• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Groom walks till bride’s residence in Rayagada amid state wide Odisha Driver Mahasangha protest
ଗାଡ଼ି ବନ୍ଦ, ୨୮ କି.ମି.ଚାଲି ଚାଲି କନ୍ୟା ଘରେ ପହଞ୍ଚିଲା ବର

ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ୨୮ କିଲୋମିଟର ଚାଲିଲା ବର। ବରଯାତ୍ରୀଙ୍କ ସହ ବର ନିଜ ଗାଁରୁ ବାହାରି ଚାଲିଚାଲି କନ୍ୟା ଘରେ ପହଞ୍ଚିଥିଲା।

MCA graduate
ବାହାର ରାଜ୍ୟରେ କାମ କରୁଥିଲେ : ଧୂପକାଠି ତିଆରି କରି ଏବେ ଲକ୍ଷପତି

ୟୁଟ୍ୟୁବରୁ ଧୂପକାଠି ତିଆରି ଶିଖିବା ପରେ ନିଜସ୍ୱ ଖର୍ଚ୍ଚରେ ଘର ପାଖରେ ଏକ ମେସିନ ପକାଇଲେ । ଆଉ ଧୂପକାଠି ତିଆରି କରିବା ଆରମ୍ଭ କରିଦେଇଥିଲେ । ଠିକ୍‌ ଏତିକିବେଳେ ତାଙ୍କୁ ବୁଷ୍ଟରଡୋଜ୍‌ ପରି କାମ ଦେଇଥିଲା ପିଏମଜିପି ସ୍କିମ୍‌ । ଏହି ସ୍କିମରୁ ସେ ନିଜର କ୍ଷୁଦ୍ରଶିଳ୍ପକୁ ଆଗକୁ ବଢାଇବା ସହିତ ସ୍ଥାନୀୟ ଅଂଚଳର ଯୁବକ ଓ ଯୁବତୀଙ୍କୁ ଦେଉଛନ୍ତି ରୋଜଗାର ।

10 percent reservation in CISF for ex Agniveers
ପୂର୍ବତନ ଅଗ୍ନିବୀରଙ୍କୁ କେନ୍ଦ୍ରର ପୁଣି ଉପହାର, ଏବେ CISFରେ ୧୦% ସଂରକ୍ଷଣ...

ପୂର୍ବତନ ଅଗ୍ନିବୀରଙ୍କୁ କେନ୍ଦ୍ର ସରକାରଙ୍କ ପୁଣି ଏକ ଉପହାର ଦେଇଛନ୍ତି। ସିଆଇଏସ୍‌ଏଫ୍‌ରେ ଚାକିରି ଲାଗି କେନ୍ଦ୍ର ଗୃହ ମନ୍ତ୍ରାଳୟ ପୂର୍ବତନ ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ ବ୍ୟବସ୍ଥା ଘୋଷଣା କରିଛନ୍ତି।

Today Panchang
Today Panchang 17th March 2023: ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଗୃହ ପ୍ରବେଶ କରନ୍ତୁ

ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Fire In Secunderabad Leaves 6 Dead
କଂପ୍ଲେକ୍ସ ଭିତରେ ଥିଲେ ଲୋକେ, ହଠାତ୍‌ ଲାଗିଲା ଭୟଙ୍କର ନିଆଁ...

ସିକନ୍ଦରାବାଦରେ ଥିବା ବହୁ ମହଲା ବିଶିଷ୍ଟ କମର୍ସିଆଲ୍‌ କଂପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।  ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଛି।

Control Room Number Established For Transportation Of Essential Foods
ସୁରୁଖୁରୁରେ ଜରୁରୀ ସାମଗ୍ରୀ ପରିବହନ ପାଇଁ କଣ୍ଟ୍ରୋଲ ରୁମ୍‌ ନମ୍ବର ଜାରି...

ଓଡ଼ିଶା ଡ୍ରାଇଭର ମହାସଂଘ ଆନ୍ଦୋଳନର ସମାଧାନ ପାଇଁ ରାଜ୍ୟ ସରକାର ୩ ମାସର ମହଲତ ନେଇଛନ୍ତି। ଏହି ୩ ମାସ ମଧ୍ୟରେ ସେମାନଙ୍କ ଦାବି ପୂରଣ ପାଇଁ ନିଷ୍ପତ୍ତି ନିଆଯାଇଛି।

Migrant labourer
ଆଶ୍ଚର୍ଯ୍ୟ !! ନିଜ ମୃତ୍ୟୁର ନିଜେ ରଚିଥିଲେ ଷଡ଼ଯନ୍ତ୍ର !

