ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ରବିବାର ଚନ୍ଦ୍ର – କନ୍ୟା ଅହୋରାତ୍ର ତିଥି- ୧୧ଶୀ ଦିବା ୧୦/୪୧ ଗତେ ୧୨ଶୀ ଘାତ ଚନ୍ଦ୍ର- ବୃଷ ଅହୋରାତ୍ର ଘାତ ବାର – ମେଷ ପୁଷ୍କର ଦୋଷ – ୧ ପାଦ-କୃଷିହାନି-ଭୂମିଦାନ ଦିବା ୧୦/୪୧ ଗତେ ୨ ପାଦ
Also Read
ଶୁଭ ସମୟ:
ପ୍ରାତଃ ୦୬/୪୫ ରୁ ୦୮/୫୭
ଦିବା ୧୨/୫୪ ରୁ ୦୨/୫୦
ଦିବା ୦୩/୩୪ ରୁ ୦୩/୩୯
ରାତ୍ରି ୧୧/୫୮ ରୁ ୦୧/୦୯
ରାତ୍ରି ୦୨/୪୭ ରୁ ୦୬/୦୨
ଅଶୁଭ ସମୟ:
ଋାହୁକାଳ - ଦିବା ୦୩/୩୯ ରୁ ୦୫/୦୨
କାଳବେଳା - ଦିବା ୧୧/୩୨ ରୁ ୧୨/୫୪
ବାରବେଳା –ଦିବା ୧୦/୦୯ ରୁ ୧୧/୩୨
କାଳରାତ୍ରି - ରାତ୍ରି ୦୧/୦୯ ରୁ ୦୨/୪୭