ଛାତ୍ରୀ ଜଣକ କାର୍ରୁ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ବ୍ଲେଡ୍ରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ
୧୫ ବର୍ଷିୟ ନାତୁଣୀକୁ ଦୁଷ୍କର୍ମ କଲା ଜେଜେବାପା ।
ମହିଳା ଜଣକ ହେଉଛନ୍ତି ଜଣେ ପ୍ରଧାନମନ୍ତ୍ରୀଙ୍କ ଶାଶୂ । ଖାଲି ସେତିକି ନୁହେଁ ତାଙ୍କର ଅନେକ ପରିଚୟ ରହିଛି । ସେ ଜଣେ ପ୍ରଖ୍ୟାତ ଲେଖିକା ।
ଆପଣ ଜାଣନ୍ତି କି, ପରୀକ୍ଷା ପୂର୍ବରୁ ଶୋଇବା ନିହାତି ଜରୁରୀ । କାରଣ ଭଲ ନିଦ ହେବା ଦ୍ୱାରା ଜଣେ ପରୀକ୍ଷାର୍ଥୀଙ୍କୁ ଅନେକ ଫାଇଦା ମିଳିଥାଏ ।
ସ୍ୱାମୀ କଲେ ଦୁଷ୍କର୍ମ, ଭିଡିଓ ରେକର୍ଡ କଲେ ସ୍ତ୍ରୀ। ୫ ମାସର ଗର୍ଭବତୀଙ୍କୁ ସମ୍ପର୍କୀୟ ଦେଢ଼ଶୁର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ଜଣେ ୨୦ ବର୍ଷୀୟ ଯୁବକଙ୍କୁ ୧୦୦ ଥର ଛୁରି ଭୁସି ହତ୍ୟା କରାଯାଇଛି । କେହି ଜଣେ ଦୁର୍ବୃତ୍ତ ଏପରି କାଣ୍ଡ ଘଟାଇ ଯୁବକଙ୍କ ଶରୀରକୁ ଏକ ବୁଦା ଭିତରେ ଫିଙ୍ଗି ଦେଇ ଚାଲିଯାଇଥିଲା ।
ସୌଭାଗ୍ୟବଶତଃ ଅମନଙ୍କର ବିଶେଷ କିଛି କ୍ଷତି ହୋଇନଥିଲା ।
ଏନେଇ ଇସ୍ରୋର ଚେୟାରମ୍ୟାନ୍ ସୂଚନା ଦେଇଛନ୍ତି । ଭାରତ ପକ୍ଷରୁ ସ୍ୱତନ୍ତ୍ର ଭାବେ ଏହି ବ୍ୟବସ୍ଥା କରାଯାଉଛି ।
ଆସନ୍ତା ୧୮ ତାରିଖରେ ରାଜ୍ୟରେ କିଛି ଜିଲ୍ଲାରେ କୁଆପଥର ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଗୁରୁ ନାଁରେ କଳଙ୍କ। ଛାତ୍ରୀଙ୍କୁ ପାଠ ପଢ଼ାଇବା ବାହାନାରେ ଅଶ୍ଲୀଳ ଭିଡିଓ ଏବଂ ଫଟୋ ଉଠାଇ ସୋସିଆଲ୍ ମିଡିଆରେ ଜଣେ ଶିକ୍ଷକ ଭାଇରାଲ୍ କରିଥିବା ଅଭିଯୋଗ ହୋଇଛି।
ସିଙ୍ଗଡ଼ା ବିକ୍ରି କରି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଦମ୍ପତି । ଶିଖର ପାଠପଢ଼ା ସମୟରୁ ହିଁ ସିଙ୍ଗଡ଼ା ଦୋକାନ ଖୋଲିବା ପାଇଁ ଚାହୁଁଥିଲେ, କିନ୍ତୁ . .