ଶରତଙ୍କୁ ଏପରି ଅବସ୍ଥାରେ ଦେଖିବା ପରେ ପରିବାର ଲୋକ ଥାନାର ଦ୍ୱାରସ୍ଥ ହୋଇଥିଲେ । ଘଟଣାକୁ ଗୁରୁତର ସହ ନେଇଥିଲା ପୋଲିସ୍‌ । କେମିତି ଓ କେଉଁ ଅବସ୍ଥାରେ ଅଛନ୍ତି ସେନେଇ ଆରମ୍ଭ କରିଥିଲା ତଦନ୍ତ । ପ୍ରଥମେ ଶରତଙ୍କ ମୋବାଇଲକୁ ଟ୍ରାକ୍‌ କରିବା ପରେ ଜଣାପଡିଥିଲା କି, ଶରତ ତାମିଲନାଡୁରେ ନୁହେଁ ବରଂ ମୁମ୍ବାଇରେ ଅଛନ୍ତି । ଆଉ ମୁମ୍ବାଇରେ ପହଞ୍ଚିବା ପରେ ଶରତଙ୍କୁ ଉଦ୍ଧାର କରିବା ସହିତ ସେ କାହିଁକି ଏମିତି ମିଛ ଫଟୋ ଘରକୁ ପଠାଇଥିଲେ ସେନେଇ ପଚରାଉଚରା କରୁଛି ପୋଲିସ୍‌ ।

Petrol Pump
ରାଜଧାନୀରେ ତେଲ ପାଇଁ ହାହାକାର ! ଅଧିକାଂଶ ଟାଙ୍କିରେ ନାହିଁ ପେଟ୍ରୋଲ-ଡିଜେଲ

କାଳେ ପେଟ୍ରୋଲ ଅଭାବ ଦେଖା ଦେବ, ଲୋକଙ୍କୁ ସେହି ଡର ଘାରିଛି । ତେଣୁ ଲୋକଙ୍କ ଏହି ଭିଡ଼ ଦେଖା ଦେଇଛି । କେତେକ ସ୍ଥାନରେ ପେଟ୍ରୋଲ ପମ୍ପରେ ତେଲ ପୁରା ସରିଯାଇଥିବାର ସୂଚନା ମିଳିଛି ।

Temple Bell
ମନ୍ଦିର ବାହାରେ କାହିଁକି ବଜାଯାଏ ଘଣ୍ଟି ? ଜାଣନ୍ତୁ ଧାର୍ମିକ ଓ ବୈଜ୍ଞାନିକ କାରଣ...

ଘଣ୍ଟିକୁ ନେଇ ପୁରାଣରେ ଅନେକ କଥା ବର୍ଣ୍ଣନା କରାଯାଇଛି । ମନ୍ଦିରରେ ଘଣ୍ଟି ବଜାଇବା ଦ୍ୱାରା ମନୁଷ୍ୟର ଅନେକ ଜନ୍ମର ପାପ ନଷ୍ଟ ହୋଇଥାଏ ବୋଲି କୁହାଯାଇଛି ।

Asteroid
ବିପଦ ଆଣିବ କି ଉଲ୍‌କାପିଣ୍ଡ ? ୨୦୪୬ରେ ପୃଥିବୀକୁ ଦେଇପାରେ ଧକ୍କା

ନାସା ପକ୍ଷରୁ ଦିଆଯାଇଥିବା ତଥ୍ୟରେ ପୃଥିବୀ ପ୍ରତି ବିପଦ ରହିଥିବା ଦର୍ଶାଯାଇଛି । କୁହାଯାଇଛି କି, ଆଗାମୀ ୨୩ବର୍ଷ ମଧ୍ୟରେ ପୃଥିବୀ ପାଇଁ ବିପଦ ସୃଷ୍ଟି ହୋଇପାରେ ।

