଦିଗ୍ରାମର ଏକ ଜନସଭାରେ ତାଚ୍ଛଲ୍ୟ କରିଥିଲେ TMC ନେତା ଅଖିଳ ଗିରି।
ସାମାନ୍ୟ ଭୁଲ୍ ପାଇଁ ସମ୍ପତ୍ତି ହରାଇଲେ କୋଟିପତି ଶିଳ୍ପପତି ।
ମା’ର ସ୍ୱାର୍ଥର ନିଆଁରେ ଜଳିଗଲା ଝିଅ । ନିଜର ପ୍ରେମିକ ସହ ଝିଅକୁ ଜୋରଜବରଦସ୍ତି ବିବାହ କରାଇଛି ଜଣେ ପିଶାଚୀ ମା’ । ତା’ର ଅବୈଧ ପ୍ରେମରେ ନାବାଳିକା ଝିଅର ସ୍ୱପ୍ନ ଛାରଖାର ହୋଇଯାଇଛି । ଏମିତି ଜଘନ୍ୟ କାଣ୍ତ ମହାରାଷ୍ଟ୍ରର ପୁନେ ସହରରେ ଦେଖିବାକୁ ମିଳିଛି ।