• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ଶୁକ୍ରବାର ।ଚନ୍ଦ୍ର – ଧନୁ ଦିବା ୧୦.୧୭ ଗତେ ମକର,ତିଥି – ୧୦ ମୀ ଦିବା ୦୨.୦୭ ଗତେ ୧୧ଶୀ,ଘାତ ଚନ୍ଦ୍ର – ତୁଳା ଓ କୁମ୍ଭ ଦିବା ୧୦.୧୭ ଗତେ ସିଂହ,ଘାତ ବାର- ବିଛା , ଧନୁ ଓ ମୀନ,ପୁଷ୍କର ଦୋଷ – ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ରାତ୍ରି ୦୨.୪୫ ପର୍ଯ୍ୟନ୍ତ

ଶୁଭ ସମୟ:

  • ପ୍ରାତଃ ୦୫.୫୭ ରୁ ୦୬.୪୫
  • ପ୍ରାତଃ ୦୭.୩୨ ରୁ ୦୮.୫୬
  • ଦିବା ୧୨.୧୯ ରୁ ୦୨.୪୨
  • ସନ୍ଧ୍ୟା ୦୭.୨୯ ରୁ ୦୮.୫୩
  • ରାତ୍ରି ୦୧.୫୫ ରୁ ୦୩.୩୨

ଅଧିକ ପଢ଼ନ୍ତୁ: ଶୋଇବା ଘରକୁ ଲାଗି ପାଇଖାନା ଥିଲେ କ’ଣ କରିବେ ପ୍ରତିକାର, ଜାଣନ୍ତୁ...

ଅଶୁଭ ସମୟ:

  • ଋାହୁକାଳ – ଦିବା ୧୦.୨୫ ରୁ ୧୧.୫୫
  • କାଳବେଳା – ଦିବା ୧୦.୨୫ ରୁ ୧୧.୫୫
  • ବାରବେଳା – ଦିବା ୦୮.୫୬ ରୁ ୧୦.୨୫
  • କାଳରାତ୍ରି – ରାତ୍ରି ୦୮.୫୩ ରୁ ୧୦.୨୪