Driver Protest
ଡ୍ରାଇଭର ଆନ୍ଦୋଳନ: କେହି କୁଆଡ଼େ ଯାଇ ପାରୁନାହାନ୍ତି, ଫସିଛନ୍ତି ପର୍ଯ୍ୟଟକ

ସୁରକ୍ଷା ନ ଦେଲେ ବସ୍ ବନ୍ଦ କରିବାକୁ ସଂଘର ଚେତାବନୀ । ଗୃହରେ ହଙ୍ଗାମା, ବିବୃତି ରଖିବାକୁ ମନ୍ତ୍ରୀଙ୍କୁ ବାଚସ୍ପତିଙ୍କ ନିର୍ଦ୍ଦେଶ ।

Odisha Politics
ପୁଣି ଜୟନାରାୟଣଙ୍କ ଡାଇରେକ୍ଟ ଆଟାକ୍‌ ! ହାଁ ଜୀ କହୁଥିବା ଅଫିସର୍‌ଙ୍କୁ ଏକାଧିକ ଗୁରୁ ଦାୟିତ୍ୱ

ଗାଦି ମାଡ଼ି ବସିଛନ୍ତି ସରକାରୀ ବାବୁ ଓ ସଚିବ । ୟେ କିଭଳିଆ ଫାଇଭ୍ ଟି ବୋଲି କହି ବର୍ଷିଲା ବିଜେପି । ବୁକ୍ ସର୍କୁଲାର ଉଲ୍ଲଂଘନ ନେଇ କଂଗ୍ରେସର ହମଲା ।

OBC
ସରକାରଙ୍କୁ ବିରୋଧୀଙ୍କ ଆଟାକ୍, ପଛୁଆ ବର୍ଗଙ୍କ ସର୍ଭେ କେବଳ ଓବିସି ଭୋଟ୍ ନେବାକୁ

ଶିକ୍ଷା କ୍ଷେତ୍ରରେ ଅଧିକ ମାତ୍ରାରେ କାହିଁକି ଲାଗୁ ହେଉନି ସଂରକ୍ଷଣ ? ପ୍ରଶ୍ନ ଉଠାଇ ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ ।

IPS Bharati
କୁଆଡେ ଗଲେ ବରିଷ୍ଠ ଆଇପିଏସ୍ ଅଧିକାରୀ ଏନ୍.ବି. ଭାରତୀ ?

୨୦୧୭ରେ କଟକ ପୋଲିସ ମୁଖ୍ୟାଳୟରେ ହ୍ୟୁମାନ ରାଇଟସ୍ ପ୍ରୋଟେକସନ ସେଲରେ ଆଇଜି ଭାବେ ଅବସ୍ଥାପିତ ହୋଇଥିଲେ ୧୯୯୮ ବ୍ୟାଚର ଆଇପିଏସ୍ ଅଧିକାରୀ ଏନବି ଭାରତୀ ।

Meta Company
ସୋସିଆଲ ମିଡିଆରେ କରୁଛନ୍ତି କି ଚାକିରି ? ଛଟେଇ ହେବେ ୧୦ ହଜାର କର୍ମଚାରୀ

ମେଟା ପକ୍ଷରୁ ୧୦ ହଜାର କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରାଯିବା ନେଇ କୁହାଯାଇଛି । ଫଳରେ କର୍ମଚାରୀମାନଙ୍କୁ ଶକ୍ତ ଝଟକା ଲାଗିଛି । ଦିଆଯାଇଥିବା ସୂଚନା ଅନୁସାରେ ଦ୍ୱିତୀୟ ଥର ପାଇଁ ମେଟା ଏହିପରି ପଦକ୍ଷେପ ନେବାକୁ ଯାଉଛି ।

Driver Protest
ରାସ୍ତାରେ ଟ୍ରକ୍‌, ବଜାରରେ ନିଆଁ ! ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଠପ୍

ଏକପ୍ରକାର ଠପ୍ ହୋଇଯାଇଛି ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ।

Mukesh Ambani
ଅମ୍ବାନୀଙ୍କ ଘରେ କାମ କରୁଥିବା କର୍ମଚାରୀଙ୍କ ପିଲା ବିଦେଶରେ ପାଠ ପଢ଼ନ୍ତି !