ତମାଣ୍ଡୋ ଛକରେ ଡ୍ରାଇଭର ସଂଘ ପକ୍ଷରୁ ଆନ୍ଦୋଳନ ହେଉଛି । ଗତକାଲିଠୁ ଚାଲିଥିବା ଏହି ଧାରଣା ଯୋଗୁଁ ବାହାର ରାଜ୍ୟରୁ ଆସିଥିବା ଶତାଧିକ ଟ୍ରକ ଅଟକି ରହିଛି । ଆଜି ଏମାନେ ଯିବାକୁ ଚେଷ୍ଟା କରିବା ପରେ ଏଭଳି ଉତ୍ତେଜନା ଦେଖାଦେଇଛି ।
ପ୍ରଚଳିତ ସଂରକ୍ଷଣ ବ୍ୟବସ୍ଥା ଅନୁସାରେ ରାଜ୍ୟରେ ଏବେ ମାତ୍ର ୧୧.୨୫ ପ୍ରତିଶତ ସଂରକ୍ଷଣ ସୁବିଧା ପଛୁଆବର୍ଗଙ୍କୁ ମିଳୁଛି।
ହେଲିକପ୍ଟରରେ କେତେ ଜଣ ଯବାନ ଯାତ୍ରା କରୁଥିଲେ, ସେ ବାବଦରେ ସୂଚନା ମିଳିପାରିନାହିଁ ।
ନୋଟିସ ସତ୍ତ୍ୱେ ଆଇପିଏସ୍ ଏନ୍.ବି. ଭାରତୀ କୌଣସି ଉତ୍ତର ଦେଉନାହାଁନ୍ତି ।
ଡ୍ରାଇଭର ସଂଘର ଆନ୍ଦୋଳନ ଯୋଗୁ ପହଞ୍ଚି ପାରୁନି ପେଟ୍ରୋଲା ଭୁବନେଶ୍ୱର, ଜୟପୁର, ବାଲେଶ୍ୱରରେ ଏଭଳି କିଛି ସମସ୍ୟା ଦେଖା ଦେଇଛି।
ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ। ଗଣ୍ଡଗୋଳ ଏତେ ଉଗ୍ରରୂପ ନେଇଛି ଯେ, ଉଭୟ ପକ୍ଷ ପରସ୍ପର ଉପରକୁ ଟେକାପଥର ମାଡ଼ କରିଛନ୍ତି। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଯାଇ ପୋଲିସ୍ ଆକ୍ରମଣର ଶିକାର ହୋଇଛି।
ମନସୁରପୁର ପୋଲିସ ଷ୍ଟେସନରେ ଏକ ଚୋର ପୋଲିସ ଆଗରେ ଆତ୍ମସମର୍ପଣ କରିଛି । ଯାହାର ସରେଣ୍ତର ଷ୍ଟାଇଲ୍କୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।
ପରୀକ୍ଷା କେନ୍ଦ୍ରରେ ମାଟ୍ରିକ ଛାତ୍ର ମୃତ। ଛାତ୍ର ଜଣକ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ଶ୍ରେଣୀ ଗୃହକୁ ପ୍ରବେଶ କରିବା ପରେ ହଠାତ୍ ଅଚେତ ହୋଇପଡ଼ିଥିଲେ।
ବାପା ସାମ୍ନାରେ ପୁଅର ଜୀବନ ଚାଲିଗଲା । ଅପମୃତ୍ୟୁ ହୋଇଥିବାରୁ ଡାକ୍ତରଖାନାକୁ ପୋଷ୍ଟମର୍ଟମ କରିବା ଲାଗି ଶବ ବି ଆସିଲା । ହେଲେ ବ୍ୟବଚ୍ଛେଦ ପୂର୍ବରୁ ଚାଲିଲା ମୂଲଚାଲ । ମୟୁରଭଞ୍ଜ ରାଇରଙ୍ଗପୁର ଏ ଭିଡିଓ ସମସ୍ତଙ୍କୁ ବିଚଳିତ କରିଛି । ପୋଲିସ ଉପସ୍ଥିତିରେ ଜଣେ ଅସହାୟ ଗରିବ ବାପାକୁ ନିଜ ପିଲାର ଶବ ବ୍ୟବଚ୍ଛେଦ କରିବା ପାଇଁ ଆଠ ଶହ ଟଙ୍କା ଲାଞ୍ଚ ମାଗାଯିବା ସହିତ ଟଙ୍କା ନ ଦେଲେ ରିପୋର୍ଟ ଦେବି ନାହିଁ, ଅଧା ଟଙ୍କା ଦେଲେ ଅଧା ରିପୋର୍ଟ ଦେବି ବୋଲି ଧମକ ଦେଇଥିଲେ ଡାକ୍ତରଖାନାର କର୍ମଚାରୀ।
ସ୍ତ୍ରୀ, ଛୁଆକୁ ହତ୍ୟା କରି ନିଜେ ଆତ୍ମହତ୍ୟା କଲେ। ଏକ ଫ୍ଲାଟ୍ରୁ ୪୪ ବର୍ଷୀୟ ଇଞ୍ଜିନିୟର, ତାଙ୍କ ସ୍ତ୍ରୀ ଓ ୮ ବର୍ଷ ଶିଶୁର ମୃତଦେହ ଉଦ୍ଧାର ହୋଇଛି।
ବୋହୂକୁ ଚାକିରି କରିବା ପାଇଁ ପ୍ରେରଣା ଦେବା ବଦଳରେ ପ୍ରତିବାଦ କରି ମରଣାତ୍ମକ ଅସ୍ତ୍ରରେ ଆକ୍ରମଣ କରିଛନ୍ତି ଦିଲ୍ଲୀର ଜଣେ ବୟସ୍କ ଲୋକ । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
କାନ୍ଭାସ୍ରେ ତିଆରି କରୁଛନ୍ତି ସୁନ୍ଦର ସୁନ୍ଦର କଳାକୃତି । ଶ୍ରୀଜଗନ୍ନାଥଙ୍କ ଠାରୁ ଆରମ୍ଭ କରି ରାଧାକୃଷ୍ଣ, ଗଣେଶ ଓ ନାନା ଡିଜାଇନ୍ର ସିନେରୀ ପର୍ଯ୍ୟନ୍ତ ଚିତ୍ର ତାଙ୍କ କାନଭାସ୍ରେ ଦେଖିବାକୁ ମିଳୁଛି ।