ତେବେ ଅମ୍ବାନୀ ୭୦ ମସିହାରେ ନିଜ ପଢ଼ା ସମୟରୁ ଆମିଷ ଖାଇବା ବନ୍ଦ କରିଦେଇଛନ୍ତି । ସେ ସାଧା ଖାଇ ବାକୁ ପସନ୍ଦ କରନ୍ତି । ଆମିଷ ମଧ୍ୟରେ କେବଳ ଅଣ୍ଡା ଖାଇଥାନ୍ତି ।

Driver Protest
ଆନ୍ଦୋଳନ ବେଳେ ଡ୍ରାଇଭରଙ୍କୁ ଗୋଡ଼େଇ ପିଟିଲା ପୋଲିସ

ଡ୍ରାଇଭରଙ୍କ ଆକ୍ରମଣରେ କିଛି ପୋଲିସ ଆହତ ହୋଇଥିବା ସୂଚନା ।

Vehicle Burn
ସ୍ତ୍ରୀ ସହ ଝଗଡ଼ା ପରେ ଏମିତି ରାଗିଲେ ସ୍ୱାମୀ, ଗୋଟି ଗୋଟି କରି ୮ ଗାଡ଼ି ପୋଡ଼ିଦେଲେ

ସ୍ୱାମୀ-ସ୍ତ୍ରୀଙ୍କ ବଚସା ପରେ ୮ଟି ଗାଡ଼ି ଜାଳିଦେଇଛନ୍ତି ସ୍ୱାମୀ । ୪ଟି ବାଇକ୍‌, ଦୁଇଟି କାର୍‌ ଓ ୨ଟି ଅଟୋ ନିଆଁରେ ଜଳିଯାଇଛି ।

Viral Video
କଲେଜରେ ଏମିତି ହେଉଛି ମିଛି ମିଛିକା ବାହାଘର, ଦେଖିଲେ ଲାଗିବ ସତ, ଦେଖନ୍ତୁ ଭିଡିଓ...

ଏହା ବାହାଘର ନଥିଲେ ବି ବର କନ୍ୟା ବେଶରେ ଦୁଇ ଜଣଙ୍କୁ ଦେଖିବାକୁ ମିଳୁଛି । 

crime
ପରୀକ୍ଷାରୁ ଫେରୁଥିବା ବେଳେ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ, ବ୍ଲେଡ୍‌ ମାଡ଼

ଛାତ୍ରୀ ଜଣକ କାର୍‌ରୁ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ବ୍ଲେଡ୍‌ରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ

Sudha Murthy
ଜ୍ୱାଇଁ ପ୍ରଧାନମନ୍ତ୍ରୀ; ରାସ୍ତାରେ ରୋଷେଇ କରୁଛନ୍ତି ଶାଶୂ

ମହିଳା ଜଣକ ହେଉଛନ୍ତି ଜଣେ ପ୍ରଧାନମନ୍ତ୍ରୀଙ୍କ ଶାଶୂ । ଖାଲି ସେତିକି ନୁହେଁ ତାଙ୍କର ଅନେକ ପରିଚୟ ରହିଛି । ସେ ଜଣେ ପ୍ରଖ୍ୟାତ ଲେଖିକା ।

Why sleep is important before exams?
ପରୀକ୍ଷା ପୂର୍ବରୁ କାହିଁକି ଶୋଇବା ଜରୁରୀ ? ଜାଣନ୍ତୁ ୬ଟି କାରଣ...

ଆପଣ ଜାଣନ୍ତି କି, ପରୀକ୍ଷା ପୂର୍ବରୁ ଶୋଇବା ନିହାତି ଜରୁରୀ । କାରଣ ଭଲ ନିଦ ହେବା ଦ୍ୱାରା ଜଣେ ପରୀକ୍ଷାର୍ଥୀଙ୍କୁ ଅନେକ ଫାଇଦା ମିଳିଥାଏ ।

Man rapes pregnant relative while wife records video
ସ୍ୱାମୀ କଲେ ଦୁଷ୍କର୍ମ, ଭିଡିଓ ରେକର୍ଡ କଲେ ସ୍ତ୍ରୀ: ଗର୍ଭବତୀଙ୍କୁ ଦୁଷ୍କର୍ମ କଲେ ସମ୍ପର୍କୀୟ ଦେଢ଼ଶୁର !

ସ୍ୱାମୀ କଲେ ଦୁଷ୍କର୍ମ, ଭିଡିଓ ରେକର୍ଡ କଲେ ସ୍ତ୍ରୀ। ୫ ମାସର ଗର୍ଭବତୀଙ୍କୁ ସମ୍ପର୍କୀୟ ଦେଢ଼ଶୁର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।